ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଚେତାବନୀ ଦେଲେ ବିଏମସି କମିଶନର

କନକ ବ୍ୟୁରୋ: ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଏମିତି ଚେତାବନୀ ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ରାଜଧାନୀକୁ ସଫା ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସଂଘ ସହ ବୈଠକ କରାଯାଇଛି । ବିଏମସି କମିଶନର କହିଛନ୍ତି, ଯଦି କେହି ରାସ୍ତା ଉପରେ କିମ୍ବା ଦୋକାନ ଆଗରେ ଅଳିଆ ଜମା କରନ୍ତି ବିଏମସି ଗାଇଡ ଲାଇନର ଉଲ୍ଲଂଘନ କରନ୍ତି କଠୋର କାର୍ଯ୍ୟାନୁଷ୍ଠାନ ନେବContinue reading “ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଚେତାବନୀ ଦେଲେ ବିଏମସି କମିଶନର”

ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟୀନିଙ୍କ ମାଆ । କହିଲେ, ପିଲା ଜନ୍ମ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି

କନକ ବ୍ୟୁରୋ: ସାମ୍ନାକୁ ଆସିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟୀନିଙ୍କ ମାଆ । କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା କହିଛନ୍ତି ଯେ, କେଉଁ ପରସ୍ଥିତିରେ ସେ ନିଜ ଜନ୍ମକଲା ଶିଶୁକୁ ବୋର୍ୱେଲ ଭିତରକୁ ଫିଙ୍ଗି ଦେଇଥିଲେ । ପିଲାଟି ଜନ୍ମ ହେବା ପରେ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା, ପିଲାଟି ୭ ମାସରେ ଜନ୍ମ ହୋଇଥିଲା । ଜନ୍ମ ବେଳେ ସେ କାନ୍ଦୁ ନଥିଲା, ତେଣୁ ତାକୁ ଫିଙ୍ଗି ଦେଇଥିଲେ ବୋଲିContinue reading “ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟୀନିଙ୍କ ମାଆ । କହିଲେ, ପିଲା ଜନ୍ମ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି”

କମିଶନରେଟ୍ ପୋଲିସ ହାତରେ ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗ । ୮ ଜଣଙ୍କୁ ବାନ୍ଧିଲା ପୋଲିସ । ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ହଜାର ଟଙ୍କା ଜବତ

କନକ ବ୍ୟୁରୋ: କମିଶନରେଟ ପୁଲିସ ହାତରେ ତିନ୍ ପାହାଡ ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ । ସବୁ ଡକାୟତ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୋ ବସରେ ହେଉଥିବା ଚୋରୀ ପଛରେ ଏହି ଗ୍ୟାଙ୍ଗର ହାତ ଥିବା ଜଣାପଡ଼ିଛି । ସେହିପରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ମଧ୍ୟ ଏହି ଡକାୟତ ଗ୍ୟାଙ୍ଗ ଲୁଟ କରୁଥିଲେ । ଭିନ୍ନ ଭିନ୍ନ କୌଶଳ ଆପଣାଇ ଟଙ୍କା ଓContinue reading “କମିଶନରେଟ୍ ପୋଲିସ ହାତରେ ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗ । ୮ ଜଣଙ୍କୁ ବାନ୍ଧିଲା ପୋଲିସ । ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ହଜାର ଟଙ୍କା ଜବତ”

କେପଟାଉନରେ ଚମକିଲେ ସିରାଜ । ୧୫ ରନ ଦେଇ ହାତେଇଲେ ୬ ୱିକେଟ, ୫୫ ରନରେ ଅଲ୍ ଆଉଟ୍ ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ : ଭାରତ ଦକ୍ଷିଣ ଅଫ୍ରିକା ବିରୋଧରେ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ସହ ଆରମ୍ଭ କରିଛି । ଭାରତୀୟ ବୋଲର ଖେଳର ପ୍ରଥମ ୧ ଘଣ୍ଟା ମଧ୍ୟରେ ୪ ୱିକେଟ ନେଇ ଦକ୍ଷିଣ ଅଫ୍ରିାକ ଟିମକୁ ଦୁର୍ବଳ କରିଦେଇଥିଲେ । ଡ୍ରିଙ୍କସ ବ୍ରେକ ପରେ ପୁଣି ଦୁଇ ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା । ଏହି ସମୟରେ ଦଳର ସ୍କୋର ମାତ୍ର ୩୪ ରନ ଥିଲା । ଏହାପରେ ଦଳୀୟ ସ୍କୋର ୫୫ ଥିବାContinue reading “କେପଟାଉନରେ ଚମକିଲେ ସିରାଜ । ୧୫ ରନ ଦେଇ ହାତେଇଲେ ୬ ୱିକେଟ, ୫୫ ରନରେ ଅଲ୍ ଆଉଟ୍ ଦକ୍ଷିଣ ଆଫ୍ରିକା”

