କନକ ବ୍ୟୁରୋ: ଏଆଇ, ମାନବ ଲଢେଇ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର । ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁୁଗୁଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇର ବିନିଯୋଗ କରି କର୍ମଚାରୀ ସଂଖ୍ୟା କମାଇବାକୁ ଯୋଜନା କରିଛି ଏହି ଆମେରୀକିୟ କମ୍ପାନୀ । ଏଆଇରର ବିନିଯୋଗ କରି ଗୁଗୁଲ ‘ଜେମିନି’, ‘ଗୁୁଗୁଲ ବାର୍ଡ’ ଭଳି ବିଶକିତ ପ୍ଲାଟଫର୍ମ ତିଆରି କରିବାକୁ ଘୋଷଣା କରିଛି । ଏପରି ସ୍ଥିତିରେ ଗୁଗୁଲ ତାର ସେଲ୍ସ ବିଭାଗରେ ପୁନଃସଙ୍ଗଠିତContinue reading “୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ପୂର୍ବରୁ ଛଟେଇ ହୋଇଥିଲେ ୧୨ ହଜାର କର୍ମଚାରୀ ।”
Category Archives: News
ଶୀତ ଋତୁରେ ବି କମୁନି ପରିବା ଦର । ବ୍ରହ୍ମପୁରରେ ସବୁ ପରିବା ଦାମ୍ ୫୦ ଉପରେ ।
କନକ ବ୍ୟୁରୋ: ମାର୍ଗଶୀର ସରି ପୁଷମାସ ଆରମ୍ଭ ହେଲାଣୀ । କିନ୍ତୁ ବ୍ରହ୍ମପୁର ବଜାରରେ ଏବେ କୌଣସି ପରିବା ୫୦ ଟଙ୍କାରୁ କମ ନୁହଁ । ବଜାରରେ ଫୁଲବୋବି ୫୦ଟଙ୍କାରୁ କମ ନାହିଁ, ବନ୍ଧ ମଦ୍ୟ ଉଚ ଦର ରହିଥିବା ବେଳେ ବିନ ୮୦, କଟିକି ୬୦, ବାଇଗଣ ୫୦ ରୁ ୬୦, ଛୁଇଁ ୧୦୦, ଟମାଟ ୩୦ ରୁ ୪୦, ଫଳକୋବି ୫୦ କ୍ୟପସିକମ ୧୦୦, ଭେଣ୍ଡି ୬୦ ଟଙ୍କା ଦରରେ ବିକ୍ରି ହେଉଛି ।Continue reading “ଶୀତ ଋତୁରେ ବି କମୁନି ପରିବା ଦର । ବ୍ରହ୍ମପୁରରେ ସବୁ ପରିବା ଦାମ୍ ୫୦ ଉପରେ ।”
ମଣ୍ଡିରେ ପଶି ଧାନ ଖାଇଯାଉଛି ହାତୀ । ଚିନ୍ତାରେ ସମ୍ବଲପୁର ଚାଷୀ ।
କନକ ବ୍ୟୁରୋ: ଗୋଟେପଟେ ମଣ୍ଡି ସମସ୍ୟା ଚାଷୀଙ୍କ ନିଦ ହଜାଇଦେଇଥିବା ବେଳେ ଅନ୍ୟପଟେ ବଢିଯାଇଛି ହାତୀଙ୍କ ଦୈାରାତ୍ମ୍ୟ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ ମଣ୍ଡିକୁ ଆସୁ ନାହାଁନ୍ତି ମିଲର । ଫଳରେ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ୱିଂଟାଲ ଧାନ । ବକ୍ସମା ମଣ୍ଡି ଓଡିମିରିମୁଣ୍ଡା ମଣ୍ଡିରେ ପ୍ରାୟ ୩୫ ରୁ ୪୦ ହଜାର ପ୍ୟାକେଟ ଧାନ ପଡିରହିଛି । ହେଲେ ସରକାରୀ ଉଦାସୀନତା ଯୋଗୁଁ ମଣ୍ଡିକୁ ମିଲର ନ ଆସିବାContinue reading “ମଣ୍ଡିରେ ପଶି ଧାନ ଖାଇଯାଉଛି ହାତୀ । ଚିନ୍ତାରେ ସମ୍ବଲପୁର ଚାଷୀ ।”
ନୂଆ ବର୍ଷରୁ କାର୍ଯ୍ୟକାରୀ ଡିଜି! ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନିଲ ବଂଶଲ । ଅରୁଣ ଷଡ଼ଙ୍ଗୀଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।
