ବିଗିଡା ରାଜକୁମାର ବସିବେ ସିଂହାସନରେ

ରବିବାର ଦିନ ଡେନମାର୍କର ରାଣୀ ମାର୍ଗାରେଟ ଦ୍ୱିତୀୟ ଘୋଷଣା କରିଛନ୍ତି ଯେ ସେ ଡେନମାର୍କର ସିଂହାସନ ଛାଡିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ପୁଅ କ୍ରାଉନ୍ ପ୍ରିନ୍ସ ଫ୍ରେଡେରିକ୍ ସିଂହାସନରେ ବସିବେ। ଡେନମାର୍କର ରାଣୀ ମାର୍ଗାରେଟ ଦ୍ୱିତୀୟ ଜାନୁଆରୀ ୧୪ ରେ ସିଂହାସନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ରବିବାର ଦିନ ନୂଆ ବର୍ଷ ଅବସରରେ ସେ ଏହା ଘୋଷଣା କରିଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ଭବିଷ୍ୟତର ରାଜା କ୍ରାଉନ୍ ପ୍ରିନ୍ସ ଫ୍ରେଡେରିକ୍ ଦେଶର ଶାସନ ଭାରContinue reading “ବିଗିଡା ରାଜକୁମାର ବସିବେ ସିଂହାସନରେ”

୨୦୨୪ ଟିମ୍ ଇଣ୍ଡିଆକୁ ମିଳିବନି ଆରାମ! ପଢନ୍ତୁ ବର୍ଷକ ଯାକ କେଉଁଠି କାହା ସହ ଅଛି ମ୍ୟାଚ?

କନକ ବ୍ୟୁରୋ: ଆରମ୍ଭ ହୋଇଛି ନୂଆ ବର୍ଷ । ଧୁମଧାମରେ ୨୦୨୩ରୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ କରିଛନ୍ତି ଲୋକେ । ସେହିପରି ଭାରତୀୟ କ୍ରିକେଟ ଟିମ ମଧ୍ୟ ନୂଆ ବର୍ଷ ପରେ ନିଜ ବର୍ଷ ଯାକର ମ୍ୟାଚ ସୂଚୀ ପାଇଁ ପ୍ରସ୍ତୁତ ହୋଇସାରିଛି । ଟିମ ଇଣ୍ଡିଆ ୨୦୨୩ର ଆରମ୍ଭ ବିଜୟ ସହ କରିଥିଲା । ହେଲେ ଅନ୍ତ କିନ୍ତୁ ପରାଜୟରେ ଶେଷ ହୋଇଛି । ଟିମ ଇଣ୍ଡିଆ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚContinue reading “୨୦୨୪ ଟିମ୍ ଇଣ୍ଡିଆକୁ ମିଳିବନି ଆରାମ! ପଢନ୍ତୁ ବର୍ଷକ ଯାକ କେଉଁଠି କାହା ସହ ଅଛି ମ୍ୟାଚ?”

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲାଲୁଙ୍କ ବାସଭବନ ଆଗରେ ବିବାଦୀୟ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି ମନ୍ଦିର ମାନସିକ ଗୋଲାମୀର ମାର୍ଗ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଗୋଟିଏ ପଟେ ପ୍ରାଣ ପ୍ରତିଷ୍ଠାର ସୂଚନା ଦେବାକୁ ଆଜିଠାରୁ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପ୍ରତିଟି ଘରେ ଅକ୍ଷତ ନିମନ୍ତ୍ରଣ ଦେବା କାମ ଆରମ୍ଭ ହୋଇଛି ତ ସେପଟେ ବିବାଦୀୟ ବୟାନବାଜୀ ବି ଜାରି ରହିଛି । ଏହାରି ମଧ୍ୟରେ ବିହାର ରାଜଧାନୀ ପାଟନାରେ ଆରଜେଡି ତରଫରୁ ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ମନ୍ଦିର ମାନସିକContinue reading “ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲାଲୁଙ୍କ ବାସଭବନ ଆଗରେ ବିବାଦୀୟ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି ମନ୍ଦିର ମାନସିକ ଗୋଲାମୀର ମାର୍ଗ”

