କନକ ବ୍ୟୁରୋ: ୨୦୧୯ ନିର୍ବାଚନ ପୂର୍ବରୁ ଯେମିତି ବରିଷ୍ଠ ନେତା ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । ଆଉ ଆଗକୁ ଯେତେବେଳେ ୨୦୨୪ ନିର୍ବାଚନ ଆସୁଛି, ଠିକ୍ ତା’ ପୂର୍ବରୁ ତାଙ୍କ ଉପରୁ ବହିଷ୍କାର ଆଦେଶକୁ ଉଠାଇ ନେଇଛି ଦଳ । ଏହାକୁ ନେଇ ଦାମଙ୍କ ସମର୍ଥକ ବେଶ୍ ଖୁସି ଓ ଉତ୍ସାହିତ ହୋଇପଡ଼ିଛନ୍ତି । ବହିଷ୍କାର ହଟିବା ପରେ ଦାମଙ୍କ ଘର ଆଗରେ ବାଣଫୁଟାଇ, ବାଜା ବଜାଇ ଜୋରଦାର ସେଲିବ୍ରେସନ୍ ହୋଇଛି । ଦାମଙ୍କContinue reading “ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲେ ବିଜେଡି ସୁପ୍ରିମୋ । ୨୦୧୮ରେ ହୋଇଥିଲେ ବହିଷ୍କୃତ ।”
Category Archives: News
ସାବଧାନ! ସୁରକ୍ଷିତ ନୁହେଁ ପିଲା ପିଉଥିବା କ୍ଷୀର । ଚିନ୍ତା ବଢାଇଲା ଜାତୀୟ ସ୍ତରର ରିପୋର୍ଟ । ଓଦା ଦାନା ଓ ଓଦା ନଡ଼ା ଯୋଗୁଁ ବିଷ ପାଲଟୁଛି କ୍ଷୀର
କନକ ବ୍ୟୁରୋ: ଆପଣଙ୍କ ପିଲା ପିଉଥିବା କ୍ଷୀର ସୁରକ୍ଷିତ ତ? ଆବଶ୍ୟକ ପୋଷଣ ପାଇଁ ପ୍ରତ୍ୟେକ ଦିନ ଅନେକ କ୍ଷୀର ପିଇଥାନ୍ତି । ଗାଈ କ୍ଷୀର ହେଉ ଅବା ପକେଟ୍ କ୍ଷୀର ପିଇଥାନ୍ତି ପିଲା । ହେଲେ ପିଉଥିବା ଏହି କ୍ଷୀର ବିଶୁଦ୍ଧ ନା ବିଷାକ୍ତ? ଜାତୀୟ ସ୍ତରରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ଉପଲବ୍ଧ ଥିବା ପ୍ରତି ୧୦ ଲିଟର କ୍ଷୀରରୁ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ, କାରଣ ଏଥିରେ ରହୁଛି ଆଫଲା ଟକ୍ସିନ୍Continue reading “ସାବଧାନ! ସୁରକ୍ଷିତ ନୁହେଁ ପିଲା ପିଉଥିବା କ୍ଷୀର । ଚିନ୍ତା ବଢାଇଲା ଜାତୀୟ ସ୍ତରର ରିପୋର୍ଟ । ଓଦା ଦାନା ଓ ଓଦା ନଡ଼ା ଯୋଗୁଁ ବିଷ ପାଲଟୁଛି କ୍ଷୀର”
ସମ୍ବଲପୁରରୁ ନିର୍ବାଚନ ଲଢ଼ିପାରନ୍ତି ଧର୍ମେନ୍ଦ୍ର । କେନ୍ଦ୍ରୀୟ ନେତୃତ୍ୱଙ୍କୁ ପ୍ରସ୍ତାବ ଦେଇଥିବା କହିବା ପରେ ବଢ଼ିଲା ଚର୍ଚ୍ଚା ।
କନକ ବ୍ୟୁରୋ: କେଉଁଠୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ବିଧାନସଭାରୁ ନା ସଂସଦୀୟ କ୍ଷେତ୍ରରୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାରି ଭିତରେ ଏକ ସଭାରେ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ହୋଇଛି । ଆଲୋଚନା ହେଉଛି, ଧର୍ମେନ୍ଦ୍ର ହୁଏତ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେର୍ନ୍ଦ୍ର ପ୍ରଧାନ, ଏଥର ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ନିଜେ ହିଁContinue reading “ସମ୍ବଲପୁରରୁ ନିର୍ବାଚନ ଲଢ଼ିପାରନ୍ତି ଧର୍ମେନ୍ଦ୍ର । କେନ୍ଦ୍ରୀୟ ନେତୃତ୍ୱଙ୍କୁ ପ୍ରସ୍ତାବ ଦେଇଥିବା କହିବା ପରେ ବଢ଼ିଲା ଚର୍ଚ୍ଚା ।”
