କନକ ବ୍ୟୁରୋ : ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକପାଦ ଆଗକୁ ବଢିଛି ଓଡ଼ିଶା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ ପରିସରକୁ ଆହୁରି ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ଏକ ଭିଡିଓ ବାର୍ତାରେ ଏ ସଂପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଂଚଳର ପ୍ରାୟ ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହେବେ । ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ’ ଜରିଆରେ ବିଏସକେୱାଇରୁ ବଂଚିତ ହୋଇଥିବା ଗ୍ରାମାଂଚଳର ଲୋକଙ୍କୁ ଜଟିଳContinue reading “ବଦଳିଯିବ ରାଜ୍ୟ ସ୍ୱାସ୍ଥ୍ୟସେବା ଚିତ୍ର । ‘ବିଏସକେୱାଇ ନବୀନ କାର୍ଡ’ର ଶୁଭାରମ୍ଭ”
Category Archives: News
ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ: ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବଢାଇଲେ ରାଜ୍ୟ ସରକାର
କନକ ବ୍ୟୁରୋ: ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୪ ଜୁନ ୩୦ ଯାଏଁ ବଢିଲା କାର୍ଯ୍ୟକାଳ । ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା । The post ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ: ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବଢାଇଲେ ରାଜ୍ୟ ସରକାର first appeared on KanakContinue reading “ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ: ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବଢାଇଲେ ରାଜ୍ୟ ସରକାର”
ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ବଡ ସଫଳତା । ଚଳିତ ବର୍ଷ ସଂଗ୍ରହ ହୋଇଛି ୧ ଲକ୍ଷ ୟୁନିଟ୍ ରକ୍ତ
କନକ ବ୍ୟୁରୋ : ଓଡ଼ିଶା-ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ ସମୁଦାୟ ୧ଲକ୍ଷ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ବର୍ଷତମାମ, ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ଜରିଆରେ ଏହି ସଫଳତା ହାସଲ ହୋଇପାରିଛି । ଯେପରି ରକ୍ତ ବିନା କୌଣସି ଓଡ଼ିଆଙ୍କ ଜୀବନ ବିପଦରେ ନପଡ଼ିବ, ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ୨୦୨୦ ମସିହା ଅଗଷ୍ଟ ୯Continue reading “ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ବଡ ସଫଳତା । ଚଳିତ ବର୍ଷ ସଂଗ୍ରହ ହୋଇଛି ୧ ଲକ୍ଷ ୟୁନିଟ୍ ରକ୍ତ”
ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ।୩ରୁ ୪ ଜଣ ଗୁରୁତର
କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ ହାଇଟେକ ହସ୍ପିଟାଲରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ରୁ ୪ ଜଣ ଗୁରୁତର ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ମେଡିକାଲ ଭିତରେ ଏସି ଫିଲିଂ ବେଳେ ସ୍ପାର୍କିଂ ହୋଇ ବିସ୍ଫୋରଣ ହୋଇଥିବାର କୁହାଯାଉଛି । ଏନେଇ ହାଇଟେକ୍ ହସ୍ପିଟାଲର ଜନ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି । The post ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ।୩ରୁ ୪ ଜଣ ଗୁରୁତର first appeared on Kanak News.Continue reading “ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ।୩ରୁ ୪ ଜଣ ଗୁରୁତର”
ନୂଆ ବର୍ଷର ଆଗମନରେ ପର୍ଯ୍ୟଟନ ସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବୁଲା ବୁଲି ପାଇଁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ‘ହଦଗଡ଼’ଡ୍ୟାମ
କନକ ବ୍ୟୁରୋ : ସାଳନ୍ଦୀ ନଦୀ ଉପରେ ଡ୍ୟାମ ନିର୍ମାଣ ହୋଇଥିଲା ଚାଷୀଙ୍କ ପାଇଁ । ହେଲେ କିଏ ଜାଣିଥିଲା ଦିନେ ତାହା ପର୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ସ୍ଥାନ ପାଇବ । ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬ କିଲୋମିଟର ଉତ୍ତରକୁ ଗଲେ ପଡେ ହଦଗଡ଼ ଡ୍ୟାମ। ବଣ ପାହାଡ ଘେରା ପ୍ରାକୃତିକ ପରିବେଶ ଓ ଜଳଭଣ୍ଡାରର ନୀଳ ଜଳ ରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଦୂର ଦିଗବଳୟ ଯାଏଁ ଲମ୍ବିଛି ଜଳରାଶି। ହୁଲିContinue reading “ନୂଆ ବର୍ଷର ଆଗମନରେ ପର୍ଯ୍ୟଟନ ସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବୁଲା ବୁଲି ପାଇଁ ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ‘ହଦଗଡ଼’ଡ୍ୟାମ”
ଋଣ ଦେବ କହି ଠକି ଦେଲା ବ୍ୟାଙ୍କ । ୬ ଲକ୍ଷର ଋଣ ପାଇଁ କରାଇଲେ ୩ ଲକ୍ଷର ବୀମା, ପରେ ସିଭିଲ ରେକର୍ଡ ଭଲ ନଥିବା କହି ଋଣ ଦେଲେ ନାହିଁ
କନକ ବ୍ୟୁରୋ : ରାଜ୍ୟ ସରକାର କୃଷକଙ୍କ ସୁବିଧା ପାଇଁ ଯୋଜନା କରୁଛନ୍ତି । ଚାଷୀର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ହେଲେ ଚାଷୀ ଉପକୃତ ହେବା ବଦଳରେ ଓଲଟା ଠକାମିର ଶିକାର ହେଉଛନ୍ତି । ଜୟପୁରରେ ଆୟୋଜିତ କୃଷି ଯନ୍ତ୍ରପାତି ମେଳାରେ କୃଷିମନ୍ତ୍ରୀଙ୍କ ସାଙ୍ଗକୁ ଜିଲ୍ଳାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । କୃଷକଙ୍କୁ ଏଗ୍ରୋ ସର୍ଭିସ ଯୋଜନାରେ ଚୟନ କରି, ପଚାଶ ପ୍ରତିଶତ ଛାଡ଼ରେ ରୁଣ ପ୍ରଦାନ କରିବା ପାଇଁContinue reading “ଋଣ ଦେବ କହି ଠକି ଦେଲା ବ୍ୟାଙ୍କ । ୬ ଲକ୍ଷର ଋଣ ପାଇଁ କରାଇଲେ ୩ ଲକ୍ଷର ବୀମା, ପରେ ସିଭିଲ ରେକର୍ଡ ଭଲ ନଥିବା କହି ଋଣ ଦେଲେ ନାହିଁ”
ଆଧ୍ୟାତ୍ମିକମୟ ବୌଦ୍ଧ ସହର । ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ହୋଇଛି ଶ୍ରୀଜିଉଙ୍କ ୩୨ ବେଶ ଉତ୍ସବ
