ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ । ୪୮ ଘଣ୍ଟାରେ ୧୫୫ କମ୍ପନ । ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର

କନକ ବ୍ୟୁରୋ : ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ । ଭୁମିକମ୍ପ ଯୋଗୁ ୪୮ ଘଣ୍ଟାରେ ୧୫୫ କମ୍ପନ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ନୂଆ ବର୍ଷରେ ୭ ଦଶମିକ ୬ ତୀବ୍ରତାରେ ହୋଇଥିଲା ଭୁମିକମ୍ପ । ତୁହାକୁ ତୁହା ଗୋଟିଏ ପରେ ଗୋଟିଏ ଭୂମିକମ୍ପ ସାରା ଜାପାନକୁ ସ୍ୱବ୍ଧ କରି ଦେଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜାପାନରେ ୪୮ ଘଣ୍ଟା ଭିତରେ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।Continue reading “ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ । ୪୮ ଘଣ୍ଟାରେ ୧୫୫ କମ୍ପନ । ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର”

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜେଏମଏମର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ଚର୍ଚ୍ଚା

କନକ ବ୍ୟୁରୋ : ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରନଙ୍କ ପତ୍ନି କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଜେଏମଏମର ତିନି ଥରର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ନେଇ ଚର୍ଚ୍ଚା ହେଉଛି । ରାଞ୍ଚି ଜମି ଦୁର୍ନୁୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ସମନ ଜାରି କରିଲାଣି । କିନ୍ତୁ ହେମନ୍ତ ସୋରେନ ହଜାର ହେଉନଥିବାରୁ ଦଳର ବିଧାୟକ ସର୍ଫରାଜ ଅହମଦContinue reading “ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜେଏମଏମର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ଚର୍ଚ୍ଚା”

ଦୁଃଖଦ ଖବର : ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୩ ଯାତ୍ରୀଙ୍କ ମୃତ୍ୟୁ, ୨୦ ଜଣ ଗୁରୁତର ଆହତ ।

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ବଡ ଅଘଟଣ । କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା । ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କରContinue reading “ଦୁଃଖଦ ଖବର : ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୩ ଯାତ୍ରୀଙ୍କ ମୃତ୍ୟୁ, ୨୦ ଜଣ ଗୁରୁତର ଆହତ ।”

ନିଶ୍ଚିତକୋଇଲିରେ ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୨ ଯାତ୍ରୀଙ୍କ ମୃତ୍ୟୁ, ୪୦ ଯାତ୍ରୀ ଆହତ ।

କନକ ବ୍ୟୁରୋ : କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା । ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣContinue reading “ନିଶ୍ଚିତକୋଇଲିରେ ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୨ ଯାତ୍ରୀଙ୍କ ମୃତ୍ୟୁ, ୪୦ ଯାତ୍ରୀ ଆହତ ।”

ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କଲେ ୫ଲକ୍ଷ ଭକ୍ତ । ରାତି ୧ଟାରୁ ଆରମ୍ଭ ହୋଇଥିଲା ଦର୍ଶନ

କନକ ବ୍ୟୁରୋ : ନୂଆ ବର୍ଷରେ ପୁରୀରେ ରେକର୍ଡ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ । ଉଦଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପ ଦେଖିବାକୁ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଶୀମନ୍ଦିରରେ ରବିବାର ରାତି ୧ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ତଥାପି ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ତେବେ ଆସନ୍ତା ଜାନୁଆରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାର ଅଛି । ପରିକ୍ରମା ପ୍ରକଳ୍ପContinue reading “ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କଲେ ୫ଲକ୍ଷ ଭକ୍ତ । ରାତି ୧ଟାରୁ ଆରମ୍ଭ ହୋଇଥିଲା ଦର୍ଶନ”

ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ପାଇଁ ଚୂଡାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । କର୍ଣ୍ଣାଟକର ପ୍ରସିଦ୍ଧ ସ୍ଥପତି ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ କରାଯିବ ସ୍ଥାପିତ

କନକ ବ୍ୟୁରୋ : ଚୂଡାନ୍ତ ହେଲା ରାମଲଲ୍ଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିସୁରର ପ୍ରସିଦ୍ଧ ସ୍ଥପତି ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମତ ମୂର୍ତିକୁ ଚୂଡାନ୍ତ କରାଯାଇଛି । ରାମଲଲ୍ଲାଙ୍କ ତିନିଟି ମୂର୍ତି ମଧ୍ୟରୁ ଗୋଟିଏ ମୂର୍ତିକୁ ବଛାଯାଇଛି । ଆସନ୍ତା ୨୨ ତାରିଖରେ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ ସ୍ଥାପିତ କରାଯିବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଯେଉଁଠି ରାମ ଅଛନ୍ତି, ସେଠାରେContinue reading “ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ପାଇଁ ଚୂଡାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । କର୍ଣ୍ଣାଟକର ପ୍ରସିଦ୍ଧ ସ୍ଥପତି ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ କରାଯିବ ସ୍ଥାପିତ”

