କନକ ବ୍ୟୁରୋ: ବର୍ଷର ଶେଷ ତଥା ୧୦୮ ତମ ମନ କି ବାତରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଦେଲେ ଆହ୍ୱାନ । ୨୦୨୩ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଦେଶକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଗାମୀ ବର୍ଷରେ ମଧ୍ୟ ଏହା ଜାରି ରହିବ । ଭାରତ ଏବେ ନୂଆ ଉଦ୍ଭାବନର ହବ ପାଲଟିଥିବା ବେଳେ ପ୍ରତ୍ୟେକ ଭାରତୀୟଙ୍କର ଏଥିରେContinue reading “ଆଜି ବର୍ଷର ଶେଷ ‘ମନ କି ବାତ୍’ କାର୍ଯ୍ୟକ୍ରମ । ୨୦୨୩ ସଫଳତାର କାହାଣୀ ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦୀ ।”
Category Archives: News
ରାଜ୍ୟରେ ଆଜି ଆଉ ୫ କରୋନା ପଜିଟିଭ ଚିହ୍ନଟ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ।
କନକ ବ୍ୟୁରୋ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ଜଣ କରୋନା ଆକ୍ରାନ୍ତ । ୫ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୮ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ୨୨୭ ଦିନ ମଧ୍ୟରେ ସର୍ବାଧିକ । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୭୨ଜଣ ଓମିକ୍ରନ ସବ୍ ଭ୍ୟାରିଆଂଟ ‘ଜେଏନ ଡଟContinue reading “ରାଜ୍ୟରେ ଆଜି ଆଉ ୫ କରୋନା ପଜିଟିଭ ଚିହ୍ନଟ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ।”
ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ । ଏଣିକି ଓମଫେଡ୍ ଘିଅରେ ହେବ ଠାକୁରଙ୍କ କୋଠଭୋଗ ।
କନକ ବ୍ୟୁରୋ: ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିରରେ ନୂଆ ନିୟମ । ଏଣିକି ଓମ୍ଫେଡ୍ ଘିଅରେ ପ୍ରଭୁ ଲିଙ୍ଗରାଜଙ୍କ କୋଠଭୋଗ । କେବଳ ଏତିକି ନୁହେଁ, ପାନ, ଗୁଟଖା ସେବନକାରୀ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏହି ସହ ପଲିଥିନ୍ ଓ ପ୍ଲାଷ୍ଟିକ୍ ଭିତରକୁ ନେଇ ପାରିବେ ନାହିଁ ଶ୍ରଦ୍ଧାଳୁ । ନୂଆ ବର୍ଷର ପ୍ରଥମ ଦିନରୁ ଏହି ନିୟମ କଡାକଡି ହେବ । ଏଥିପାଇଁ ଟ୍ରଷ୍ଟ ବୋର୍ଡର ବୈଠକରେ ଅନୁମତି ପରେ ସେବାୟତ ମୁଖ୍ୟଙ୍କୁContinue reading “ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ନୂଆ ନିୟମ । ଏଣିକି ଓମଫେଡ୍ ଘିଅରେ ହେବ ଠାକୁରଙ୍କ କୋଠଭୋଗ ।”
ଡ. ସବିରା ପ୍ରକାଶ: ପାକିସ୍ତାନରେ ନିର୍ବାଚନ ଲଢିବେ ଏହି ପ୍ରଥମ ହିନ୍ଦୁ ମହିଳା ।
