ମାଉଣ୍ଟ ଏଭରେଷ୍ଟ ବିଜୟର ୭୦ ତମ ବାର୍ଷିକୀ, ୫୦୦  ପର୍ବତାରୋହୀଙ୍କ ସହ ୪ ଜଣ ଭାରତୀୟ ଶିଖରରେ ପାଳନ କଲେ ଉତ୍ସବ ।

୧୯୫୩ ମସିହାରେ ହିଲାରୀ-ନର୍ଗେ ଏଭରେଷ୍ଟ ଉପରକୁ ଚଢିବା ପରେ ଏ ଯାଏ ପ୍ରାୟ ୭୦୦୦ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢି ପାରିଛନ୍ତି । ଏହି ସମୟ ମଧ୍ୟରେ ୩୦୦ ରୁ ଅଧିକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ୨୦୨୩  ମସିହାରେ, ୧୦୩ ଜଣ ମହିଳାଙ୍କ ସମେତ ମୋଟ ୪୭୮ ପର୍ବତାରୋହୀ ସଫଳତାର ସହ ଏଭରେଷ୍ଟ ପର୍ବତ ଉପରକୁ ଚଢିଛନ୍ତି । ମାଉଣ୍ଟ ଏଭରେଷ୍ଟକୁ ବିଜୟ କରିବାର କ୍ରେଜ ୭୦ ବର୍ଷ ପରେContinue reading “ମାଉଣ୍ଟ ଏଭରେଷ୍ଟ ବିଜୟର ୭୦ ତମ ବାର୍ଷିକୀ, ୫୦୦  ପର୍ବତାରୋହୀଙ୍କ ସହ ୪ ଜଣ ଭାରତୀୟ ଶିଖରରେ ପାଳନ କଲେ ଉତ୍ସବ ।”

ଭାରତରେ କାହିଁକି ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ, କ’ଣ ଥିଲା ପ୍ରକୃତ ଉଦ୍ଦେଶ୍ୟ?

କନକ ବ୍ୟୁରୋ : ବିମୁଦ୍ରିକରଣର ସମୟ ସମସ୍ତଙ୍କର ମନେ ଥିବ । ଯେତେବେଳେ ଗୋଟିଏ ମାତ୍ର ଝଟକାରେ ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କାର ନୋଟ ସାଧାରଣ କାଗଜ ଖଣ୍ଡ ହୋଇଯାଇଥିଲା  । କିନ୍ତୁ ଏହା ପୂର୍ବରୁ ଭାରତରେ ଶୂନ ଟଙ୍କାର ନୋଟ ଛପା ମଧ୍ୟ ହୋଇସାରିଥିଲା । ଏହି ନୋଟ୍ ଏତେ ପ୍ରଭାବଶାଳୀ ଥିଲା ଯେ ଏହାର ଚାହିଦା ସବୁଆଡେ ବଢି ଚାଲିଥିଲା । ହେଲେ ଏହି ନୋଟର କୌଣସି ମୂଲ୍ୟ ନଥିଲା । ଏହିContinue reading “ଭାରତରେ କାହିଁକି ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ, କ’ଣ ଥିଲା ପ୍ରକୃତ ଉଦ୍ଦେଶ୍ୟ?”

ନୟାପଲ୍ଲୀ ପୋଲିସ ହାତରେ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ । ଦିନରେ ଫେରି କରି ରାତିରେ କରୁଥିଲେ ଲୁଟ୍ପାଟ୍ , ସୁନା ଓ ରୂପା ଅଳଙ୍କାର ସହ ଗାଡ଼ି ଜବତ

କନକ ବ୍ୟୁରୋ : ପୁଲିସ ହାତରେ ଧରାପଡ଼ିଲା ବଂଜାରା ଲୁଟେରା । କବାଡିଆ ଦୋକାନୀ ଓ କମ୍ବଳ ବେପାରୀଙ୍କ କାରନାମା ଦେଖି ତାଜୁବ ପୁଲିସ । ବାହାରୁ ଆସି ଭୁବନେଶ୍ୱରରେ ଚଳାଇଛନ୍ତି ଲୁଟ୍   । ନୟାପଲ୍ଲୀ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ହାତରେ ଧରାପଡ଼ିଛନ୍ତି ୫ଜଣିଆ ବଂଜାରା ଲୁଟେରା ଗ୍ୟାଙ୍ଗ । ଦିନରେ ଅଭିଯୁକ୍ତମାନେ ଫେରି କରନ୍ତି ଏବଂ ରାତିରେ ଲୁଟ୍ କରନ୍ତି । ଅଭିଯୁକ୍ତଙ୍କ ଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ୫ଟିContinue reading “ନୟାପଲ୍ଲୀ ପୋଲିସ ହାତରେ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ । ଦିନରେ ଫେରି କରି ରାତିରେ କରୁଥିଲେ ଲୁଟ୍ପାଟ୍ , ସୁନା ଓ ରୂପା ଅଳଙ୍କାର ସହ ଗାଡ଼ି ଜବତ”

କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା । ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ଗତକାଲି ଯାଇଥିଲା ଜଣଙ୍କ ଜୀବନ

କନକ ବ୍ୟୁରୋ : କୋରାପୁଟରେ ପାତଳୀ ନଦୀରେ ଡଙ୍ଗା ବୁଡି ଘଟଣା । ନିଖୋଜ ଥିବା ୪ ଜଣଙ୍କୁ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଓଡ୍ରାଫ ଟିମ୍ ଓ ନନ୍ଦପୁର ଅଗ୍ନିଶମ ବିଭାଗ ଦ୍ୱାରା ନଦୀରୁ ନିଖୋଜ ୪ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଜି ଶଶିରେଖା ଆର୍ଲବ, ନବିନା ଆର୍ଲବ, ପୁଷ୍ପାଞ୍ଜଳି ଆର୍ଲବ ଓ କ୍ରାନ୍ତି ସୀସାଙ୍କ ମୃତଦେସହ ଉଦ୍ଧାର କରାଯାଇଛି । ଗତକାଲି ତାନସିଂ ଘାଟ ନିକଟରେ ଲାଲ୍ମଣି ସୀମାଙ୍କ ମର ଶରୀରContinue reading “କୋରାପୁଟ ପାତାଳି ନଦୀରେ ଡଙ୍ଗାବୁଡ଼ି ଘଟଣା । ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ଗତକାଲି ଯାଇଥିଲା ଜଣଙ୍କ ଜୀବନ”

କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । କାହାରି ଚରିତ୍ର ସଂହାର କରାଯାଇନଥିବା ସଫେଇ ରଖିଲେ ପ୍ରଯୋଜନା ସଂସ୍ଥା

କନକ ବ୍ୟୁରୋ : କଂଚାଲଙ୍କା ଓଟିଟିରେ ରିଲିଜ୍ ହୋଇଥିବା ‘ବାରଙ୍ଗ-୧୯୯୯’କୁ ନେଇ ବିବାଦ । କଂଚାଲଙ୍କାକୁ ଏନେଇ ଲିଗାଲ ନୋଟିସ୍ ପଠାଇଛନ୍ତି ଅଂଜନା ମିଶ୍ର । ଏହି ବାରଙ୍ଗ-୯୯ ଚଳଚିତ୍ରରେ ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀକୁ ଅବିକଳ ଚିତ୍ରଣ କରାଯାଇଥିବା ଅଭିଯୋଗ କରିଛନ୍ତି । କନକ ନ୍ୟୁଜକୁ ଏନେଇ ପ୍ରତିକ୍ରିୟା ଦେଇ ଅଂଜନା କହିଛନ୍ତି, ପ୍ରଯୋଜନା ସଂସ୍ଥାକୁ ଲିଗାଲ ନୋଟ୍ିସ୍ ମାଧ୍ୟମରେ ୭୨ଘଂଟାର ସମୟ ଦିଆଯାଇଛି । ଏହି ସମୟ ଭିତରେ ଫିଲ୍ମକୁ ଉଠାଇ ନିଆନଗଲେ କୋର୍ଟଙ୍କContinue reading “କଂଚାଲଙ୍କା ଓଟିଟିରେ ରିଲିଜ ହେଲା ବାରଙ୍ଗ-୧୯୯୯ । କାହାରି ଚରିତ୍ର ସଂହାର କରାଯାଇନଥିବା ସଫେଇ ରଖିଲେ ପ୍ରଯୋଜନା ସଂସ୍ଥା”

ପାକିସ୍ତାନରେ ନୂଆ ନିୟମ । ନୂଆ ବର୍ଷ ପାଳନ କରିପାରିବେ ନାହିଁ ପାକିସ୍ତାନୀ ।

ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ନିଷିଦ୍ଧ କରିଛନ୍ତି ।  ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା ପାଇଁ ନିଷ୍ପତି ନେଇଛି ।ଆମ  ସରକାର କୌଣସି ବି ପ୍ରକାର ନୂଆବର୍ଷ ପାଳନ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଇବେ । ହମାସ ଦ୍ୱାରା ପରିଚାଳିତ ଗାଜାରେ ଥିବାContinue reading “ପାକିସ୍ତାନରେ ନୂଆ ନିୟମ । ନୂଆ ବର୍ଷ ପାଳନ କରିପାରିବେ ନାହିଁ ପାକିସ୍ତାନୀ ।”

