୩୧ ବର୍ଷରେ ପାଦ ଦେଇଛି ଝାରସୁଗୁଡା ଜିଲ୍ଲା । ଉନ୍ନତି ଭିିତରେ ବି ବାକି ରହିଛି ଅନେକ ବିକାଶ, ଜିଲ୍ଲାରେ ନାହିଁ ସରକାରୀ କଲେଜ

କନକ ବ୍ୟୁରୋ : ଝାରସୁଗୁଡା ଜିଲ୍ଲାକୁ ୩୦ ପୁରି ୩୧ ଚାଲିଲା । ହେଲେ ଜିଲ୍ଲାରେ ପ୍ରତିଷ୍ଠା ହୋଇପାରିଲାନି ସରକାରୀ କଲେଜ । ବହୁବାର ପ୍ରତିବାଦ କରାଯାଇଛି । ହେଲେ ପ୍ରତିଥର ପ୍ରତିଶ୍ରୁତିର ସରିଯାଉଛି କାମ । ୧୯୯୪ ମସିହା ଜାନୁଆରି ପହିଲାରେ ଜିଲ୍ଲା ମାନ୍ୟତା ପାଇଥିଲା ଝାରସୁଗୁଡ଼ା ଜିଳ୍ଲା । ଜିଳ୍ଲାକୁ ୩୦ ବର୍ଷ ପୁରିଛି । ବେଶ ଧୁମଧାମରେ ପ୍ରତିଷ୍ଠା ଦିବସ ପାଳିତ ବି ହୋଇଛି । ହେଲେ ସେତେବେଳର ଜିଲ୍ଲା ଦେଖିଥିବା ସେହିContinue reading “୩୧ ବର୍ଷରେ ପାଦ ଦେଇଛି ଝାରସୁଗୁଡା ଜିଲ୍ଲା । ଉନ୍ନତି ଭିିତରେ ବି ବାକି ରହିଛି ଅନେକ ବିକାଶ, ଜିଲ୍ଲାରେ ନାହିଁ ସରକାରୀ କଲେଜ”

ଚାଷୀଙ୍କ ସୁବିଧା ହାତେଇ ନେଉଛନ୍ତି ବ୍ୟବସାୟୀ । ଭଡ଼ାରେ ଲାଗିଛି କଳାହାଣ୍ଡି ଜୁନାଗଡ଼ରେ ଥିବା ଚାଷୀଙ୍କ ଗୋଦାମ ଘର

କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ହାତେଇ ନେଉଛନ୍ତି ବ୍ୟବସାୟୀ । ଭଡ଼ାରେ ଲାଗିଛି ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିବା ଗୋଦାମ । ଚାଷୀଙ୍କ କୃଷିଜାତ ଜିନିଷ ଗଚ୍ଛିତ ରଖିବାକୁ ଗୋଦାମ କରାଯାଇଛି । ହେଲେ ନିୟନ୍ତ୍ରିତ ବଜାର କମିଟି ଦେଇଛି ବ୍ୟବସାୟୀ ମାନଙ୍କୁ । ଏହି ଅଭିଯୋଗ ଆସିଛି କଳାହାଣ୍ଡି ଜୁନାଗଡରୁ । ପ୍ରତିଥର ଚାଷୀ କ୍ଷତିରେ ପଡୁଥିବା ବେଳେ ପ୍ରତିଥର ଚାଷ ନଷ୍ଟ ହେଉଥିବା ବେଳେ କିଭଳି ସେମାନଙ୍କ ଫସଲ ସୁରକ୍ଷିତ ହୋଇ ରହିବContinue reading “ଚାଷୀଙ୍କ ସୁବିଧା ହାତେଇ ନେଉଛନ୍ତି ବ୍ୟବସାୟୀ । ଭଡ଼ାରେ ଲାଗିଛି କଳାହାଣ୍ଡି ଜୁନାଗଡ଼ରେ ଥିବା ଚାଷୀଙ୍କ ଗୋଦାମ ଘର”

