ଅଯୋଧ୍ୟାକୁ ୧୫,୭୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର କଲେ ଉଦଘାଟନ

କନକ ବ୍ୟୁରୋ : ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । ବିଶାଳ ରୋଡ ସୋ କରି ଅଯୋଧ୍ୟା ରେଳ ଷ୍ଟେସନରେ ପହଂଚିଛନ୍ତି ନରେନ୍ଦ୍ର ମୋଦି । ରୋଡ ସୋ’ ବେଳେ ପ୍ରଧାନମନ୍ତ୍ରୀକୁ ଫୁଲରେ ସ୍ୱାଗତ କରାଯାଇଛି । ରାସ୍ତରେ ଦୁଇ ପଟେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ମିନିଟରେ ଅଯୋଧ୍ୟା ରେଳ ଷ୍ଟେସନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି ।Continue reading “ଅଯୋଧ୍ୟାକୁ ୧୫,୭୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ । ରେଳ ଷ୍ଟେସନ, ବାଲ୍ମୀକି ବିମାନ ବନ୍ଦରର କଲେ ଉଦଘାଟନ”

୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ପଦାଧିକାରୀ ବୈଠକରେ ରାଜ୍ୟ ନେତାଙ୍କୁ କ୍ଷେତ୍ରୀୟ ପ୍ରଭାରୀଙ୍କ ଟାର୍ଗେଟ

କନକ ବ୍ୟୁରୋ : ଗତ କିଛି ଦିନ ହେବ ବିଜେଡି ଓ ବିଜେପି ନେତାଙ୍କ ବୟାନବାଜିରୁ ଯାହା ଆକଳନ କରାଯାଉଥିଲା ତାହା ସତ ହୋଇଛି । ବିଜେପି ତାର ରଣନୀତି ପରିବର୍ତନ କରିବା ସହ ବିଜେଡି ସରକାର ବିରୋଧରେ ଜୋରଦାର ଲଢ଼େଇ କରିବାକୁ ଘୋଷଣା କରିଛି । ବିଜେପି କ୍ଷେତ୍ରୀୟ ପ୍ରଭାରୀ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଥିବା ପଦାଧିକାରୀ ବୈଠକରେ ଲଢ଼େଇ ପାଇଁ ନିଷ୍ପତି ନିଆଯାଇଛି । ବିଜେପି ସଂକଳ୍ପ ନେଇଛି ଗାଁ ଗାଁ,Continue reading “୨୦୨୪ ପାଇଁ ବିଜେପିର ଯୁଦ୍ଧଂଦେହୀ ଡକାରା । ପଦାଧିକାରୀ ବୈଠକରେ ରାଜ୍ୟ ନେତାଙ୍କୁ କ୍ଷେତ୍ରୀୟ ପ୍ରଭାରୀଙ୍କ ଟାର୍ଗେଟ”

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା, ରାଜ୍ୟରେ ଚାଲିବ ୨୦୦ରୁ ଅଧିକ ଇଲେକ୍ଟ୍ରି୍କ ବସ୍

କନକ ବ୍ୟୁରୋ : କ୍ୟାବିନେଟ୍ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଓଡିଶା ପବ୍ଲିକ୍ ସର୍ଭିସ ପରୀକ୍ଷା ପାଇଁ ବଢିଲା ବୟସ ସୀମା । ପରୀକ୍ଷାର୍ଥୀଙ୍କ ସର୍ବୋଚ ବୟସ ସୀମାକୁ ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ୨ଶହଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ ସରକାର । ରାଜ୍ୟରେ ୩୬୫ଟି ଜୁନିୟର ଡିପ୍ଲୋମା ଇଂଜିନିୟର ପଦବୀ ସୃଷ୍ଟି କରାଯିବ । ଜଗ୍ନନାଥ ସଂସ୍କୃତିର ପ୍ରଚାର ପ୍ରସାରContinue reading “ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା, ରାଜ୍ୟରେ ଚାଲିବ ୨୦୦ରୁ ଅଧିକ ଇଲେକ୍ଟ୍ରି୍କ ବସ୍”

୧୩ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ପ୍ରତି ପଞ୍ଚାୟତରେ ହେବ ପୁରୀ ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି । ଏହି କ୍ରମରେ ୩୬୫ ଜୁନିୟର ଇଞ୍ଜିନିୟର ପଦବୀ ବୃଦ୍ଧି କରାଯିବ । ସେହିଭଳି ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହିContinue reading “୧୩ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର । ପ୍ରତି ପଞ୍ଚାୟତରେ ହେବ ପୁରୀ ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ”

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ । ଲାଗୁଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ, ପ୍ରାକୃତିକ ପରିବେଶ ସହ ପଂଚଲିଙ୍ଗେଶ୍ୱର ମନ୍ଦିର ଏବଂ ସିଧି ଗୁମ୍ଫା ଦେଖିବାକୁ ଗହଳି

