ସଦ୍ଦାମ ହୁସେନ ଯିଏ ନିଜ ରକ୍ତରେ ଲେଖିଥିଲେ କୁରାନ ଏବଂ ଶତ୍ରୁଙ୍କ ରକ୍ତରେ ଖେଳିଥିଲେ ହୋଲି , ଆଜିର ଦିନରେ ପାଇଥିଲେ ଫାଶୀ

ଆଜିର ତାରିଖ ୩୦ ଡିସେମ୍ବର,  ବର୍ଷ ଥିଲା ୨୦୦୬ ମସିହା । ସମୟ ସକାଳ ୫.୩୦ ଇରାକର ବାଗଦାଦରେ ୧୨ ଜଣ ଆମେରିକୀୟ ସୈନିକ ଇରାକର ପୂର୍ବତନ ଶାସକ ସଦ୍ଦାମ ହୁସେନଙ୍କୁ ହାତ ବନ୍ଧା ଅବସ୍ତାରେ  ହସ୍ତାନ୍ତର କରିଥିଲେ ଜଲ୍ହାଦକୁ । ତାଙ୍କୁ ହସ୍ତାନ୍ତର କରିବା ସମୟରେ ତାଙ୍କୁ ସୁରକ୍ଷା ଦେଇ ଆସୁଥିବା ୧୨ ଜଣ ଆମେରିକୀୟ ସୈନିକ ଯାହାକୁ ‘ସୁପର 12’ ବୋଲି କୁହାଯାଏ ସେମାନଙ୍କ ଆଖିରେ ମଧ୍ୟ ଲୁହ ଆସିଥିଲା କାରଣ ସେହିଦିନ ବିଶ୍ବରContinue reading “ସଦ୍ଦାମ ହୁସେନ ଯିଏ ନିଜ ରକ୍ତରେ ଲେଖିଥିଲେ କୁରାନ ଏବଂ ଶତ୍ରୁଙ୍କ ରକ୍ତରେ ଖେଳିଥିଲେ ହୋଲି , ଆଜିର ଦିନରେ ପାଇଥିଲେ ଫାଶୀ”

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏହି ବର୍ଗର ଲୋକଙ୍କୁ ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା

କନକ ବ୍ୟୁରୋ : ଝାଡଖଣ୍ଡ ମୁୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏସସି, ଏସଟି, ଓବିସି ଓ ଆଦିବାସୀ ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ସେ କହିଛନ୍ତି କି ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବୟସ ସୀମା କୋହଳ କରାଯିବ । ସେମାନଙ୍କୁ ୬୦ ବର୍ଷ ପରେ ନୁହେଁ ବରଂ ୫୦ ବର୍ଷ ପରେ ଏହି ପେନସନ୍ ଯୋଗାଇ ଦିଆଯିବ । ହେମନ୍ତ ସୋରେନ ସରକାରଙ୍କ ୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଞ୍ଚିContinue reading “ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏହି ବର୍ଗର ଲୋକଙ୍କୁ ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା”

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛି ସାରା ବିଶ୍ୱ

କନକ ବ୍ୟୁରୋ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପହଂଚିଛନ୍ତି । ସେଠାରେ ସେ ରୋଡ ଶୋ କରି ଅଯୋଧ୍ୟା ଧାମ ରେଳ ଷ୍ଟେସନରେ ପହଂଚି ଉଦଘାଟନ କରିଥିଲେ । ସେଠାରେ ସେ ତାଙ୍କ ଭାଷଣରେ କହିଛନ୍ତି କି, ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛିContinue reading “ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛି ସାରା ବିଶ୍ୱ”

ଖଣ୍ଡଗିରିରୁ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ନୂଆ ମୋଡ଼ । ଅପହରଣରେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ । ସ୍କ୍ରିନ୍ ସଟକୁ ଯାଞ୍ଚ କରୁଛି ପୋଲିସ ।

