କନକ ବ୍ୟୁରୋ: ଜାନୁଆରି ୧୪ ତାରିଖରୁ ଆରମ୍ଭ ହେଉଛି କଂଗ୍ରେସର ନ୍ୟାୟଯାତ୍ରା । ଦିଲ୍ଲୀରେ ସବୁ ରାଜ୍ୟର ପିସିସି ସଭାପତିଙ୍କ ସହ ବୈଠକ ପରେ ଏହି ଯାତ୍ରାକୁ ଭାରତ ଯୋଡ଼ ନ୍ୟାୟଯାତ୍ରା ଭାବେ ନାମକରଣ କରାଯାଇଛି । ଗତବର୍ଷ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାର ସଫଳତାକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ଭାରତ ଯୋଡ଼ ନ୍ୟାୟଯାତ୍ରାରେ ବାହାରିବେ ରାହୁଲ ଗାନ୍ଧୀ । ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଦିଲ୍ଲୀରେ ଅନୁଷ୍ଠିତ ବୈଠକରେContinue reading “ଭାରତ ଯୋଡ଼ ନ୍ୟାୟଯାତ୍ରାରେ ଓଡ଼ିଶାର ୪ଟି ଜିଲ୍ଲା ବୁଲିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ବିଶାଳ ସମାବେଶ ପାଇଁ ଅନୁରୋଧ କଲେ ପିସିସି ସଭାପତି “
Category Archives: News
ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ
କନକ ବ୍ୟୁରୋ: ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ । କିନ୍ତୁ ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି । ବିବାଦର ସମାଧାନ ନହେଲେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତContinue reading “ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ”
କର୍ତ୍ତବ୍ୟପଥରେ ଝଲସିବ ଓଡିଶାର ପ୍ରଜ୍ଞାପନ ମେଢ: ସାଧାରଣତନ୍ତ୍ର ଦିବସରେ ଓଡିଶାର କଳା ଦେଖିବ ଦେଶ
କନକ ବ୍ୟୁରୋ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ ପରେଡ୍ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ କର୍ତ୍ତବ୍ୟପଥରେ ଦର୍ଶକମାନେ ଓଡ଼ିଶାର କଳାକୁ ଆଖି ଆଗରେ ଦେଖିବାର ସୁଯୋଗ ପାଇପାରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି ହୋଇଛି। ଚିଠିରେ ଉଲ୍ଲେଖ ହୋଇଛ ଯେ, ନୂଆଦିଲ୍ଲୀରContinue reading “କର୍ତ୍ତବ୍ୟପଥରେ ଝଲସିବ ଓଡିଶାର ପ୍ରଜ୍ଞାପନ ମେଢ: ସାଧାରଣତନ୍ତ୍ର ଦିବସରେ ଓଡିଶାର କଳା ଦେଖିବ ଦେଶ”
ମାଲକାନଗିରିର ବଣପାହାଡ ଘେରା ମନୋରମ ପରିବେଶ । ଆକର୍ଷିତ କରୁଛି ଗାରିଆଡୁଡୁମା ଜଳପ୍ରପାତ, ପ୍ରତିଦିନ ଲାଗୁଛି ପ୍ରକୃତି ପ୍ରେମୀଙ୍କ ଭିଡ
କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମାଲକାନଗିରି ଜିଲା । ମନମୋହୁଛି ଆଦିବାସୀ ପାହାଡ ଘେରି ରହିଥିବା ଗାରିଆ ଡୁଡୁମା ଜଳପ୍ରପାତ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଛକରୁ ମାତ୍ର ୭ କିଲୋମିଟର ଗଲା ପରେ ପଡେ ଏହି ଜଳପ୍ରପାତ । ପାହାଡ ଘେରା ବଣଜଙ୍ଗଲର ମନୋର ପରିବଶେ ଭତରେ ଏହି ଝରଣା ପ୍ରତିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।। ଯାହାପାଇଁ ଏଠାକୁ ପ୍ରତିଦିନ ଲାଗୁଛି ଦୂରଦୂରାନ୍ତରୁ ଲୋକଙ୍କ ଭିଡ । ପ୍ରକୃତିକୁ ମନଭରି ଉପଭୋଗContinue reading “ମାଲକାନଗିରିର ବଣପାହାଡ ଘେରା ମନୋରମ ପରିବେଶ । ଆକର୍ଷିତ କରୁଛି ଗାରିଆଡୁଡୁମା ଜଳପ୍ରପାତ, ପ୍ରତିଦିନ ଲାଗୁଛି ପ୍ରକୃତି ପ୍ରେମୀଙ୍କ ଭିଡ”
ଦେବୀ ମୁହାଣରେ ମାଛ ଚୋରା ଚାଲାଣକାରୀଙ୍କ ଆଡ୍ଡା । ବାହାରକୁ ଚାଲାଣ କରୁଛନ୍ତି କୁଇଂଟାଲ କୁଇଂଟାଲ ମାଛ ଯାଆଁଳ
କନକ ବ୍ୟୁରୋ : ଚିନ୍ତାରେ ପଡିଛନ୍ତି ମତ୍ସ୍ୟଜୀବୀ । ସମୁଦ୍ରରୁ ମାଛ ମାରି ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ମାଛ ଚୋରା ଚାଲାଣକାରୀଙ୍କ ଯୋଗୁ ବଢୁଛି ଚିନ୍ତା । ଅସ୍ତରଙ୍ଗ ଦେବୀ ମୁହାଣରେ ମାଛ ଯାଆଁଳ ଚୋରା ଚାଲାଣକାରୀଙ୍କ ଦୌରାତ୍ମ୍ୟ ବଢିଚାଲିଛି । କିଛି ବର୍ଷ ହେଲା କୋଲକାତାରୁ କିଛି ଚାଲାଣକାରୀ ଏହି ଅଂଚଳରେ ନିଜ ଆଡ୍ଡା ଜମାଇ ବସିଛନ୍ତି । ଦେବୀ ମୁହାଣ ନିକଟରେ କ୍ୟାମ୍ପ ବସାଇ ଲକ୍ଷାଧିକ ଯାଆଁଳ ଧରି ବାହାରକୁContinue reading “ଦେବୀ ମୁହାଣରେ ମାଛ ଚୋରା ଚାଲାଣକାରୀଙ୍କ ଆଡ୍ଡା । ବାହାରକୁ ଚାଲାଣ କରୁଛନ୍ତି କୁଇଂଟାଲ କୁଇଂଟାଲ ମାଛ ଯାଆଁଳ”
ସାଟେଲାଇଟ ସର୍ଭେରୁ ଧରାପଡିଲା ମିଛ । ପଂଜିକୃତ ପ୍ଲଟରେ ହୋଇନି ଧାନ ଚାଷ, ଅନାବନା ହୋଇ ପଡିଛି ଜମି
କନକ ବ୍ୟୁରୋ : ଚାଷ ଜମି ଅଛି ସତ ହେଲେ ଧାନ ଚାଷ ହୋଇଥିବା ମିଛ ରେକର୍ଡ । ଧାନ ଚାଷ ହୋଇଥିବା କହି ପଂଜିକୃତ ହୋଇଛି ଚାଷ ଜମି । ହେଲେ ରଜ୍ୟସ୍ତରୀୟ ସାଟେଲାଇଟ ସର୍ଭେରୁ କୌଣସି ଧାନ ଚାଷ ହୋଇନଥିବା କଥା ପଦାକୁ ଆସିଛି । ଭଂଜନଗର ଉପଖଣ୍ଡର ୧ଲକ୍ଷ ୪୬ ଜହାର ୬୭ ଟି ପ୍ଲଟ୍ରେ ଆଦୌ ଧାନ ଚାଷ ହୋଇନଥିବା ଧରାପଡିଛି । ମଣ୍ଡିରେ ଧାନ ବିକିବା ଲାଗି ଚାଷୀ ପଞ୍ଜିକରଣContinue reading “ସାଟେଲାଇଟ ସର୍ଭେରୁ ଧରାପଡିଲା ମିଛ । ପଂଜିକୃତ ପ୍ଲଟରେ ହୋଇନି ଧାନ ଚାଷ, ଅନାବନା ହୋଇ ପଡିଛି ଜମି”
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସାନ ଝିଅ ହେବେ କି ଉତ୍ତରାଧିକାରୀ ?
