ତୃତୀୟ ବିଶ୍ୱଯୁଦ୍ଧ ପରେ କେମିତି ଦେଖାଯିବେ ପାକିସ୍ତାନ, ଚୀନ୍ ଏବଂ ଆମେରିକା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦେଖାଉଛି ଏପରି ଭୟଙ୍କର ଭବିଷ୍ୟତ ।

ଦୁନିଆର ଅନେକ ଦେଶ ମଧ୍ୟରେ ଏବେ ଭୟଙ୍କର ଯୁଦ୍ଧ ଚାଲିଛି ।  ଯାହା ଦର୍ଶାଉଛି  ଯେ ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶି ଦୂର ନୁହେଁ । ସାରା ବିଶ୍ବ ଏବେ  ଦୁଇ ଭାଗରେ ବିଭକ୍ତ ହେଇଗଲାଣି । ଯେପରି ରୁଷ ଏବଂ ଚୀନ୍ ସହିତ ଆମେରିକାର ସମ୍ପର୍କ ଭଲ ନୁହେଁ ସେହିପରି  ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ବର୍ଷକରୁ ବେଶି ହେଇ ସାରିଲାଣି । ଅନ୍ୟପଟେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମୁସଲିମContinue reading “ତୃତୀୟ ବିଶ୍ୱଯୁଦ୍ଧ ପରେ କେମିତି ଦେଖାଯିବେ ପାକିସ୍ତାନ, ଚୀନ୍ ଏବଂ ଆମେରିକା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦେଖାଉଛି ଏପରି ଭୟଙ୍କର ଭବିଷ୍ୟତ ।”

‘ବିଏସକେୱାଇ-ନବୀନ କାର୍ଡ’କୁ ନେଇ ବିଜେପି ସାଂସଦ ଜୁଏଲ ଓରାମଙ୍କ କଟାକ୍ଷ । କହିଲେ ସବୁଥିରେ ବିଫଳ ହେବା ପରେ କାର୍ଡ ଖେଳୁଛନ୍ତି ସରକାର ।

କନକ ବ୍ୟୁରୋ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ମୁଖ୍ୟମନ୍ତ୍ରୀ ବିଜେଡିର ଟ୍ରମ୍ପ କାର୍ଡ ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଏବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ସବୁଥିରେ ବିଫଳ ହୋଇଛନ୍ତି ତେଣୁ କାର୍ଡକୁ ବଦଳାଇ ଖେଳିଲେ ଲୋକେ ବିଶ୍ୱାସ କରିବେ ବୋଲି ଭାବୁଥିବା କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଆଜି ରାଜ୍ୟରେ ‘ବିଏସକେୱାଇ-ନବୀନ କାର୍ଡ’ର ଶୁଭାରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣContinue reading “‘ବିଏସକେୱାଇ-ନବୀନ କାର୍ଡ’କୁ ନେଇ ବିଜେପି ସାଂସଦ ଜୁଏଲ ଓରାମଙ୍କ କଟାକ୍ଷ । କହିଲେ ସବୁଥିରେ ବିଫଳ ହେବା ପରେ କାର୍ଡ ଖେଳୁଛନ୍ତି ସରକାର ।”

ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଲା ବଲୁଚି ଲିବରେଶନ ଆର୍ମି । ଭିଡିଓ ଜାରି କରି ଦେଲା ଏଭଳି ଧମକ

କନକ ବ୍ୟୁରୋ : ପାକିସ୍ତାନରେ ରହୁଥିବା ଚୀନର ଅଧିକାରୀଙ୍କୁ ବେଲୁଚିସ୍ତାନ ଲିବରେଶନ ଆର୍ମି ଏକ ଭିଡିଓ ଜାରି କରି ଧମକ ଦେଇଛି । ଏହି ଭିଡିଓରେ ଚୀନ ଅଧିକାରୀଙ୍କ ଆବାସରେ ଆତ୍ମଘାତି ବିସ୍ଫୋରଣ କରିବାକୁ ଏହି ଭିଡିଓରେ ଧମକ ଦିଆଯାଇଛି । ଭିଡିଓ ଜାରି କରି ଚୀନ ରାଷ୍ଟ୍ରପତି ଓ ପାକିସ୍ତାନ ଜେନରାଲଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛି ବେଲୁଚି ଲିବରେଶନ ଆର୍ମି । ଗତ କିଛି ବର୍ଷ ହେବ ବେଲୁଚିସ୍ତାନକୁ ସ୍ୱାଧୀନ କରିବା ଦାବି କରିContinue reading “ଚୀନ ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଲା ବଲୁଚି ଲିବରେଶନ ଆର୍ମି । ଭିଡିଓ ଜାରି କରି ଦେଲା ଏଭଳି ଧମକ”

ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର

କନକ ବ୍ୟୁରୋ : ସଂଯୁକ୍ତ ଜନତା ଦଳ ବା ଜେଡିୟୁର ଅଧ୍ୟକ୍ଷ ପଦରୁ ଲଲନ୍ ସିଂ ଇସ୍ତଫା ଦେଇଛନ୍ତି । ପାର୍ଟି ତରଫରୁ ଲଲନ୍ ସିଂଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି । ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂ ଇସ୍ତଫା ଦେବା ପରେ ସେ ଏହି ପଦ ପାଇଁ ନୀତିଶ କୁମାରଙ୍କ ନାମ ସୁପାରିଶ କରିଥିଲେ । ପାର୍ଟିର ବରିଷ୍ଠ ନେତା କେ.ସି ତ୍ୟାଗୀ କହିଛନ୍ତି କି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କାର୍ଯ୍ୟକାରିଣୀ ବୈଠକରେContinue reading “ସବୁ ଚର୍ଚ୍ଚାରେ ଲାଗିଲା ବିରାମ । ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂ, ପଦ ସମ୍ଭାଳିବେ ନୀତିଶ କୁମାର”

ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି । ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଭିଡିଓ କଲ କରୁଛନ୍ତି ଅପହରଣକାରୀ ।

କନକ ବ୍ୟୁରୋ: ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ପାତ୍ରପଡା କ୍ରିଷ୍ଣା ବିହାର ଅଂଚଳର ଶଙ୍କର୍ଷଣ ଦାସଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୮ଟାରେ କିଛି ଲୋକ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ସ୍ତ୍ରୀକୁ ଫୋନ୍ କରି ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ମାଗୁଛନ୍ତି ଅପହରଣକାରୀ । ଭିଡିଓ କଲ୍ ମାଧ୍ୟମରେ ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଦେଖାଉଥିବା ମଧ୍ୟ ଅଭିଯୋଗ ହୋଇଛି । The post ରାଜଧାନୀରେ ଓଲାContinue reading “ରାଜଧାନୀରେ ଓଲା ଡ୍ରାଇଭରଙ୍କୁ ଅପହରଣ । ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି । ସ୍ୱାମୀଙ୍କୁ ମାଡ଼ ମାରି ସ୍ତ୍ରୀକୁ ଭିଡିଓ କଲ କରୁଛନ୍ତି ଅପହରଣକାରୀ ।”

ବାଙ୍କି ଡମପଡ଼ା କୋ-ଅପରେଟିଭ ବ୍ୟାଙ୍କରୁ ଡକାୟତି । ଲକର ତାଡ଼ି ୧୫ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ।

କନକ ବ୍ୟୁରୋ: ମାତିଛନ୍ତି ଲୁଟେରା । ଲୁଟେରାଙ୍କ ଟାର୍ଗେଟରେ ବ୍ୟାଙ୍କ । ବାଙ୍କୀ ଥାନା ତମପଡ଼ା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ଲକର ତାଡ଼ି ନେଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଲକର ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲକର ଥିବା ପ୍ରାୟ ୧୫ ଲକ୍ଷ ଟଙ୍କା ଓ କମ୍ପୁଟର ହାର୍ଡ ଡିସ୍କ ସହିତ ଅନ୍ୟାନ୍ୟ ସାମଗ୍ରୀ ଦୁର୍ବୃତ ନେଇଯାଇଥିବା କୁହାଯାଇଛି । ସେପଟେ ଘଟଣା ସ୍ଥଳରେ ବାଙ୍କୀ ପୋଲିସContinue reading “ବାଙ୍କି ଡମପଡ଼ା କୋ-ଅପରେଟିଭ ବ୍ୟାଙ୍କରୁ ଡକାୟତି । ଲକର ତାଡ଼ି ୧୫ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ।”

