କେପଟାଉନରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ମାତ୍ ଦେଲା ରୋହିତ ବାହିନୀ ।

କନକ ବ୍ୟୁରୋ : କେପଟାଉନରେ କମାଲ କଲା ରୋହିତ ବାହିନୀ । ଦ୍ୱିତୀୟ ଟେଷ୍ଟରେ ସହଜ ବିଜୟ ହାସଲ ସହ ସିରିଜ ବରାବର କରିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ମାତ୍ର ୭୯ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରୋହିତ ବାହିନୀ ୩ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଛି । ଏହାସହ କେପଟାଉନରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । କେପଟାଉନରେ ଏହା ଭାରତର ପ୍ରଥମ ବିଜୟ । ଏହାସହ ଏସିଆ ଦଳContinue reading “କେପଟାଉନରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ମାତ୍ ଦେଲା ରୋହିତ ବାହିନୀ ।”

ହୁତି ବିଦ୍ରୋହୀଙ୍କୁ ରୋକିବା ପାଇଁ କାହିଁକି ଆମେରିକାର ସାଥ ଦେଉନାହାନ୍ତି ମିତ୍ର ଦେଶମାନେ ?

ହୁତି ବିଦ୍ରୋହୀଙ୍କୁ ରୋକିବା ପାଇଁ କାହିଁକି ଆମେରିକାର ସାଥ ଦେଉନାହାନ୍ତି ମିତ୍ର ଦେଶମାନେ ?  ହୁତି ବିଦ୍ରୋହୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାରେ ଆମେରିକା ଧୀରେ ଧୀରେ ଏକୁଟିଆ ହୋଇଯାଉଛି କି ? ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ରୋକିବା ପାଇଁ ଆମେରିକା ଏକ ବହୁରାଷ୍ଟ୍ରୀୟ ମଞ୍ଚ ଗଠନ କରିବାକୁ ଘୋଷଣା କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଲୋହିତ ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକୁ ହୁତି ବିଦ୍ରୋହୀମାନଙ୍କଠାରୁ ରକ୍ଷା କରିବା ଏବଂ ଭବିଷ୍ୟତରେ ସେମାନଙ୍କContinue reading “ହୁତି ବିଦ୍ରୋହୀଙ୍କୁ ରୋକିବା ପାଇଁ କାହିଁକି ଆମେରିକାର ସାଥ ଦେଉନାହାନ୍ତି ମିତ୍ର ଦେଶମାନେ ?”

ବିଜେପିର ଦକ୍ଷିଣ ଅଭିଯାନ ଉପରେ ପଡିବ କି ପ୍ରଭାବ । ଶର୍ମିଲାଙ୍କ କଂଗ୍ରେସରେ ଯୋଗଦାନ ପରେ କଂଗ୍ରେସକୁ ମିଳିବ କି ଫାଇଦା

କନକ ବ୍ୟୁରୋ : ନୂଆ ବର୍ଷର ଆରମ୍ଭରୁ ଏବେ କଂଗ୍ରସେ ପାଇଁ ଦକ୍ଷିଣରୁ ଭଲ ସଂକେତ ମିଳିଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ରାଜ ଶେଖର ରେଡିଙ୍କ ଝିଅ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛିଦିନ ତଳେ ୫ ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଦେଖି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଥିଲେ କି ଦକ୍ଷିଣ ଭାରତରେ କଂଗ୍ରେସ ଶେଷ ହେବାକୁ ଯାଉଛି । ହେଲେ ହିମାଚଳରେContinue reading “ବିଜେପିର ଦକ୍ଷିଣ ଅଭିଯାନ ଉପରେ ପଡିବ କି ପ୍ରଭାବ । ଶର୍ମିଲାଙ୍କ କଂଗ୍ରେସରେ ଯୋଗଦାନ ପରେ କଂଗ୍ରେସକୁ ମିଳିବ କି ଫାଇଦା”

ଖୋର୍ଦ୍ଧାରେ ସମଲିଙ୍ଗୀ ସମ୍ପର୍କରୁ ହତ୍ୟା: ଜଙ୍କିଆ ଥାନା ଭୀମପଡ଼ା ଗାଁର ଯୁବକ ହତ୍ୟା ଘଟଣାର ପର୍ଦ୍ଦାଫାସ