ପାକିସ୍ତାନର ଭୟ ସ୍ପଷ୍ଟ ବାରି ହେଉଛି । ବିରୋଧ ପ୍ରଦର୍ଶନ  ଯୋଗୁ ୪୪ ଜଣ ସରକାରୀ କର୍ମଚାରୀଙ୍କୁ ଛଟେଇ

ବାଲୁଚିସ୍ତାନରେ, ତୁର୍ବତ ଏବଂ କୋହଲୁରେ ବାଲାକ୍ ବକ୍ସଙ୍କ  ହତ୍ୟା ବିରୋଧରେ ବିରୋଧ ପ୍ରଦର୍ଶନ ତଥା ପ୍ରୋତ୍ସାହନ ପାଇଁ ସରକାର ୪୪ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।  ନିଲମ୍ବିତ ହେବାକୁ ଥିବା ଅଧିକାରୀଙ୍କ ମଧ୍ୟରେ ଗ୍ରେଡ ୧ ରୁ ଗ୍ରେଡ ୧୫  ପର୍ଯ୍ୟନ୍ତ ତୁର୍ବାଟର ୩୦ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ କେତେକ ଗ୍ରେଡ୍ ୧୬ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଲୁଚ ବିପ୍ଳବର ନିଆଁ ପାକିସ୍ତାନର ଇସଲାମାବାଦରେ ପହଞ୍ଚିଗଲାଣି ।  ଏହି ସମୟରେ,Continue reading “ପାକିସ୍ତାନର ଭୟ ସ୍ପଷ୍ଟ ବାରି ହେଉଛି । ବିରୋଧ ପ୍ରଦର୍ଶନ  ଯୋଗୁ ୪୪ ଜଣ ସରକାରୀ କର୍ମଚାରୀଙ୍କୁ ଛଟେଇ”

ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA! କ’ଣ ଏହି ଆଇନ୍? କିଏ ହେବେ ଉପକୃତ?

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଖବର । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବେ ବୋଲି ସୂଚନା ମିଳିଛି। ଗୃହ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ଏହି ଆଇନର ନିୟମାବଳୀ କାର୍ୟ୍ୟକାରୀ ହେବ। ଜାନୁଆରୀ କିମ୍ବା ଫେବୃଆରୀରେ ସିଏଏ ନିୟମ ଲାଗୁ ହେବାର ସମ୍ଭାବନା ରହିଛି । ଏଥିପାଇଁ ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ପଡୋଶୀ ଦେଶରୁ ଆସୁଥିବା ପ୍ରବାସୀଙ୍କୁ କେବଳContinue reading “ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA! କ’ଣ ଏହି ଆଇନ୍? କିଏ ହେବେ ଉପକୃତ?”

ବ୍ୟାଙ୍କ ଖାତା ଧାରକଙ୍କୁ ରିଜର୍ଭ ବ୍ୟାଙ୍କର ବଡ ଆଶ୍ୱସ୍ତି । ନିଷ୍କ୍ରିୟ ଖାତା ଉପରେ ଲାଗିବ ନାହିଁ ଏହି ଚାର୍ଜ