ପାକିସ୍ତାନରେ ଭେଣ୍ଡି ୪୬୦ ଟଙ୍କା , ଆଳୁ ୭୭ ଟଙ୍କା । ଅନ୍ୟ ପରିବାରେ ହାତ ମାରି ହେଉନି

ଶୀତଦିନରେ ସାଧାରଣତଃ ପନିପରିବା ଶସ୍ତା ହୋଇଥାଏ କିନ୍ତୁ ପାକିସ୍ତାନରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ପାକିସ୍ତାନରେ ଭେଣ୍ଡି କିଲୋ ପିଛା ଯେତିକି ତାଙ୍କରଏ ବିକ୍ରି ହେଉଛି ଆମର ଏଠି ଦି ଟା  ବ୍ୟାଗ ଭର୍ତ୍ତି  ପରିବା ହେଇଯିବ । ଆମିଷାସି ହୁଅନ୍ତୁ କିମ୍ବା ଶାକାହାରୀ ହୁଅନ୍ତୁ, ସମସ୍ତେ ଶୀତ ଋତୁକୁ ଅପେକ୍ଷା କରିଥାନ୍ତି । ପ୍ରଥମତଃ ଏହି ସମୟରେ ବିଭିନ୍ନ ପ୍ରକାରର ପନିପରିବା ଉପଲବ୍ଧ, ଏବଂ ସେମାନଙ୍କର ମୂଲ୍ୟ ମଧ୍ୟ ଏତେ କମ୍ ହୋଇଯାଏ ଯେ ଆପଣContinue reading “ପାକିସ୍ତାନରେ ଭେଣ୍ଡି ୪୬୦ ଟଙ୍କା , ଆଳୁ ୭୭ ଟଙ୍କା । ଅନ୍ୟ ପରିବାରେ ହାତ ମାରି ହେଉନି”

ଆଦିମ ଆଦିବାସୀଙ୍କୁ ଘର ଦେବେ ମୋଦି ସରକାର, ବିଜେଡି ଆଦିବାସୀଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର । 

କନକ ବ୍ୟୁରୋ : ଆଦିମ ଆଦିବାସୀ ମାନଙ୍କୁ ପକ୍କାଘର ଦେବେ ମୋଦି ସରକାର । ଏବେ ବି ଅନେକ ଆଦିମ ଜନଜାତି ପଛୁଆ ଅଛନ୍ତି । ଗମନାଗମନ, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ । ତେଣୁ ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ସ୍ୱଚ୍ଛ ପାନୀୟ ଜଳ,Continue reading “ଆଦିମ ଆଦିବାସୀଙ୍କୁ ଘର ଦେବେ ମୋଦି ସରକାର, ବିଜେଡି ଆଦିବାସୀଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର । “

ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ଚକେଇସିଆଣିରେ କଳାକନା ବୁଲାଇଲେ ଚୋର ।

କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ମାତିଲେଣି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ବୁଲାଇଲେ କଳାକନା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ଚକେଇସିଆଣିରେ ଏଭଳି ବଡଧରଣର ଲୁଟ୍ ହୋଇଛି । ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା, ସୁନା, ଗହଣା । ହେଲେ ଲୁଟିନେଇଗଲେ ଚୋର । ପରିବାର ଲୋକ ବୁଲିବାକୁ ଯାଇଥିଲେ ଆଉ ବିଳମ୍ବିତ ରାତିରେ ସାରା ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଅନ୍ୟପଟେ ଘର ମାଲିକ ତାଙ୍କ ଘରେContinue reading “ରାଜଧାନୀରେ ମାତିଛନ୍ତି ଲୁଟେରା । ଭୁବନେଶ୍ୱର ଚକେଇସିଆଣିରେ କଳାକନା ବୁଲାଇଲେ ଚୋର ।”

କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପୋଷ୍ଟକୁ ମଧ୍ୟ କଲେ ଡିଲିଟ୍ ।

କନକ ବ୍ୟୁରୋ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶ୍ରୀମଦ ଭଗବତ୍ ଗୀତାର ଏକ ଶ୍ଳୋକ ତ୍ରୁଟିପୂର୍ଣ୍ଣ ଅନୁବାଦକୁ ନେଇ କ୍ଷମା ପ୍ରାର୍ଥନା କରିବା ସହ ଏହି ପୋଷ୍ଟକୁ ଡିଲିଟ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ବିଶ୍ୱଶର୍ମା ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କରିଥିବା ପୋଷ୍ଟକୁ ମଧ୍ୟ ଡିଲିଟ୍ କରିଛନ୍ତି । ଏହାକୁ ନେଇ ବିରୋଧୀ ତାଙ୍କ ଟାର୍ଗେଟ କରିବା ସହ ବିଶ୍ୱଶର୍ମା ରାଜ୍ୟରେ ଜାତି ବିଭେଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗContinue reading “କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପୋଷ୍ଟକୁ ମଧ୍ୟ କଲେ ଡିଲିଟ୍ ।”

Design a site like this with WordPress.com
Get started