କନକ ବ୍ୟୁରୋ: ଜୀବନ ନେଲା କିନ୍ନର ବନ୍ଧୁ ସହ ସମ୍ପର୍କ । ଖୋର୍ଦ୍ଧା ଜଙ୍କିଆ ଥାନା ଭୀମପଡ଼ା ଗାଁରେ ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ । ଗତ ୨ ତାରିଖ ଦିନ ରଶ୍ମୀ ରଂଜନ ବଳିଆର ସିଂଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଆଗକୁ ବଢ଼ିଥିଲା ତଦନ୍ତ । ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇବା ପରେ ରାମେଶ୍ୱର ଛକରେ ଛାଡ଼ି ଦେଇଥିଲା ବାଇକ୍ ।Continue reading “ଖୋର୍ଦ୍ଧାରେ ସମଲିଙ୍ଗୀ ସମ୍ପର୍କରୁ ହତ୍ୟା: ଜଙ୍କିଆ ଥାନା ଭୀମପଡ଼ା ଗାଁର ଯୁବକ ହତ୍ୟା ଘଟଣାର ପର୍ଦ୍ଦାଫାସ”

ଓଡ଼ିଶାରୁ ଯାଉଛି ପଡ଼ୋଶୀ ରାଜ୍ୟରେ ଧରାପଡ଼ୁଛି: ଗଂଜେଇ ଚୋରାଚାଲାଣ ନେଇ ଆନ୍ଧ୍ର ପୋଲିସର ସାମ୍ବାଦିକ ସମ୍ମିଳନୀ

କନକ ବ୍ୟୁରୋ: ପଡିଶାରେ ଧରା ପଡୁଛି ଓଡିଶା ଗଂଜେଇ । ଓଡିଶା ସୀମାନବର୍ତୀ ଆନ୍ଧ୍ରପ୍ରଦେଶରେ ଧରପଗଡ ଓ ଅପରେଶନ ପରିବର୍ତନ ଯୋଗୁଁ ଛାନିଆ ଗଂଜେଇ ମାଫିଆ । ଆନ୍ଧ୍ରରେ ଧରା ପଡୁଛି ଓଡିଶା ଗଂଜେଇ । ତେବେ ଦେଶରେ ଗଂଜେଇ ଉତ୍ପାଦନରେ ଆଗରେ ରହିଛି ଓଡିଶା । ମାଲକାନଗିରି ଜିଲ୍ଲରେ ସର୍ବାଧିକ ଗଂଜେଇ ଚାଷ ହେଉଥିବା ବେଳେ ଧରପଗଡ ଓ ଗିରଫଦାରୀ ମଧ୍ୟ ଏଠାରେ ଅଧିକ । ସ୍ୱାଭିମାନ ଅଂଚଳର ଦୁର୍ଗମ ଅଂଚଳରେ ଗଂଜେଇକୁ ଏକ ଅର୍ଥକାରୀContinue reading “ଓଡ଼ିଶାରୁ ଯାଉଛି ପଡ଼ୋଶୀ ରାଜ୍ୟରେ ଧରାପଡ଼ୁଛି: ଗଂଜେଇ ଚୋରାଚାଲାଣ ନେଇ ଆନ୍ଧ୍ର ପୋଲିସର ସାମ୍ବାଦିକ ସମ୍ମିଳନୀ”

ଶୀତର ଖଟିରେ ଗରମ ଚା’ର ଆସର । କେବେ ଥରିଲା ଓଠକୁ ଆରାମ ଦିଏ, ପୁଣି କେବେ ଚକ୍ରବ୍ୟୁହରେ ଫସାଇ ଶୀତକୁ ନିରସ୍ତ୍ର କରେ ତତଲା ଚା’…

କନକ ବ୍ୟୁରୋ: ଚା’- ଓଠର ଶୋଷ ନା ମନର ଉଷୁମ ଅବସୋସ । । ଚା’ରେ ଚହଲି ଯାଏ ଶୀତ, ଚା’ ପିଇ ବର୍ଷା ବି ଗାଏ ଗୀତ । କପେ ଚା’ରେ ଫୁର୍ତ୍ତି ହୋଇଯାଏ ମନ, ଉଭେଇ ଯାଏ ଅବସାଦ । ଗରମ ଚା’ ଗ୍ଲାସରେ କେବେ ବୁଡିମରେ ଗୁମସୁମପଣ, ବତୁରିଯାଏ ଥକ୍କାପଣ । ଚା’ କପର ଆଖି ଠାରରେ ପୁଣି ଅଟକିଯାଏ ଜୀବନ, ବ୍ରେକ୍ ମାରେ ବ୍ୟସ୍ତତା । ତତଲା ତସଲାରେ କ୍ଷୀର ଓContinue reading “ଶୀତର ଖଟିରେ ଗରମ ଚା’ର ଆସର । କେବେ ଥରିଲା ଓଠକୁ ଆରାମ ଦିଏ, ପୁଣି କେବେ ଚକ୍ରବ୍ୟୁହରେ ଫସାଇ ଶୀତକୁ ନିରସ୍ତ୍ର କରେ ତତଲା ଚା’…”

ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆସନ୍ତା ୧୨ରୁ ଆରମ୍ଭ ହେବ ଯଜ୍ଞ: ଶ୍ରୀନଅରରେ ଗଜପତିଙ୍କ ଦ୍ୱାରା ଗୁଆ ଟେକା ଯିବା ପରେ ଯଜ୍ଞ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ: ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ପରିକ୍ରମା ପ୍ରକଳ୍ପ ପାଇଁ ୧୨ ତାରଖରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀନଅରରେ ଗଜପତିଙ୍କ ଦ୍ୱାରା ଗୁଆଟେକା ହେବ । ଗଜପତିଙ୍କ ଗୁଆଟେକା ପରେ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ । ଗଜପତିଙ୍କ ରାଶି-ନକ୍ଷକ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ । ୩ଦିନ ଧରି ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ । ୧୭ରେ ଦେଶରେ ୬୦ଟି ମନ୍ଦିରରContinue reading “ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆସନ୍ତା ୧୨ରୁ ଆରମ୍ଭ ହେବ ଯଜ୍ଞ: ଶ୍ରୀନଅରରେ ଗଜପତିଙ୍କ ଦ୍ୱାରା ଗୁଆ ଟେକା ଯିବା ପରେ ଯଜ୍ଞ ପ୍ରକ୍ରିୟା ଆରମ୍ଭ”

ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ । ଦଳର ନିଷ୍ପତ୍ତି ପରେ ଏହା ଭାରତ ଯୋଡ ନ୍ୟାୟଯାତ୍ରା ନାମରେ କରାଗଲା ନାମିତ

କନକ ବ୍ୟୁରୋ : କଂଗ୍ରେସ ତରଫରୁ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ନ୍ୟାୟ ଯାତ୍ରାର ନାମ ପରିବର୍ତ୍ତନ କରିଛି । ଏବେ ଏହି ଯାତ୍ରାକୁ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ଦଳ ନାମିତ କରିଛି । ଗୁରୁବାର ଦିନ ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ଚାଲିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା ମଲ୍ଲିକାର୍ଜୁନ ଖଡଗେ କରିଥିଲେ । ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳରContinue reading “ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ । ଦଳର ନିଷ୍ପତ୍ତି ପରେ ଏହା ଭାରତ ଯୋଡ ନ୍ୟାୟଯାତ୍ରା ନାମରେ କରାଗଲା ନାମିତ”

କେଉଁଠି ବିକ୍ରି ହେଇଥିଲା ଦୁନିଆର ସବୁଠୁ ଦାମୀ ଜମି ?  ମୋଗଲ ଏହାକୁ ବିକ୍ରି କରିଥିଲେ, ହିନ୍ଦୁ ସେଠ କିଣିଥିଲେ

ବିଶ୍ବରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି ସେହି ହାରରେ ଜମି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ବିଶ୍ବ ଇତିହାସରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଜମିର ମୂଲ୍ୟ କ’ଣ ଥିଲା ? ଦୁନିଆରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲାଣି ସେ ଦିନ ଏତେ ଆଉ ବେଶି ଦୂର ନୁହେଁ ଯେତେବେଳେ ମଣିଷମାନେ ଖଣ୍ଡେ ଜମି ପାଇଁ ବହୁତ ହଇରାଣ ହେବେ । କିଛି ଦେଶ ଏମିତି ଅଛି ଯେଉଁଠାରେ ଜନସଂଖ୍ୟା ତୁଳନାରେ ଭୂମିର ଅନୁପାତContinue reading “କେଉଁଠି ବିକ୍ରି ହେଇଥିଲା ଦୁନିଆର ସବୁଠୁ ଦାମୀ ଜମି ?  ମୋଗଲ ଏହାକୁ ବିକ୍ରି କରିଥିଲେ, ହିନ୍ଦୁ ସେଠ କିଣିଥିଲେ”

ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତକୁ ଜିତିବାକୁ ଆବଶ୍ୟକ ମାତ୍ର ୭୯ ରନ୍ ।

କନକ ବ୍ୟୁରୋ : ରୋଚକ ମୋଡରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଟିମ୍ ଇଣ୍ଡିଆକୁ ଇତିହାସ ରଚିବାକୁ ମାତ୍ର ୭୯ ରନ୍ ଆବଶ୍ୟକ । ଅଥାର୍ତ ମାତ୍ର ୭୯ ରନ୍ କଲେ ଦକ୍ଷିଣ ଆଫ୍ରିକା ମାଟିରେ ବିଜୟୀ ହେବ ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ଏଡେନ ମାରକ୍ରମଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ଦକ୍ଷିଣ ଆଫ୍ରିକା ଦ୍ୱିତୀୟContinue reading “ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତକୁ ଜିତିବାକୁ ଆବଶ୍ୟକ ମାତ୍ର ୭୯ ରନ୍ ।”

Design a site like this with WordPress.com
Get started