କନକ ବ୍ୟୁରୋ : ନୂଆ ବର୍ଷରେ ଅଘଟଣରୁ ଅଳ୍ପକେ ବର୍ତିଲେ ଲୋକେ । କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ନୀଳଗିରି ବ୍ଲକ ସିଆଡିମାଳ ପଂଚାୟତ ବାବନ୍ଧ ଗାଁରେ ଏହି ଅଘଟଣ ଘଟିଛି । ଲୋକେ ବୁଗାଳି ନଦୀରେ ଭେଳାରେ କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ଭେଳାଟି ଭାଙ୍ଗିଯାଇଥିଲା । ତେବେ ସମସ୍ତେ ଅଳ୍ପକେ ବଂଚିଯାଇଛନ୍ତି । ସ୍ଥାନୀୟ ଲୋକେ ପାଣିରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି । ଯାତ୍ରୀ ମାନେ ଭେଳାରେ ଯାଉଥିବା ବେଳେ କୌଣସି ଗାଇଡContinue reading “ନୂଆ ବର୍ଷରେ ନୀଳଗିରି ବାବନ୍ଧ ଗାଁ ବୁଗାଳୀ ନଦୀରେ ଅଘଟଣ । କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ବୁଡିଲା ଭେଳା”
Category Archives: News
ଆତଙ୍କବାଦୀଙ୍କ ତୁଳନାରେ ବେଶି ମରିଛନ୍ତି ପାକିସ୍ତାନୀ ସେନା : ଆତଙ୍କବାଦୀଙ୍କ ୨୦୨୩ ରିପୋର୍ଟ କାର୍ଡ
ଆତଙ୍କବାଦୀମାନେ ୨୦୨୩ ମସିହାରେ ପାକିସ୍ତାନ ସେନା ଉପରେ ଭାରୀ ପଡ଼ିଗଲେ । ଆତଙ୍କବାଦୀମାନେ ପ୍ରତି ମାସରେ ସୁରକ୍ଷା ବାହିନୀ ଉପରେ ହାରାହାରି ୭୩ ଥର ଆକ୍ରମଣ କରିଥିଲେ ଏବଂ ପ୍ରତିଦିନ ତିନିଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ପରିସଂଖ୍ୟାନ ଅନୁଯାୟୀ ଗତ ବର୍ଷରେ ପ୍ରାୟ ୧୦୦୦ ସୈନିକଙ୍କର ମୃତ୍ୟୁ ହୋଇଥିବାବେଳେ ଆତଙ୍କବାଦୀଙ୍କ ସଂଖ୍ୟା ୫୬୬ ଥିଲା । ଆତଙ୍କବାଦର ଜନ୍ମସ୍ଥଳୀ ପାକିସ୍ତାନରେ ଗତ ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ସେନାର ପ୍ରତିଦିନ ତିନିଜଣ ସୈନିକContinue reading “ଆତଙ୍କବାଦୀଙ୍କ ତୁଳନାରେ ବେଶି ମରିଛନ୍ତି ପାକିସ୍ତାନୀ ସେନା : ଆତଙ୍କବାଦୀଙ୍କ ୨୦୨୩ ରିପୋର୍ଟ କାର୍ଡ”
ଚାପରେ କଂଗ୍ରେସ । ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି ନୀତିଶ କୁମାର
କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ନେଇ ଏବେ ବଡ ଖବର ସାମ୍ନାକୁ ଆସିଛି । ସୂତ୍ର ସୂଚନା ମୁତାବକ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି । ନୀତିଶକୁମାରଙ୍କ କାର୍ଯ୍ୟଶୈଳୀ ଦେଖି କଂଗ୍ରେସ ଭୟଭିତ ହୋଇପଡିଥିବା ଭଳି ଲାଗୁଛି । ଦିଲ୍ଲୀରେ ଜେଡିୟୁ ବୈଠକରେ ନୀତିଶକୁମାର କଂଗ୍ରେସ ଉପରେ ଯେଭଳି ଆକ୍ରମଣାତ୍ମକ ବୟାନ ଦେଇଥିଲେ ତା ପରେ କଂଗ୍ରେସ ଭୟଭିତ ହୋଇପଡିଥିବା ଭଳି ଲାଗୁଛି । ଦିଲ୍ଲୀରେContinue reading “ଚାପରେ କଂଗ୍ରେସ । ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି ନୀତିଶ କୁମାର”
ନୂଆ ବର୍ଷରେ ପୁଣି ମାତିଲେ ଲୁଟେରା: ଭୁବନେଶ୍ୱର ଜଗନ୍ନାଥନଗର ଅଞ୍ଚଳରେ ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ
କନକ ବ୍ୟୁରୋ: ନୂଆ ବର୍ଷ ଆରମ୍ଭରୁ ମାତିଲେ ଲୁଟେରା । ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଦୌରାତ୍ମ୍ୟ । ଝରକା ତାଡ଼ି ଘର ଭିତରୁ ଲୁଟିନେଲେ । ଭୁବନେଶ୍ୱର ଜଗନ୍ନାଥ ନଗର ଅଂଚଳରେ ହୋଇଛି ଏପରି ଲୁଟ୍ । ଦୁର୍ବୃତମାନେ ଜଗନ୍ନାଥନଗରର ଏକ ଘର ଭିତର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ରୁପା ଓ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି । ଘରେ କେହି ନଥିବା ବେଳେ ଏହାର ଫାଇଦା ଉଠାଇ ଦୁର୍ବୃତମାନେ ଲୁଟ୍Continue reading “ନୂଆ ବର୍ଷରେ ପୁଣି ମାତିଲେ ଲୁଟେରା: ଭୁବନେଶ୍ୱର ଜଗନ୍ନାଥନଗର ଅଞ୍ଚଳରେ ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ”
ନୂଆ ବର୍ଷରେ ରାଜନୈତିକ ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ: ବିଜେପି କହିଲା, ୨୪ ପାଇଁ ସରକାରୀ ଦଳ ହେବ ଚ୍ୟାଲେଞ୍ଜ
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଂଟା ଭିଡ଼ିଛନ୍ତି ଦୁଇ ସବୁ ରାଜନୈତିକ ଦଳ । ତେବେ କେଉଁ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ଓ କ’ଣ ରଣନୀତି ରହିବ, ସେ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି କହିଛି, ୨୦୨୪ରେ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ସରକାରୀ କଳ । ବୁଥ ସ୍ତରରେ ସଂଗଠନ ଏବଂ ୧ କୋଟି ଘର ସହ ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ସମସ୍ତ ଚ୍ୟାଲେଞ୍ଜକଚୁ ସାମ୍ନାContinue reading “ନୂଆ ବର୍ଷରେ ରାଜନୈତିକ ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ: ବିଜେପି କହିଲା, ୨୪ ପାଇଁ ସରକାରୀ ଦଳ ହେବ ଚ୍ୟାଲେଞ୍ଜ”
ଜାପାନରେ ଭୂମିକମ୍ପ ପରେ ସୁନାମୀ: ଜାପାନ ସମୁଦ୍ରର ପଶ୍ଚିମାଞ୍ଚଳରେ ୧ ମିଟର ଉଚ୍ଚରେ ମାଡି ଆସିଲା ପାଣି
କନକ ବ୍ୟୁରୋ: ନୂଆବର୍ଷରେ ଜାପାନରେ ଅଘଟଣ ପରେ ଅଘଟଣ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସମୁଦ୍ରରେ ୧ ମିଟର ଉଚ୍ଚତାର ଉଠିଲା ଜୁଆର । ଆଗକୁ ଉତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ । ଲୋକଙ୍କୁ ସତର୍କ କରାଇ ଦେଇଛି, ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି । ଆଜି ସକାଳୁContinue reading “ଜାପାନରେ ଭୂମିକମ୍ପ ପରେ ସୁନାମୀ: ଜାପାନ ସମୁଦ୍ରର ପଶ୍ଚିମାଞ୍ଚଳରେ ୧ ମିଟର ଉଚ୍ଚରେ ମାଡି ଆସିଲା ପାଣି”
ନୂଆ ବର୍ଷରେ ଯୋଧପୁର ପୋଲିସର ନିଆରା ପଦକ୍ଷେପ । ଚାଲାଣ କାଟିବା ବଦଳରେ ଲୋକଙ୍କୁ ବାଣ୍ଟିଲା କ୍ଷୀର
ରାଜସ୍ଥାନ ଯୋଧପୁର ପୋଲିସ୍ ନୂତନ ବର୍ଷ ଉତ୍ସବ ପାଳନ : ପୋଲିସ୍ କମିଶନର୍ ନୂତନ ବର୍ଷ ୨୦୨୪ କୁ ଏକ ନିଆରା ଢଙ୍ଗରେ ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଲୋକଙ୍କୁ ମଦ୍ୟପାନ ଏବଂ ହୋ ହଲ୍ଲା ରକ୍ଷା କରିବା ପାଇଁ ‘ଯୋଧପୁର ଡାଏରୀ ଏବଂ ଶ୍ରୀରାମ ହସ୍ପିଟାଲ’ର ମିଳିତ ସହଯୋଗରେ ଟ୍ରାଫିକ ପୋଲିସ ସହରର ପ୍ରମୁଖ ଛକଠାରେ ସହରବାସୀଙ୍କୁ କ୍ଷୀର ପିଇବାକୁ ଦେଇଥିଲା । ସହରର ଅନେକ ସ୍ଥାନରେ କ୍ଷୀର ପିଇବା ପାଇଁ ଲୋକଙ୍କ ଭିଡ଼Continue reading “ନୂଆ ବର୍ଷରେ ଯୋଧପୁର ପୋଲିସର ନିଆରା ପଦକ୍ଷେପ । ଚାଲାଣ କାଟିବା ବଦଳରେ ଲୋକଙ୍କୁ ବାଣ୍ଟିଲା କ୍ଷୀର”