କନକ ବ୍ୟୁରୋ: ଖଣ୍ଡଗିରି ଥାନା ଅଞ୍ଚଳରୁ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ଆସିଛି ନୂଆ ମୋଡ । ଏହି ଘଟଣାରେ ଜଣେ ମହିଳାଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ଏକ ସ୍କ୍ରିନ୍ ସଟକୁ ନେଇ ଖୋଳତାଡ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ । ଅପହୃତ ବ୍ୟବସାୟୀ ପିଣ୍ଟୁ ସାହୁଙ୍କ ଡ୍ରାଇଭର ଲକି ଓ ତାର ୪ ଜଣ ସହଯୋଗୀ ଏହି ଅପହରଣ କରିଥିବା ବେଳେ ଲକି ସହ ମହିଳାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛିContinue reading “ଖଣ୍ଡଗିରିରୁ ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ନୂଆ ମୋଡ଼ । ଅପହରଣରେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ । ସ୍କ୍ରିନ୍ ସଟକୁ ଯାଞ୍ଚ କରୁଛି ପୋଲିସ ।”

ଅଯୋଧ୍ୟା ମହର୍ଷି ବାଲ୍ମିକୀ ବିମାନବନ୍ଦର ଉଦଘାଟନ କଲେ ମୋଦୀ । ନିଷାଦ ପରିବାରକୁ ଦେଲେ ଶ୍ରୀରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ର ।

କନକ ବ୍ୟୁରୋ: ଅଯୋଧ୍ୟାରେ ଶ୍ରୀରାମମନ୍ଦିର ପ୍ରାାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାକୁ ନୂଆ କଳେବର ଦିଆଯାଉଛି । ଏହି କ୍ରମରେ ଆଜି ଅଯୋଧ୍ୟା ରେଳ ଷ୍ଟେସନ ସହ ମହର୍ଷି ବାଲ୍ମିକୀ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ରେଳ ଷ୍ଟେସନର ପୁନଃନିର୍ମାଣ କରାଯାଇଛି । ଏଥିସହ ମୋଟ ୨ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିସହ ୨ଟିContinue reading “ଅଯୋଧ୍ୟା ମହର୍ଷି ବାଲ୍ମିକୀ ବିମାନବନ୍ଦର ଉଦଘାଟନ କଲେ ମୋଦୀ । ନିଷାଦ ପରିବାରକୁ ଦେଲେ ଶ୍ରୀରାମମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣପତ୍ର ।”

ଜାନୁଆରୀ ୫ ପରେ ସଂଘର୍ଷ ହେବ, କଂଗ୍ରେସ ମୈଦାନରେ ନଥିବାରୁ ବିଜେଡି ସହ ହେବ ସିଧା ଲଢେଇ । ପଦାଧିକାରୀ ବୈଠକ ପରେ ଜୟନାରାୟଣ ରଖିଲେ ବଡ ବୟାନ ।

କନକ ବ୍ୟୁରୋ : ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ । ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ ହେବ । କାର୍ଯ୍ୟକର୍ତାଙ୍କ ମଧ୍ୟରେ ଘର ବଂଟନ ହେବ । ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ । କଂଗ୍ରସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁContinue reading “ଜାନୁଆରୀ ୫ ପରେ ସଂଘର୍ଷ ହେବ, କଂଗ୍ରେସ ମୈଦାନରେ ନଥିବାରୁ ବିଜେଡି ସହ ହେବ ସିଧା ଲଢେଇ । ପଦାଧିକାରୀ ବୈଠକ ପରେ ଜୟନାରାୟଣ ରଖିଲେ ବଡ ବୟାନ ।”

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ । ଲୋକଙ୍କ ଘରୁ ଟେକିନେଉଛନ୍ତି ଧାନ ବସ୍ତା । ନୀଳଗିରିରେ ଲୋକେ ଆତଙ୍କିତ