ନୂଆବର୍ଷରେ ନବୀନଙ୍କ ବିଶାଳ ରୋଡ ସୋ’ । ନିର୍ବାଚନୀ ବର୍ଷର ପ୍ରଥମ ଦିନରେ ଶକ୍ତି ପ୍ରଦର୍ଶନ କଲା ବିଜେଡି । ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ଶୋଭାଯାତ୍ରା ।
କନକ ବ୍ୟୁରୋ: ନିର୍ବାଚନୀ ବର୍ଷର ପ୍ରଥମ ଦିନ । ବିଶାଳ ରୋଡ ସୋ’ କଲେ ନବୀନ । ଅବସର ଥିଲା ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ । ନୂଆ ଓଡ଼ିଶାର ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିବା ବେଳେ ନିଜର ରାଜନୈତିକ ପ୍ରଭାବ ଓ ଶକ୍ତିର ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ନବୀନଙ୍କ ବିଶାଳ ଶୋଭାଯାତ୍ରା । ପ୍ରଥମେ ବିମାନବନ୍ଦରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ରୋଡContinue reading “ନୂଆବର୍ଷରେ ନବୀନଙ୍କ ବିଶାଳ ରୋଡ ସୋ’ । ନିର୍ବାଚନୀ ବର୍ଷର ପ୍ରଥମ ଦିନରେ ଶକ୍ତି ପ୍ରଦର୍ଶନ କଲା ବିଜେଡି । ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ଶୋଭାଯାତ୍ରା ।”
ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କହିଲେ, ୪ ବର୍ଷ ଭିତରେ ସରିବ କାମ । ବିମାନ ବନ୍ଦର ଛକରୁ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ ।
କନକ ବ୍ୟୁରୋ: ନୂଆବର୍ଷରେ ଟ୍ୱିନସିଟିକୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରବାସୀଙ୍କ ପାଇଁ ମେଟ୍ରୋ ପ୍ରକଳ୍ପର ପଡ଼ିଛି ମୂଳଦୁଆ । ୪ବର୍ଷ ମଧ୍ୟରେ ସରିବ ପ୍ରକଳ୍ପ କାମ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଟ୍ରେନ୍ ଗଡିବ । ପରବର୍ତ୍ତୀ ସମୟରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ସମ୍ପ୍ରସାରଣ ହେବ । ପ୍ରାଥମିକ ପର୍ଯ୍ୟାୟ ୪୯ଟି ଟ୍ରେନ୍ ଚାଲିବାର ଯୋଜନା ରହିଛି । ନୂଆବର୍ଷରେ ନବୀନଙ୍କ ବଡ ଭେଟିContinue reading “ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କହିଲେ, ୪ ବର୍ଷ ଭିତରେ ସରିବ କାମ । ବିମାନ ବନ୍ଦର ଛକରୁ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ ।”