ଦିବ୍ୟାଙ୍ଗ ପୁଅକୁ ବୃଦ୍ଧା ମାଆ ଭରସା । ଯନ୍ତ୍ରଣାରେ ଛଟପଟ ମୋହନାର ବାସୁଦେବ, ମୂଲ ଲାଗି ପରିବାର ଚଳାଉଛି ମାଆ

କନକ ବ୍ୟୁରୋ : ୨୪ ବର୍ଷର ଯୁବକ ଏବେ ଶଯ୍ୟାଶାୟୀ । ଜନ୍ମ ହେବା ପରଠାରୁ ଧୀରେ ଧୀରେ ତାର ମୁଣ୍ଡ ବଢିବାରେ ଲାଗିଛି । ଗୋଟିଏ ବୋଲି ପୁଅ । ବୃଦ୍ଧା ମାଆର ଆଶ୍ରା ଭରସା ପାଲଟିଥିବା ବେଳେ ଯୁବାବସ୍ଥାରେ ଶଯ୍ୟାଶାୟୀ ହୋଇପଡିଛି । ଗଜପତି ମୋହନାର ବାସୁଦେବ ବେହେରଦଳେଇ । ଦିବ୍ୟାଙ୍ଗ ହୋଇ ବିଛଣାରେ ପଡିରହିଛନ୍ତି । ଅଭାବ ଭିତରେ ରହୁଥିବା ପରିବାର କିଭଳି ପୁଅକୁ ଭଲ କରିବେ ସେ ନେଇ ବଢୁଛି ଚିନ୍ତାContinue reading “ଦିବ୍ୟାଙ୍ଗ ପୁଅକୁ ବୃଦ୍ଧା ମାଆ ଭରସା । ଯନ୍ତ୍ରଣାରେ ଛଟପଟ ମୋହନାର ବାସୁଦେବ, ମୂଲ ଲାଗି ପରିବାର ଚଳାଉଛି ମାଆ”

ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାର ହସ୍ପିଟାଲରେ ଲୁଚାଇ ରଖାଯାଇଥିଲା ।  ଆମେରିକା କହିଲା – ହମାସର ଯୋଜନା ଏମିତି ଥିଲା …..

ଆମେରିକା କହିଛି ଯେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାରେ ଥିବା ହସ୍ପିଟାଲର ଟନେଲରେ ଲୁଚାଇ ରଖିଥିଲା । ଏହି ଡାକ୍ତରଖାନା ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିଲା । ଏହା ପରେ ଇସ୍ରାଏଲ ହସ୍ପିଟାଲଗୁଡିକୁ ଖାଲି କରି ସମ୍ବେଦନଶୀଳ ଦଲିଲଗୁଡ଼ିକୁ ନଷ୍ଟ କରିଦେଇଥିଲା । ତେଲ ଅଭିଭ :  ଆମେରିକା କହିଛି ଯେ ଏହା ନିଶ୍ଚିତ ଯେ ଆତଙ୍କବାଦୀ ସଂଗଠନ ହମାସ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦ ଇସ୍ରାଏଲର ବନ୍ଧକମାନଙ୍କୁ ଲୁଚାଇବା ପାଇଁ ଗାଜାରContinue reading “ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାର ହସ୍ପିଟାଲରେ ଲୁଚାଇ ରଖାଯାଇଥିଲା ।  ଆମେରିକା କହିଲା – ହମାସର ଯୋଜନା ଏମିତି ଥିଲା …..”

