କନକ ବ୍ୟୁରୋ : ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ରାଜ୍ୟ ସରକାରଙ୍କ ଡ୍ରିମ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରଙ୍ଗ ରତାଗଡ ଲେଙ୍କା ସାହିରେ ପଡିବ ଭିତିପ୍ରସ୍ତର । ମୁଖ୍ୟମନ୍ତ୍ରୀ ଆଜି ରୋଡ ସୋ’ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏଥିପାଇଁ ବିଜେଡି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ରୋଡ ସୋ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ୧୨ଟି ସ୍ଥାନରେ ବିଜେଡି ପକ୍ଷରୁ ବ୍ୟାପକContinue reading “ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପର ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ”
Category Archives: News
ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ । ଲାଗୁ ହେବ ଡ୍ରେସ କୋଡ୍, ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ମନା
କନକ ବ୍ୟୁରୋ : ନୂଆବର୍ଷ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ସଜେଇ ହୋଇଛି ଶ୍ରୀମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ରାତି ଗୋଟାଏରୁ ଚାଲିଛି ଜଗା ଦର୍ଶନ । ସେପଟେ ଶ୍ରୀମନ୍ଦିରରେ ଆଜିଠୁ ଲାଗୁ ହୋଇଛି ନୂଆ ନିୟମ । ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି । ପାନ, ଗୁଟଖା ଖାଇଥିଲେ ମନ୍ଦିର ଯାଇପାରବେନି ଶ୍ରଦ୍ଧାଳୁ । ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଯାଉଥିବା ଶ୍ରଦ୍ଧାଳୁ ଆଉContinue reading “ନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ । ଲାଗୁ ହେବ ଡ୍ରେସ କୋଡ୍, ଶାଳିନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ମନ୍ଦିର ପ୍ରବେଶ ମନା”
୨୦୨୩କୁ ବିଦାୟ, ନୂଆ ବର୍ଷକୁ ସ୍ୱାଗତ । ୨୦୨୪କୁ ସ୍ୱାଗତ ଜଣାଇଲେ ବିଶ୍ୱବାସୀ । ସାରା ଦେଶରେ ଉତ୍ସବର ମାହୋଲ
କନକ ବ୍ୟୁରୋ : ୨୦୨୩କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ , ସଂସଦର ସାଉଥ ବ୍ଲକ । ସେହିପରି ଦିଲ୍ଲୀର ବିଜୟ ଚୌକ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି । ଚିକମିକ ଲାଇଟର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ । ଗଛରେ ରଙ୍ଗବେରଙ୍ଗର ବେଲୁନ ସାଙ୍ଗକୁ ଚମକ୍ରାରContinue reading “୨୦୨୩କୁ ବିଦାୟ, ନୂଆ ବର୍ଷକୁ ସ୍ୱାଗତ । ୨୦୨୪କୁ ସ୍ୱାଗତ ଜଣାଇଲେ ବିଶ୍ୱବାସୀ । ସାରା ଦେଶରେ ଉତ୍ସବର ମାହୋଲ”
ମସଲା ତିଆରି କରି ସ୍ୱାବଲମ୍ବୀ ହେଲେ ଗାଁ ମହିଳା । ହଳଦୀ, ଜିରା, ଲଙ୍କା ଓ ଧଣିଆ ଗୁଣ୍ଡ କରି କରୁଛନ୍ତି ପ୍ୟାକେଟିଂ
