କନକ ବ୍ୟୁରୋ: କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ସ୍ତ୍ରୀ । ଆସନ୍ତା ୭ ତାରିଖରେ ହେମା ଗମାଙ୍ଗଙ୍କ ଘର ବାହୁଡା । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପୂର୍ବତନ ସାଂସଦ ପୁଣି କଂଗ୍ରେସକୁ ଫେରିବେ । ଏଥିପାଇଁ ସେ ରାସ୍ତା ପ୍ରସ୍ତୁତ କରିସାରିଛନ୍ତି । ଦିଲ୍ଲୀରୁ ଏଆଇସିସିରୁ ସବୁଜ ସଂକେତ ମିଳି ସାରିଛି, ହେମା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା କରି ସାରିଛନ୍ତି । ଆସନ୍ତା ୭ ତାରିଖରେ କଂଗ୍ରେସContinue reading “କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ସ୍ତ୍ରୀ । ପରେ ଦଳକୁ ଫେରିପାରନ୍ତି ପୁଅ ଶିଶିର ଗମାଙ୍ଗ ।”
Category Archives: News
ଆଗକୁ ନିର୍ବାଚନ । ଡିପଫେକ୍ ଭିଡିଓ ଅପରାଧ ରୋକିବାକୁ ତତ୍ପର କମିଶନରେଟ୍ ପୋଲିସ । ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ ।
କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ । ଡିପଫେକ୍ ଫଟୋ ଓ ଭିଡ଼ିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଇଛି ତାଲିମ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ତାଲିମ ଦିଆଯାଇଛି । ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । ତାଲିମପ୍ରାପ୍ତ ଅଫିସର ମାନେ ଡ଼ିପଫେକ୍ ଫଟୋ ଓ ଭିଡ଼ିଓ ଚେକ୍ କରିବେ । ଅଫିସରଙ୍କୁ ସହାୟତା କରିବେContinue reading “ଆଗକୁ ନିର୍ବାଚନ । ଡିପଫେକ୍ ଭିଡିଓ ଅପରାଧ ରୋକିବାକୁ ତତ୍ପର କମିଶନରେଟ୍ ପୋଲିସ । ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ ।”
ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି ।
କନକ ବ୍ୟୁରୋ: ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନ୍ରୁ ହୋର୍ଡିଂ ହଟାଇଲା ବିଏମ୍ସି । ଆଜି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରାଜଧାନୀର ନୋ ହୋର୍ଡିଂ ଜୋନ୍ରେ ଲାଗିଥିବା ସବୁ ହୋର୍ଡିଂକୁ ହଟାଉଥିବା ଦେଖିବାକୁ ମିଳିଛି । ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା କହି ହୋର୍ଡିଂ ହଟାଇବା ପାଇଁ ବିଏମସି ନିୟମ ବାହାର କରିଥିଲା । ଏଥିପାଇଁ ଏକ ପାନ ଦୋକାନୀଙ୍କୁ ୫ ଲକ୍ଷContinue reading “ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି ।”
ମୀରା ମାଞ୍ଝୀଙ୍କ ଘରକୁ ଉପହାର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ମୀରା ମାଗିଲେ …
କନକ ବ୍ୟୁରୋ : ଅଯୋଧ୍ୟାର ମୀରା ମାଞ୍ଝୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ସ୍ୱାମୀଙ୍କ ପାଇଁ ଚାକିରୀ ମାଗିଛନ୍ତି । ଏ ସେହି ମୀରା ମାଞ୍ଝୀ ଯାହାଙ୍କ ଘରେ ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୩୦ ତାରିଖରେ ଚା’ ପିଇବାକୁ ପହଂଚିଯାଇଥିଲେ । ଏହି ଭେଟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଚିଠି ଲେଖି ମୀରା ଓ ତା’ର ପରିବାର ସଦସ୍ୟଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚିଠି ସହ ଉପହାର ମଧ୍ୟ ପଠାଇଥିଲେ । ଏହି ଉପହାରContinue reading “ମୀରା ମାଞ୍ଝୀଙ୍କ ଘରକୁ ଉପହାର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ମୀରା ମାଗିଲେ …”