ଦେଶଦ୍ରୋହ ଧାରାରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆତଙ୍କବାଦୀ ଘୋଷିତ । ଗୃହମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ
କନକ ବ୍ୟୁରୋ : ଭାରତ ସରକାର ନୂଆ ବର୍ଷ ଆରମ୍ଭରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୃହମନ୍ତ୍ରଣାୟ ଦେଶଦ୍ରୋହ ଆଇନ ବଳରେ ଗୋଲ୍ଡିକୁ ଆତଙ୍କବାଦୀ ବୋଲି ଘୋଷଣା କରିଛନ୍ତି । ଏନେଇ ଗୃହମନ୍ତ୍ରଣାୟ ତରଫରୁ ନୋଟିଫିକେଶନ ଜାରି କରାଯାଇଛି । ଜାରି ହୋଇଥିବା ନୋଟିଫିକେଶନରେ କୁହାଯାଇଛି କି, ଗୋଲ୍ଡି ବରାଡ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହ ଜଡିତ । ଏନଆଇଏ ତରଫରୁ ଗୋଲ୍ଡି ବରାଡContinue reading “ଦେଶଦ୍ରୋହ ଧାରାରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆତଙ୍କବାଦୀ ଘୋଷିତ । ଗୃହମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ”
ସୁନ୍ଦରଗଡ ଜିଲ୍ଲାମହୋତ୍ସବ ଯାତରା-୨୦୨୪ ଉଦଘାଟିତ । ଆସନ୍ତା ୫ ପର୍ଯ୍ୟନ୍ତ ୨୦୦ ଷ୍ଟଲରେ ଚାଲିବ କିଣାବିକା
କନକ ବ୍ୟୁରୋ : ସୁନ୍ଦରଗଡ ପ୍ରତିଷ୍ଠା ଦିବସ ଏବଂ ଜିଲ୍ଲା ମହୋତ୍ସବ ଯତରା-୨୦୨୪ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି । ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲ ଆସି ସରକାରୀ ମହାବିଦ୍ୟାଳୟ ପଡିଆରେ ଏହି ଉତ୍ସବକୁ ଉଦଘାଟନ କରାଯାଇଛି । ରାଜବାଟୀ ସ୍ଥିତ ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ନେଇ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ସମଲେଇ ମନ୍ଦିରରୁ ବାହାରି ବିଏସ ହାଇସ୍କୁଲ, ସରକାରୀ ବସଷ୍ଟାଣ୍ଡ , ଡିଆରଡିଏ ଛକ, ପୋଷ୍ଟ ଅଫିସContinue reading “ସୁନ୍ଦରଗଡ ଜିଲ୍ଲାମହୋତ୍ସବ ଯାତରା-୨୦୨୪ ଉଦଘାଟିତ । ଆସନ୍ତା ୫ ପର୍ଯ୍ୟନ୍ତ ୨୦୦ ଷ୍ଟଲରେ ଚାଲିବ କିଣାବିକା”
ବରଗଡ ସୋହେଲା ସରକଣ୍ଡାର ନିଆରା ଡାକ୍ତର ମେଘନାଥ ମେହେର । ଗାଁରେ ବୁଲି ମାଗଣାରେ କରୁଛନ୍ତି ଚିକିତ୍ସା, ବିନା ପାଉଣାରେ କରୁଛନ୍ତି ରୋଗୀସେବା