କନକ ବ୍ୟୁରୋ : ବିଭିନ୍ନ ପ୍ରକାରର ମସଲା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ଗ୍ରାମାଂଚଳର ମହିଳା । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ମସଲା । ଆଉ ଏହାକୁ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି । ଏହି ରୋଜଗାର ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ବାଲେଶ୍ୱର ଭୋଗରାଇ ବ୍ଲକ କମର୍ଦା ଅଂଚଳର ମହିଳା ମାନେ ଘର କାମ ପରେ ବିଭିନ୍ନ ପ୍ରକାରର ମସଲା ପ୍ରସ୍ତୁତ କରୁଛନ୍ତି ।Continue reading “ମସଲା ତିଆରି କରି ସ୍ୱାବଲମ୍ବୀ ହେଲେ ଗାଁ ମହିଳା । ହଳଦୀ, ଜିରା, ଲଙ୍କା ଓ ଧଣିଆ ଗୁଣ୍ଡ କରି କରୁଛନ୍ତି ପ୍ୟାକେଟିଂ”
ଜୀବିକା ଦେଇଛି କଂସା ବାସନ । ବ୍ୟବସାୟୀଙ୍କ ଠାରୁ କଂଚା ମାଲ କିଣି ବାସନ ତିଆରି କରୁଛନ୍ତି ପିପିଲି ବଧୀ ଗାଁର ଲୋକେ
କନକ ବ୍ୟୁରୋ : କଂସା କାରିଗରଙ୍କ ଗାଁ ପୁରୀ ଜିଲ୍ଲା ପିପିଲି ବ୍ଳକର ବଧୀ ଗାଁ । ଏହି ଗାଁର ପ୍ରାୟ ଅଧିକଂଶ ଲୋକ କଂସା କାରିଗର । ପିଢ଼ି ପରେ ପିଢ଼ି ଏହି କାମ କରି ଆସୁଛନ୍ତି ଗ୍ରାମବାସୀ । ଢ଼ାଳ, କଂସା, ଥାଳି, ବେଲା, ଘଂଟ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ବ୍ୟବସାୟୀଙ୍କ ଠାରୁ କଂଚା ମାଲ ଆଣି ଶାଳରେ କଂସା ବାସନ ତିଆରି କରୁଛନ୍ତି । ଏତେ ପରିଶ୍ରମ ପରେContinue reading “ଜୀବିକା ଦେଇଛି କଂସା ବାସନ । ବ୍ୟବସାୟୀଙ୍କ ଠାରୁ କଂଚା ମାଲ କିଣି ବାସନ ତିଆରି କରୁଛନ୍ତି ପିପିଲି ବଧୀ ଗାଁର ଲୋକେ”
ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହେଲେ କେନ୍ଦ୍ରାପଡ଼ା ବାଛରା ଗାଁର ମହିଳା । ଘର କାମ ପରେ ଦିନକୁ ୪ରୁ ୫ ଘଂଟା କରୁଛନ୍ତି ପରିଶ୍ରମ
କନକ ବ୍ୟୁରୋ : ଚାଲିଛି ଧୂପକାଠି ପ୍ରସ୍ତୁତି । କିଛି ମହିଳା ଧୂପ ତିଆରି କରିବାରେ ବ୍ୟସ୍ତ ତ ଆଉ କିଛି ପ୍ୟାକେଟିଂ କରିବାରେ ବ୍ୟସ୍ତ ଅଛନ୍ତି । ସ୍ୱାବଲମ୍ବୀ ହେବାର ଆଶା ନେଇ ପଟ୍ଟାମୁଣ୍ଡାଇ ଅଂଚଳର କିଛି ମହିଳାମାନେ ଆରମ୍ଭ କରିଛନ୍ତି ଧୂପକାଠି ପ୍ରକଳ୍ପ । ପ୍ରଥମେ ମିଶନ ଶକ୍ତି ପକ୍ଷରୁ ୨୫ହଜାର ଟଙ୍କା ଋଣ ଆଣି ଆରମ୍ଭ କରିଥିଲେ ଏହି ଧୂପକାଠି ବ୍ୟବସାୟ । ପରେ ଓରମାସ ଏହି ମହିଳା ମାନଙ୍କୁ ୨ ଲକ୍ଷContinue reading “ଧୂପକାଠି ବ୍ୟବସାୟ କରି ସ୍ୱାବଲମ୍ବୀ ହେଲେ କେନ୍ଦ୍ରାପଡ଼ା ବାଛରା ଗାଁର ମହିଳା । ଘର କାମ ପରେ ଦିନକୁ ୪ରୁ ୫ ଘଂଟା କରୁଛନ୍ତି ପରିଶ୍ରମ”
ମାର୍ବଲ ଓ ମୁଗୁନି ପଥରରେ ତିଆରି ହୋଇଛି ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ ଓ ଠାକୁର ବାସନ । କିଣିବା ପାଇଁ ଲୋକଙ୍କ ଜମୁଛି ଗହଳି