ଘନ କୁହୁଡିକୁ ନେଇ ଉପ ମୁଖ୍ୟ ଶାସନ ସଚିବଙ୍କ ସତର୍କ ସୂଚନା । ଆସନ୍ତା କାଲି ଏହିସବୁ ଜିଲ୍ଲାରେ ଦେଖାଦେବ ଘନ କୁହୁଡି

କନକ ବ୍ୟୁରୋ : ଘନ କୁହୁଡିକୁ ନେଇ ଚାରିଆଡେ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । ସୂଚନା ମୁତାବକ ଆସନ୍ତା କାଲି ସକାଳ ୮.୩୦ ପର୍ଯ୍ୟନ୍ତ ମାଲକାନାଗିରି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ପୁରୀ, ଢେଙ୍କାନାଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାରେ କୁହୁଡି ରହିବ । ସେହିଭଳି ଆସନ୍ତାକାଲି ଓ ୫ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,Continue reading “ଘନ କୁହୁଡିକୁ ନେଇ ଉପ ମୁଖ୍ୟ ଶାସନ ସଚିବଙ୍କ ସତର୍କ ସୂଚନା । ଆସନ୍ତା କାଲି ଏହିସବୁ ଜିଲ୍ଲାରେ ଦେଖାଦେବ ଘନ କୁହୁଡି”

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଜଳିଗଲା ହାଇୱାର ପଛଭାଗ । କେହି ମୃତାହତ ହେଇନଥିବା ସୂଚନା ।

କନକ ବ୍ୟୁରୋ: କେନ୍ଦୁଝର କେ.ଜେ.ଏସ୍ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ପ୍ଲାଣ୍ଟ ଇଣ୍ଡକ୍ସନ୍ ଫର୍ଣ୍ଣେସରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ୍ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଥିବା ହାଇୱା ଉପରେ ପଡ଼ିଥିଲା । ଫଳରେ ହାଇୱାର ପଛଭାଗ ଜଳିଯାଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ପୋଲିସ କହିଛି । The post ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଜଳିଗଲା ହାଇୱାର ପଛଭାଗ । କେହି ମୃତାହତ ହେଇନଥିବା ସୂଚନା ।Continue reading “ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଜଳିଗଲା ହାଇୱାର ପଛଭାଗ । କେହି ମୃତାହତ ହେଇନଥିବା ସୂଚନା ।”

ମୋଦୀଙ୍କ ପ୍ରରୋଚନାରେ ଶ୍ରୀଲଙ୍କା ଲଗାଇଲା ବ୍ୟାନ ଚୀନ ଗୁପ୍ତଚର ଜାହାଜ ଉପରେ

ଚାଇନାର ଗୁପ୍ତଚର ଜାହାଜ ଆଉ ଆସନ୍ତା ଏକ ବର୍ଷ ପାଇଁ ଶ୍ରୀଲଙ୍କାରେ ଅଟକି ରହିପାରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କୁ କଡା ପରାମର୍ଶ ଦେବା ପରେ କଲମ୍ବୋ ଏହି ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ୨୦୨୩ ମସିହାରେ ଶ୍ରୀଲଙ୍କା ସରକାର ଚୀନ୍ ଗୁପ୍ତଚର ଜାହାଜଗୁଡ଼ିକୁ ଏହାର ବନ୍ଦରରେ ଅନେକ ଥର ଅଟକି ରହିବାକୁ ଅନୁମତି ଦେଇଥିଲା । ଚୀନ୍ ଗୁପ୍ତଚର ଜାହାଜଗୁଡିକ ଦେଶର ବନ୍ଦରରେ ଅଟକି ରହିବା ଉପରେ ଶ୍ରୀଲଙ୍କା ସରକାର ଏକContinue reading “ମୋଦୀଙ୍କ ପ୍ରରୋଚନାରେ ଶ୍ରୀଲଙ୍କା ଲଗାଇଲା ବ୍ୟାନ ଚୀନ ଗୁପ୍ତଚର ଜାହାଜ ଉପରେ”

୪ଟି ବିଷୟରେ ମାଷ୍ଟର ଡିଗ୍ରୀ କରି ପାଇଥିଲେ ପ୍ରଫେସର ଚାକିରି । ହେଲେ ଏବେ ରାସ୍ତାରେ ବୁଲି ବୁଲି ବିକୁଛନ୍ତି ପରିବା