ଲୋକସଭା ନିର୍ବାଚନ ନେଇ କଂଗ୍ରେସର ମେଗା ପ୍ଲାନ । ୨୯୦ ଆସନରେ ଏକାକୀ ଓ ମେଣ୍ଟ ସହ ଲଢିବ ୧୦୦ ଆସନ

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ନଜରରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଦଳ ପକ୍ଷରୁ ଇଣ୍ଡିଆ ମେଣ୍ଟ ସହ ବୈଠକ ହୋଇଛି । ଏହି ବୈଠକ ପରେ କଂଗ୍ରେସ ମଜୁବତ ଥିବା ୨୯୦ଟି ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ଏହାସହ ଏହି ଆସନଗୁଡିକରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ଦଳ । ପାର୍ଟିର ଅନ୍ତରୀଣ ସୂତ୍ରContinue reading “ଲୋକସଭା ନିର୍ବାଚନ ନେଇ କଂଗ୍ରେସର ମେଗା ପ୍ଲାନ । ୨୯୦ ଆସନରେ ଏକାକୀ ଓ ମେଣ୍ଟ ସହ ଲଢିବ ୧୦୦ ଆସନ”

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪, ସୁନାମୀ ଆଲର୍ଟ

କନକ ବ୍ୟୁରୋ: ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ । ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମୀ ଚେତାବନୀ ଜାରି କରାଯାଇଛି । ଜାପାନ ମୌସୁମୀ ବିଭାଗ ଅନୁସାରେ ସୁନାମୀ ପାଇଁ ସମୁଦ୍ର ଲହରି ୫ ମିଟର ଉପରକୁ ଉଠିପାରେ । ତେଣୁ ଲୋକଙ୍କୁ ସତର୍କ ରହିବା ସହ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । The post ଜାପାନରେContinue reading “ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪, ସୁନାମୀ ଆଲର୍ଟ”

ଚୀନ୍ ସେନାର ୯ ବରିଷ୍ଠ ଜେନେରାଲ୍ ବରଖାସ୍ତ । ପୁରୁଣା ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟତର ଥିଲେ ନା ଦୁର୍ନୀତି ?

ଚୀନ ସଂସଦରୁ ପିପୁଲ୍ସ ଲିବରେସନ୍ ଆର୍ମିର ୯ ବରିଷ୍ଠ ଜେନେରାଲଙ୍କୁ ବରଖାସ୍ତ କରାଯାଇଛି ।    ଯେଉଁଥିରେ ରକେଟ୍ ଫୋର୍ସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏନପିସି ପୂର୍ବତନ ନୌସେନା କମାଣ୍ଡର ଜେନେରାଲ ଡୋଙ୍ଗ ଜୁଙ୍ଗଙ୍କୁ  ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିବା ପରେ ଏହି ଅଧିକାରୀମାନଙ୍କୁ ବରଖାସ୍ତ କରାଯାଇଛି । ଜେନେରାଲ ଲି ଶାଙ୍ଗଫୁ ବହିଷ୍କାର ହେବାର ଦୁଇ ମାସ ପରେ  ବିନା କୌଣସି ସ୍ପଷ୍ଟୀକରଣରେ ଏହି ଅଧିକାରୀ ମାନଙ୍କୁ ବହିଷ୍କାର କରାଯାଇଛିContinue reading “ଚୀନ୍ ସେନାର ୯ ବରିଷ୍ଠ ଜେନେରାଲ୍ ବରଖାସ୍ତ । ପୁରୁଣା ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟତର ଥିଲେ ନା ଦୁର୍ନୀତି ?”