କନକ ବ୍ୟୁରୋ : ଭୁବନେଶ୍ୱରରେ ଚମକୁଛି ବାଲେଶ୍ୱର କାରିଗରଙ୍କ ହାତ ତିଆରି ସାମଗ୍ରୀ । ଡିନର ସେଟ୍, ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ, ଠାକୁର ବାସନ ଭଳି ସାମଗ୍ରୀ ଲୋକଙ୍କ ମନ କିଣୁଛି । ଏହି ସବୁ ସମାଗ୍ରୀ ପଥରରେ ତିଆରି କରିଛନ୍ତି କାରିଗର । ଦୀର୍ଘ ୨୦ ବର୍ଷ ହେଲା ବାଲେଶ୍ୱର ଅଂଚଳର ଏହି କାରିଗର ଏହି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏଥିରେ ତାଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରନ୍ତିContinue reading “ମାର୍ବଲ ଓ ମୁଗୁନି ପଥରରେ ତିଆରି ହୋଇଛି ଚନ୍ଦନ ପେଡି, ଗ୍ଲାସ୍, ଥାଳି, ଦୀପ ଓ ଠାକୁର ବାସନ । କିଣିବା ପାଇଁ ଲୋକଙ୍କ ଜମୁଛି ଗହଳି”
ଏକ ଏକର ଜମିରେ ଲାଗିଛି ଭଳିକି ଭଳି ଗୋଲାପ । ବର୍ଷକୁ ମିଳୁଛି ୫ରୁ ୬ଲକ୍ଷ ଟଙ୍କାର ରୋଜଗାର
କନକ ବ୍ୟୁରୋ : ଫୁଲ,.. ପ୍ରାୟ ସମସ୍ତଙ୍କ ମନକୁ ଆକୃଷ୍ଟ କରିଥାଏ । ସ୍ୱାଗତ ହେଉ ଅବା ଶ୍ରଦ୍ଧାଂଜଳି ଲୋକଙ୍କ ମନ କିଣିନିଏ । ଫୁଲ ଭିତରେ ଗୋଲାପ ଫୁଲର ଚାହିଦା ସବୁଠୁ ଅଧିକ । ଆଉ ଏହି ଫୁଲ ଚାଷ କରି ଲକ୍ଷପତି ହୋଇଛନ୍ତି ବୋଲଗଡ଼ର ଚାଷୀ ଆନନ୍ଦ କୁମାର ସାହୁ । ଏକ ଏକର ଜମିରେ ଲାଲ, ହଳଦିଆ ଓ ଧଳା ରଙ୍ଗର ଗୋଲାପ ଗଛ ଲଗାଇଛନ୍ତି ଆନନ୍ଦ । ଗୋଲାପ ଚାଷରୁ ସେContinue reading “ଏକ ଏକର ଜମିରେ ଲାଗିଛି ଭଳିକି ଭଳି ଗୋଲାପ । ବର୍ଷକୁ ମିଳୁଛି ୫ରୁ ୬ଲକ୍ଷ ଟଙ୍କାର ରୋଜଗାର”
ବଢ଼ିଲା ଓଡି଼ଶା ସିଭିଲ ସର୍ଭିସ ପରୀକ୍ଷା ବୟସ ସୀମା । ୩୨ ନୁହେଁ, ୩୮ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ଆଶାୟୀ
କନକ ବ୍ୟୁରୋ : ଅଫିସର ହେବାର ଇଚ୍ଛା ଅନେକଙ୍କର ଥାଏ । କିନ୍ତୁ ବିଭିନ୍ନ କାରଣରୁ ଅନେକ ନିଜର ବୟସସୀମା ଅତିକ୍ରମ କରିବା ପରେ ଏହି ଆଶା ମଉଳିଯାଏ । କିନ୍ତୁ ଏବେ ନିରାଶାରେ ଆଶାର ସଂଚାର ଭରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକରେ, ଓଡ଼ିଶା ସିଭିଲ୍ ସର୍ଭିସ ପାଇଁ ବୟସ ସୀମା ୩୨ରୁ ୩୮ ବର୍ଷ କରିଛନ୍ତି ସରକାର । ଯାହା ଅନେକ ଆଶାୟୀଙ୍କୁ ଖୁସି ଆଣି ଦେଇଛି । କ୍ୟାବିନେଟ୍ରେ ଓଡ଼ିଶା ବେସାମରିକContinue reading “ବଢ଼ିଲା ଓଡି଼ଶା ସିଭିଲ ସର୍ଭିସ ପରୀକ୍ଷା ବୟସ ସୀମା । ୩୨ ନୁହେଁ, ୩୮ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ଆଶାୟୀ”
କେନ୍ଦ୍ରାପଡାରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ । ପୁଣି ଫେରୁଛି କି ଗ୍ୟାଙ୍ଗ ୱାର?
କନକ ବ୍ୟୁରୋ : ହାତରେ ହକି ଷ୍ଟିକ ଓ ମାରଣାସ୍ତ୍ର ଧରି ମାଡି ଆସୁଛନ୍ତି ଯୁବକ । ଏହା କୈାଣସି ଫିଲ୍ମ କିମ୍ବା ଟିଭି ସିରିଏଲର ନୁହେଁ । ସିସିଟିଭିରେ କଏଦ ଦୃଶ୍ୟ ହେଉଛି କେନ୍ଦ୍ରାପଡା ସହରର ବ୍ୟସ୍ତବହୁଳ ବଜାରର । ଦାଦା ବଟି ପାଇଁ ବଜାର ଭିତରେ, ମୁଖାପିନ୍ଧା ଦୁର୍ବୃତଙ୍କ ଦାଦାଗିରି । ପୁଲିସର ଭୟ ନାହିଁ କି କାହାରିକୁ ଖାତିର ନାହିଁ । ୧୦ରୁ ୧୨ଜଣ ଦୁର୍ବୃତ ମାରଣାସ୍ତ୍ର ଧରି ଦୋକାନରେ ଧସେଇ ପଶିଲେContinue reading “କେନ୍ଦ୍ରାପଡାରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ । ପୁଣି ଫେରୁଛି କି ଗ୍ୟାଙ୍ଗ ୱାର?”