କନକ ବ୍ୟୁରୋ: ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ଏହା ପୂର୍ବରୁ ପରବର୍ତୀ ଡିଜି ପାଇଁ ନାମ ଚୂଡାନ୍ତ ହେବା କଥା । ହେଲେ ଏନେଇ କୌଣସି ବୈଠକ ବସିପାରିନାହିଁ । ବରିଷ୍ଠତା ଦୃଷ୍ଟିରୁ ୟୁପିଏସ୍ସି ଯେଉଁ ତିନି ଜଣ ଅଧିକାରୀଙ୍କ ନାଁ ସୁପାରିସ କରିବା କଥା ତାହା ଏଯାଏଁ ଆସିପାରିନଥିବା କୁହାଯାଉଛି । ତେଣୁ ନୂଆ ବର୍ଷରୁ ନୂଆ ଡିଜିପି ନିଯୁକ୍ତ ହେବା ସମ୍ଭାବନା କମ୍ । ତେଣୁ କାର୍ଯ୍ୟକାରୀContinue reading “ନୂଆ ବର୍ଷରୁ କାର୍ଯ୍ୟକାରୀ ଡିଜି! ଆସନ୍ତାକାଲି ଅବସର ଗ୍ରହଣ କରିବେ ପୋଲିସ ଡିଜି ସୁନିଲ ବଂଶଲ । ଅରୁଣ ଷଡ଼ଙ୍ଗୀଙ୍କୁ ମିଳିପାରେ ନୂଆ ଦାୟିତ୍ୱ ।”
ଓଡ଼ିଶାରେ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ । ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡ଼ିଓ କନଫରେନ୍ସିଂରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।
କନକ ବ୍ୟୁରୋ: ଆଜି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟା ଧାନ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଳୁରୁ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ । ଏହି ଟ୍ରେନ୍ ପୂର୍ବତଟ ରେଳପଥ ଦେଇ ଚାଲିବ ଓ ଏଥିରେ ଓଡ଼ିଶା ରହିଛି । ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍, ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଜଣେ ଲେଖାଏଁ ଜନ ପ୍ରତିନିଧି ଏହି ଟ୍ରେନ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେContinue reading “ଓଡ଼ିଶାରେ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ । ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡ଼ିଓ କନଫରେନ୍ସିଂରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।”
‘ସେଲ୍ଫି’ ଉଠାଉଥିଲେ ନବବିବାହିତା ତରୁଣୀ; ୨୦୦ ଫୁଟ୍ ଗଭୀର ଖାଇରେ ପଡ଼ି ଗଲା ଜୀବନ
କନକ ବ୍ୟୁରୋ: ମହାରାଷ୍ଟ୍ରର ପ୍ରବାଳଗଡ଼ ଦୁର୍ଗ ଉପରେ ‘ସେଲ୍ଫି’ ଉଠାଇବା ବେୁଳେ ପୁଣେର ଜଣେ ନବବିବାହିତା ୨୪ ବର୍ଷୀୟ ତରୁଣୀ ୨୦୦ ଫୁଟ୍ ତଳେ ଥିବା ଖାଇରେ ପଡ଼ି ପ୍ରାଣ ହରାଇଥିବା କଥା ପୁଲିସ କହିଛି। ଗୁରୁବାର ଅପରାହ୍ନରେ ଘଟିଥିବା ଏହି ଘଟଣାକୁ ପନବେଲ୍ ତାଲୁକ ପୁଲିସ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ପଞ୍ଜିକରଣ କରିଛି। ପ୍ରାପ୍ତ ତଥ୍ୟରେ ଉଲ୍ଲେଖ ଅଛି, ମୃତା ତରୁଣୀ ହେଉଛନ୍ତି ପୁଣେ ଅନ୍ତର୍ଗତ ତତ୍ତବାଡ଼ିବାସିନୀ ଶୁଭାଙ୍ଗୀ ପଟେଲ୍। ଶୁଭାଙ୍ଗୀ ଓ ତାଙ୍କର ୨୭Continue reading “‘ସେଲ୍ଫି’ ଉଠାଉଥିଲେ ନବବିବାହିତା ତରୁଣୀ; ୨୦୦ ଫୁଟ୍ ଗଭୀର ଖାଇରେ ପଡ଼ି ଗଲା ଜୀବନ”
ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଏଚଆର ବିଶ୍ୱାସ ଆରଏମସି କୋଲକାତାକୁ ବଦଳି ।
କନକ ବ୍ୟୁରୋ: ଡକ୍ଟର ମନୋରମା ମହାନ୍ତି ହେଲେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି । ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନାତକୋତର ହାସଲContinue reading “ଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ । ଏଚଆର ବିଶ୍ୱାସ ଆରଏମସି କୋଲକାତାକୁ ବଦଳି ।”
ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । କାଲିମେଳା ଏମଭି-୯୬ ପୋଲ ନିକଟରେ ସଡ଼କ ଦୁର୍ଘଟଣା ।
କନକ ବ୍ୟୁରୋ: କାଲିମେଳା ଏମଭି-୯୬ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଅଜଣା ଗାଡ଼ି ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୨ଜଣ ବ୍ୟକ୍ତି ପିଣ୍ଡିକୋଣ୍ଡା ଗାଁର ବୋଲି ଜଣାପଡ଼ିଛି । ପିଣ୍ଡିକୋଣ୍ଡା ଗାଁର ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କାଲିମେଳା ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣାContinue reading “ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । କାଲିମେଳା ଏମଭି-୯୬ ପୋଲ ନିକଟରେ ସଡ଼କ ଦୁର୍ଘଟଣା ।”
ଏବେ ଶୁଖିଲା ପଡିଛି ବାଲେଶ୍ୱରର ପର୍ଯ୍ୟଟନସ୍ଥଳୀ ରିଷିଆ ଡ୍ୟାମ୍ । ଆସୁନାହାଁନ୍ତି ପର୍ଯ୍ୟଟକ, କ୍ରିକେଟ ଖେଳୁଛନ୍ତି ପିଲା ।
କନକ ବ୍ୟୁରୋ: ହାଲୁକା ଶୀତକୁ କଅଁଳ ବସନ୍ତର ସ୍ପର୍ଶ, ପର୍ଯ୍ୟଟକଙ୍କ ମନରେ ଅନେକ ଆଶା ଓ ଉଦୀପନା ସୃଷ୍ଟି କରିଛି । ଏହାକୁ ଉପଭୋଗ କରିବାକୁ ପର୍ଯ୍ୟଟନୀ ସ୍ଥଳରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ । ହେଲେ ଶୀତ ରୁତୁରେ ଶୁଖିଲା ପଡିଛି ରିଷିଆ ବନ୍ଧ । ଯାହା ଦିନେ ଏକର ଏକର ଜମିକୁ ପାଣି ଯୋଗାଉଥିଲା, ତାହା ଏବେ ସ୍ଥାନୀୟ ପିଲାଙ୍କ ପାଇଁ ପାଲଟିଛି ଖେଳପଡିଆ । ରିଷିଆ ଡ୍ୟାମ । ପ୍ରକୃତିର ନିବାସ ।Continue reading “ଏବେ ଶୁଖିଲା ପଡିଛି ବାଲେଶ୍ୱରର ପର୍ଯ୍ୟଟନସ୍ଥଳୀ ରିଷିଆ ଡ୍ୟାମ୍ । ଆସୁନାହାଁନ୍ତି ପର୍ଯ୍ୟଟକ, କ୍ରିକେଟ ଖେଳୁଛନ୍ତି ପିଲା ।”
ନୂଆ ବର୍ଷ ୨୦୨୪ ପାଳିବ ନାହିଁ ପାକିସ୍ତାନ । ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ ଅନୱାର୍ଲ ହକ୍ କକରଙ୍କ ଅପିଲ ।
କନକ ବ୍ୟୁରୋ: ପାକିସ୍ତାନ ପାଳିବ ନାହିଁ ନୂଆ ବର୍ଷ ୨୦୨୪ । ଆର୍ଥିକ ସଙ୍କଟରେ ପଡିଥିବା ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ କାମଚଳା ପ୍ରଧାନମନ୍ତ୍ରୀ ଅନୱାର୍ଲ ହକ୍ କକର କହିଛନ୍ତି । ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ପାକିସ୍ତାନରେ ନୂଆବର୍ଷ ପାଈଁ କୌଣସି ପ୍ରକାରର କାର୍ଯ୍ୟକ୍ରମକୁ ବ୍ୟାନ୍ କରାଯାଇଛି । ଏକ ଭିଡିଓ ମେସେଜରେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ କହିଛନ୍ତି. ପାଲେଷ୍ଟାଇନ ଉପରେContinue reading “ନୂଆ ବର୍ଷ ୨୦୨୪ ପାଳିବ ନାହିଁ ପାକିସ୍ତାନ । ପାକିସ୍ତାନବାସୀଙ୍କୁ ନୂଆବର୍ଷ ପାଳନ ନକରିବାକୁ ଅନୱାର୍ଲ ହକ୍ କକରଙ୍କ ଅପିଲ ।”