କନକ ବ୍ୟୁରୋ :ମା’ଟିଏ, କୁନି ପୁଅଟିକୁ ଧରି ଧାଇଁ ଆସିଥିଲା ପୁରୀ । ଠାକୁର ଦର୍ଶନ କରିବ, ପୁଅ ଓ ପରିବାର ପାଇଁ ଆର୍ଶୀବାଦ କାମନା କରିବ । ହେଲେ, ଭାଗ୍ୟରେ କ’ଣ ଥିଲା କେଜାଣି, ଠାକୁରଙ୍କ ଦର୍ଶନ ପାଇବା ପୂର୍ବରୁ ଘଟିଗଲା ଅଘଟଣ । ୨-୩ ବର୍ଷର ପିଲାଟିି, ଶ୍ରୀକ୍ଷେତ୍ରରେ ପାଦ ଦେଉ ଦେଉ ଉଲ୍ଲାସିତ ହୋଇ ଯାଇଥିଲା । ଖୁସିରେ ମା’ କୋଳରୁ ଓହ୍ଲାଇ ଆସି ବଡ଼ଦାଣ୍ଡରେ ଧାଇଁ ଗଲା ବେଳେ, କେଉଁଠି ଥିଲାContinue reading “ମା’ ସହିତ ପୁରୀ ଆସିଥିଲା କୁନିପୁଅ । ବଡଦାଣ୍ଡରେ କାମୁଡିଲା କୁକୁର, ପିଲା ଗୁରୁତର”
Category Archives: News
କରୋନା ପାଇଁ ଚିନ୍ତା: ୮ଶହ ପାଖପାଖି ପହଁଚିଲାଣି ଦୈନିକ ସଂକ୍ରମଣ, ଦିନକରେ ୭୯୭ ସଂକ୍ରମିତ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ ୭୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁୁରୁବାର ୭୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ୮ଶହ ପାଖରେ ପହଁଚିଛି ଦୈନିକ ସଂକ୍ରମଣ । ୨୨୫ ଦିନରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୫୭ଜଣ ଓମିକ୍ରନ ସବ୍ ଭ୍ୟାରିଆଂଟ ‘ଜେଏନ ଡଟ ୱାନ’ରେ ସଂକ୍ରମିତ ହୋଇଥିବାContinue reading “କରୋନା ପାଇଁ ଚିନ୍ତା: ୮ଶହ ପାଖପାଖି ପହଁଚିଲାଣି ଦୈନିକ ସଂକ୍ରମଣ, ଦିନକରେ ୭୯୭ ସଂକ୍ରମିତ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ “
କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । ଆପତି ଉଠାଇଲେ ଅଂଜନା ମିଶ୍ର, ପଠାଇଲେ ଲିଗାଲ୍ ନୋଟିସ୍
କନକ ବ୍ୟୁରୋ : ବାରଙ୍ଗ ୧୯୯୯… ଏ ହେଉଛି ବହୁ ଚର୍ଚ୍ଚିତ ୱେବ୍ ସିରିଜ ବାରଙ୍ଗ ୧୯୯୯ର ଟ୍ରେଲର । ଅଞ୍ଜନା ମିଶ୍ରଙ୍କ ବିରୋଧ ସତ୍ୱେ ଓଟିଟି ପ୍ଲାଟଫର୍ମ କଂଚାଲଙ୍କାରେ ରିଲିଜ ହୋଇସାରିଛି ବାରଙ୍ଗ ୧୯୯୯ । ହେଲେ ଏହାକୁ ରିଲିଜ କରାଇନଦେବା ପାଇଁ ପ୍ରଯୋଜନା ସଂସ୍ଥାକୁ ଲିଗାଲ ନୋଟିସ ପଠାଇଛନ୍ତି ଅଞ୍ଜନା ମିଶ୍ର । ୱେବ ସିରିଜରେ ତାଙ୍କ ଜୀବନ କାହାଣୀକୁ ଅବିକଳ ଚିତ୍ରଣ କରାଯାଇଥିଲେ ମଧ୍ୟ, ଏଥିପାଇଁ ତାଙ୍କଠାରୁ ଅନୁମତି ନିଆଯାଇନଥିବା କହିଛନ୍ତି ଅଞ୍ଜନାContinue reading “କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । ଆପତି ଉଠାଇଲେ ଅଂଜନା ମିଶ୍ର, ପଠାଇଲେ ଲିଗାଲ୍ ନୋଟିସ୍”
