କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ଓଡିଶାରେ ଯେମିତି ଜଗନ୍ନାଥ ମୟ ପରିବେଶ ସୃଷ୍ଟି ହେବ, ଏହି ମହୋତ୍ସବରେ ପ୍ରତ୍ୟେକ ଓଡିଅଙ୍କ ସହଯୋଗ ଓ ସମ୍ପୃକ୍ତି ରହିବ, ସେଥିପାଇଁ ବଡ ଧରଣର ଆୟୋଜନ କରିଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି – ଜାନୁଆରୀ ୫ରୁ ୩୧୪ ବ୍ଲକର ସବୁ ପଂଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥContinue reading “ଗାଁ ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ”
Category Archives: News
ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ
କନକ ବ୍ୟୁରୋ : ଓଡ଼ିଶାର ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି ଅରୁଣ ଷଡଙ୍ଗୀ । ଆଜି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । ଅରୁଣ ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ସମ୍ଭାଳିବେ । ଦାୟିତ୍ୱ ଗ୍ରହଣ କରିବାContinue reading “ଓଡ଼ିଶା ପୁଲିସର ନୂଆ ଡିଜିପି । ପୁଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ”
ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ପବ, ବାର, ରେସ୍ତୋରାଁରେ ବ୍ୟାପକ ଆୟୋଜନ । ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତ କମିସନରେଟ ପୋଲିସ
କନକ ବ୍ୟୁରୋ : ରଙ୍ଗିନ ଆଲୋକରେ ଝଲସିବ ମଂଚ । ବାଜିବ ଡିଜେ, ନୃତ୍ୟ ଗୀତରେ ଝୁମିବେ ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମସ୍ତି କରିବେ । ଜିରୋନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତ ରାଜଧାନୀର ବିଭିନ୍ନ ହୋଟେଲ, ପବ୍ ଓ ରେଷ୍ଟୁରାଂଟ । ସେପଟେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଛି । ରାଜଧାନୀରେ ମୁତୟନ ରହିବେ ଉଚ୍ଚContinue reading “ଜିରୋନାଇଟ ସେଲିବ୍ରେସନ ପାଇଁ ହୋଟେଲ, ପବ, ବାର, ରେସ୍ତୋରାଁରେ ବ୍ୟାପକ ଆୟୋଜନ । ଆଇନଶୃଙ୍ଖଳା ରକ୍ଷା ପାଇଁ ପ୍ରସ୍ତୁତ କମିସନରେଟ ପୋଲିସ”
ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି
କନକ ବ୍ୟୁରୋ : ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ । ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି । ଆତସବାଜି ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ଅନୁସାରେ, ଅପରାହ୍ଣ ସାଢ଼େ ୪ଟା ବେଳେ ନ୍ୟୁଜିଲ୍ୟାଣ୍ଡରେ ନୂଆ ବର୍ଷ ଆରମ୍ଭ ହୋଇଛି । ଏହା ପରେ ପଡ଼ୋଶୀ ଦେଶ ଅଷ୍ଟ୍ରେଲିଆରContinue reading “ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ନୂଆବର୍ଷକୁ ସ୍ୱାଗତ କରିବାକୁ ଜୋରଦାର ପ୍ରସ୍ତୁତି”
ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ
କନକ ବ୍ୟୁରୋ : ଜଗା ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ବେଳେ ସମ୍ଭାବ୍ୟ ଭିଡ଼କୁ ଦେଖି ବଡ଼ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜୀଉଙ୍କ ଦର୍ଶନ ସମୟରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ୩ ମାସ ହେଲା ଏ ନେଇ ସଚେତନ କରାଯାଉଥିବା ବେଳେ ଜାନୁଆରି ପହିଲାରୁ ଏହା କଡ଼ାକଡ଼ି ହେବ । କେଉଁ ପୋଷାକ ପିନ୍ଧିଲେ ଯାଇପାରିବେନି ଶ୍ରୀମନ୍ଦିର.. ପୋଷାକରେContinue reading “ଅଧରାତିରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ଶ୍ରୀମନ୍ଦିର ପାଇଁ ନୂଆ ବ୍ୟବସ୍ଥା,ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ”
ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଗୁରୁତର
କନକ ବ୍ୟୁରୋ : ଗଞ୍ଜାମ ଓ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଛି ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ ୪୦ ଯାତ୍ରୀ ଆହତ ଓ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ବର୍ଷର ଶେଷ ଦିନରେ ଯାଜପୁର ଦଶରଥପୁର ପଟନ୍ନା ଗାଁରୁ ୬୦ରୁ ଅଧିକ ଯାତ୍ରୀ ଗଜପତି ଜିଲ୍ଲା ଜିରାଙ୍ଗ ଓ ଖସଡ଼ା ଜଳପ୍ରପାତ ବୁଲିବାକୁ ଯାଇଥିଲେ । ସେଠାରେ ପିକନିକ୍ ମନାଇବା ପରେ ଯାଜପୁର ଅଭିମୁଖେ ବାହାରିଥିଲା ବସContinue reading “ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଗୁରୁତର”
ଦିଗପହଣ୍ଡି ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଜଣ ଗୁରୁତର
କନକ ବ୍ୟୁରୋ : ନୂଆବର୍ଷ ପାଇଁ ପିକନିକ୍ ଆସୁଥିବା ବେଳେ ଦିଗପହଣ୍ଡି ତପ୍ତପାଣି ଘାଟିରେ ଏକ ପର୍ଯ୍ୟଟକ୍ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ବସଟି ଘାଟି ଉପରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ବସରେ କିଛି ଲୋକ ପିକନିକ ପାଇଁ ଯାଜପୁରରୁ ତପ୍ତପାଣି ଆସିଥିଲେ । ଆହତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ବସରେ ପାଖାପାଖି ୩୦ରୁ ଅଧିକ ପର୍ଯ୍ୟଟକ ଥିବାContinue reading “ଦିଗପହଣ୍ଡି ତପ୍ତପାଣି ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍ । ୬ ଜଣ ଗୁରୁତର”
ସୁରକ୍ଷା ମାଗୁଛି ରାଇବଣିଆ ଦୁର୍ଗ । ପ୍ରାଚୀନ ଦୁର୍ଗର ବିକାଶ ପାଇଁ ଅଂଟା ଭିଡିଛି ରାଜ୍ୟ ପର୍ଯ୍ୟଟନ ବିଭାଗ
କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାର ସଦର ମହକୁମା ଠାରୁ ୬୫ କିଲୋମିଟର ଏବଂ ଜଳେଶ୍ୱର ମୁଖ୍ୟାଳୟ ଠାରୁ ୧୪ କିଲୋମିଟର ଦୁରରେ ରହିଛି ଐତିିହାସିହ ରାଇବଣିଆ ଦୁର୍ଗ । କଟକର ବାରବାଟି ଦୁର୍ଗ ଠାରୁ ବଡ ଦୁର୍ଗରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ମହାଭାରତରେ ବର୍ଣ୍ଣିତ ଏହି ଗଡରେ ପଂଚୁ ପାଣ୍ଡବ ଅଜ୍ଞାତ ବାସ ସମୟରେ ଅତ୍ମଗୋପନ କରିଥିଲେ । ବିରାଟ ରାଜାଙ୍କ ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ଏଠାରେ ପୂଜା ପାଉଥିଲେ । ହେଲେContinue reading “ସୁରକ୍ଷା ମାଗୁଛି ରାଇବଣିଆ ଦୁର୍ଗ । ପ୍ରାଚୀନ ଦୁର୍ଗର ବିକାଶ ପାଇଁ ଅଂଟା ଭିଡିଛି ରାଜ୍ୟ ପର୍ଯ୍ୟଟନ ବିଭାଗ”
ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ
କନକ ବ୍ୟୁରୋ : ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିବ । ଏଥିପାଇଁ ଆଜି ରାତି ଗୋଟାଏରୁ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ହେବ । ଗୋଟାଏରୁ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିବେ ଭକ୍ତ । ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଛି । ଗତକାଲି ମଧ୍ୟ ଭକ୍ତଙ୍କ ପାଇଁ ରାତି ୨ଟାରୁ ମନ୍ଦିର ଖୋଲା ରହିଥିଲା । ଆସନ୍ତାକାଲିଠାରୁ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁContinue reading “ରାତି ଗୋଟାଏରୁ ଆରମ୍ଭ ହେବ ଜଗା ଦର୍ଶନ । ନୂଆବର୍ଷରେ ହେବ ଲକ୍ଷାଧିକ ଭକ୍ତଙ୍କ ସମାଗମ”
ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ପର୍ଯ୍ୟଟନସ୍ଥଳୀ ପିକନିକ୍ ସ୍ପଟରେ ଲାଗିଛି ଭିଡ
କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରିରେ ଲୋକଙ୍କ ଗହଳି । ପଂଚଲିଙ୍ଗେଶ୍ୱରଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଆସୁଛନ୍ତି ପର୍ଯ୍ୟଟକ । ଶୀତର କଅଁଳ ସ୍ପର୍ଶ ସାଙ୍ଗକୁ ପ୍ରାକୃତିକ ପରିବେଶର ମନୋରମ ଦୃଶ୍ୟ ଏଠାରେ ପର୍ଯ୍ୟଟକଙ୍କୁ ବାନ୍ଧି ରଖେ । କିଏ ପରିବାର ସହ ଅନ୍ୟ କିଏ ବନ୍ଧୁ ସହ ଏଠାକୁ ବୁଲିଆସନ୍ତି । ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଏଠାରେ ଗହଳି ଲାଗେ । ନୂଆବର୍ଷ ପାଇଁ ଖାସ କରିContinue reading “ରାତି ପାହିଲେ ବଦଳିଯିବ କ୍ୟାଲେଣ୍ଡର ପୃଷ୍ଠା । ନୂଆବର୍ଷ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି, ପର୍ଯ୍ୟଟନସ୍ଥଳୀ ପିକନିକ୍ ସ୍ପଟରେ ଲାଗିଛି ଭିଡ”