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସାନ ଝିଅ କିମ ଜୁଏଙ୍କୁ ତାଙ୍କ ପିତାଙ୍କ ଉତ୍ତରାଧିକାରୀ ଭାବରେ ଦେଖାଯାଉଛି । ଗତ ଏକ ବର୍ଷ ଧରି ସର୍ବସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ପିତାଙ୍କ ସହ ତାଙ୍କୁ ଯେଉଁଭଳି ଭାବରେ ଦେଖିବାକୁ ମିଳୁଛି ଏଥିରୁ ଏହାର ସମ୍ଭାବନା ଆହୁରି ବଢିଛି । କିମ ଜୋଙ୍ଗଙ୍କ ସାନ ଝିଅ କିମ ଜୁ ଏ, ଯିଏକି ମାତ୍ର ୧୦ ବର୍ଷ ବଯସର । ତାଙ୍କୁ ପ୍ରଥମେ ସର୍ବସାଧରଣ ସ୍ଥାନରେ ପିତାଙ୍କContinue reading “ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସାନ ଝିଅ ହେବେ କି ଉତ୍ତରାଧିକାରୀ ? “
ଲୋକଙ୍କୁ ମିଳୁନି ପିଇବା ପାଣି । ବିଭିନ୍ନ ସ୍ଥାନରେ ଅଚଳ ପଡିଛି ପ୍ରକଳ୍ପ,ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କା ପ୍ରକଳ୍ପ
କନକ ବ୍ୟୁରୋ : ପିପିଲିରେ ପ୍ରହସନ ପାଲଟିଛି ବସୁଧା ଯୋଜନା । ସମୁଦାୟ ୬୦ଟି ପାଣି ଟାଙ୍କିରୁ ୩୦ ଟାଙ୍କି ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି । କେଉଁଠି ଖାଲି ଟାଙ୍କି ଅଛି ତ ଆଉ କେଉଁଠି ପାଣିର ସୁବିଧା ନାହିଁ । ଆଉ କିଛିସ୍ଥାନରେ ଭୂତଳ ପାଇପ ବିଛାଯାଇଛି । ହେଲେ ପାଣି ଆସିପାରୁନି । ଦୀର୍ଘ ଦିନ ହେଲା ପ୍ରକଳ୍ପ ଗେଟ ନଖୋଲିବାରୁ ଅନାବନା ଗଛରେ ଭର୍ତି ହୋଇଗଲାଣି । ପାଣି ଯୋଗାଇବାକୁ ଲକ୍ଷାଧିକ ଟଙ୍କାContinue reading “ଲୋକଙ୍କୁ ମିଳୁନି ପିଇବା ପାଣି । ବିଭିନ୍ନ ସ୍ଥାନରେ ଅଚଳ ପଡିଛି ପ୍ରକଳ୍ପ,ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କା ପ୍ରକଳ୍ପ”
ତିଗିରିଆ ଥାନା ବିଷ୍ଣୁପୁରରେ ଝାଡାବାନ୍ତି ଆତଙ୍କ । ୧୫ରୁ ଅଧିକ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତି, ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର
କନକ ବ୍ୟୁରୋ : ତିଗିରିଆ ଥାନା ବିଷ୍ଣୁପୁରରେ ଝାଡାବାନ୍ତି ଆତଙ୍କ । ୧୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ଆଠଗଡ ଓ ତିଗିରିଆ ମେଡିକାଲରେ ଭର୍ତି କରାଯାଇଛି । ଆଠଗଡ ମେଡିକାଲରେ ୬ ଜଣ ଚିକିତ୍ସା ପାଇଁ ଆସିଥିବା ବେଳେ ସେଥିରୁ ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଏକ ମେଡିକାଲ ଟିମ୍ ପହଂଚି ଚିକିତ୍ସା ଆରମ୍ଭ କରିଛି । ସେହିଭଳି ପ୍ରଶାସନ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍ ପହଂଚିContinue reading “ତିଗିରିଆ ଥାନା ବିଷ୍ଣୁପୁରରେ ଝାଡାବାନ୍ତି ଆତଙ୍କ । ୧୫ରୁ ଅଧିକ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତି, ଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର”
ଟ୍ରେନ ଟିକେଟକୁ ନେଇ ନୂଆ ନିୟମାବଳୀ । ଟ୍ରେନ ବିଳମ୍ବ ହେଲେ ଯାତ୍ରୀ ଫେରିପାଇବେ ସମ୍ପୂର୍ଣ୍ଣ ଟିକେଟ ଟଙ୍କା
କନକ ବ୍ୟୁରୋ : ଦୀର୍ଘ ଦୂରକୁ ଟ୍ରେନରେ ଯାତ୍ରା କରିବା ଅନେକ ଲୋକମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଯଦିଓ ରେଳ ବିଭାଗ ଠିକ୍ ସମୟରେ ଟ୍ରେନ ଚଲାଇବା ପାଇଁ ଚେଷ୍ଟା କରନ୍ତି ହେଲେ କିଛି କାରଣ ପାଇଁ ବେଳେବେଳେ କିଛି ଟ୍ରେନ ବିଳମ୍ବ ହୋଇଥାଏ । ଏହା ଆପଣ ମାନେ ମଧ୍ୟ ଦେଖିଥିବେ । ଅନେକ ଥର ଟ୍ରେନ ୬ ରୁ ୭Continue reading “ଟ୍ରେନ ଟିକେଟକୁ ନେଇ ନୂଆ ନିୟମାବଳୀ । ଟ୍ରେନ ବିଳମ୍ବ ହେଲେ ଯାତ୍ରୀ ଫେରିପାଇବେ ସମ୍ପୂର୍ଣ୍ଣ ଟିକେଟ ଟଙ୍କା”