ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ସନ୍ଦିଗ୍ଦ ଅବସ୍ଥାରେ ୫୭ବର୍ଷୀୟ ରାକେଶ କମଲ, ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା ମୃତଦେହ ଜବତ

କନକ ବ୍ୟୁରୋ : ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ମାସାଚୁସେଟସ୍ଥିିତ ୫ନିୟୁତ ଡଲାର ମୂଲ୍ୟର ବିଶାଳ ବଙ୍ଗଳାରରୁ ଭାରତୀୟ ବଂଶୋଦ୍ଭବ ତଥା ବିତଶାଳୀ ଦମ୍ପତି ଓ ତାଙ୍କ ଝିଅର ସନ୍ଦିଗ୍ଧ ମୃତ ଶରୀର ମିଳିଛି । ଆମେରିକା ଗଣମାଧ୍ୟମରେ ଏହା ପ୍ରମୁଖ ଖବର ପାଲଟିଛି । ମୃତକଙ୍କ ନାଁ ହେଉଛି ୫୭ବର୍ଷୀୟ ରାକେଶ କମଳ. ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା । ତେବେ ମୃତ ଦମ୍ପତି ସନ୍ଦେହ ହେବାକୁContinue reading “ଆମେରିକାର ବିଳାସମୟ ବଙ୍ଗଳାରୁ ମିଳିଲା ଭାରତୀୟ ଦମ୍ପତିଙ୍କ ମୃତଦେହ । ସନ୍ଦିଗ୍ଦ ଅବସ୍ଥାରେ ୫୭ବର୍ଷୀୟ ରାକେଶ କମଲ, ୫୪ବଷୀୟ ଟିନା ଓ ୧୮ବର୍ଷୀୟ ଝିଅ ଆରିଆନା ମୃତଦେହ ଜବତ”

୩ଦିନ ପରେ କରୋନା ସଂକ୍ରମଣରେ ସାମାନ୍ୟ ଆଶ୍ୱସ୍ତି । ଦିନକରେ ୭୪୩ ସଂକ୍ରମିତ ଚିହ୍ନଟ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ

କନକ ବ୍ୟୁରୋ : ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ ୭୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ୭୯୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶନିବାର ସଂକ୍ରମଣ ସାମାନ୍ୟ କମ ରହିଛି । ତଥାପି ୮ଶହ ପାଖରେ ଦୈନିକ ସଂକ୍ରମଣ ଏଣିକି ଚିନ୍ତାର କାରଣ ପାଲଟିଛି । ୫ମାସ ମଧ୍ୟରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ, ପୁଡୁଚେରୀContinue reading “୩ଦିନ ପରେ କରୋନା ସଂକ୍ରମଣରେ ସାମାନ୍ୟ ଆଶ୍ୱସ୍ତି । ଦିନକରେ ୭୪୩ ସଂକ୍ରମିତ ଚିହ୍ନଟ କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ”

ଇନଷ୍ଟାଗ୍ରାମ ପ୍ରେମରୁ ବିଭତ୍ସ ହତ୍ୟା । ତ୍ରିକୋଣୀୟ ପ୍ରେମକାହାଣୀରେ ସାଙ୍ଗ ସାଜିଲା ଶତ୍ରୁ, ୨୨ବର୍ଷୀୟ ଯୁବକୁ ୫୦ ଥର ଛୁରିଭୁଷି ହତ୍ୟା କଲେ ୩ ସାଙ୍ଗ

କନକ ବ୍ୟୁରୋ : କାହାଣୀ ଆରମ୍ଭ ହୋଇଥିଲା ଇନଷ୍ଟାଗ୍ରାମରୁ ସରିଲା ବିଭତ୍ସ ହତ୍ୟାରେ । ତ୍ରିକୋଣୀୟ ପ୍ରେମ କାହାଣୀର ଭୟଙ୍କର ରୂପ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ରାଜରାସ୍ତାରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡ ଶବ । ଗୋଲକପୁରୀ ଅଂଚଳର ବିଭତ୍ସ ହତ୍ୟାଘଟଣାକୁ ନେଇ ସବୁଠି ଏବେ ଚର୍ଚ୍ଚା । ଇମରାନ ଗୋଲକପୁରୀର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ନିକଟରେ ଇନଷ୍ଟାଗ୍ରାମରେ ଜଣେ ଯୁବତୀଙ୍କ ସହ ପ୍ରଥମେ ତାଙ୍କର ବନ୍ଧୁତା ହୁଲ ।Continue reading “ଇନଷ୍ଟାଗ୍ରାମ ପ୍ରେମରୁ ବିଭତ୍ସ ହତ୍ୟା । ତ୍ରିକୋଣୀୟ ପ୍ରେମକାହାଣୀରେ ସାଙ୍ଗ ସାଜିଲା ଶତ୍ରୁ, ୨୨ବର୍ଷୀୟ ଯୁବକୁ ୫୦ ଥର ଛୁରିଭୁଷି ହତ୍ୟା କଲେ ୩ ସାଙ୍ଗ”

