କନକ ବ୍ୟୁରୋ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ନିଟ୍ ଓ ଜେଇଇ କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନଲାଇନ ମାଧ୍ୟମରେ ଏପରି କୋଚିଂ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଆଶାୟୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସରକାରୀ ଉଚ୍ଚ ମାଧ୍ୟମିକ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେବ ଏହି କୋଚିଂ । ମାଗଣା କୋଚିଂ ସହ ମାଗଣା ପାଠ୍ୟ ଉପକରଣ ମଧ୍ୟ ଯୋଗାଇ ଦିଆଯିବ । ପରୀକ୍ଷାContinue reading “ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ବ୍ୟବସ୍ଥା । ଯୁକ୍ତ ଦୁଇ ବିଜ୍ଞାନ ପିଲାଙ୍କ ପାଇଁ ମାଗଣା ନିଟ୍ ଓ ଜେଇଇ କୋଚିଂ”
Category Archives: News
ଗିରଫ ଆଶଙ୍କା ଭିତରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ କେଜ୍ରିୱାଲ । କହିଲେ, ହୋଇନି ଦୁର୍ନୀତି, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ କେନ୍ଦ୍ରର ଷଡଯନ୍ତ୍ର
କନକ ବ୍ୟୁରୋ : ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ଓ ମନ୍ତ୍ରୀ । ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଆଜି ସକାଳେ କେଜ୍ରିୱାଲଙ୍କ ଘରକୁ ଯାଇପାରେ ଇଡି । ଏହା ସହ ତାଙ୍କୁ ଗିରଫ କରିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଆଜିContinue reading “ଗିରଫ ଆଶଙ୍କା ଭିତରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ କେଜ୍ରିୱାଲ । କହିଲେ, ହୋଇନି ଦୁର୍ନୀତି, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ କେନ୍ଦ୍ରର ଷଡଯନ୍ତ୍ର”
ଯୁଦ୍ଧ ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଲା ଏହି ଚୁକ୍ତି । ୟୁଏଇର ଭୂମିକାକୁ ପ୍ରଶଂସା କରାଯାଉଛି ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଲଗାତାର ୨୩ ମାସ ଧରି ଯୁଦ୍ଧ ଚାଲିଛି । ଏଥିରେ ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇଛନ୍ତି । ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପ୍ରାୟ ବହୁତ ଦେଶ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ କେହି ସଫଳ ହେଇପାରିନଥିଲେ । ଯୁଦ୍ଧ ଜାରିହେତୁ ଉଭୟ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି । ଏହି ସମୟ ମଧ୍ୟରେ ୟୁଏଇ ଦୁଇContinue reading “ଯୁଦ୍ଧ ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଲା ଏହି ଚୁକ୍ତି । ୟୁଏଇର ଭୂମିକାକୁ ପ୍ରଶଂସା କରାଯାଉଛି ।”
ଦକ୍ଷିଣ ଆଫ୍ରିକାରେ ଶୁଭିଲା ଶ୍ରୀରାମଙ୍କ ଭଜନ, ବିରାଟଙ୍କ ରାମ ଭକ୍ତି ଦେଖିଲା ବିଶ୍ୱ ।
କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ଲୋକାର୍ପିତ ହେବ । ଏଥିପାଇଁ ପୂରା ଦେଶ ଏବେ ରାମ ଭକ୍ତିରେ ଲୀନ ହୋଇଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି କ୍ରିକେଟ ପଡିଆରେ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର ରାମ ଭକ୍ତି ଦେଖିବାକୁContinue reading “ଦକ୍ଷିଣ ଆଫ୍ରିକାରେ ଶୁଭିଲା ଶ୍ରୀରାମଙ୍କ ଭଜନ, ବିରାଟଙ୍କ ରାମ ଭକ୍ତି ଦେଖିଲା ବିଶ୍ୱ ।”
ଫଳ ବିକାଳିଙ୍କ ଝିଅ, ଗ୍ୟାଙ୍ଗଷ୍ଟରର ପ୍ରେମିକା, BCom ଡ୍ରପଆଉଟ୍ । କିଏ ଏହି ମଡେଲ ଦିବ୍ୟା, ଯାହା ହତ୍ୟାକୁ ନେଇ ଏବେ ଚର୍ଚ୍ଚା…
