ଡ୍ରାଇଭରକୁ ଗାଳି ଦେବାରୁ ପଦ ହରାଇଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ନେଲେ କଡା ପଦକ୍ଷେପ । କହିଲେ, ମୁଁ ବି ଜଣେ ଶ୍ରମିକର ପୁଅ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ସାଜାପୁର ଟ୍ରକ୍ ଡ୍ରାଇଭରଙ୍କ ସହ ଜଡିତ ଏକ ଘଟଣାକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ କଠୋର ପଦକ୍ଷେପ । ମିଟିଙ୍ଗରେ ଜଣେ ଡ୍ରାଇଭରଙ୍କୁ ତାଙ୍କ ଔକାତ୍ ପଚାରିଲେ ବୋଲି ଜିଲ୍ଲାପାଳ ପଦରୁ ହଟିଲେ କିଶୋର କନ୍ୟାଲ । ସାଜାପୁର ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ୍ ଯାଦବ । ତାଙ୍କ ସରକାର ଗରୀବଙ୍କ ସରକାର । ତେଣୁ ତାଙ୍କ ରାଜ୍ୟରେ ସମସ୍ତଙ୍କୁ ସମାନ ସମ୍ମାନ ମିଳିବା ଦରକାରContinue reading “ଡ୍ରାଇଭରକୁ ଗାଳି ଦେବାରୁ ପଦ ହରାଇଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ନେଲେ କଡା ପଦକ୍ଷେପ । କହିଲେ, ମୁଁ ବି ଜଣେ ଶ୍ରମିକର ପୁଅ ।”

ଭାରତରେ କମୁଛି ଉତ୍ପାଦନ । ଗତ ୧୮ ମାସ ମଧ୍ୟରେ ସର୍ବାଧିକ କମ୍ ଉତ୍ପାଦନ ନେଇ ତଥ୍ୟ ଦେଲା ପିଏମଆଇ

କନକ ବ୍ୟୁରୋ : ଦେଶରେ ଡିସେମ୍ବର ମାସରେ ପୁଣି ଉତ୍ପାଦନ କ୍ଷେତ୍ରରେ ଧିମା ଅବସ୍ଥା ଦେଖିବାକୁ ମିଳିଛି । ଏନେଇ ପିଏମଆଇ ବା ପରଚେଙ୍ଗ୍ ମ୍ୟାନେଜର ଇଣ୍ଡେକ୍ସ ରିପୋର୍ଟ ପ୍ରଦାନ କରିଛି । ଗତ ୧୮ ମାସ ମଧ୍ୟରେ ଦେଶର ଉତ୍ପାଦନ ସର୍ବନିମ୍ନ ସ୍ତରକୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି । ଏଚଏସବିସି ଇଣ୍ଡିଆର ସର୍ଭେ ରିପୋର୍ଟ ବା ପିଏମଆଇର ତଥ୍ୟ ମୁତାବକ ଡିସେମ୍ବର ୨୦୨୩ରେ ଉତ୍ପାଦନ କମି ୫୪.୯ ରେ ପହଂଚିଛି । ହେଲେ ନଭେମ୍ବରContinue reading “ଭାରତରେ କମୁଛି ଉତ୍ପାଦନ । ଗତ ୧୮ ମାସ ମଧ୍ୟରେ ସର୍ବାଧିକ କମ୍ ଉତ୍ପାଦନ ନେଇ ତଥ୍ୟ ଦେଲା ପିଏମଆଇ”

ନୀଳଗିରିରେ ଭାଲୁ ଆତଙ୍କ । ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି ଭାଲୁ ।