ଦଳିତ ପରିବାର ଗହଣରେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟା କଂଧରପୁର ଦଳିତ ବସ୍ତିରେ ପହଁଚି ହିତାଧିକାରୀଙ୍କ ଘରେ ପିଇଲେ ଚା’

କନକ ବ୍ୟୁରୋ : ଦଳିତ ପରିବାରର ଅତିଥୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଶନିବାର ଅଯୋଧ୍ୟାରେ ପହଁଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୋଦୀ ଧନୀରାମ ମାନଝୀଙ୍କ ଘରେ ପହଁଚିଥିଲେ । ହଠାତ ପ୍ରଧାନମନ୍ତ୍ରୀଙ୍କୁ ନିକଟରେ ଦେଖି ପରିବାର ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା ସେତିକି ଖୁସି ମଧ୍ୟ । ଧନୀରାମଙ୍କ ବୋହୁଙ୍କ ହାତ ତିଆରି ଚା ପିଇବା ସହ ପରିବାର ସହ ଏକାଠି କିଛି ସମୟ ପାଇଁ କଥାବାର୍ତା ମଧ୍ୟ କରିଥିଲେ । ଉଜ୍ୱଳା ଗ୍ୟାସContinue reading “ଦଳିତ ପରିବାର ଗହଣରେ ପ୍ରଧାନମନ୍ତ୍ରୀ ମୋଦି । ଅଯୋଧ୍ୟା କଂଧରପୁର ଦଳିତ ବସ୍ତିରେ ପହଁଚି ହିତାଧିକାରୀଙ୍କ ଘରେ ପିଇଲେ ଚା’”

ଅଯୋଧ୍ୟାକୁ ମୋଦୀଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । ବିଶାଳ ରୋଡ ସୋ କରି ଅଯୋଧ୍ୟା ରେଳ ଷ୍ଟେସନରେ ପହଂଚିଛନ୍ତି ନରେନ୍ଦ୍ର ମୋଦି । ରୋଡ ସୋ’ ବେଳେ ପ୍ରଧାନମନ୍ତ୍ରୀକୁ ଫୁଲରେ ସ୍ୱାଗତ କରାଯାଇଛି । ରାସ୍ତରେ ଦୁଇ ପଟେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ମିନିଟରେ ଅଯୋଧ୍ୟା ରେଳ ଷ୍ଟେସନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି ।Continue reading “ଅଯୋଧ୍ୟାକୁ ମୋଦୀଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ”

ଦୁର୍ଗନ୍ଧରେ ଫାଟୁଛି ଭୁବନେଶ୍ୱର । ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ

କନକ ବ୍ୟୁରୋ : କିଏ ମୁହଁରେ ରୁମାଲ ବାନ୍ଧି ରାସ୍ତାରେ ଯାଉଛି, କିଏ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଲୁଗାକାନିରେ ନ୍ଧଳ ଘୋଡାଇ ଦେଇଛି । ଏ ହେଉଛି ଭୁବନେଶ୍ୱର ୮ ନମ୍ବର ଅଂଚଳର ଦୃଶ୍ୟ । ଭୟଙ୍କର ଦୁର୍ଗନ୍ଧରେ ଫାଟିପଡୁଛି ଅଂଚଳ । ଜନବସତି ଭିତରେ ବିଏମସିର ମାଇକ୍ରୋ କମ୍ପୋଷ୍ଟ ସେଂଟର ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଘରର କବାଟ ଝରକା ବନ୍ଦ କରି ରହୁଛନ୍ତି ରାଜଧାନୀବାସୀ । ଲୋକଙ୍କୁ ଘାରିଛି ବିଭିନ୍ନ ରୋଗରContinue reading “ଦୁର୍ଗନ୍ଧରେ ଫାଟୁଛି ଭୁବନେଶ୍ୱର । ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ”