କନକ ବ୍ୟୁରୋ: ପାକିସ୍ତାନରେ ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରଥମ ହିନ୍ଦୁ ମହିଳା ପ୍ରାର୍ଥୀ । ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଡାକ୍ତର ସବିରା ପ୍ରକାଶଙ୍କୁ ପ୍ରାର୍ଥୀ କରିଛି ବିଲୱାଲ ଭୁଟୋଙ୍କ ପାକିସ୍ଥାନ ପିପୁଲ୍ସ ପାର୍ଟି । ପ୍ରଥମ ହିନ୍ଦୁ ମହିଳା ଭାବେ ନିବାର୍ଚନରେ ସାମିଲ ହେଉଥିବାରୁ ଚର୍ଚ୍ଚାରେ ଡାକ୍ତର ସବିରା ପ୍ରକାଶ । କନକ ନ୍ୟୁଜକୁ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି ସବିରା । ବିଶେଷ କରି ସରକାରୀ ସୁବିଧାContinue reading “ଡ. ସବିରା ପ୍ରକାଶ: ପାକିସ୍ତାନରେ ନିର୍ବାଚନ ଲଢିବେ ଏହି ପ୍ରଥମ ହିନ୍ଦୁ ମହିଳା ।”
ନବବର୍ଷ ପାଳନ ବେଳେ ବିସ୍ଫୋରଣ ହେବ ବୋଲି ଧମକ ଆସିବାରୁ ମୁମ୍ବାଇରେ ହାଇଆଲର୍ଟ ।
କନକ ବ୍ୟୁରୋ: ନବବର୍ଷ ପାଳନ ବେଳେ ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ କରିବେ ବୋଲି ଫୋନ୍ରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେବା ପରେ ମୁମ୍ବାଇ ପୁଲିସ ହାଇଆଲର୍ଟରେ ରହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନା ମୁତାବକ, ମୁମ୍ବାଇରେ ବିସ୍ଫୋରଣ ହେବ କହି ଫୋନ୍ କରିଥିବା ବ୍ୟକ୍ତି ଫୋନ୍ କଲ୍ କାଟି ଦେଇଥିଲେ। ମୁମ୍ବାଇ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଫୋନ୍ କଲ୍ ଆସିବା ପରେ ଅନେକ ସ୍ଥାନରେ ଯାଞ୍ଚ କରାଯାଇଛି। କିନ୍ତୁ,Continue reading “ନବବର୍ଷ ପାଳନ ବେଳେ ବିସ୍ଫୋରଣ ହେବ ବୋଲି ଧମକ ଆସିବାରୁ ମୁମ୍ବାଇରେ ହାଇଆଲର୍ଟ ।”
ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ।
କନକ ବ୍ୟୁରୋ: ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହେଲା ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ । କେନ୍ଦ୍ରାପଡା ବଡ଼ହାଟରେ ଥିବା ଏକ ଶାଢ଼ି ସୋରୁମକୁ ୧୦ରୁ ୧୨ଜଣ ଦୁର୍ବୃତ୍ତ ପଶି ଆତଙ୍କ ଖେଳାଇବା ସହ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଦୋକାନୀ ଖଦୀମା ବକ୍ସ ଗୁରୁତର ହୋଇଥିବା ବେଳେ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦାଦାବଟି ପାଇଁ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।Continue reading “ଦାଦାବଟି ପାଇଁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ।”
ସ୍ୱାଭିମାନୀ ସବିତା । ପିଲାଙ୍କୁ ମଣିଷ କରିବା ସହ ପରିବାର ଚଳାଇବାକୁ ଚଳାଉଛନ୍ତି ତେଲଭାଜି ଦୋକାନ ।
କନକ ବ୍ୟୁରୋ: ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ସବିତା ସିଂ । ଅଭାବୀ ପରିବାର । ଝିଅକୁ ୯ବର୍ଷ, ପୁଅକୁ ୪ବର୍ଷର । ସ୍ୱାମୀ ମାର୍ବଲ ଦୋକାନରେ କାମ କରନ୍ତି । ଭଡା ଘରେ ରୁହନ୍ତି । କିନ୍ତୁ ପିଲାଙ୍କୁ ପାଠ ପଢ଼େଇ ବଡ ମଣିଷ କରିବାର ସ୍ୱପ୍ନ ଦେଖିଛନ୍ତି ସବିତା । ଆଉ ସ୍ୱାମୀଙ୍କ ସୀମିତ ରୋଜଗାରରେ ଘର ଚଳାଇବା କଷ୍ଟକର ହେବାରୁ ଯେଉଁ ଖାଦ୍ୟ ଦିନେ ମୋବାଇଲ ଦେଖି ଘରେ, ତିଆରି କରି ଖାଇବାକୁ ଦେଉଥିଲେContinue reading “ସ୍ୱାଭିମାନୀ ସବିତା । ପିଲାଙ୍କୁ ମଣିଷ କରିବା ସହ ପରିବାର ଚଳାଇବାକୁ ଚଳାଉଛନ୍ତି ତେଲଭାଜି ଦୋକାନ ।”