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ

କନକ ବ୍ୟୁରୋ : ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ପ୍ରତି ବୁଥରୁ ୫୦ପ୍ରତିଶତରୁ ଅଧିକ ଭୋଟ୍ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେପି । ଏପରି ରଣନୀତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଂଗଠନ ମହାସଚିବ ବିଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର । ଆଜି ବିଜେପିରContinue reading “ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଫୋକସରେ ଓଡିଶା । ପ୍ରତି ବୁଥରୁ ୫୦ ପ୍ରତିଶତ ଭୋଟ ପାଇଁ ବ୍ଲୁ ପ୍ରିଣ୍ଟ”

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶ୍ୱେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିକେ ପାଣ୍ଡିଆନ ଟାର୍ଗେଟ କରିବା ପରେ ପାଣ୍ଡିଆନଙ୍କୁ ପାଲଟା ଟାର୍ଗେଟ କରିବା ସହ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଛନ୍ତି ରାଜନୀତିରେ କିଏ କାହାକୁ ପ୍ରଶ୍ନ କରିବାରେ କିଛି ଅସୁବିଧା ନାହିଁ । ହେଲେ ସେ ଆଗେ କୁହନ୍ତୁ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଅଭିଯୋଗପତ୍ର ଗ୍ରହଣ କରିବା ପରେ କେଉଁଠି କଣ କରିଛନ୍ତି । ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କର କଣ ପରିବର୍ତ୍ତନ ହୋଇଛିContinue reading “ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନ ପରେ ଟାର୍ଗେଟ୍ କଲେ ବିଶ୍ୱେଶ୍ୱର ଟୁଡୁ । ପଚାରିଲେ, ଅଭିଯୋଗ ପତ୍ର ଗ୍ରହଣ ପରେ କେଉଁଠି କ’ଣ କରିଛ ଦିଅ ଜବାବ”

ଡାକ୍ତରୀ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ । କନ୍ଧମାଳ ଗୋଛାପଡ଼ାରୁ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ ।

କନକ ବ୍ୟୁରୋ: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ କନ୍ଧମାଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଏହି ଘଟଣାକୁ ନେଇ ତୀବ୍ର ହୋଇଛି କଲେଜ ଛାତ୍ରଙ୍କ ଆନ୍ଦୋଳନ । ହାଉସ୍ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର ହୋଇଛି । ଛାତ୍ରଛାତ୍ରୀମାନେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରୁଛନ୍ତି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍ପି ପହଂଚି ବୁଝାସୁଝା କରିଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦରେContinue reading “ଡାକ୍ତରୀ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ୨ ଅଭିଯୁକ୍ତ ଗିରଫ । କନ୍ଧମାଳ ଗୋଛାପଡ଼ାରୁ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ ।”

ଶ୍ରୀମନ୍ଦିର ସମ୍ମୁଖରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର । ।

କନକ ବ୍ୟୁରୋ: ଶ୍ରୀମନ୍ଦିର ସମ୍ମୁଖରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର ହୋଇଛି । ଦର୍ଶନ ପାଇଁ ଯାଉଥିବା ବେଳେ ଶିଶୁଟିର ଆଖିକୁ କାମୁଡ଼ିଦେଇଛି ବୁଲା କୁକୁର । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଭିଡ ଲାଗିଥିବାବେଳେ ୨ ବର୍ଷର ଶିଶୁକୁ ବଡ ଦାଣ୍ଡରେ ଭିଣିଦେଇଥିଲା ବୁଲା କୁକୁର । ଶିଶୁର ଆଖିକୁ କୁକୁର କାମୁଡି ଦେଇଥିବାରୁ ଶିଶୁଟି ଗୁରୁତର ରହିଛି । ଶିଶୁକୁ ତୁରନ୍ତୁ ଆଶୁ ଚିକିତ୍ସା ପାଇଁContinue reading “ଶ୍ରୀମନ୍ଦିର ସମ୍ମୁଖରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । କୁକୁର କାମୁଡ଼ାରେ ୨ ବର୍ଷର ଶିଶୁ ଗୁରୁତର । ।”

Design a site like this with WordPress.com
Get started