ନୂଆବର୍ଷରେ ଝଟକା ଦେଲେ ୱାର୍ଣ୍ଣର । ଦିନିକିଆ କ୍ରିକେଟକୁ କହିଲେ ଅଲବିଦା, ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ କହିଲେ ଏମିତି… ।

କନକ ବ୍ୟୁରୋ : ନୂଆବର୍ଷରେ ବଡ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର । ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ୱାର୍ଣ୍ଣର । ବାମହାତୀ ବ୍ୟାଟର ୱାର୍ଣ୍ଣର ପାକିସ୍ତାନ ବିପକ୍ଷ ନିଜ ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ୩୭ ବର୍ଷୀୟ ୱାର୍ଣ୍ଣର ୨୦୨୩ ବିଶ୍ୱକପ ସମୟରୁ ହିଁ ଦିନିକିଆ କ୍ରିକେଟରୁ ସନ୍ୟାସ ନେବାକୁ ସ୍ଥିର କରିଥିଲେ । ନିଜ ପରିବାରକୁ ଅଧିକ ସମୟ ଦେବାକୁ ୱାର୍ଣ୍ଣର ଦିନିକିଆ କ୍ରିକେଟକୁ ବାଏContinue reading “ନୂଆବର୍ଷରେ ଝଟକା ଦେଲେ ୱାର୍ଣ୍ଣର । ଦିନିକିଆ କ୍ରିକେଟକୁ କହିଲେ ଅଲବିଦା, ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ କହିଲେ ଏମିତି… ।”

‘ଏକ୍ସପୋସାଟ୍’ର ସଫଳ ପରୀକ୍ଷଣ । ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ଇସ୍ରୋ

କନକ ବ୍ୟୁରୋ : ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ ହୋଇଛି । ପିଏସଏଲଭି ସି-୫୮ ରକେଟ୍ ଜରିଆରେ ଉତକ୍ଷେପମ ହୋଇଛି । ୫ବର୍ଷ ଧରି ବ୍ଲାକ୍ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନContinue reading “‘ଏକ୍ସପୋସାଟ୍’ର ସଫଳ ପରୀକ୍ଷଣ । ନୂଆବର୍ଷର ପ୍ରଥମ ଦିନରେ ଇତିହାସ ରଚିଲା ଇସ୍ରୋ”

ରାଜ୍ୟରେ ଆଉ ୨ ନୂଆ ପଜିଟିଭ୍ ଚିହ୍ନଟ । ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ରାଜ୍ୟରେ ଆଜି ଆଉ ୨ ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ଥିବା ବେଲେ ଆଜି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ସେପଟେ କରୋନା ଟେଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ଲାଗିରହୁଛି ସେମାନଙ୍କୁContinue reading “ରାଜ୍ୟରେ ଆଉ ୨ ନୂଆ ପଜିଟିଭ୍ ଚିହ୍ନଟ । ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି”

ନୂଆ ବର୍ଷରେ ଆଜିଠୁ ଲାଗୁ ହେଲା ନୂଆ ନିୟମ । ସୁକନ୍ୟା ସମୃଦ୍ଧି ଯୋଜନାରେ ବଢିଲା ସୁଧହାର । ସିମ କାର୍ଡ କିଣିବା ପାଇଁ ଦରକାର ପଡିବନି କାଗଜପତ୍ର

କନକ ବ୍ୟୁରୋ : ବଦଳିଯାଇଛି କ୍ୟାଲେଣ୍ଡର । ଆସିଛି ନୂଆ ବର୍ଷ ୨୦୨୪ । ନୂଆ ବର୍ଷରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ନିୟମରେ ପରିବର୍ତନ ହୋଇଛି । ଏହି ନୂଆ ନିଷ୍ପତି ଲୋକଙ୍କ ସଂଚୟଠାରୁ ଆରମ୍ଭ ଲୋକଙ୍କ ଆର୍ଥିକ ନିଷ୍ପତିକୁ ପ୍ରଭାବିତ କରିପାରେ । ନୂଆ ବର୍ଷ, ନୂଆ ନିୟମ – ସୁକନ୍ୟା ଯୋଜନାରେ ୮ ପ୍ରତିଶତ ବଦଳରେContinue reading “ନୂଆ ବର୍ଷରେ ଆଜିଠୁ ଲାଗୁ ହେଲା ନୂଆ ନିୟମ । ସୁକନ୍ୟା ସମୃଦ୍ଧି ଯୋଜନାରେ ବଢିଲା ସୁଧହାର । ସିମ କାର୍ଡ କିଣିବା ପାଇଁ ଦରକାର ପଡିବନି କାଗଜପତ୍ର”