୪ ସନ୍ତାନଙ୍କୁ ଜନ୍ମଦେଲେ ଗାଜା ବିସ୍ଥାପିତ ମହିଳା । ପରିତ୍ୟକ୍ତ କୋଠରୀରେ ଅତି କଷ୍ଟରେ ବିତୁଛି ଜୀବନ ।
କନକ ବ୍ୟୁରୋ: ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଥିବା ନିଜ ଘରଠାରୁ ଅନେକ ମାଇଲ ଦୂରରେ ଦକ୍ଷିଣ ଗାଜାର ଏକ ଡାକ୍ତରଖାନାରେ ଇମାନ ଅଲ୍ ମାସ୍ରି ନାମକ ମହିଳା ୪ଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧର କିଛି ଦିନ ପରେ ମହିଳା ଜଣକ ନିଜର ସୁରକ୍ଷା ପାଇଁ ତାଙ୍କର ଅନ୍ୟ ତିନି ପିଲାଙ୍କ ସହ ହାନୁନସ୍ଥିତ ଘରୁ ପଳାଇଥିଲେ। ସେମାନେ ପାଞ୍ଚ କିଲୋମିଟର ଚାଲି ଚାଲି ଜବାଲିଆ ଶରଣାର୍ଥୀ ଶିବିରକୁ ଯାଇଥିଲେ। ତା’ପରେ ସେContinue reading “୪ ସନ୍ତାନଙ୍କୁ ଜନ୍ମଦେଲେ ଗାଜା ବିସ୍ଥାପିତ ମହିଳା । ପରିତ୍ୟକ୍ତ କୋଠରୀରେ ଅତି କଷ୍ଟରେ ବିତୁଛି ଜୀବନ ।”
ଶ୍ରୀରାମଙ୍କୁ ଦର୍ଶନ କରିବେ । ମନରେ ଭକ୍ତି ଓ ଉତ୍ସାହ ନେଇ ଗଞ୍ଜାମରୁ ଚାଲି ଚାଲି ଆଯୋଧ୍ୟା ଅଭିମୁଖେ ଦୁଇ ବନ୍ଧୁ ।
କନକ ବ୍ୟୁରୋ: ମନରେ ଉତ୍ସାହ ଓ ଉଦ୍ଦିପନା ସୃଷ୍ଟି ହେଲା, ଧୈର୍ଯ୍ୟ ଓ ସାହସ ଜୁଟାଇ ବାହାରି ପଡିଲେ ଅଯୋଧ୍ୟା ଅଭିମୁଖେ । ଆଗାମୀ ଜାନୁଆରୀ ମାସ ୨୨ତାରିଖରେ ଅଯୋଧ୍ୟାରେ ନୂତନ ଭାବେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଯାଉଛି । ଏହି ଉତ୍ସବରେ ଯୋଗ ଦେବା ସହ ଭଗବାନ ଶ୍ରୀରାମଙ୍କୁ ଅତି ନିକଟରୁ ସ୍ୱତନ୍ତ୍ର ଭାବେ ଦର୍ଶନ କରିବା ପାଇଁ, ଗଞ୍ଜାମ ଜିଲ୍ଲା କନିଷି ଅଞ୍ଚଳରୁ ପଦଯାତ୍ରା ଆରମ୍ଭ କରିଛନ୍ତି ଦୁଇ ବନ୍ଧୁContinue reading “ଶ୍ରୀରାମଙ୍କୁ ଦର୍ଶନ କରିବେ । ମନରେ ଭକ୍ତି ଓ ଉତ୍ସାହ ନେଇ ଗଞ୍ଜାମରୁ ଚାଲି ଚାଲି ଆଯୋଧ୍ୟା ଅଭିମୁଖେ ଦୁଇ ବନ୍ଧୁ ।”
ଭୁବନେଶ୍ୱର ଷ୍ଟେସନରେ ଲାଗିଲା ଅମୃତ ଭାରତ ଏକ୍ସପ୍ରେସ ।ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ ।
କନକ ବ୍ୟୁରୋ: ଓଡ଼ିଶାରେ ଅମୃତ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭିଡିଓ କନ୍ଫରେନ୍ସିଂ ଜରିଆରେ ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଗୋଟିଏ ଟ୍ରେନ ଦରଭଙ୍ଗାରୁ ବାହାରି ଅଯୋଧ୍ୟା ଧାମ ଦେଇ ଆନନ୍ଦବିହାରରେ ପହଞ୍ଚିବ । ଅନ୍ୟଟି ମାଲଦା ଟାଉନରୁ ବାଙ୍ଗାଲୁରୁ ଅଭିମୁଖେ ଚାଲିଛି । ଏହି ଟ୍ରେନ୍ ୫ଟି ରାଜ୍ୟ ଦେଇ ଗତି କରିବ, ଏହା ମଧ୍ୟରେ ଓଡ଼ିଶା ରହିଛି । ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ,Continue reading “ଭୁବନେଶ୍ୱର ଷ୍ଟେସନରେ ଲାଗିଲା ଅମୃତ ଭାରତ ଏକ୍ସପ୍ରେସ ।ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ ।”