କନକ ବ୍ୟୁରୋ: ଘର ପାଖରେ ବୁଲୁଛି ଭାଲୁ । ଲୋକଙ୍କୁ ଦେଖି ଗୋଡେଇ କରୁଛି ଆକ୍ରମଣ । ବାଲେଶ୍ୱର ନିଳଗିରିରେ ଭାଲୁ ଆତାଙ୍କ ଖେଳାଇଛି । ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁର ଲକ୍ଷ୍ମୀଧର ନାୟକଙ୍କୁ ଆକ୍ରମଣ କରିଥିଲା । ବାଡିକୁ ଦାନ୍ତକାଠି ଆଣିବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତେବେ ପାଳ ଗଦାContinue reading “ନୀଳଗିରିରେ ଭାଲୁ ଆତଙ୍କ । ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି ଭାଲୁ ।”

ହିଣ୍ଡେନବର୍ଗ ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଆଦାନି ଗ୍ରୁପକୁ ମିଳିଲା କ୍ଲିନଚିଟ୍ । ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସେବିକୁ କହିଛନ୍ତି ସୁପ୍ରିମକୋର୍ଟ । ହିଣ୍ଡେନବର୍ଗର ଅଭିଯୋଗ ଉପରେ ସେବିର ଯାଂଚ ନେଇ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ୩ବିଚାରପତିଙ୍କ ଦ୍ୱାରା ଗଠିତContinue reading “ହିଣ୍ଡେନବର୍ଗ ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଆଦାନି ଗ୍ରୁପକୁ ମିଳିଲା କ୍ଲିନଚିଟ୍ । ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍”

ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ରିଫ୍ରେସର କୋର୍ସ ଟ୍ରେନିଂ ଚାଲିଥିବାବେଳେ ଅଘଟଣ ।

କନକ ବ୍ୟୁରୋ: ଭୁବନେଶ୍ୱର ରିଜର୍ଭ ଅଫିସରେ ଅଘଟଣ । ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ଜଣକ ହେଲେ ବାସୁଦେବ ମାନସିଂ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେବାବେଳେ ଏହି ଅଘଟଣ ଘଟିଛି । ଏୟାରଫିଲ୍ଡ ଥାନାରେ ଡ୍ୟୁଟି କରୁଥିଲେ ବାସୁଦେବ । ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ସହିଦ ନଗର ଥାନା ପୁଲିସ ଘଟଣାର ତଦନ୍ତ କରୁଛି । The post ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କContinue reading “ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ରିଫ୍ରେସର କୋର୍ସ ଟ୍ରେନିଂ ଚାଲିଥିବାବେଳେ ଅଘଟଣ ।”

ହିଜବୁଲ୍ଲା ଗଡ଼ ଭିତରେ ପଶି ହମାସ ନେତାକୁ ହତ୍ୟା । ହମାସର ସେକେଣ୍ଡ ଇନ କମାଣ୍ଡ ଅରୁରିର ମୃତ୍ଯୁ

ଇସ୍ରାଏଲର ସେନାର ହିଟ୍ ଲିଷ୍ଟରେ ଥିବା ହମାସର ସାମରିକ ୱିଙ୍ଗର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସାମସ ଅଲ-ଅରୁରିକୁ ହତ୍ୟା କରାଯାଇଛି । ସାଲେହ ଅଲ ଅରୁରି  ୱେଷ୍ଟବ୍ଯାଙ୍କରେ ହମାସର ନେତୃତ୍ୱ ମଧ୍ୟ ନେଉଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା କରାଯାଇଥିବା ହମାସ ନେତାଙ୍କ ମଧ୍ୟରେ ସାଲେହ ଅଲ ସବୁଠାରୁ ବଡ ନେତା । ସେ ଇସ୍ରାଏଲ ଜେଲରେ ୧୫ ବର୍ଷ ଧରି ବନ୍ଦୀ ମଧ୍ୟ ଥିଲା । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧContinue reading “ହିଜବୁଲ୍ଲା ଗଡ଼ ଭିତରେ ପଶି ହମାସ ନେତାକୁ ହତ୍ୟା । ହମାସର ସେକେଣ୍ଡ ଇନ କମାଣ୍ଡ ଅରୁରିର ମୃତ୍ଯୁ”

ଯୁବକଙ୍କୁ ପିଟି ପିଟି ହତ୍ୟା । ସାମାନ୍ୟ କଳିରୁ ରକ୍ତପାତ ।

କନକ ବ୍ୟୁରୋ: ଯୁବକଙ୍କୁ ଗାଁ ମଝିରେ ପିଟି ପଟି ହତ୍ୟା । ଝାରସୁଗୁଡା ଲଇକେରା ଥାନା ସାରଙ୍ଗଲୋଇ ପଞ୍ଚାୟତ ପତ୍ରପାଲି ଗାଁରେ ବିଳମ୍ବିତ ରାତିରେ ଗୋଡ଼ାଇ ଗୋଡ଼ଇ ହତ୍ୟା କଲେ ଦୁର୍ବୃତ । ମୃତକଙ୍କ ନାମ ବିପିନ ଭୋଇ । ସେହି ଗାଁର ଗୋଟିଏ ପରିବାର କିଛି ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ପରିବାରର ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପରସ୍ପର ଗଣ୍ଡଗୋଳରୁ ହତ୍ୟାContinue reading “ଯୁବକଙ୍କୁ ପିଟି ପିଟି ହତ୍ୟା । ସାମାନ୍ୟ କଳିରୁ ରକ୍ତପାତ ।”

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ସୁକତେଲ ପ୍ରକଳ୍ପର କରିବେ ଲୋକାର୍ପଣ

କନକ ବ୍ୟୁରୋ: ବଲାଙ୍ଗୀରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ କଡା ସୁରକ୍ଷା ଭିତରେ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି । ଆଜି ଲୋୟର ସୁକତେଲ ଜଳ  ପ୍ରକଳ୍ପ ଉଦଘାଟନ କରିବା ସହ  ୧୧୨ ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ । ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ ହେବ, ଯାହା ଚାଷ ଜମିକୁ ଜଳ ଓ ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଇ ଦେବ । ଲୋୟରContinue reading “ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ସୁକତେଲ ପ୍ରକଳ୍ପର କରିବେ ଲୋକାର୍ପଣ”

ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମଟର ଖରାପ ହୋଇଯିବାରୁ ଅଟକିଗଲା ଡଙ୍ଗା ।

କନକ ବ୍ୟୁରୋ: ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମୋଟର ଖରାପ ହେବା ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି । ଡଙ୍ଗାରେ ୨୫ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି । ସାଢ଼େ ୧୦ଟା ବେଳେ ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘାଟକୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା । ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା । ଉଦ୍ଧାର କରିବାକୁ ଯାତ୍ରୀ ନିବେଦନContinue reading “ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମଟର ଖରାପ ହୋଇଯିବାରୁ ଅଟକିଗଲା ଡଙ୍ଗା ।”

ହାର୍ଡୱେର ଗୋଦାମରୁ ମିଳିଲା ଶ୍ରମିକଙ୍କ ମୃତଦେହ । ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର ।

କନକ ବ୍ୟୁରୋ: ଶ୍ରମିକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ପୁଅକୁ ମାରି ଫୋପାଡ଼ି ଦେଇଥିବା ଥାନାରେ ଅଭିଯୋଗ କଲେ ମୃତ ଶ୍ରମିକଙ୍କ ବାପା । ମାଲକାନଗିରି ସଦର ମହକୁମା ସ୍ଥିତ ଏକ ହାର୍ଡୱେର ଗୋଦାମରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଏମଭି ୯ ଗାଁର ଦୟାଲ ବିଶ୍ୱାଳ । ଦୟାଲ ଗତ ୪ବର୍ଷ ଧରି ଏହି ହାର୍ଡୱେର ଦୋକାନରେ କାମ କରୁଥିଲେ ।Continue reading “ହାର୍ଡୱେର ଗୋଦାମରୁ ମିଳିଲା ଶ୍ରମିକଙ୍କ ମୃତଦେହ । ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର ।”

Design a site like this with WordPress.com
Get started