ପଦ ଛାଡିବାକୁ ଘୋଷଣା କଲେ ଡେନମାର୍କର ରାଣି ମାଗ୍ରରେଥ-୧୧ । ୫୨ ବର୍ଷ ଧରି କରୁଥିଲେ ଶାସନ
କନକ ବ୍ୟୁରୋ : ଡେନମାର୍କର ମହାରାଣୀ ମାଗ୍ରରେଥ-୧୧ ରବିବାର ରାତିରେ ପଦ ଛାଡିବାକୁ ଘୋଷଣା କରିଛନ୍ତି । ନୂଆବର୍ଷ ଉପଲକ୍ଷେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି କି, ସେ ଜାନୁଆରୀ ୧୪ ତାରିଖରେ ନିଜ ପଦ ଛାଡିଦେବେ । ନିଜ ପୁଅ କ୍ରାଉନ ପ୍ରିନ୍ସ ଫ୍ରେଡରିକ ଆନ୍ଦେ ହେନରିକଙ୍କୁ ରାଜଗାଦୀ ସମର୍ପି ଦେବେ । ରାଣୀ ମାଗ୍ରରେଥ-୧୧ ୧୯୭୨ ଜାନୁଆରୀ ୧୪ ତାରିଖରେ ପିତା କିଙ୍ଗ ଫ୍ରେଡରିକ୧୧ଙ୍କ ପରେ ରାଜଗାଦୀ ସମ୍ଭାଳିଥିଲେ । ୫୨ ବର୍ଷ ଶାସନContinue reading “ପଦ ଛାଡିବାକୁ ଘୋଷଣା କଲେ ଡେନମାର୍କର ରାଣି ମାଗ୍ରରେଥ-୧୧ । ୫୨ ବର୍ଷ ଧରି କରୁଥିଲେ ଶାସନ”
ହାଇଟେକ ହସ୍ପିଟାଲ ଏସି ବିସ୍ଫୋରଣରେ ପ୍ରାଣ ହରାଇଥିଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ
କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁକୁ ସହ୍ୟ କରିପାରିଲେନି ସ୍ତ୍ରୀ । ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କରି ଦେଇଛନ୍ତି ପତ୍ନୀ । ଏମିିତି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଅଂଚଳରେ । ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା । କମ୍ପ୍ରେସରରେ ସମସ୍ୟା ଯୋଗୁଁ ତାହା ଫାଟି ଯାଇଥିଲା । ବିସ୍ପୋରଣରେ ୪ଜଣ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କContinue reading “ହାଇଟେକ ହସ୍ପିଟାଲ ଏସି ବିସ୍ଫୋରଣରେ ପ୍ରାଣ ହରାଇଥିଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ”
ପିଲା ପିଉଥିବା କ୍ଷୀରକୁ ଚିନ୍ତା ବଢାଇଲା ଜାତୀୟ ସ୍ତରର ରିପୋର୍ଟ: ପ୍ରତି ୧୦ ଲିଟରରେ ଗୋଟିଏ ଲିଟର ବିଷାକ୍ତ
କନକ ବ୍ୟୁରୋ: ଆପଣଙ୍କ ପିଲା ପିଉଥିବା କ୍ଷୀର ସୁରକ୍ଷିତ ତ? ଆବଶ୍ୟକ ପୋଷଣ ପାଇଁ ପ୍ରତ୍ୟେକ ଦିନ ଅନେକ କ୍ଷୀର ପିଇଥାନ୍ତି । ଗାଈ କ୍ଷୀର ହେଉ ଅବା ପକେଟ୍ କ୍ଷୀର ପିଇଥାନ୍ତି ପିଲା । ହେଲେ ପିଉଥିବା ଏହି କ୍ଷୀର ବିଶୁଦ୍ଧ ନା ବିଷାକ୍ତ? ଜାତୀୟ ସ୍ତରରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ଉପଲବ୍ଧ ଥିବା ପ୍ରତି ୧୦ ଲିଟର କ୍ଷୀରରୁ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ । କାରଣ ଏଥିରେ ରହୁଛି ଆଫ୍ଲାContinue reading “ପିଲା ପିଉଥିବା କ୍ଷୀରକୁ ଚିନ୍ତା ବଢାଇଲା ଜାତୀୟ ସ୍ତରର ରିପୋର୍ଟ: ପ୍ରତି ୧୦ ଲିଟରରେ ଗୋଟିଏ ଲିଟର ବିଷାକ୍ତ”