କନକ ବ୍ୟୁରୋ : ନିସ୍ୱାର୍ଥପର ରୋଗୀ ସେବା କରି ଚର୍ଚ୍ଚା ସାଉଁଟିଛନ୍ତି ଡାକ୍ତର ମେଘନାଦ ମେହେର । ବିନା ଫିସ୍ରେ ରୋଗୀଙ୍କ ମାଗଣା ସେବାରେ ଲାଗିପଡିଛନ୍ତି । ଏଥିରେ ନାଁ ତାଙ୍କର କୌଣସି ସ୍ୱାର୍ଥ ରହିଛି ନାଁ ଏଥଇରେ କୌଣସି ଲାଭ । ହେଲେ ଅବିରତ ଭାବେ ଚାଲିଛି ରୋଗୀ ସେବା । ବରଗଡ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗାଁର ଡାକ୍ତର ମେଘନାଦ ମେହେର । ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ବିContinue reading “ବରଗଡ ସୋହେଲା ସରକଣ୍ଡାର ନିଆରା ଡାକ୍ତର ମେଘନାଥ ମେହେର । ଗାଁରେ ବୁଲି ମାଗଣାରେ କରୁଛନ୍ତି ଚିକିତ୍ସା, ବିନା ପାଉଣାରେ କରୁଛନ୍ତି ରୋଗୀସେବା”
ନୂଆବର୍ଷକୁ ସ୍ୱାଗତ ପାଇଁ ପର୍ଯ୍ୟଟନ ସ୍ଥଳୀରେ ଭିଡ । ଜୟପୁର ଗଡ଼ପଦରରେ ଜଙ୍ଗଲ ଓ ଝରଣାର ମଜା ଉଠାଉଛନ୍ତି ପର୍ଯ୍ୟଟକ, ଜମୁଛି ଭୋଜିଭାତର ଆସର
କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଲାଗିଛି ପର୍ଯ୍ୟଟକଙ୍କ ଗହଳି । ସବୁଜ ବନାନୀ ସହ ମନୋରମ ପରିବେଶ ଭିତରେ ବଣ ଭୋଜି କରିବାକୁ ଲାଗୁଛି ଭିଡ । ସେହିଭଳି ନୁଆ ଏକ ପର୍ଯ୍ୟଟନ ସ୍ଥଳୀ ଗଡ଼ପଦର ଝରଣା ସାଂଗକୁ ପକୃତିର ମନୋରମ ଦୃଶ୍ୟ । ଯେଉଁଆଡ଼େ ଦେଖିବେ ସବୁଠି ସବୁଜିମା । ଜୟପୁର ସହର ଠାରୁ ବନ ପାହାଡ଼ ଘେରା ଏହି ସ୍ଥାନଟି ମାତ୍ର ୩ କିଲୋମିଟର ଦୁରରେ ରହିଛି । ପରିବାର ସହ ପ୍ରତିଦିନContinue reading “ନୂଆବର୍ଷକୁ ସ୍ୱାଗତ ପାଇଁ ପର୍ଯ୍ୟଟନ ସ୍ଥଳୀରେ ଭିଡ । ଜୟପୁର ଗଡ଼ପଦରରେ ଜଙ୍ଗଲ ଓ ଝରଣାର ମଜା ଉଠାଉଛନ୍ତି ପର୍ଯ୍ୟଟକ, ଜମୁଛି ଭୋଜିଭାତର ଆସର”
ବର୍ଷର ପ୍ରଥମ ଦିନ ଆରମ୍ଭ ହୋଇଛି ଠାକୁର ଦର୍ଶନରୁ । ଧବଳେଶ୍ୱରଙ୍କ ପୀଠ, ଜଗନ୍ନାଥ ମନ୍ଦିର ସବୁଠି ଗହଳି
କନକ ବ୍ୟୁରୋ : ନୂଆବର୍ଷରେ ନୂଆ ଦିନର ଆରମ୍ଭ । ଆଉ ଦିନର ଆରମ୍ଭ ହୋଇଛି ଭଗବାନଙ୍କ ଦର୍ଶନରୁ । ସୋମବାର ପଡୁଥିବାରୁ ବିଭିନ୍ନ ଦେବାଳୟରେ ଲାଗିଛି ଭିଡ । ସକାଳୁ ସକାଳୁ ଭଗବାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଅନ୍ୟସ୍ଥାନ ଭଳି ବାବା ଧବଳେଶ୍ୱରଙ୍କ ପୀଠରେ ସକାଳୁ ସକାଳୁ ଭିଡ ଦେଖିବାକୁ ମିଳିଥିଲା । ଶିବମୟ ହୋଇଉଠିଥିଲା ପୁରା ପରିବେଶ । ବାବାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କContinue reading “ବର୍ଷର ପ୍ରଥମ ଦିନ ଆରମ୍ଭ ହୋଇଛି ଠାକୁର ଦର୍ଶନରୁ । ଧବଳେଶ୍ୱରଙ୍କ ପୀଠ, ଜଗନ୍ନାଥ ମନ୍ଦିର ସବୁଠି ଗହଳି”