କନକ ବ୍ୟୁରୋ:  ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ । ବିଳମ୍ବିତ ରାତିରେ ଲୋକେ ଘରେ ଶୋଇଥିବା ବେଳେ ଘର ବାରଣ୍ଡାରୁ ଧାନ ବସ୍ତା ଟେକିନେଲା ହାତୀ । ନୀଳଗିରି ଉପଖଣ୍ଡ କଂଟାବଣିଆ ଗାଁର ରବିନ୍ଦ୍ର ମହାରଣାଙ୍କ ଘରେ ପଶି ଏଭଳି କାଣ୍ଡ ଘଟାଇଛି । ସେହିପରି ତାଙ୍କ ବାଡ଼ିରେ ପଶି ପନିପରିବା ଓ କଦଳୀଗଛ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ହାତୀ ଗର୍ଜନ ଶୁଣିବା ପରେ ଲୋକମାନେ ଉଠି ଟିଣ ବାଡ଼େଇ ହାତୀକୁContinue reading “ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀ ପଲ । ଲୋକଙ୍କ ଘରୁ ଟେକିନେଉଛନ୍ତି ଧାନ ବସ୍ତା । ନୀଳଗିରିରେ ଲୋକେ ଆତଙ୍କିତ”

ବିଜେଡି ବିରୋଧରେ ହେବ ଜୋରଦାର ଲଢେଇ, ଅପରାଜିତା କହିଲେ ପଦାଧିକାରୀ ବୈଠକରେ ଦ୍ୱନ୍ଦ୍ୱ ଦୂର କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।

କନକ ବ୍ୟୁରୋ : ୨୦୨୪ରେ ବିଜେଡି ବିରୋଧରେ ଜୋରଦାର ଲଢେଇ ହେବ । ରାଜ୍ୟ ବିଜେପି ପଦାଧିକାରୀ ବୈଠକରେ ବିଜେପି ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବୈଠକ ପରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବିଜେଡି ସହ କୌଣସି ମେଣ୍ଟ ନାହିଁ । ଯାହା ଦ୍ୱନ୍ଦ୍ୱ ଥିଲା ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ତାହା ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଂଟ ଦୂର କରିବାକୁContinue reading “ବିଜେଡି ବିରୋଧରେ ହେବ ଜୋରଦାର ଲଢେଇ, ଅପରାଜିତା କହିଲେ ପଦାଧିକାରୀ ବୈଠକରେ ଦ୍ୱନ୍ଦ୍ୱ ଦୂର କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।”

ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ । ଅଳ୍ପକେ ବର୍ତିଲେ ୨ ଜଣ ।

କନକ ବ୍ୟୁରୋ: ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବି. ବୈରାଗୀ । ତାଙ୍କ ବୟସ ୬୩ ବର୍ଷ ହେବ ବୋଲି ଜଣାପଡ଼ିଛି । ଭୋର ୪ଟା ବେଳେ ବି. ବୈରାଗୀ. ଏମ.ବାଲାରାଜୁ, ଓ ଏମ.ସିମୁଡ଼ୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ଼ ଲହଡ଼ିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବୈରାଗୀ ଗୁରୁତର ହେବାରୁ ତାଙ୍କୁContinue reading “ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ । ଅଳ୍ପକେ ବର୍ତିଲେ ୨ ଜଣ ।”

ବିଜେଡି ସାଂସଦଙ୍କୁ ନୂଆ ଦାୟିତ୍ୱ । ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ…

କନକ ବ୍ୟୁରୋ: ବିଜେଡି ସାଂସଦଙ୍କୁ ଦିଆଯାଇଛି ନୂଆ ଦାୟିତ୍ୱ । ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ରହିଛି ୭ଟି ବିଧାନସଭା ଆସନ । ପୂର୍ବରୁ ବ୍ରହ୍ମପୁର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ମାନସ ମଙ୍ଗରାଜ । ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ଦାୟିତ୍ୱ ମିଳିଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲା ଦାୟିତ୍ୱ । ସେହିଭଳି ଅମରେଶ ଜେନାଙ୍କୁ ମିଳିଛି ବୌଦ୍ଧ ଜିଲ୍ଲାContinue reading “ବିଜେଡି ସାଂସଦଙ୍କୁ ନୂଆ ଦାୟିତ୍ୱ । ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ…”

Design a site like this with WordPress.com
Get started