କନକ ବ୍ୟୁରୋ: ଗୁରୁଗ୍ରାମର ବଳଦେବ ନଗରରେ ରହୁଥିବା ଦିବ୍ୟା ପାହୁଜାଙ୍କ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲିଙ୍କ ସହ ବନ୍ଧୁତା ଥିଲା। ଦିବ୍ୟା ବ୍ୟାଚେଲର ଅଫ୍ କମର୍ସରେ ନାମ ଲେଖାଇଥିଲେ ଏବଂ ଏହି ସମୟରେ ମଡେଲିଂ ଆରମ୍ଭ କରିଥିଲେ । ଦିବ୍ୟାଙ୍କ ପିତା ଦିବ୍ୟାଙ୍ଗ ଏବଂ ସେ ଜଣେ ପରିବା ଓ ଫଳ ବିକ୍ରେତା । ଏବେ ତାଙ୍କ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିବ୍ୟା ପାହୁଜା କିଏ? ଗୁରୁଗ୍ରାମର ବଳଦେବ ନଗରରେ ରହୁଥିବା ଦିବ୍ୟା ପାହୁଜାଙ୍କContinue reading “ଫଳ ବିକାଳିଙ୍କ ଝିଅ, ଗ୍ୟାଙ୍ଗଷ୍ଟରର ପ୍ରେମିକା, BCom ଡ୍ରପଆଉଟ୍ । କିଏ ଏହି ମଡେଲ ଦିବ୍ୟା, ଯାହା ହତ୍ୟାକୁ ନେଇ ଏବେ ଚର୍ଚ୍ଚା…”
ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ଦିଲ୍ଲୀରେ ନ୍ୟାୟ ଯାତ୍ରା ପାଇଁ ବୈଠକ, ଏପଟେ କଂଗ୍ରେସରେ ମିଶିଲା ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ।
କନକ ବ୍ୟୁରୋ: କଂଗ୍ରେସରେ ମିଶିଲା ୱାଇଏସଆର ତେଲେଙ୍ଗାନା ପାର୍ଟି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ୱାଇ ଏସ୍ ଶର୍ମିଳା ଆଜି ବିଧିବଦ୍ଧ ଭାବେ, ୱାଇଏସ୍ଆର ତେଲେଙ୍ଗାନା ପାର୍ଟିକୁ କଂଗ୍ରେସ ସହ ଯୋଗଦାନ କରିଛନ୍ତି । ଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଯାଇଛି ଏହି ରାଜନୈତିକ ଦଳ । ସଭାପିତି ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ଶର୍ମିଳାଙ୍କୁ ଉତରୀୟ ଦେଇ କଂଗ୍ରେସକୁ ସ୍ୱାଗତ କରିଛନ୍ତି ।Continue reading “ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ଦିଲ୍ଲୀରେ ନ୍ୟାୟ ଯାତ୍ରା ପାଇଁ ବୈଠକ, ଏପଟେ କଂଗ୍ରେସରେ ମିଶିଲା ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ।”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ।
କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରସ୍ତୁତି ନେଇ ପୁରୀ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ । ଶ୍ରୀନଅରରେ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଥିବାବେଳେ, କିଭଲି ଏହା ସଫଳତାର ସହ ସମ୍ପନ୍ନ ହେବ ସେନେଇ ବୈଠକରେ ଆଲୋଚନା କରାଯାଉଛି । The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗଜପତିContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ।”
ଶ୍ରୀରାମଙ୍କୁ ମାଂସାହାରୀ କହିଲେ ମହାରାଷ୍ଟ୍ରର ବିଧାୟକ । ଏନସିପି ଉପରେ ବର୍ଷିଲେ ବିଜେପି ନେତା ।
କନକ ବ୍ୟୁରୋ: ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ରଖିଲେ ଏନସିପି ନେତା । ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ରାଜନୀତି । ଏହି ଘଟଣାକୁ ନେଇ ଏନସିପି ଉପରେ ବର୍ଷିଛନ୍ତି ବିଜେପି ନେତା । ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡଙ୍କ ଏପରି ବିବାଦୀୟ ବୟାନ ପରେ ବିଜେପି ନେତା ରାମ କଦମ କହିଛନ୍ତି ଯେ, ଆଜି ଯଦି ବାଲାସାହେବ ଠାକରେ ଥାଆନ୍ତେ,Continue reading “ଶ୍ରୀରାମଙ୍କୁ ମାଂସାହାରୀ କହିଲେ ମହାରାଷ୍ଟ୍ରର ବିଧାୟକ । ଏନସିପି ଉପରେ ବର୍ଷିଲେ ବିଜେପି ନେତା ।”
୨୦୦୯ ରୁ କ୍ଷମତାରେ ଶେଖ ହସିନା । ଶାସନକାଳରେ କେତେ ବଦଳିଛି ବାଂଲାଦେଶ ?
