ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କଲେ ଆପ୍ ନେତା ।

କନକ ବ୍ୟୁରୋ: ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ଓ ମନ୍ତ୍ରୀ । ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଆଜି ସକାଳେ କେଜ୍ରିୱାଲଙ୍କ ଘରକୁ ଯାଇପାରେ ଇଡି । ଏହା ସହ ତାଙ୍କୁ ଗିରଫ କରିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଦିଲ୍ଲୀ ମତContinue reading “ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କଲେ ଆପ୍ ନେତା ।”

ଦୁର୍ଘଟଣାରେ ନାବାଳକ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସର ଲାଠିଚାର୍ଜ । ଟୁରିଷ୍ଟ ବସ୍ ଧକ୍କାରେ ଗଲା ନାବାଳକର ଜୀବନ ।

କନକ ବ୍ୟୁରୋ: ସମ୍ବଲପୁରରେ ଟୁରିଷ୍ଟ ବସ ଦୁର୍ଘଟଣାରେ ନାବାଳକ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଛି । ଲୋକେ ପୁଲିସ ଉପରକୁ ବି ଢେଲାମାଡ କରିଛନ୍ତି । ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଫେଜର କ୍ଲବ ସାମ୍ନାରେ ଦୁର୍ଘଟଣା ଘଟିଥିଲା । ବସ ଧକ୍କାରେ ସ୍କୁଟି ଚାଳକ ନାବାଳକ ଦିଶାନ ନାୟକଙ୍କ ମୃତ୍ୟୁ ହୋଇଥିଲା । ବସଟି ମୟୁରଭଂଜରୁ ହୀରାକୁଦ ଆସିଥିଲା । ଆଉ ଫେରିବା ସମୟରେ ସ୍କୁଟିରେContinue reading “ଦୁର୍ଘଟଣାରେ ନାବାଳକ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସର ଲାଠିଚାର୍ଜ । ଟୁରିଷ୍ଟ ବସ୍ ଧକ୍କାରେ ଗଲା ନାବାଳକର ଜୀବନ ।”

ପାକିସ୍ତାନର ନିଦ ହଜାଇଛି ବଲୁଚିସ୍ତାନରେ ବିଦ୍ରୋହ । ସାମ୍ବାଦିକ ସମ୍ମଳନୀରେ ଭାବବିହ୍ୱଳ ହେଲେ ପାକ୍ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲାଗୁଛି ଡର । ମୁହଁରେ ବାରମ୍ବାର ନେଉଛନ୍ତି ଭାରତ ନାଁ । ଭାରତର ଗୁଇନ୍ଦା ବିଭାଗ ନାଁ ନେଉଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ଡ୍ରାମା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ-ହକ୍ –କାକଡ । ବଲୁଚିସ୍ତାନ ବିଦ୍ରୋହ, ଦେଶରେ ଏବେ ଯେଉଁଭଳି ଗୃହଯୁଦ୍ଧର ରୂପ ନେଲାଣି ଏହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ବଲୁଚିସ୍ତାନ ବିଦ୍ରୋହ ଏବେ ପାକ୍ ସରକାରଙ୍କContinue reading “ପାକିସ୍ତାନର ନିଦ ହଜାଇଛି ବଲୁଚିସ୍ତାନରେ ବିଦ୍ରୋହ । ସାମ୍ବାଦିକ ସମ୍ମଳନୀରେ ଭାବବିହ୍ୱଳ ହେଲେ ପାକ୍ ପ୍ରଧାନମନ୍ତ୍ରୀ”

ଭାରତୀୟ କୁସ୍ତି ମହାସଂଘ ବିବାଦରେ ନୂଆ ମୋଡ । ରାଜରାସ୍ତାକୁ ଓହ୍ଲାଇଲେ ଶହଶହ କୁସ୍ତିଯୋଦ୍ଧା

କନକ ବ୍ୟୁରୋ : ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ବିନେଶ ଫୋଗଟଙ୍କୁ ବିରୋଧ । ନୂଆଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ କନିଷ୍ଠ କୁସ୍ତିଯୋଦ୍ଧା । ଦେଶର ବିଭିନ୍ନ ସହର କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ପହଁଚି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ୩ଜଣ ବରିଷ୍ଠ କୁସ୍ତିଯୋଦ୍ଧାଙ୍କ ପାଇଁ ଆଜି ହଜାର ହଜାର କୁସ୍ତିଯୋଦ୍ଧାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ କରାଯାଇଛି । ଭାରତୀୟ କୁସ୍ତି ମହାସଂଘକୁ କେନ୍ଦ୍ରContinue reading “ଭାରତୀୟ କୁସ୍ତି ମହାସଂଘ ବିବାଦରେ ନୂଆ ମୋଡ । ରାଜରାସ୍ତାକୁ ଓହ୍ଲାଇଲେ ଶହଶହ କୁସ୍ତିଯୋଦ୍ଧା”

