କନକ ବ୍ୟୁରୋ : ସଦ୍ଦାମ ହୁସେନ୍ ଦୁଇ ଦସନ୍ଧିରୁ ଅଧୀକ ସମୟ ଧରି ଇରାକର ଶାସନ କ୍ଷମତାରେ ଥିଲେ । ୨୦୦୩ ରେ ତାଙ୍କର ଶାସନ ସମାପ୍ତ ହୋଇଥିଲା । ଏବଂ ୧୯୮୨ ମସିହାରେ ଡାଜିଲ ସହରରେ ତାଙ୍କର ୧୪୮ ଜଣ ବିରୋଧୀଙ୍କ ମୃତ୍ୟୁ ପାଇଁ କୋର୍ଟ ୨୦୦୬ ରେ ସଦ୍ଦାମଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଆମେରିକା ଓ ବ୍ରିଟେନକୁ ଧମକ ଦେଉଥିବା ଶାସକର ଜୀବନର ଶେଷ ସମୟ କେମିତିଥିଲା ? ୩୦Continue reading “ଆଜିର ଦିନରେ ସଦ୍ଦାମ ହୋସେନଙ୍କୁ ଦିଆଯାଇଥିଲା ଫାଶୀଦଣ୍ଡ । ଜାଣନ୍ତୁ କଣ ଥିଲା ଏହି ଏକ ଛତ୍ରବାଦୀ ଶାସକର ଶେଷ ଇଚ୍ଛା”
Category Archives: News
ଫ୍ରାନ୍ସରେ ଅଟକ ଥିବା ୨୭ ଜଣ ଭାରତୀୟଙ୍କୁ ମୁକ୍ତ କଲା ଫ୍ରାନ୍ସ କୋର୍ଟ ।
ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକଥିବା ୨୭ ଜଣଙ୍କୁ ସ୍ଥାନୀୟ ବିଚାରପତିଙ୍କ ମୁକ୍ତ କରିଛନ୍ତି । ଫ୍ରାନ୍ସର ଖବରକାଗଜ ଲେ ମୋଣ୍ଡେ ଅନୁଯାୟୀ, ଡିସେମ୍ବର ୨୭ ରେ ଜଜ୍ ଆନୁଷ୍ଠାନିକ କାରଣରୁ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ମୁକ୍ତ ହୋଇଥିବା ୨୭ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ଯେଉଁମାନେ ଶିଶୁ କଲ୍ୟାଣ ସେବାରେ ଚିକିତ୍ସିତ ହୋଇଛନ୍ତି ଏବଂ ଅନ୍ୟ ୨ ଜଣ ସାଧାରଣ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଛି ।Continue reading “ଫ୍ରାନ୍ସରେ ଅଟକ ଥିବା ୨୭ ଜଣ ଭାରତୀୟଙ୍କୁ ମୁକ୍ତ କଲା ଫ୍ରାନ୍ସ କୋର୍ଟ ।”
ବିଜେଡି ବିରୋଧରେ ଗାଁ ଗାଁକୁ ଯିବ ବିଜେପି । ଓଡ଼ିଶାର ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବ ରାଜ୍ୟ ସରକାରଙ୍କ ବିଫଳତା
କନକ ବ୍ୟୁରୋ : ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ । ରାଜ୍ୟ ବିଜେପି ପଦାଧିକାରୀ ବୈଠକରେ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବୈଠକ ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଂଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିôଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁContinue reading “ବିଜେଡି ବିରୋଧରେ ଗାଁ ଗାଁକୁ ଯିବ ବିଜେପି । ଓଡ଼ିଶାର ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବ ରାଜ୍ୟ ସରକାରଙ୍କ ବିଫଳତା”
ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର
କନକ ବ୍ୟୁରୋ : ପଦ୍ମପୁରରେ ଏଡିଏମ୍ ନିଯୁକ୍ତି ପରେ ଜୋର ଧରିଛି ଜିଲ୍ଲା ଦାବି ରାଜନୀତି । ଜିଲ୍ଲା ଘୋଷଣା ନକରି ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି କରିବା ପଦ୍ମପୁର ବାସୀଙ୍କ ପାଇଁ ଲଲିପପ୍ ବୋଲି କହିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ୍ କହିଛନ୍ତି, ଲୋକଙ୍କ ଦୀର୍ଘବର୍ଷର ଦାବି ପୁରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଇଚ୍ଛା ନାହିଁ । ଲୋକଙ୍କୁ ଭୂତେଇବା ପାଇଁ ୩ ମାସିଆ ଏଡିଏମ୍ ନିଯୁକ୍ତContinue reading “ପଦ୍ମପୁର ପାଇଁ ଉପଜିଲ୍ଲାପାଳ ନିଯୁକ୍ତି ପରେ ତେଜିଲା ରାଜନୀତି । ବିରୋଧୀ କହିଲେ, ଜିଲ୍ଲା ଦାବି ପୂରଣ ନକରି ଲଲିପପ୍ ଧରାଇ ଦେଲେ ରାଜ୍ୟ ସରକାର”
ଅଯୋଧ୍ୟାକୁ ମୋଦିଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ରାମଙ୍କ ନଗରୀରୁ ଗଡ଼ିଲା ଅମୃତ ଭାରତ ଟ୍ରେନ
କନକ ବ୍ୟୁରୋ : ରାମ ଜନ୍ମଭୂମିରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ବାଲ୍ମୀକି ବିମାନ ବନ୍ଦର, ଅଯୋଧ୍ୟା ରେଳ ଷ୍ଟେସନ, ଅମୃତ ଭାରତ ଉଦ୍ଘାଟନ କରିଛନ୍ତି । ୧୪ ଶହ ୫୦ କୋଟି ବ୍ୟୟରେ ନିର୍ମିତ ହୋଇଥିବା ଅଯୋଧ୍ୟା ଆନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି ମୋଦୀ । ଏହି ବିମାନବନ୍ଦରକୁ ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ କରାଯାଇଛି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି ।Continue reading “ଅଯୋଧ୍ୟାକୁ ମୋଦିଙ୍କ ୧୫ ହଜାର ୭ଶହ କୋଟିର ଭେଟି । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ରାମଙ୍କ ନଗରୀରୁ ଗଡ଼ିଲା ଅମୃତ ଭାରତ ଟ୍ରେନ”
ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ୍ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ୍ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ
କନକ ବ୍ୟୁରୋ : ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ ଦେଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ଏସି ସେଡ଼ ଦେଇ ସିଂହଦ୍ୱାରରେ ପହଂଚିବେ ଶ୍ରଦ୍ଧାଳୁ । ଏଥିପାଇଁ ଆସନ୍ତାକାଲି ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛିContinue reading “ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ୍ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ୍ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ”
ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
କନକ ବ୍ୟୁରୋ : ଅଯୋଧ୍ୟାରେ ୧୫ ହଜାର ୭ଶହ କୋଟିର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ରେଳ ଷ୍ଟେସନ ଓ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ଆନ୍ତର୍ଜାତୀୟ ବିମାନବନ୍ଦର, ପୁନଃନିର୍ମାଣ ରେଳ ଷ୍ଟେସନ, ଜାତୀୟ ରାଜପଥ ସହ ମୋଟ ୧୫ ହଜାର ୭୦୦ କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଅଯୋଧ୍ୟାରେ ଦେଢ ଲକ୍ଷ ଲୋକଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଛିContinue reading “ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ”
ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତାକାଲି ପୋଲିସ ଡିଜି ସୁନୀଲ ବଂଶଲଙ୍କର ସରୁଛି କାର୍ଯ୍ୟକାଳ ।
କନକ ବ୍ୟୁରୋ : ଅରୁଣ ଷଡଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ । ୧୯୯୦ ଆଇପିଏସ ବ୍ୟାଚର ଅଫିସର ଅରୁଣ ଷଡଙ୍ଗୀ ଏବେ ଅତିରିକ୍ତ ଭାବେ ଡିଜିପି ଦାୟିତ୍ୱ ତୁଲାଇବେ । ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବେ ଅରୁଣ । ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ । ୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ ନିଜର କାର୍ଯ୍ୟଦକ୍ଷତା ପାଇଁ ପୋଲିସ ମେଡାଲ ପାଇଛନ୍ତି ।Continue reading “ଅରୁଣ ଷଡଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତାକାଲି ପୋଲିସ ଡିଜି ସୁନୀଲ ବଂଶଲଙ୍କର ସରୁଛି କାର୍ଯ୍ୟକାଳ ।”
ଇସ୍ରୋର ବଡ ଅଭିଯାନ । ଜୈବିକ ଇନ୍ଧନ ନୁହେଁ ଏବେ ପରମାଣୁ ଇନ୍ଧନ ଚାଳିତ ରକେଟ୍ ଲଞ୍ଚ୍ କରିବ ଇସ୍ରୋ
କନକ ବ୍ୟୁରୋ : ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ବର୍ତ୍ତମାନ ଆଣବିକ ଇନ୍ଧନରେ ଚାଲୁଥିବା ରକେଟ ଉପରେ କାମ କରିବାକୁ ଯାଉଛନ୍ତି । ଏହି ରକେଟର ଆକୃତି ମଧ୍ୟ ପ୍ରକାଶ ପାଇଛି । ଯଦି ଆଗାମୀ କିଛି ବର୍ଷ ମଧ୍ୟରେ ଏହି ନ୍ୟୁକ୍ଲିୟର ରକେଟ ଇଞ୍ଜିନରେ ପରିଚାଳିତ ହୁଏ । ତେବେ ଭାରତବର୍ଷ ମହାକାଶଯାନକୁ ଖୁବ୍ କମ ସମୟ ମଧ୍ୟରେ କୌଣସି ଦୂର ଗ୍ରହକୁ ପଠାଇପାରିବ । ପରମାଣୁ ରକେଟର ଲାଭ ହେଉଛି ଭବିଷ୍ୟତରେ ଚନ୍ଦ୍ର ଏବଂContinue reading “ଇସ୍ରୋର ବଡ ଅଭିଯାନ । ଜୈବିକ ଇନ୍ଧନ ନୁହେଁ ଏବେ ପରମାଣୁ ଇନ୍ଧନ ଚାଳିତ ରକେଟ୍ ଲଞ୍ଚ୍ କରିବ ଇସ୍ରୋ”
ପ୍ରତି ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି, ଆସନ୍ତା ନିର୍ବାଚନରେ ତାହା ପୁଣି ପ୍ରତିଫଳିତ ହେବ । ଜୟନାରାୟଣଙ୍କୁ ଜବାବ ଦେଲା ବିଜେଡି ।
କନକ ବ୍ୟୁରୋ : ବିଜେଡି ବିରୋଧରେ ଜୋରଦାର ଲଢେଇ କରିବ ବିଜେପି । ୫୦% ଭୋଟ ଉପରେ ବିଜେପିର ନଜର ରହିଛି । କର୍ମୀଙ୍କୁ ପ୍ରତି ଘରର ଦାୟିତ୍ୱ ଦିଆଯିବ । ଜାନୁଆରୀ ୫ ପରଠାରୁ ସଂଘର୍ଷ ହେବ ବୋଲି ପଦାଧିକାରୀ ବୈଠକ ପରେ କହିଛନ୍ତି ବିରୋଧୀ ଦଳ ନେତା ଓ ଭୁବନେଶ୍ୱର ସାଂସଦ । ଯାହାର ଜବାଦ ରଖିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପ୍ରତିContinue reading “ପ୍ରତି ନିର୍ବାଚନରେ ବିଜେଡି ଲୋକଙ୍କର ଆସ୍ଥାଭାଜନ ହେଉଛି, ଆସନ୍ତା ନିର୍ବାଚନରେ ତାହା ପୁଣି ପ୍ରତିଫଳିତ ହେବ । ଜୟନାରାୟଣଙ୍କୁ ଜବାବ ଦେଲା ବିଜେଡି ।”