ନୂଆ ରୂପ ପାଇବ ପ୍ରକଳ୍ପ ପରିସରର ମଠ । ଦ୍ରୁତ ଗତିରେ ଚାଲିଛି ଉନ୍ନତିକରଣ କାମ
କନକ ବ୍ୟୁରୋ : ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ ଦିନ ରାତି ଏକ କରିଦେଇଛନ୍ତି ଓବିସିସି ଓ ଟାଟା ପ୍ରୋଜେକ୍ଟର ଇଞ୍ଜିନିୟର । ଏସବୁ ଭିତରେ ପ୍ରକଳ୍ପ ପରିସରରେ ଥିବା ମଠଗୁଡ଼ିକ ନୂଆ ରୂପ ପାଇବ । ମଠର ସ୍ଥିତି ଓ ଉନ୍ନତିକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁContinue reading “ନୂଆ ରୂପ ପାଇବ ପ୍ରକଳ୍ପ ପରିସରର ମଠ । ଦ୍ରୁତ ଗତିରେ ଚାଲିଛି ଉନ୍ନତିକରଣ କାମ”
କୋରାପୁଟ ଡଙ୍ଗା ବୁଡି ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା
କନକ ବ୍ୟୁରୋ: ଗତକାଲି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାତାଳୀ ନଦୀରେ ଡଙ୍ଗା ବୁଡି ଘଟଣା । ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । The post କୋରାପୁଟ ଡଙ୍ଗା ବୁଡି ଘଟଣା: ମୃତକଙ୍କContinue reading “କୋରାପୁଟ ଡଙ୍ଗା ବୁଡି ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା”
ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହେଲା କେମିତି ? ଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ହତ୍ୟା ନା’ ଆତ୍ମହତ୍ୟା?
କନକ ବ୍ୟୁରୋ : ଏଭଳି ଏକାଧିକ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । କିନ୍ତୁ ଏହାରି ଭିତରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗାଁରେ ପହଂଚିଛି କ୍ରାଇମବ୍ରାଂଚ୍ । ଘଟଣାସ୍ଥଳକୁ ଯାଇ କ୍ରାଇମବ୍ରାଂଚ୍ ଟିମ୍ ଛାନବିନ୍ କରିଥିବା ବେଳେ ପାଖପଡ଼ୋଶୀଙ୍କୁ ପଚାରିବୁଝିଛି । ବଡ଼ କଥା ହେଉଛି ଲକ୍ଷ୍ମୀ ମାଝୀ ରହୁଥିବା ମା’ ଗୃହରେ ମଧ୍ୟ ଯାଂଚ କରାଯାଇଛି । ଡିଏସପିଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ୍ ଟିମ୍ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତକୁ ବ୍ୟାପକ କରିଛନ୍ତି । ସେହିପରି ଉଭୟContinue reading “ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହେଲା କେମିତି ? ଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ହତ୍ୟା ନା’ ଆତ୍ମହତ୍ୟା?”