୧୯୭୧ ରେ ବାଂଲାଦେଶ ସ୍ବାଧୀନ ହୋଇ ଏକ ଦେଶ ଭାବେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ୨୦୦୯ ମସିହାରୁ ଏଠାରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାରେ ଅଛନ୍ତି । ଏହାର ଅର୍ଥ ସେ ଦୀର୍ଘ ୧୪ ବର୍ଷ ଧରି ଶାସନ କ୍ଷମତାରେ ଅଛନ୍ତି । ଆସନ୍ତା ୭ ଜାନୁଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଅଛି । ତେବେ ମୁଖ୍ୟ ବିରୋଧୀ ଦଳ ବିଏନପି ଏହି ନିର୍ବାଚନକୁ ବର୍ଜନ କରୁଥିବାର ଜଣାପଡିଛି । ଆଜିର ଷ୍ଟୋରିରେContinue reading “୨୦୦୯ ରୁ କ୍ଷମତାରେ ଶେଖ ହସିନା । ଶାସନକାଳରେ କେତେ ବଦଳିଛି ବାଂଲାଦେଶ ?”
ରୋହିତ ଆଉ କୋହଲିଙ୍କଠୁ ମିଳିଲା ଗ୍ରୀନ୍ ସିଗନାଲ୍ ! ଟି-୨୦ ବିଶ୍ୱକପ୍ ଖେଳିବେ ହିଟମ୍ୟାନ୍ ଆଉ କିଙ୍ଗ୍ କୋହଲି । ୩୦ ଖେଳାଳିଙ୍କ ଉପରେ ବିସିସିଆଇର ସ୍ପେଶାଲ ଫୋକସ୍
କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ଆଉ ରୋହିତ ଶର୍ମା ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଦୀର୍ଘ ଦିନ ହେଲା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଖେଳିବେ କି ନାହିଁ? ଦଳର ମଙ୍ଗ ଧରିବେ କି ନାହିଁ ବୋଲି ଚର୍ଚ୍ଚା ହେଇ ଆସୁଥିବାବେଳେ, ଏବେ ଏହା ଉପରୁ ପରଦା ହଟିଛି । ଜୁନ୍ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଖେଳିବାକୁ ହଁ ଭରିଛନ୍ତି ବିରାଟ କୋହଲି ଆଉ କ୍ୟାପଟେନ୍ ରୋହିତ ଶର୍ମା । ଟିମ୍Continue reading “ରୋହିତ ଆଉ କୋହଲିଙ୍କଠୁ ମିଳିଲା ଗ୍ରୀନ୍ ସିଗନାଲ୍ ! ଟି-୨୦ ବିଶ୍ୱକପ୍ ଖେଳିବେ ହିଟମ୍ୟାନ୍ ଆଉ କିଙ୍ଗ୍ କୋହଲି । ୩୦ ଖେଳାଳିଙ୍କ ଉପରେ ବିସିସିଆଇର ସ୍ପେଶାଲ ଫୋକସ୍”