କନକ ବ୍ୟୁରୋ : ଆପଣମାନେ ଏହି ବ୍ୟକ୍ତିଙ୍କ ଜିବନୀକଥା ବିଶ୍ୱାସ କରିବା ଟିକିଏ କଷ୍ଟ । ଚାରୋଟି ବିଷୟ ଉପରେ ମାଷ୍ଟର ଡିଗ୍ରୀ ଏବଂ ଗୋଟିଏ ବିଷୟ ଉପରେ ପିଏଚଡି କରିଥିବା ଏହି ବ୍ୟକ୍ତି ନିଜର ରୋଜଗାର ପାଇଁ ପଞ୍ଜାବରେ ରାସ୍ତାରେ ବୁଲି ବୁଲି ପନିପରିବା ବିକ୍ରି କରୁଛନ୍ତି । ଡକ୍ଟର ସନ୍ଦୀପ ସିଂ ପଟିଆଲାର ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ । ତାଙ୍କର ଦୁର୍ଭାଗ୍ୟଜନକ ପରିସ୍ଥିତି ତାଙ୍କୁ ଚାକିରୀ ଛାଡିବା ପାଇଁ ବାଧ୍ୟ କରିଥିଲା ।Continue reading “୪ଟି ବିଷୟରେ ମାଷ୍ଟର ଡିଗ୍ରୀ କରି ପାଇଥିଲେ ପ୍ରଫେସର ଚାକିରି । ହେଲେ ଏବେ ରାସ୍ତାରେ ବୁଲି ବୁଲି ବିକୁଛନ୍ତି ପରିବା”

ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଶିକ୍ଷକ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ।

କନକ ବ୍ୟୁରୋ: ଶିକ୍ଷକ ବଦଳିକୁ ବିରୋଧ କରି ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଭୋଗରାଇ ପଥରେଶ୍ୱର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହି ବସ୍ତାନୀ ଧରି ପ୍ରତିବାଦ କରିଛନ୍ତି । ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୬୬ଜଣ ପିଲା ପାଠ ପଢୁଛନ୍ତି । ୩ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢାଉଥିବା ବେଳେ ଆଜି ହଠାତ୍ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲContinue reading “ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଶିକ୍ଷକ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ।”

ଦୁଃଖ ଦେଇଗଲା ଦୁର୍ଘଟଣା… ମନୋରମା ବସ୍, ମୃତ୍ୟୁର ଠିକଣା…! କାହାର ବେପରୁଆପଣ ପାଇଁ ଖାଲି ହୋଇଗଲା ଆଉ କାହାର କୋଳ ।

କନକ ବ୍ୟୁରୋ: ଦୁର୍ଘଟଣା ସବୁକିଛି ଛଡେଇନିଏ । ଜୀବନ ନେଇଯାଏ, ସ୍ୱପ୍ନ ଭାଙ୍ଗିଦିଏ, କୋଳ ଖାଲି କରିଦିଏ… କାହାର ଭୁଲ, କାହାର ଅସାବଧାନତା ଏବଂ ଆଉ କାହାର ବେପରୁଆ ଗାଡି ଚାଳନା ପାଇଁ ସବୁବେଳେ ଅନ୍ୟଜଣେ ହିଁ ଶାସ୍ତି ପାଉଥାଏ । ଆଉ ସେ ଶାସ୍ତିର ଗୋଟେ ଗୋଟେ ଚିତ୍ର ଏମିତି ଶୋକାକୂଳ ପରିବେଶ ସୃଷ୍ଟି କରେ । ନିଶ୍ଚିନ୍ତକୋଇଲି ବସ ଦୁର୍ଘଟଣା କାହା ପାଖରୁ ପୁଅକୁ ଛଡାଇ ନେଇଛି ତ ପୁଣି କାହା ପାଖରୁ ଝିଅକୁContinue reading “ଦୁଃଖ ଦେଇଗଲା ଦୁର୍ଘଟଣା… ମନୋରମା ବସ୍, ମୃତ୍ୟୁର ଠିକଣା…! କାହାର ବେପରୁଆପଣ ପାଇଁ ଖାଲି ହୋଇଗଲା ଆଉ କାହାର କୋଳ ।”

Design a site like this with WordPress.com
Get started