କନକ ବ୍ୟୁରୋ : ପ୍ରସିଦ୍ଧ ଶୈବପୀଠ ବୃଦ୍ଧଖୋଲ । ଗଂଜାମ ଜିଲ୍ଲା ବୁଗୁଡା ସହରରୁ ମାତ୍ର ୩କିଲୋମିଟର ଦୂରରେ ଏହା ଅବସ୍ଥିତ । ଏଠାକାର ପ୍ରାକୃତିକ ପରିବେଶ ଲୋକଙ୍କୁ ଆକୃଷ୍ଟ କରୁଛି । ପାହାଡ଼ ପାଦ ଦେଶରେ ମନଲୋଭା ପରିବେଶ ବେଶ ଆକର୍ଷଣୀୟ । ପାହାଡ ଉପରେ ପଂଚଲିଙ୍ଗେଶ୍ୱର ମନ୍ଦିର ଠାରୁ କିଛି ଦୂର ପାହାଡ ଚଢିଲେ ଶିଖରରେ ସିଧିଗୁମ୍ଫା । ପାହାଡ ଉପରୁ ଝରିଆସୁଛି ଜଳ ପ୍ରପାତ । ବିଭିନ୍ନ ଔଷଧିୟ ବୃକ୍ଷ ସଂସ୍ପର୍ଶରେ ଆସୁଥିବାରୁContinue reading “ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ । ଲାଗୁଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ, ପ୍ରାକୃତିକ ପରିବେଶ ସହ ପଂଚଲିଙ୍ଗେଶ୍ୱର ମନ୍ଦିର ଏବଂ ସିଧି ଗୁମ୍ଫା ଦେଖିବାକୁ ଗହଳି”

ସଜେଇ ହେଉଛି ସମ୍ବଲପୁର ସହର । କାନ୍ଥରେ ଶୋଭାପାଉଛି ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ୍ , ଚିତ୍ରକର ତୁଳୀରେ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା

କନକ ବ୍ୟୁରୋ : ସଜେଇ ହେଉଛି ସମ୍ବଲପୁର ସହର । ଚିତ୍ରକର କାନ୍ଥରେ ସୁନ୍ଦର ସୁନ୍ଦର ଛବି ଆଙ୍କୁଛନ୍ତି । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏହି ଅଭିନବ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ସହର ସାରା ଏପରି ସୁନ୍ଦର ଛବି ଅଙ୍କା ଚାଲିଛି । ସହରର କାନ୍ଥରେ ଚିତ୍ର ଆଙ୍କିବା ପାଇଁ ୨୦ଟି ଗ୍ରୁପ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବିଭିନ୍ନ ସ୍ଥାନରୁ ଚିତ୍ରକର ଆସି ମନଲୋଭ ଚିତ୍ର ଆଙ୍କୁଛନ୍ତି  । ଏନେଇ ଲକ୍ଷ ଲକ୍ଷ ଟଙ୍କାContinue reading “ସଜେଇ ହେଉଛି ସମ୍ବଲପୁର ସହର । କାନ୍ଥରେ ଶୋଭାପାଉଛି ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ୍ , ଚିତ୍ରକର ତୁଳୀରେ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା”

ଅନ୍ନଦାତାଙ୍କ ପିଛା ଛାଡ଼ୁନି ସମସ୍ୟା, ଚାଷୀକୁ ମିଳୁନି ଟୋକନ । ବିକ୍ରି ଅପେକ୍ଷାରେ ୭୦ ପ୍ରତିଶତ ଚାଷୀଙ୍କ ଧାନ

କନକ ବ୍ୟୁରୋ : ଅନ୍ନଦାତାଙ୍କ ପିଛା ଛାଡ଼ୁନାହିଁ ସମସ୍ୟା । କେତେବେଳେ ରୋଗ ପୋକ ଅନ୍ୟ କେତେବେଳେ ଅଦିନିଆ ବର୍ଷା ଦାଉସାଧୁଛି । ଏବେ ମଣ୍ଡିରୁ ଧାନ ଉଠୁନଥିବାରୁ କଳାହାଣ୍ଡି ଜିଲ୍ଲା ଚାଷୀଙ୍କୁ ଚିନ୍ତା ଘାରିଛି । ଏଠାରେ ହଜାର ହଜାରରୁ ଅଧିକ ବସ୍ତା ଧାନ ଖୋଲା ଆକାଶ ତଳେ ବିକ୍ରି ଅପେକ୍ଷାରେ ପଡ଼ିରହିଛି । ଟୋକନ ଅଭାବ ଏବଂ ବିଳମ୍ବିତ ମଣ୍ଡି ଯୋଗୁଁ କଲମପୁର ବ୍ଲକର ଚାଷୀ ମାତ୍ର ୩୦ ପ୍ରତିଶତ ଧାନ ବିକ୍ରୟ କରିଥିବାContinue reading “ଅନ୍ନଦାତାଙ୍କ ପିଛା ଛାଡ଼ୁନି ସମସ୍ୟା, ଚାଷୀକୁ ମିଳୁନି ଟୋକନ । ବିକ୍ରି ଅପେକ୍ଷାରେ ୭୦ ପ୍ରତିଶତ ଚାଷୀଙ୍କ ଧାନ”

ଭଙ୍ଗା ଦଦରା ଅବସ୍ଥାରେ ଜୁନାଗଡ ତାଲିମ ଓ ଉତ୍ପାଦନ କେନ୍ଦ୍ର । ମରାମତି ନାଁରେ ପଶ୍ଚିମଓଡିଶା ବିକାଶ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ

କନକ ବ୍ୟୁରୋ : ଭଂଗା ଦଦରା ଓ ଅପରିଷ୍କାର ଅବସ୍ଥାରେ ପଡିଛି କଳାହାଣ୍ଡି ଜୁନାଗଡ ବ୍ଲକରେ ଥିବା ତାଲିମ ଓ ଉତ୍ପାଦନ ବା ଟିସିପିସି କେନ୍ଦ୍ର । ଦିନେ ସ୍ଥାନୀୟ ବେକାର- ଯୁବତୀଙ୍କ ପାଇଁ ପ୍ରଶିକ୍ଷଣର ମାଧ୍ୟମ ସାଜିଥିବା ଏହି କେନ୍ଦ୍ରକୁ ଦେଖିଲେ ଲାଗୁଛି ଏହା ଯେମିତି କୌଣସି ଭଂଗା ଗୋଦାମ ଘର । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ଏହାର ପୁନଃରୁଦ୍ଧାର ପାଇଁ ମାତ୍ର କିଛି ମାସ ତଳେ ସରକାରୀ ପାଣ୍ଠିରୁ ତିନୋଟି ପର୍ଯ୍ୟାୟରେ ପ୍ରାୟContinue reading “ଭଙ୍ଗା ଦଦରା ଅବସ୍ଥାରେ ଜୁନାଗଡ ତାଲିମ ଓ ଉତ୍ପାଦନ କେନ୍ଦ୍ର । ମରାମତି ନାଁରେ ପଶ୍ଚିମଓଡିଶା ବିକାଶ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ”

୫ଶହ ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ୨ଶହ ଟଙ୍କା । ସମସ୍ୟା ନେଇ ଜୟପୁର ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ

କନକ ବ୍ୟୁରୋ : ଭତ୍ତା ପାଇ ଗହଳି । ମାସ ପୁରିଲେ ପଂଚାୟତ ହେଉକି ସ୍କୁଲ ଗୃହ ଭତ୍ତା ନେବା ପାଇଁ ଲମ୍ବା ଧାଡ଼ି ଲାଗୁଛି । ୫୦୦ ଟଙ୍କା ପାଇବା ପାଇଁ ସକାଳୁ ସଂଧ୍ୟା ହୋଇଯାଏ । ଏହି ଭତ୍ତାକୁ ନେବା ପାଇଁ ୨୦୦ ଟଙ୍କା ଅଟୋ ଭଡ଼ା ଦେଇ ଆସୁଛନ୍ତି ଲୋକେ । ଯଦି ଗୋଟିଏ ମାସ ଯିବାରେ ଅସୁବିଧା ହେଉଛି ତାପର ମାସରେ ଆଉ ସେହି ଟଙ୍କା ମିଳୁନାହିଁ ବୋଲି ହିତାଧିକାରୀ ଅଭିଯୋଗContinue reading “୫ଶହ ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ୨ଶହ ଟଙ୍କା । ସମସ୍ୟା ନେଇ ଜୟପୁର ଉପଜିଲ୍ଲାପାଳଙ୍କୁ ଭେଟିଲେ ହିତାଧିକାରୀ”

କୋଟିପତି ହେବାର ସରଳ ଉପାୟ । ଚା’ଛାଡନ୍ତୁ, କୋଟିପତି ହୁଅନ୍ତୁ

କନକ ବ୍ୟୁରୋ : ଚା ପିଇବା ହେଉଛି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଏହା ଜାଣିବା ପରେ ମଧ୍ୟ ଲୋକମାନେ କାହିଁକି ଚା ପିଉଛନ୍ତି? ସକାଳର ଆରମ୍ଭ ଚା’ ରୁ ହୋଇଥାଏ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଲୋକଙ୍କର ଚା’ ପିଇବାର ଅଭ୍ୟାସ ମଧ୍ୟ ରହିଛି । ଯଦି କିଛି କାମ ନାହିଁ, ଚାଲ ଚା ପିଇବା । ବିଶେଷକରି ଅଫିସରେ କାମ କରିବା ସମୟରେ ଏହି ଅଭ୍ୟାସ ସାଧାରଣ ଅଟେ । ଆମେContinue reading “କୋଟିପତି ହେବାର ସରଳ ଉପାୟ । ଚା’ଛାଡନ୍ତୁ, କୋଟିପତି ହୁଅନ୍ତୁ”

Design a site like this with WordPress.com
Get started