ମନମୋହୁଛି ଶ୍ରୀମନ୍ଦିର ଚାରିପଟର ସବୁଜ ବଳୟ । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିତରେ ସୃଷ୍ଟି କରୁଛି ଆଧାତ୍ମିକ ପରିବେଶ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମନମୋହୁଛି ସବୁଜ ବଳୟ । ଲାଗୁଛି ଯେମିତିି ବଡଦାଣ୍ଡରେ ସୃଷ୍ଟି ହୋଇଛି ପ୍ରକୃତିର ନିବାସ । ସବୁଜିମା ପରିବେଶ ଭିତରେ ଝଲସି ଉଠୁଛି ଶ୍ରୀକ୍ଷେତ୍ର । ଘେରାଏ ବୁଲି ଆସିଲେ ମନ ଆନନ୍ଦରେ ଭରି ଯାଉଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସବୁଜିମା ଭରା ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ଯାହାକୁ ଶ୍ରଦ୍ଧାଳୁଙ୍କ ଭିତରେ ଭକ୍ତି ଭାବନା ଜାଗ୍ରତ କରୁଛି । ଶ୍ରୀକ୍ଷେତ୍ରର ଏହିContinue reading “ମନମୋହୁଛି ଶ୍ରୀମନ୍ଦିର ଚାରିପଟର ସବୁଜ ବଳୟ । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିତରେ ସୃଷ୍ଟି କରୁଛି ଆଧାତ୍ମିକ ପରିବେଶ”

ଗଂଜାମରେ ବଢୁଛି କି ବିଜେଡିର ଗୋଷ୍ଠୀକନ୍ଦଳ? । ହସ୍ତକ୍ଷେପ ପାଇଁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଲେ ୬ ଜଣ ପୂର୍ବତନ ବିଧାୟକ

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଣ୍ଡଳି ସହ ଗଂଜାମ ଜିଲ୍ଲାରେ ବିଜେଡି ଦୁର୍ବଳ ହୋଇପଡିଛି । ବ୍ରହ୍ମପୁର ରାଜସ୍ୱ ଡାକ ବଙ୍ଗଳାରେ ଦଳର ୬ ଜଣ ପୂର୍ବତନ ବିଧାୟକ ବୈଠକ କରି ଏଭଳି ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି ୨୦୧୯ ନିର୍ବାଚନ ଓ ଗତ ପଂଚାୟତ ନିର୍ବାଚନରେ ବିଜେଡିର ଭୋଟ ବ୍ୟବଧାନ କମିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ବିଜୟର ବ୍ୟବଧାନ କମିଛି ଏପରିକି ଗଂଜାମରେ ବିଜେପିର ଭୋଟ ହାରContinue reading “ଗଂଜାମରେ ବଢୁଛି କି ବିଜେଡିର ଗୋଷ୍ଠୀକନ୍ଦଳ? । ହସ୍ତକ୍ଷେପ ପାଇଁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖିଲେ ୬ ଜଣ ପୂର୍ବତନ ବିଧାୟକ”

ଖୋଲିଲା ବ୍ୟବସାୟୀଙ୍କ ଅପହରଣ ରହସ୍ୟ । ୧୦ ଲକ୍ଷ ଟଙ୍କା ପାଇଁ ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର !

କନକ ବ୍ୟୁରୋ : ପଦାକୁ ଆସିଛି ଭୁବନେଶ୍ୱର ପାତ୍ରପଡ଼ା ଅଂଚଳର ବ୍ୟବସାୟୀ ପିଂଟୁ ସାହୁଙ୍କ ଅପହରଣ ପଛର କାହାଣୀ । ପିଂଟୁଙ୍କ ଡ୍ରାଇଭର ଲକି ହିଁ ଅପହରଣ ପଛର ମାଷ୍ଟର ମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୁଲିସ । ମାଲିକଙ୍କ ପାଖରେ ଟଙ୍କା ଥିବା ଜାଣିବାକୁ ପରେ ୧୦ ଲକ୍ଷ ଟଙ୍କା ନେବା ପାଇଁ ଅପହରଣ ଷଡ଼ଯନ୍ତ୍ର ରଚିଥିଲା ଲକି । ଏଥିପାଇଁ ୪ ଜଣଙ୍କୁ ସୁପାରୀ ଦେଇଥିଲା ଡ୍ରାଇଭର ଳକି । ସୁରାଗ ମିଳିବା ପରେContinue reading “ଖୋଲିଲା ବ୍ୟବସାୟୀଙ୍କ ଅପହରଣ ରହସ୍ୟ । ୧୦ ଲକ୍ଷ ଟଙ୍କା ପାଇଁ ଡ୍ରାଇଭର ରଚିଥିଲା ଷଡ଼ଯନ୍ତ୍ର !”

ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : ପଦ୍ମପୁର । ବରଗଡର ଏହି ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବାକୁ ନେଇ ବିବାଦ ଭିତରେ, ଏହି ଅଂଚଳ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ସରକାର । ପଦ୍ମପୁର ପାଇଁ ଏକ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବା ସହ ୨୦୨୦ବ୍ୟାଚର ଆଇଏଏସ ଅଫିସର ଚଭନ କୁନାଲ ମୋତିରାମଙ୍କୁ ପ୍ରଥମ ଏଡିଏମ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟ ସରକାରContinue reading “ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର”

Design a site like this with WordPress.com
Get started