ଭିମସାରରେ ହେବ ଏକୋଇଶିଆ । ଧିରେ ଧିରେ ସୁସ୍ଥ ହେଉଛି ରେଙ୍ଗାଳି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ଆଜି ଡାକ୍ତରଖାନାରେ ହେବ ନାମକରଣ

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ହେବ ନାମକରଣ । ଭିମସାର ପକ୍ଷରୁ ଏକୋଇଶିଆରେ ଶିଶୁ ନାମକରଣ କରାଯିବ । ଏବେ ସେ ଭିମସାରରେ ଚିକିତ୍ସାଧୀନ ଅଛି । ମେଡିକାଲ ପକ୍ଷରୁ ଶିଶୁ ଏକୋଇଶିଆ ପାଳନ କରାଯିବ । ଦୁଇ ସପ୍ତାହ ପୂର୍ବରୁ ଲାରିପାଲି ଅଞ୍ଚଳରେ ଥିବା ୨୦ ଫୁଟର ବୋରୱେର ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାରContinue reading “ଭିମସାରରେ ହେବ ଏକୋଇଶିଆ । ଧିରେ ଧିରେ ସୁସ୍ଥ ହେଉଛି ରେଙ୍ଗାଳି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ଆଜି ଡାକ୍ତରଖାନାରେ ହେବ ନାମକରଣ”

ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ । ନୂଆ ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ

କନକ ବ୍ୟୁରୋ : ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜିଠୁ ନୂଆ ଏସି ସେଡରେ ଶ୍ରୀମନ୍ଦିରକୁ ଯାଉଛନ୍ତି । ୧୨ମିଟର ଚଉଡା ଓ ୮୪ ମିଟର ଲମ୍ବContinue reading “ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ । ନୂଆ ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି ଭକ୍ତ”

ଦିଅଁ ଦର୍ଶନରୁ ଆରମ୍ଭ ହେଲା ନୂଆ ବର୍ଷ । କେନ୍ଦ୍ରାପଡାର ବଳଦେବ ଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ବାଲେଶ୍ୱରର ସିଦ୍ଧି ବିନାୟକ ମନ୍ଦିର ଓ ଚନ୍ଦନେଶ୍ୱରଙ୍କ ପୀଠରେ ସକାଳ ୬ଟାରୁ ଲାଗିଛି ଦର୍ଶନ

କନକ ବ୍ୟୁରୋ : ମାଆର ଆଶୀର୍ବାଦ ଥିଲେ ସନ୍ତାନର ସବୁ ଶୁଭ ହୋଇଥାଏ । ଶୁଭ ନବବର୍ଷରେ ଘଟଗାଁର ମାଆ ତାରିଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରି ମାନସିକ ନଡିଆ ଅର୍ପଣ କରିଛନ୍ତି । ପରିବାର ଓ ସମାଜର ମଙ୍ଗଳ କାମନା କରିଛନ୍ତି । ସେହିଭଳି କେନ୍ଦ୍ରାପଡା ବଳଦେବ ଜୀଉଙ୍କ ମନ୍ଦିରରେ ବି ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ବଳଦେବ ଜୀଉ । ବଡ ଠାକୁରContinue reading “ଦିଅଁ ଦର୍ଶନରୁ ଆରମ୍ଭ ହେଲା ନୂଆ ବର୍ଷ । କେନ୍ଦ୍ରାପଡାର ବଳଦେବ ଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ବାଲେଶ୍ୱରର ସିଦ୍ଧି ବିନାୟକ ମନ୍ଦିର ଓ ଚନ୍ଦନେଶ୍ୱରଙ୍କ ପୀଠରେ ସକାଳ ୬ଟାରୁ ଲାଗିଛି ଦର୍ଶନ”