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଆଉ ବ୍ଲଡବ୍ୟାଙ୍କରେ ବିକ୍ରି ହେଇପାରିବନି ରକ୍ତି । କେବଳ ଦେବାକୁ ପଡିବ ପ୍ରୋସେସିଂ ଫିସ୍ ।
କନକ ବ୍ୟୁରୋ: ଆଉ ବିକ୍ରି ହେବନି ବ୍ଲଡ୍ । ଅର୍ଥାତ ଦେଶରେ ଆଉ ରକ୍ତର ବିକ୍ରି କରାଯାଇପାରିବ ନାହିଁ । ତେବେ ଜରୁରୀ ପରିସ୍ଥିତିରେ ବ୍ଲଡ୍ ପାଇଁ ହସ୍ପିଟାଲ ଓ ଘରୋଇ ବ୍ଲଡ୍ ବ୍ୟାଙ୍କ ଯେଉଁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ, ତା ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏଣିକି ଏହି ଅନୁଷ୍ଠାନମାନେ ରକ୍ତର ବିକ୍ରି କରିପାରିବେ ନାହିଁ । ପୂର୍ବରୁ ଘରୋଇ ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କରେ ଗୋଟିଏ ବ୍ଲଡ୍ ପ୍ୟାକେଟ୍Continue reading “କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଆଉ ବ୍ଲଡବ୍ୟାଙ୍କରେ ବିକ୍ରି ହେଇପାରିବନି ରକ୍ତି । କେବଳ ଦେବାକୁ ପଡିବ ପ୍ରୋସେସିଂ ଫିସ୍ ।”
ବିଷ ବଳୟରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ । କଟକ, ଭୁବନେଶ୍ୱରରେ ମଧ୍ୟ ସ୍ଥିତି ସଙ୍ଗୀନ ।
କନକ ବ୍ୟୁରୋ: ବିଷ ବଳୟରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୁଳ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ବି ସ୍ଥିତି ସଙ୍ଗୀନ । ଗତକାଲିର ବାୟୁ ପ୍ରଦୂଷଣ ମାନ ସୂଚକାଙ୍କରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ପ୍ରଦୂଷଣ ମାନ ସୂଚକାଙ୍କ ୩୪୧ଥିବା ବେଳେ ଅନୁଗୁଳରେ ୩୫୪ଅର୍ଥାତ ‘ଭେରି ପୁଅର’ ବର୍ଗରେ ଥିବା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ଏକ୍ୟୁଆଇ ୩୧୨,Continue reading “ବିଷ ବଳୟରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ । କଟକ, ଭୁବନେଶ୍ୱରରେ ମଧ୍ୟ ସ୍ଥିତି ସଙ୍ଗୀନ ।”
କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ହଟିବ ନିଲମ୍ବନ । ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କ ସୂଚନା । ୨୦୨୪ ପାଇଁ ଏକାଠି ହୋଇ ଲଢ଼ିବ ଦଳ ।
କନକ ବ୍ୟୁରୋ: କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ହଟିବ ନିଲମ୍ବନ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ ଶ୍ରୀକାନ୍ତ ଜେନାଙ୍କ ଉପରୁ ଅତିଶୀଘ୍ର ହଟିବ ନିଲମ୍ବନ । ନୂଆ ପ୍ରଭାରୀଙ୍କ ସ୍ୱାଗତ ପାଇଁ କଂଗ୍ରେସ ସଜବାଜ ହେଉଥିବା ବେଳେ ଆଗକୁ ନିର୍ବାଚନ ଥିବାରୁ ଏକଜୁଟ ହୋଇ ଲଢ଼ିବୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା । ନୂଆContinue reading “କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ହଟିବ ନିଲମ୍ବନ । ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କ ସୂଚନା । ୨୦୨୪ ପାଇଁ ଏକାଠି ହୋଇ ଲଢ଼ିବ ଦଳ ।”