ନାବାଳକ ନାକରେ ପଶିଲା ତୀର । ବେଣ୍ଟ ପରମ୍ପରା ହେଲା କାଳ

କନକ ବ୍ୟୁରୋ : ନାବାଳକ ନାକରେ ପଶିଲା ତୀର । ଆଦିବାସୀଙ୍କ ବେଣ୍ଟ ପରମ୍ପରା ହେଲା କାଳ । ଶିକାରକୁ ଯାଇଥିବା ବେଳେ ୯ ବର୍ଷର ନାବାଳକ ନାକରେ ଧନୁତୀର ପଶିଯାଇଛି । ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଅସ୍ତ୍ରୋପଚାର ପରେ ତୀରଟି ବାହାର କରାଯାଇଛି । ପିଲାଟି ଏବେ ବିପଦ ମୁକ୍ତ ରହିଛି । ଗତକାଲି ଖଇରପୁଟ ଅଞ୍ଚଳର ନାବାଳକ ଜଣଙ୍କ ଶିକାରContinue reading “ନାବାଳକ ନାକରେ ପଶିଲା ତୀର । ବେଣ୍ଟ ପରମ୍ପରା ହେଲା କାଳ”

ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନବୀନଙ୍କ ଭେଟି, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହେବ ପ୍ରାୟ ୬୨୫୫ କୋଟି ।

କନକ ବ୍ୟୁରୋ : ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ଲେଙ୍କା ସାହିରେ ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟାନୟକ ବିମାନ ବନ୍ଦରରୁ ରୋଡ ଶୋରେ ବାହାରି ରତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀContinue reading “ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନବୀନଙ୍କ ଭେଟି, ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଖର୍ଚ୍ଚ ହେବ ପ୍ରାୟ ୬୨୫୫ କୋଟି ।”

ନୂଆବର୍ଷରେ ଦାମଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ, ନିର୍ବାଚନ ପୂର୍ବରୁ ଦଳକୁ ଫେରାଇ ଆଣିଲେ ବିଜେଡି ସୁପ୍ରିମୋ ।

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ ନିଷ୍ପତ୍ତି । ପୁରୁଣା ସହଯୋଗୀ ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମୋଦର ରାଉତ । ବ୍ରାହ୍ମଣ ବିବାଦକୁ ନେଇ ପ୍ରଥମେ ମନ୍ତ୍ରୀପଦ ହରାଇଥିଲେ ଦାମ । ପରେ ୨୦୧୯ରେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ବିଜେପିରୁ ପରାଜିତ ହେବା ପରେ ଦାମ ବିଜେପିContinue reading “ନୂଆବର୍ଷରେ ଦାମଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ, ନିର୍ବାଚନ ପୂର୍ବରୁ ଦଳକୁ ଫେରାଇ ଆଣିଲେ ବିଜେଡି ସୁପ୍ରିମୋ ।”

ଭୋଜି ଖାଇ ୨୦ରୁ ଅଧିକ ଗୁରୁତର, ଜଣେ ମୃତ । ଗୁରୁତରଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ନୂଆ ବର୍ଷରେ ସୁନ୍ଦରଗଡରୁ ଆସିଲା ଅଭାବନୀୟ ଘଟଣା । ନୂଆ ବର୍ଷକୁ ନେଇ ସମସ୍ତେ ଖୁସି ମନାଉଥିବା ବେଳେ ସୁନ୍ଦରଗଡରେ ଭୋଜି ଖାଇ ଅନେକ ଲୋକ ଗୁରୁତର ହୋଇଥିବା ସୂଚନାରୁ ଜଣାପଡିଛି ସୂଚନା ଅନୁସାରେ, ସୁନ୍ଦରଗଡର ସବଡେଗା ବ୍ଲକ୍ ଦେଓ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ବାହାଘର ଭୋଜି ଖାଇ ଜଣଙ୍କର ମୃତ୍ୟୁ ହୋଇଛି, ଏହା ସହ ୨୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ସୁନ୍ଦରଗଡContinue reading “ଭୋଜି ଖାଇ ୨୦ରୁ ଅଧିକ ଗୁରୁତର, ଜଣେ ମୃତ । ଗୁରୁତରଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି”

Design a site like this with WordPress.com
Get started