ବାଲିଆପାଳ ରାଜନୀତିରେ ଘଡିକେ ଛୁଟୁଛି ଘୋଡା । ଦଳକୁ ଫେରିଲେ ତିନି ଦିନ ତଳେ ବିଜେଡିରେ ଯୋଗଦେଇଥିବା କଂଗ୍ରେସ ନେତା

କନକ ବ୍ୟୁରୋ : ବାଲିଆପାଳ ରାଜନୀତିରେ ଘଡିକେ ଘୋଡ ଛୁଟୁଛି । ଆଜି ଦଳ ଛାଡି ଯାଉଥିବା ନେତା କାଲି ପୁଣି ଦଳକୁ ଫେରୁଛନ୍ତି । ବାଲିଆପାଳର ବରିଷ୍ଠ କଂଗ୍ରେସ ନେତା ତଥା ଶ୍ରୀରାମପୁର ସରପଞ୍ଚ ଦେବ କୁମାର ଦେ ଏବଂ ବରିଷ୍ଠ ନେତା ଝାଡେଶ୍ୱର ବେହେରା ତାଙ୍କର ୫୦ ଜଣ ସମର୍ଥକଙ୍କ ସହିତ ଗତ ୨୮ ତାରିଖ ଦିନ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିରେ ଯୋଗ ଦାନ କରିଥିଲେ । ତିନିଦିନ ପରେ ପୁଣି ସେମାନେContinue reading “ବାଲିଆପାଳ ରାଜନୀତିରେ ଘଡିକେ ଛୁଟୁଛି ଘୋଡା । ଦଳକୁ ଫେରିଲେ ତିନି ଦିନ ତଳେ ବିଜେଡିରେ ଯୋଗଦେଇଥିବା କଂଗ୍ରେସ ନେତା”

ନୂଆ ବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ

କନକ ବ୍ୟୁରୋ : ନୂଆ ବର୍ଷରୁ ଇସ୍ରୋର ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍ ତଥା ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏଥିରେ ବିଭିନ୍ନ ଉଜ୍ଜ୍ୱଳ ବହିର୍ଜାଗତିକ ବସ୍ତୁରContinue reading “ନୂଆ ବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ଏକ୍ସପୋସାଟ୍ । ୫ ବର୍ଷ ଧରି ବ୍ଲାକ ହୋଲ ସମ୍ପର୍କରେ ସଂଗ୍ରହ କରିବ ତଥ୍ୟ”

ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଓମଫେଡ୍ ଘିଅରେ ହେବ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ । ପାନ, ଗୁଟଖା ଖାଇ ମନ୍ଦିର ଭିତରକୁ ପ୍ରବେଶ ମନା

କନକ ବ୍ୟୁରୋ : ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଏଣିକି ଓମଫେଡ୍ ଘିଅରେ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ ହେବ । କେବଳ ଏତିକି ନୁହେଁ, ପାନ, ଗୁଟଖା ସେବନକାରୀ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏହା ସହ ପଲିଥିନ୍ ଓ ପ୍ଲାଷ୍ଟିକ୍ ଭିତରକୁ ନେଇ ପାରିବେ ନାହିଁ ଶ୍ରଦ୍ଧାଳୁ । ନୂଆ ବର୍ଷର ପ୍ରଥମ ଦିନରୁ ଏହି ନିୟମ କଡାକଡି ହେବ । ଏଥିପାଇଁ ଟ୍ରଷ୍ଟ ବୋର୍ଡର ବୈଠକରେ ଅନୁମତି ପରେContinue reading “ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଓମଫେଡ୍ ଘିଅରେ ହେବ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ । ପାନ, ଗୁଟଖା ଖାଇ ମନ୍ଦିର ଭିତରକୁ ପ୍ରବେଶ ମନା”

Design a site like this with WordPress.com
Get started