ଟୁରିଷ୍ଟ ବସ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା । ସମ୍ବଲପୁର ମୁଦିପଡ଼ା ଗୁରୁଦ୍ୱାରା ଆଗରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ଅବରୋଧ ।
କନକ ବ୍ୟୁରୋ: ସମ୍ବଲପୁର ଫେଜର କ୍ଲବ ସାମ୍ନାରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା । ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଓ ସ୍ଥାନୀୟ ଲୋକେ । ସଂଧ୍ୟା ସମୟରେ ବଡ଼ ଗାଡ଼ି ସେହି ରାସ୍ତା ଦେଇ ନଯିବାକୁ କଲେ ଦାବି । ଏହା ସହ ଗତକାଲି ପୋଲିସ ଯେଉଁ ୭ ଜଣଙ୍କୁ ନେଇ ଅଟକ ରଖିଛି ତାଙ୍କୁ ଛାଡ଼ିବାକୁ ଦାବି ରଖିଛନ୍ତି । କିଛି ସମୟ ପାଇଁ ଘଟଣା ସ୍ଥଳରେ ଏବେContinue reading “ଟୁରିଷ୍ଟ ବସ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା । ସମ୍ବଲପୁର ମୁଦିପଡ଼ା ଗୁରୁଦ୍ୱାରା ଆଗରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ଅବରୋଧ ।”
ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲଙ୍କ ପରେ ଇଡି ନୋଟିସକୁ ତେଜସ୍ୱୀଙ୍କ ଅଗ୍ରାହ୍ୟ । ଜମି ବଦଳରେ ଚାକିରି ମାମଲାରେ ଇଡିରେ ହେବେ ନାହିଁ ହାଜର
କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଇଡି ନୋଟିସକୁ ଅଗ୍ରାହ୍ୟ କରିଦେଇଛନ୍ତି । ଜମି ବଦଳରେ ଚାକିରି ମାମଲାରେ ଚଳିତମାସ ୫ ତାରିଖରେ ଇଡିରେ ହାଜର ହେବାକୁ ନୋଟିସ କରାଯାଇଥିଲା । ହେଲେ ସେ ଆସନ୍ତାକାଲି ଇଡିରେ ହାଜର ହେବେନାହିଁ ବୋଲି ଆରଜେଡି ପକ୍ଷରୁ ସୂଚନା ରହିଛି । ଏହା ପୂର୍ବରୁ ମଧ୍ୟ ତେଜସ୍ୱୀ ଯାଦବକ ଓ ଲାଲୁContinue reading “ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲଙ୍କ ପରେ ଇଡି ନୋଟିସକୁ ତେଜସ୍ୱୀଙ୍କ ଅଗ୍ରାହ୍ୟ । ଜମି ବଦଳରେ ଚାକିରି ମାମଲାରେ ଇଡିରେ ହେବେ ନାହିଁ ହାଜର”
୩ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ କମିଶନରେଟ୍ ପୁଲିସର ବ୍ଲୁ ପ୍ରିଂଟ୍ । ରାଜ୍ୟ ବାହାରେ ଡକାୟତ ସର୍ଦ୍ଦାର ଲୁଚିଥିବା ନେଇ ଗୁଇନ୍ଦା ସୂଚନା
କନକ ବ୍ୟୁରୋ : ତିନ ପାହାଡି ଗ୍ୟାଙ୍ଗ୍କୁ ଧରିବା ପାଇଁ ରାଜ୍ୟ ବାହାରେ ରେଡ୍ କରିବ କମିଶନରେଟ୍ ପୋଲିସ । ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ରହିଛି । ଏହାସହ ଗ୍ୟାଙ୍ଗରେ କାମ କରୁଥିବା ସାଇବର ଏକ୍ସପର୍ଟ ମଧ୍ୟ ଏବେବି ବାହାରେ ବୁଲୁଛନ୍ତି । ସେମାନଙ୍କୁ ଧରିବା ପାଇଁ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଗୁଇନ୍ଦା ତଥ୍ୟ ପାଇବା କ୍ଷଣି ରାଜ୍ୟ ବାହାରକୁ ଯାଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଉଠାଇବ ପୋଲିସ ।Continue reading “୩ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ କମିଶନରେଟ୍ ପୁଲିସର ବ୍ଲୁ ପ୍ରିଂଟ୍ । ରାଜ୍ୟ ବାହାରେ ଡକାୟତ ସର୍ଦ୍ଦାର ଲୁଚିଥିବା ନେଇ ଗୁଇନ୍ଦା ସୂଚନା”