ଝିଅ ବାହାଘର ପାଇଁ ରଖିଥିଲେ ସୁନା । ଲୁଟେରା ବୁଲେଇଲେ କଳାକନା
କନକ ବ୍ୟୁରୋ : ଭୁବନେଶ୍ୱର ମଂଚେଶ୍ୱର ଥାନା ଅଧିନ ଚକେଇସିଆଣିର ଏଇ ଘର ଭିତରୁ ହୋଇଛି ଏକ ବଡ ଧରଣର ଲୁଟ । ଘର ମାଲିକ ଦେବଦତ୍ତ ସାମଲଙ୍କ ପରିବାର ଦୁଇଦିନ ପାଇଁ ଘର ଛାଡି ବାହାରକୁ ବୁଲିବାକୁ ଯାଇଥିଲେ । ଘରୁ ଯିବା ସମୟରେ ତାଙ୍କ ଘରେ ରହୁଥିବା ଭଡାଟିଆଙ୍କ ହାତରେ ଘରର ଚାବି ଦେଇ ଚାଲି ଯାଇଥିଲେ । ଆଉ ଫେରିବା ବେଳକୁ ଘର ଭିତରର ଚିତ୍ର ଦେଖିବା ପରେ ତାଙ୍କ ପାଦତଳୁ ମାଟିContinue reading “ଝିଅ ବାହାଘର ପାଇଁ ରଖିଥିଲେ ସୁନା । ଲୁଟେରା ବୁଲେଇଲେ କଳାକନା”
ଦିଲ୍ଲୀ ନେତାଙ୍କ ଓଡିଶା ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା । ଜାନୁଆରୀରେ ବିଜେପି କରିବ ଲୋକସଭା ପ୍ରାର୍ଥୀ ଘୋଷଣା !
କନକ ବ୍ୟୁରୋ : ବିଜେପିର କ୍ଷେତ୍ରୀ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ଓଡିଶାକୁ ଘନ ଘନ ଗସ୍ତ କରିବା ଓ ରାଜ୍ୟ ନେତୃତ୍ୱଙ୍କ ସହ ମାରାଥନ ବୈଠକ କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ମଧ୍ୟପ୍ରଦେଶ, ଛତିିଶଗଡ ଓ ରାଜସ୍ତାନରେ ଆଗୁଆ ପ୍ରାର୍ଥୀ ଘୋଷଣା କରି ସଫଳତା ପାଇବା ପରେ ଓଡିଶାରେ ବି ସମାନ ଫର୍ମୁଲା ଆପଣାଇ, ଜାନୁଆରୀରେ ଲୋକସଭାContinue reading “ଦିଲ୍ଲୀ ନେତାଙ୍କ ଓଡିଶା ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା । ଜାନୁଆରୀରେ ବିଜେପି କରିବ ଲୋକସଭା ପ୍ରାର୍ଥୀ ଘୋଷଣା !”
ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା: କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ
କନକ ବ୍ୟୁରୋ: ହାଇଟେକ ହସ୍ପିଟାଲ ବିସ୍ଫୋରଣ ଘଟଣା । ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା । କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ । ଏସି ପିଲିଂ ବେଳେ ସ୍ପାର୍କିଂ ହୋଇଥିଲା । ଏଥିରେ ଧନ ଜୀବନ କିଛି କ୍ଷତି ହୋଇନାହିଁ । ୩ରୁ ୪ ଜଣ ଆହତ ହୋଇଛନ୍ତି, ସେମାନଙ୍କ ଚିକିତ୍ସା ଚାଲିଛି । ସେମାନଙ୍କର ବିଶେଷ କିଛି ଘଟିନାହିଁ । ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଉ ସମସ୍ତେ ସୁସ୍ଥ ଥିବା ସୂଚନାContinue reading “ହାଇଟେକ ହସ୍ପିଟାଲ ପିଆରଓଙ୍କ ସୂଚନା: କହିଲେ, ଏହା କୌଣସି ବିସ୍ଫୋରଣ ନୁହେଁ”
ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ
କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିକେ ପାଣ୍ଡିଆନ ଟାର୍ଗେଟ କରିବା ପରେ ପାଣ୍ଡିଆନଙ୍କୁ ପାଲଟା ଟାର୍ଗେଟ କରିବା ସହ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି ରାଜନୀତିରେ କିଏ କାହାକୁ ପ୍ରଶ୍ନ କରିବାରେ କିଛି ଅସୁବିଧା ନାହିଁ । ହେଲେ ସେ ଆଗେ କୁହନ୍ତୁ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଅଭିଯୋଗପତ୍ର ଗ୍ରହଣ ପରେ କେଉଁଠି କଣ କରିଛନ୍ତି । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କର କଣ ପରିବର୍ତନ ହୋଇଛି ତାହାରContinue reading “ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ”