କନକ ବ୍ୟୁରୋ: ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ । ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ । ଉଚ୍ଚ ଶିକ୍ଷା କରୁଥିବା ଯାଏଁ ନିଶାସେବନ କରିବେ ନାହିଁ ଛାତ୍ରଛାତ୍ରୀ । ଏନେଇ ନାମଲେଖା ବେଳେ କଲେଜକୁ ଲିଖିତ ଭାବେ ଜଣାଇବେ । ନିଶାମୁକ୍ତ ଓ ଅପରାଧ ମୁକ୍ତ କ୍ୟାମ୍ପସ କରିବା ପାଇଁ ଏଭଳି ନିର୍ଦ୍ଦେଶାନାମା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ବେଳେ ଛାତ୍ରଛାତ୍ରୀମାନେContinue reading “ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ । ନାମଲେଖା ପୂର୍ବରୁ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନୋଟିସ୍ ।”
Category Archives: News
ନର୍ସିଂ. ଫାର୍ମାସି, ଏଏନଏମ୍ , ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢିଲା । ଜାଣନ୍ତୁ କାହାକୁ କେତେ ମିଳିବ ଷ୍ଟାଇପେଣ୍ଡ…
କନକ ବ୍ୟୁରୋ: ନର୍ସିଂ, ଫାର୍ମାସି , ଏଏନଏମ୍ ସହ ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ବଢ଼ାଇଲେ ମୁଖ୍ୟମନ୍ତ୍ରୀ । ଏମକେସିଜି ମେଡିକାଲ ପରିଦର୍ଶନ ସମୟରେ ମେଡିକାଲ ଛାତ୍ରଛାତ୍ରୀଙ୍କ ଅନୁରୋଧ ପାଇବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଉନ୍ନତ ସେବା ପାଇଁ ପ୍ରେତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୃଦ୍ଧି ପରେ ଏହି ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ଉପାୟରେ ମାସିକ ଷ୍ଟାଇପେଣ୍ଡ ପାଇବେ: ଡି.ଫାର୍ମା- ୫୦୦ ଟଙ୍କା ଏଏନଏମ-Continue reading “ନର୍ସିଂ. ଫାର୍ମାସି, ଏଏନଏମ୍ , ଅନ୍ୟ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢିଲା । ଜାଣନ୍ତୁ କାହାକୁ କେତେ ମିଳିବ ଷ୍ଟାଇପେଣ୍ଡ…”
ଆଜି ବି ଇଡିରେ ହାଜର ହେବେ ନାହିଁ ଅରବିନ୍ଦ କେଜ୍ରିୱାଲ । ଆପ୍ କହିଲା ,ଆରେଷ୍ଟ କରିବାକୁ ଚାହୁଁଛି ଏଜେନ୍ସି ।
କନକ ବ୍ୟୁରୋ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଇଡି ନିକଟରେ ହାଜର ହେବେ ନାହିଁ। ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲ ଇଡିକୁ ଜବାବ ପଠାଇଛନ୍ତି ଯେ ସେ ଆଜି ଇଡି କାର୍ୟ୍ୟାଳୟକୁ ଯିବେ ନାହିଁ ଏବଂ ପଚରାଉଚରାରେ ଯୋଗ ଦେବେ ନାହିଁ। ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଅର୍ଥାତ୍ ଜାନୁଆରି ୩ ତାରିଖରେ ତୃତୀୟ ଥର ପାଇଁContinue reading “ଆଜି ବି ଇଡିରେ ହାଜର ହେବେ ନାହିଁ ଅରବିନ୍ଦ କେଜ୍ରିୱାଲ । ଆପ୍ କହିଲା ,ଆରେଷ୍ଟ କରିବାକୁ ଚାହୁଁଛି ଏଜେନ୍ସି ।”
ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୨ ନୂଆ ପଜିଟିଭି ଚିହ୍ନଟ, ୫ଜଣଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ଦେଶରେ ପୁଣି ଉପରମୁହାଁ କରୋନା ମିଟର । ଗତ ୨୪ଘଣ୍ଟାରେ ଦେଶରେ ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୪ଶହ ୪୦ରେ ପହଂଚିଛି । The post ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୨ ନୂଆ ପଜିଟିଭି ଚିହ୍ନଟ, ୫ଜଣଙ୍କ ମୃତ୍ୟୁ । first appeared onContinue reading “ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୨ ନୂଆ ପଜିଟିଭି ଚିହ୍ନଟ, ୫ଜଣଙ୍କ ମୃତ୍ୟୁ ।”
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଢ଼ିଲା ଅଡ଼ୁଆ । ସହଯୋଗୀଙ୍କ ଘରେ ଇଡି ଚଢ଼ାଉ, ୧୨ଟି ସ୍ଥାନରେ ରେଡ୍ ।
କନକ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତା ଅଭିଶେକ ପ୍ରସାଦଙ୍କ ରାଞ୍ଚି ସ୍ଥିତ ଘରେ ଚଢ଼ାଉ କରୁଛି ଇଡି । ଅଭିଶେକ ପ୍ରସାଦଙ୍କ ଘର ସମେତ ୧୨ଟି ଭିନ୍ନ ଭିନ୍ନ ଠିକଣାରେ ଚଢ଼ାଉ କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡ୍ରିଂ ମାମଲାରେ ଏହି ଚଢ଼ାଉ ଚାଲିଛି । The post ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଢ଼ିଲା ଅଡ଼ୁଆ । ସହଯୋଗୀଙ୍କ ଘରେContinue reading “ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବଢ଼ିଲା ଅଡ଼ୁଆ । ସହଯୋଗୀଙ୍କ ଘରେ ଇଡି ଚଢ଼ାଉ, ୧୨ଟି ସ୍ଥାନରେ ରେଡ୍ । “
ଚିତ୍ରଶିଳ୍ପୀଙ୍କ ତୁଳିରେ ପ୍ରଭୁ ଶ୍ରୀରାମଙ୍କ ନିଆରା ଛବି । କଟକ ବାଲିଯାତ୍ରା ପଡିଆରେ ପୌରାଣିକ କଥାବସ୍ତୁ ଆଧାରିତ ଚିତ୍ର ପ୍ରଦର୍ଶନୀ ।
କନକ ବ୍ୟୁରୋ: କଟକ ବାଲି ଯାତ୍ରା ପଡିଆରେ ରାମ କଥା ଚିତ୍ରାଙ୍କନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚିତ୍ରଶିଳ୍ପୀମାନେ ରାମଙ୍କ ପୌରାଣିକ କଥା ବସ୍ତୁକୁ ନେଇ ଚିତ୍ର ଆଙ୍କିଥିଲେ । ପରେ ସେହି ସବୁ ଚିତ୍ରକୁ ପ୍ରଦର୍ଶନୀ କରାଯାଇଥିଲା । ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦିବସକୁ ରହିଛି । ଏହାକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ରହିଛି । ଏପରି ସମୟରେ ରାମ କଥାକୁ ନେଇ ଚିତ୍ରContinue reading “ଚିତ୍ରଶିଳ୍ପୀଙ୍କ ତୁଳିରେ ପ୍ରଭୁ ଶ୍ରୀରାମଙ୍କ ନିଆରା ଛବି । କଟକ ବାଲିଯାତ୍ରା ପଡିଆରେ ପୌରାଣିକ କଥାବସ୍ତୁ ଆଧାରିତ ଚିତ୍ର ପ୍ରଦର୍ଶନୀ ।”
ପିକନିକ୍ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ୧୪ ମୃତ, ୨୫ରୁ ଅଧିକ ଗୁରୁତର । ଆସାମରେ ଘଟିଛି ବଡ଼ ଦୁର୍ଘଟଣା ।
କନକ ବ୍ୟୁରୋ: ଆସାମରେ ବଡ଼ ଧରଣର ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆସାମର ଗୋଲାଘାଟ ଜିଲ୍ଲା ଡେରଗାଁରେ ଏହି ଦୁର୍ଘଟଣା ଘଟିଛି । ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ୪୫ ଜଣ ବସରେ ପିକନିକ କରିବାକୁ ଯାଉଥିବା ବେଳେ ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି । କୋଇଲା ବୋଝେଇ ଟ୍ରକ ସହ ଧକ୍କାContinue reading “ପିକନିକ୍ ବସକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ୧୪ ମୃତ, ୨୫ରୁ ଅଧିକ ଗୁରୁତର । ଆସାମରେ ଘଟିଛି ବଡ଼ ଦୁର୍ଘଟଣା ।”