କନକ ବ୍ୟୁରୋ : ଭାବ ବିନୋଦିଆ ଭାବର ଠାକୁର କାଳିଆ ସାଆନ୍ତ । ବଳିଆର ଭୁଜଙ୍କ ବିଭିନ୍ନ ବେଶ ଦେଖି ଭକ୍ତ ଆଖି ଛଳଛଳ । ଶ୍ରୀଜିଉଙ୍କ ଆଗରେ ହାତ ଟେକି ନିଜକୁ ସମର୍ପି ଦେଇଛନ୍ତି ଭକ୍ତ । ଗୋଟିଏ ସ୍ଥାନରେ ମହାପ୍ରଭୁଙ୍କ ୩୨ ପ୍ରକାର ବେଶ ଦେଖି ଆତ୍ମବିଭୋର ସମସ୍ତେ । ଜଗନ୍ନାଥମୟ ହୋଇଛି ବୌଦ୍ଧ ଜଗନ୍ନାଥ ମନ୍ଦିର ପରିସର । ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ, ଜଗାନନ ବେଶ, ହରିହର ବେଶ, ଗଜଉଦ୍ଧାରଣ ବେଶ, ବାଙ୍କଚୂଡContinue reading “ଆଧ୍ୟାତ୍ମିକମୟ ବୌଦ୍ଧ ସହର । ଜଗନ୍ନାଥ ମନ୍ଦିରର ପରିସରରେ ଆୟୋଜିତ ହୋଇଛି ଶ୍ରୀଜିଉଙ୍କ ୩୨ ବେଶ ଉତ୍ସବ”
ବଲାଙ୍ଗୀର ସହରରେ କେବେ ହେବ ବାଇପାସ । ୨୪ ବର୍ଷ ତଳର ପରିକଳ୍ପନା କେବେ ନେବ ବାସ୍ତବ ରୂପ
କନକ ବ୍ୟୁରୋ : ବଲାଙ୍ଗିର ସହରର ଛାତି ଦେଇ ଲମ୍ବିଛି ୫୬ ନମ୍ବର ଜାତୀୟ ରାଜପଥ ଓ ଗୋଟିଏ ରାଜ୍ୟ ରାଜପଥ । ସହରରେ ବହୁଳ ମାତ୍ରାରେ ଭାରି ଯାନବାହାନ ଚଳପ୍ରଚଳ କରୁଛି । ବରଗଡ-ବୋରିଗୁମ୍ମା ଓ ସୋନପୁର ପଟୁ ଆଉ ଏକ ବ୍ୟସ୍ତ ବହୁଳ ରାସ୍ତାରେ ପ୍ରତିଦିନ ବଡବଡ ଟ୍ରକ, କଂଟେନର ଯିବା ଆସିବା କରୁଛି । ଫଳରେ ସହରରେ ବାରମ୍ବାର ଦୁର୍ଘଟଣା ଘଟୁଛି । ତେଣୁ ବଲାଙ୍ଗିରରେ ବାଇପାସ କରିବା ପାଇଁ ବାରମ୍ବାର ବିଭିନ୍ନContinue reading “ବଲାଙ୍ଗୀର ସହରରେ କେବେ ହେବ ବାଇପାସ । ୨୪ ବର୍ଷ ତଳର ପରିକଳ୍ପନା କେବେ ନେବ ବାସ୍ତବ ରୂପ”
କନ୍ଧମାଳରୁ କେରଳ ଯାଉଛି ଦାଦନ ବସ୍ । ପ୍ରତି ଶୁକ୍ରବାର ଦିନ ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ଯାଉଛି ବସ୍
କନକ ବ୍ୟୁରୋ : କନ୍ଧମାଳରୁ ଦାଦନ ବସ ସେବା ଆରମ୍ଭ । କନ୍ଧମାଳ ଜିଲ୍ଲାରୁ କେରଳ ଦାଦନ ଖଟିବାକୁ ଯିବା ପାଇଁ ବସ ଯାତାୟାତ କରୁଛି । ଜିଲ୍ଳାର ଫୁଲବାଣୀ ସଦର ମହକୁମା ଠାରୁ ଆରମ୍ଭ କରି ରାଇକିଆ, ଜି ଉଦୟଗିରି, ଦାରିଙ୍ଗବାଡି, ଟିକାବାଲି, ଚକାପାଦ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ଓ କୋଟଗଡ ଅଂଚଳରୁ ଲୋକେ ଦାଦନ ଖଟିବାକୁ ଏହି ବସରେ ଯାତାୟାତ କରିଥାନ୍ତି । ଏହି ଜିଲ୍ଲାରୁ ଶହ ଶହ ଦାଦନ ବାହାର ରାଜ୍ୟକୁ ଟ୍ରେନରେ ଯାଇଥିବାContinue reading “କନ୍ଧମାଳରୁ କେରଳ ଯାଉଛି ଦାଦନ ବସ୍ । ପ୍ରତି ଶୁକ୍ରବାର ଦିନ ୫୦ ଶ୍ରମିକଙ୍କୁ ନେଇ ରାଇକିଆରୁ କେରଳ ଯାଉଛି ବସ୍”
ଅମଳ ବେଳେ ଚାଷୀଙ୍କ ଅକଲ ଗୁଡୁମ୍ କଲେଣି ବାରହା । ଦିନରେ ଜଙ୍ଗଲରେ ରହି ରାତିରେ ଧାନ ବିଲରେ କରୁଛନ୍ତି ଉତ୍ପାତ
କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର, ରାମନଗର, ଖରିନାସି, ଜମ୍ବୁ. ସୁନିତି, ଗଗୁଆ ଏବଂ ଲାଂଜୁଡା ପଂଚାୟତର ବିଭିନ୍ନ ଅଂଚଳରେ ଜଙ୍ଗଲି ବାରହା ଆତଙ୍କ । ଦିନରେ ଜଙ୍ଗଲରେ ରହୁଥିବା ବାରହା ରାତିରେ ଦଳ ଦଳ ହୋଇ ଧାନ ବିଲରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି । ଫସଲକୁ ବାରହା କବଳରୁ ସୁରକ୍ଷା ଦେବା ପାଇଁ ଚାଷୀ ବିଲ ହିଡରେ ମଂଚା ବାନ୍ଧି ଦିନ ରାତି ଜଗି ରହୁଛନ୍ତି । ଅନ୍ଧାରContinue reading “ଅମଳ ବେଳେ ଚାଷୀଙ୍କ ଅକଲ ଗୁଡୁମ୍ କଲେଣି ବାରହା । ଦିନରେ ଜଙ୍ଗଲରେ ରହି ରାତିରେ ଧାନ ବିଲରେ କରୁଛନ୍ତି ଉତ୍ପାତ”