କନକ ବ୍ୟୁରୋ : ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଆକାଉଣ୍ଟ ରହିଛି ତାହା ନିଷ୍କ୍ରିୟ ଅବସ୍ଥାରେ ରହିଛି ସେମାନଙ୍କୁ ରିଜର୍ଭ ବ୍ୟାଙ୍କ ତରଫରୁ ବଡ ଆଶ୍ୱସ୍ଥି ପ୍ରଦାନ କରାଯାଇଛି । ରିଜର୍ଭ ବ୍ୟାଙ୍କ କହିଛି କି ନିଷ୍କ୍ରିୟ ପଡିଥିବା ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ନଥିଲେ ବି ବ୍ୟାଙ୍କ ଆଉ ଜରିମାନା ଆଦାୟ କରିପାରିବ ନାହିଁ । ରିଜର୍ଭ ବ୍ୟାଙ୍କ କହିଛି କି, ଯଦି ଆପଣContinue reading “ବ୍ୟାଙ୍କ ଖାତା ଧାରକଙ୍କୁ ରିଜର୍ଭ ବ୍ୟାଙ୍କର ବଡ ଆଶ୍ୱସ୍ତି । ନିଷ୍କ୍ରିୟ ଖାତା ଉପରେ ଲାଗିବ ନାହିଁ ଏହି ଚାର୍ଜ”

ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା । ପ୍ରସ୍ତାବ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଝାଡ଼ଖଣ୍ଡ ପଟୁ ରାହୁଲ ଗାନ୍ଧୀ ଓଡ଼ିଶାରେ ପ୍ରବେଶ କରିବେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଦେଇ ଛତିଶଗଡ଼ ଯିବେ । ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଯେଉଁContinue reading “ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା । ପ୍ରସ୍ତାବ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।”

ମହୁଆଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଜାଣନ୍ତୁ କଣ କରିଥିଲେ ଆବେଦନ

କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ସଂସଦରୁ ନିଲମ୍ବିତ ହୋଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଥିଲେ । ବୁଧବାର ଦିନ ହୋଇଥିବା ଶୁଣାଣିରେ ମହୁଆଙ୍କୁ ଆଶ୍ୱସ୍ଥି ମଳିନାହିଁ । ନିଲମ୍ବିତ ଆଦେଶ ଉପରେ ରୋକ୍ ଲଗାଇବାକୁ ମହୁଆଙ୍କ ତରଫରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ ଖାନ୍ନା ଖାରଜ କରିଦେଇଛନ୍ତି । ଏହାସହ ମହୁଆଙ୍କ ଓକିଲ ଅଭିଶେକମନୁContinue reading “ମହୁଆଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଜାଣନ୍ତୁ କଣ କରିଥିଲେ ଆବେଦନ”

ଆମେରିକାର ଏକ ବିଳାସପୂର୍ଣ୍ଣ ଘରୁ ମିଳିଥିବା ଭାରତୀୟ ପରିବାରର ମୃତ୍ୟୁର ରହସ୍ୟ ଜଣାପଡ଼ିଲା ।

ତିନି ଦିନ ପରେ କମଲ ପରିବାରର ରାକେଶ, ଟିନା ଏବଂ ଆରିନାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ କମଲ ପରିବାରର ମୃତଦେହ ସେମାନଙ୍କ ବିଳାସପୂର୍ଣ୍ଣ ଘରେ ମିଳିଥିଲା । ଜଣେ ସମ୍ପର୍କୀୟ ସେମାନଙ୍କ ଶବ ଦେଖିଥିଲେ। ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହା ଘରୋଇ ହିଂସା ସହ ଜଡିତ ହୋଇପାରେ । ନର୍ଫାଲ୍କ ଜିଲ୍ଲା ଆଟର୍ନି କହିଛନ୍ତି ଯେ ରାକେଶ ପ୍ରଥମେ ତାଙ୍କ ପତ୍ନୀ ଏବଂ ଝିଅକୁ ଗୁଳି କରି ହତ୍ୟାContinue reading “ଆମେରିକାର ଏକ ବିଳାସପୂର୍ଣ୍ଣ ଘରୁ ମିଳିଥିବା ଭାରତୀୟ ପରିବାରର ମୃତ୍ୟୁର ରହସ୍ୟ ଜଣାପଡ଼ିଲା ।”

Design a site like this with WordPress.com
Get started