ସୋରରେ ନିଖୋଜ ହୋଇଥିବା ଅଢେଇ ବର୍ଷର ଶିଶୁର ମିଳୁନି ପତା । ଗତକାଲି ଘର ନିକଟରୁ ନିଖୋଜ ହୋଇଗଲା କୁନି ପୁଅ ଶୁଭମ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସୋରରେ ନିଖୋଜ ହୋଇଥିବା ଅଢେଇ ବର୍ଷର ଶିଶୁର ମିଳୁନି ପତା । ଗତକାଲି ଘର ନିକଟରୁ ନିଖୋଜ ହୋଇଗଲା କୁନି ପୁଅ ଶୁଭମ । ଖୋଜିଖୋଜି କରି ନିରାଶ ହେବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ସୋର ପୌରପାଳିକା ୪ ନମ୍ବର ୱାର୍ଡରୁ ସାଦମାପୁର ରାଇପୁର ଗାଁର ମୋହନ ସାହୁଙ୍କ କୁନିପୁଅ ଶୁଭମ ଘର ନିକଟରୁ ନିଖୋଜ ହୋଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତିContinue reading “ସୋରରେ ନିଖୋଜ ହୋଇଥିବା ଅଢେଇ ବର୍ଷର ଶିଶୁର ମିଳୁନି ପତା । ଗତକାଲି ଘର ନିକଟରୁ ନିଖୋଜ ହୋଇଗଲା କୁନି ପୁଅ ଶୁଭମ”

କୁହୁଡି ସାଙ୍ଗକୁ ଶୀତରେ ଥରୁଛି ସାରା ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ । ଆସନ୍ତାକାଲି ବି କୁହୁଡି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : କୁହୁଡି ସାଙ୍ଗକୁ ଶୀତରେ ଥରୁଛି ସାରା ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । କଟକ ଭୁବନେଶ୍ୱର ସମେତ କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇଛି । ଆସନ୍ତାକାଲି ସକାଳେ ନୟାଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନାContinue reading “କୁହୁଡି ସାଙ୍ଗକୁ ଶୀତରେ ଥରୁଛି ସାରା ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ । ଆସନ୍ତାକାଲି ବି କୁହୁଡି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ”

ମର୍ମନ୍ତୁଦ ଦୁର୍ଘଟଣା : ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା । ୨୦ରୁ ଅଧିର ଯାତ୍ରୀ ଆହତ

କନକ ବ୍ୟୁରୋ : ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା । ନିଶ୍ଚିନ୍ତକୋଇଲି ନିକଟ କଟରପଡା କଳା ପୋଲ ଠାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି । ବସ୍ ଡ୍ରାଇଭରଙ୍କ ପାଖରେ ବସିଥବା ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟContinue reading “ମର୍ମନ୍ତୁଦ ଦୁର୍ଘଟଣା : ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା । ୨୦ରୁ ଅଧିର ଯାତ୍ରୀ ଆହତ”

ଅଂଶୁପା ସରଣ୍ଡାର ନିଷିଦ୍ଧାଂଚଳରେ ବଣଭୋଜି କଲେ ସରକାରୀ ବାବୁ । ବନବିଭାଗର କଟକଣାକୁ ମାନିଲେନି ବନକର୍ମଚାରୀ

କନକ ବ୍ୟୁରୋ : ଆଇନକୁ ଅବମାନନା କରି ନିଷିଦ୍ଧାଞ୍ଚଳରେ ଭୋଜିଭାତ କଲେ ସରକାରୀ ବାବୁ । ବାଙ୍କୀ ଅଂଶୁପାର ସରଣ୍ଡା ପାହାଡ଼ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପାହାଡ଼ ଉପରେ ଥିବା ପାର୍କରେ ସାଧାରଣ ଜନତାଙ୍କୁ ଭୋଜିଭାତ ନକରିବା ପାଇଁ ଆଠଗଡ଼ ବନବିଭାଗ କଡାକଡି ନିର୍ଦେଶ ଜାରି କରିଛି । କିନ୍ତୁ ଖୋଦ ବନ ବିଭାଗର କର୍ମଚାରୀ ସେହି ସ୍ଥାନରେ ଭୋଜିଭାତ କରି ମଉଜ ମସ୍ତି କରିଛନ୍ତି । ଢେଙ୍କାନାଳରୁ ଆସିଥିବା ୫୦ରୁ ଅଧିକ ଯୁବକContinue reading “ଅଂଶୁପା ସରଣ୍ଡାର ନିଷିଦ୍ଧାଂଚଳରେ ବଣଭୋଜି କଲେ ସରକାରୀ ବାବୁ । ବନବିଭାଗର କଟକଣାକୁ ମାନିଲେନି ବନକର୍ମଚାରୀ”

Design a site like this with WordPress.com
Get started