ସମଲେଶ୍ୱରୀ ମନ୍ଦିରକୁ ପାନଗୁଟଖା ଉପରେ ଲାଗିବ କଟକଣା । ପାନଗୁଟଖା ନେଇ କିମ୍ବା ଖାଇ ମନ୍ଦିରକୁ କରିପାରିବେ ନାହିଁ ପ୍ରବେଶ ।
କନକ ବ୍ୟୁରୋ: ସମଲେଶ୍ୱରୀ ମନ୍ଦିରକୁ ପାନଗୁଟଖା ଉପରେ ଲାଗିବ କଟକଣା । ପାନଗୁଟଖା ନେଇ କିମ୍ବା ଖାଇ ମନ୍ଦିରକୁ କେହି ପ୍ରବେଶ କରିପାରିବେ ନାହିଁ । ଖୁବ୍ଶୀଘ୍ର ନିୟମ ଆଣିବାକୁ ସମ୍ବଲେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ପୂର୍ବରୁ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ପାନଗୁଟଖା ଉପରେ କଟକଣା ଲାଗିସାରିଛି । The post ସମଲେଶ୍ୱରୀ ମନ୍ଦିରକୁ ପାନଗୁଟଖା ଉପରେ ଲାଗିବ କଟକଣା । ପାନଗୁଟଖା ନେଇ କିମ୍ବା ଖାଇ ମନ୍ଦିରକୁ କରିପାରିବେ ନାହିଁContinue reading “ସମଲେଶ୍ୱରୀ ମନ୍ଦିରକୁ ପାନଗୁଟଖା ଉପରେ ଲାଗିବ କଟକଣା । ପାନଗୁଟଖା ନେଇ କିମ୍ବା ଖାଇ ମନ୍ଦିରକୁ କରିପାରିବେ ନାହିଁ ପ୍ରବେଶ ।”
ମାମୁଁ ଘରକୁ ଆସି ନିଖୋଜ ହୋଇଗଲା ନବମ ଶ୍ରେଣୀର ଛାତ୍ର । ପୋଲିସର ଦ୍ୱାରସ୍ଥ ପରିବାର ।
କନକ ବ୍ୟୁରୋ: ମାମୁଁ ଘରକୁ ଆସି ନିଖୋଜ ହୋଇଗଲା ନବମ ଶ୍ରେଣୀର ଛାତ୍ର । ଗଞ୍ଜାମ ଜିଲ୍ଲା ବଇନାଥପୁର ଥାନା ଅଂଚଳର ବଇଦପୁର ଗାଁର କୁନୁଲି ପାଢି ନିଖୋଜ ହୋଇଯାଇଛନ୍ତି । ନୂଆବର୍ଷ ଛୁଟିରେ କୁନୁଲି ମାମୁଁ ଘର କଟକ ନିଆଳି ନିକଟ ଅପୂଜା କଣ୍ଠାପଡାକୁ ବୁଲିବାକୁ ଆସିଥିଲେ । ସୋମବାର ଦିନ ୧୧ଟାରୁ ସେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । କୁନୁଲି ନିଆଳି ନିକଟ ମହଙ୍ଗପଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ । ନୂଆContinue reading “ମାମୁଁ ଘରକୁ ଆସି ନିଖୋଜ ହୋଇଗଲା ନବମ ଶ୍ରେଣୀର ଛାତ୍ର । ପୋଲିସର ଦ୍ୱାରସ୍ଥ ପରିବାର ।”
ସ୍କୁଟିକୁ ଚାପି ଦେଲା ହାଇୱା । ଘଟଣାସ୍ଥଳରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ ।
କନକ ବ୍ୟୁରୋ: ସ୍କୁଟିକୁ ଚାପି ଦେଲା ହାଇୱା । ଘଟଣାସ୍ଥଳରେ ଆଖିବୁଜିଲେ ଦୁଇ ସ୍କୁଟି ଆରୋହୀ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସହର ପଟୁ ଯାଉଥିବା ସ୍କୁଟିକୁ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ସ୍କୁଟିକୁ ଚାପି ଦେଇ ଫେରାର ହୋଇଯାଇଛି । ତେବେ ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ହାଇୱା ଫେରାର ହେବା ବେଳେ ସ୍କୁଟି ହାଇଓକ୍ୱାରେ ଲାଖି ଯାଇଥିଲା । ଫଳରେContinue reading “ସ୍କୁଟିକୁ ଚାପି ଦେଲା ହାଇୱା । ଘଟଣାସ୍ଥଳରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ ।”