ପରିବାର ସଦସ୍ୟ ରାଜି ନହେଲେ ରୋଗୀଙ୍କୁ ଆଇସିୟୁରେ ଭର୍ତି କରିପାରିବେନି ହସ୍ପିଟାଲ । ୨୪ ଡାକ୍ତରଙ୍କ ପ୍ୟାନେଲର ସୁପାରିଶ ଆଧାରରେ ନିଷ୍ପତି

କନକ ବ୍ୟୁରୋ : ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ସେମାନଙ୍କ ପରିଜନଙ୍କ ସହମତି ବିନା ଆଇସିୟୁରେ ଭର୍ତି କରାଯାଇପାରିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆଗାଇଡଲାଇନରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ୨୪ ଡାକ୍ତରଙ୍କ ଦ୍ୱାରା ଗଠିତ ହୋଇଥିବା ପ୍ୟାନେଲର ସୁପାରିଶ ଅନୁସାରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । ଆଇସିୟୁରେ ରୋଗୀଙ୍କୁ ଭର୍ତି କରିବା ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନରେ ଏକଥା ମଧ୍ୟ କୁହାଯାଇଛିContinue reading “ପରିବାର ସଦସ୍ୟ ରାଜି ନହେଲେ ରୋଗୀଙ୍କୁ ଆଇସିୟୁରେ ଭର୍ତି କରିପାରିବେନି ହସ୍ପିଟାଲ । ୨୪ ଡାକ୍ତରଙ୍କ ପ୍ୟାନେଲର ସୁପାରିଶ ଆଧାରରେ ନିଷ୍ପତି”

ଭଜନ ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା । ରାମ ଆୟେଙ୍ଗେ ଭଜନରେ ମନ୍ତ୍ରମୁଗ୍ଧ ହେଲେ ମୋଦୀ

କନକ ବ୍ୟୁରୋ : ଭଜନ ଗାୟିକାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଂଶସା । ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଂଶସା କରିବା ସହ ସେ ଗାଇଥିବା ଗୀତ ରାମ ଆୟେଙ୍ଗର ୟୁଟ୍ୟୁବ ଲିଙ୍କକୁ ନିଜ ସୋସିଆଲ ମିଡିଆ ଆକାଉଁଟରେ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ରିଲିଜ ହୋଇଥିବା ଭଜନ ଗୀତ ରାମ ଆୟେଙ୍ଗେ ବେଶ ଚର୍ଚ୍ଚା ସାଉଁଟୁଛି । କ୍ରମଶ ଏହା ଲୋକପ୍ରିୟ ହେବା ସହ ମୋଦୀଙ୍କକୁ ମଧ୍ୟ ମନ୍ତ୍ର ମୁଗ୍ଧ କରିଛି । ସୋସିଆଲ ମିଡିଆରେ ଗୀତରContinue reading “ଭଜନ ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା । ରାମ ଆୟେଙ୍ଗେ ଭଜନରେ ମନ୍ତ୍ରମୁଗ୍ଧ ହେଲେ ମୋଦୀ”

ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼ ଲକ୍ଷ୍ୟ । ହେଲେ ଲକ୍ଷ୍ୟଠାରୁ ବହୁ ଦୂରରେ ବିଏମସି । କେଉଁଠି ରହୁଛି ଭୁଲ୍?

କନକ ବ୍ୟୁରୋ: ବିଏମସିକୁ ଘାରିଛି ରାଜସ୍ୱ ଆଦାୟ ଚିନ୍ତା । ଯେଉଁମାନେ ବାସଗୃହ ନାଁରେ ଘର ତିଆରି କରି ବ୍ୟବସାୟ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି । ଅନେକ ହୋଲଡିଂ ଟ୍ୟାକ୍ସ ଦେଉନାହାନ୍ତି ବୋଲି ଅଭିଯୋଗ ରହିଛି । ଅନ୍ୟପଟେ ଲୋକେ କହୁଛନ୍ତି ଟିକସ କିଭଳି ଦିଆଯିବ ତାର ତରିକା ଜଣାନାହିଁ । ସଚେତନ ଓ ଯୋଗାଯୋଗ କରୁନାହିଁ ପ୍ରଶାସନ । ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼Continue reading “ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼ ଲକ୍ଷ୍ୟ । ହେଲେ ଲକ୍ଷ୍ୟଠାରୁ ବହୁ ଦୂରରେ ବିଏମସି । କେଉଁଠି ରହୁଛି ଭୁଲ୍?”

ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ବଜେଟ ଅଧିବେଶନରେ ଭାଗ ନେବାକୁ କରିଥିଲେ ଆବେଦନ

କନକ ବ୍ୟୁରୋ : ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ପୁଣି ଝଟକା । ମହୁଆଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ କାର୍ଯ୍ୟରେ ଭାଗ ନେବାକୁ ଆବେଦନ କରିଥିଲେ ମହୁଆ, ଯାହାକୁ ଖାରଜ କରିଛନ୍ତି କୋର୍ଟ । ଜଷ୍ଟିସ ସଂଜୀବ ଖନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣୀ କରିଥିଲେ । କ୍ୱ୍ୟାସ ଫର କ୍ୱେରି ମାମଲାରେ ମହୁଆଙ୍କୁ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ସଂସଦରୁ ବହିଷ୍କାର କରାଯାଇଛି । ଶୁଣାଣୀ କରି ସୁପ୍ରିମକୋର୍ଟContinue reading “ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ବଜେଟ ଅଧିବେଶନରେ ଭାଗ ନେବାକୁ କରିଥିଲେ ଆବେଦନ”

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଉପବାସ ରହି ବ୍ରତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସରୟୁ ନଦୀରେ ପକାଇବେ ପବିତ୍ର ବୁଡ଼

କନକ ବ୍ୟୁରୋ : ଅପେକ୍ଷା ଜାନୁଆରୀ ୨୨କୁ । ଶୁଭ ମୁହୁର୍ତରେ ଅଯୋଧ୍ୟା ଶ୍ରୀରାମନ୍ଦିରର ଗର୍ଭଗୃହରେ ହେବ ରାମଲାଲା ବା ପ୍ରଭୁ ଶ୍ରୀରାମଙ୍କ ବାଳକ ରୂପ ବିଗ୍ରହର ପ୍ରାଣପ୍ରତିଷ୍ଠା । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସୁରୁଖୁରରେ ପ୍ରାଣପ୍ରତିଷ୍ଠା କାମ ସାରିବାକୁ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପ୍ରାଣପ୍ରତିଷ୍ଠା ଦିନ ଉପବାସ କରି ବ୍ରତ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସରୟୁ ନଦୀରେ ବୁଡ ପକାଇବାContinue reading “ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଉପବାସ ରହି ବ୍ରତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସରୟୁ ନଦୀରେ ପକାଇବେ ପବିତ୍ର ବୁଡ଼”

ଇଡିକୁ ନାକେଦମ୍ କଲେଣି ୨ ମୁଖ୍ୟମନ୍ତ୍ରୀ । ସମନ୍ ସତ୍ୱେ ହାଜର ହେଉ ନାହାଁନ୍ତି ସୋରେନ୍, କେଜ୍ରିୱାଲ, ଇଡିକୁ ଚିଠି ଲେଖି ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଫସିଥିବା ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ଚିନ୍ତାରେ ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବିରୋଧରେ ଦୁର୍ନୀତି ଓ ଘୋଟାଲାର ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ବାରମ୍ବର ସମନ୍ କରିବା ସତ୍ୱେ ଇଡିରେ ହାଜର ହେଉ ନାହାଁନ୍ତି ଦୁଇ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲଙ୍କୁ ୩ଥର ସମନ୍ ହୋଇଥିବାବେଳେ ହେମନ୍ତ ସୋରେନଙ୍କୁ ୫ଥର ସମନ୍ କରି ସାରିଲାଣିContinue reading “ଇଡିକୁ ନାକେଦମ୍ କଲେଣି ୨ ମୁଖ୍ୟମନ୍ତ୍ରୀ । ସମନ୍ ସତ୍ୱେ ହାଜର ହେଉ ନାହାଁନ୍ତି ସୋରେନ୍, କେଜ୍ରିୱାଲ, ଇଡିକୁ ଚିଠି ଲେଖି ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ”

Design a site like this with WordPress.com
Get started