କାର୍ ସାଇଡ୍ ମାରିବାକୁ ନେଇ ବଡଦାଣ୍ଡରେ ତୁମୁଳକାଣ୍ଡ । ଯୁବକଙ୍କୁ ୨ ଯୁବତୀ ମାଡ ମାରିବା ପରେ ଖଣ୍ଡଯୁଦ୍ଧ ।

କନକ ବ୍ୟୁରୋ: ସାମାନ୍ୟ କଥାକୁ ନେଇ ତୁମୁଳକାଣ୍ଡ । ପୁରୀ ଟାଉନ୍ ଥାନା ମରଚିକୋଟ ଛକ ନିକଟରେ ଭକ୍ତଙ୍କ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଭକ୍ତଙ୍କ କାର ସାଇଡ୍ କରୁଥିବା ବେଳେ ଜଣେ ଯୁବକଙ୍କ ବାଇକ୍ରେ ମାଡ ହୋଇଯାଇଥିଲା । ଫଳରେ ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ କାରକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା । ଏପରିକି କାରରେ ଥିବା ଦୁଇ ଜଣContinue reading “କାର୍ ସାଇଡ୍ ମାରିବାକୁ ନେଇ ବଡଦାଣ୍ଡରେ ତୁମୁଳକାଣ୍ଡ । ଯୁବକଙ୍କୁ ୨ ଯୁବତୀ ମାଡ ମାରିବା ପରେ ଖଣ୍ଡଯୁଦ୍ଧ ।”

ମଣ୍ଡିରୁ ଉଠୁନି ଚାଷୀର ଧାନ । ସ୍ୱଳ୍ପ ଦରରେ କିଣି ନେଉଛନ୍ତି ଆନ୍ଧ୍ର ବେପାରୀ ।

କନକ ବ୍ୟୁରୋ: ଅମଳ ଧାନକୁ ଖଳାମୁଣ୍ଡରେ ଶୀତ କାକରରେ ଜଗି ରହୁଛି ଚାଷୀ । ମଣ୍ଡିକୁ ଧାନ ଉଠି ନଥିବାରୁ ଏଭଳି କଷ୍ଟ କରିବାକୁ ପଡୁଛି ଚାଷୀଙ୍କୁ । ଏଭଳି ଏକ ଚିତ୍ର ଆସିଛି ଆସିକାରୁ । ଖଳାରେ ପଡି ରହିଥିବା ଅମଳ ଧାନକୁ ଜଗି ରହିଛନ୍ତି ଏକାଠି ହୋଇ ଜଗି ରହୁଛନ୍ତି ଚାଷୀ । ଏପର୍ଯ୍ୟନ୍ତ ଆସିକା ଓ ଧରାକୋଟ ବ୍ଲକରେ ମଣ୍ଡିକୁ ଧାନ ଓଠି ନଥିବା ବେଳେ ଆମଳ ଧାନ କୁ କିଏ ଖଳାରେContinue reading “ମଣ୍ଡିରୁ ଉଠୁନି ଚାଷୀର ଧାନ । ସ୍ୱଳ୍ପ ଦରରେ କିଣି ନେଉଛନ୍ତି ଆନ୍ଧ୍ର ବେପାରୀ ।”

କୋରାପୁଟ ପାତାଳି ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଏବେବି ୪ ନିଖୋଜ । ୩ ନାବାଳିକା ଓ ଜଣେ ମହିଳାଙ୍କ ମିଳୁନି ପତ୍ତା । ଖୋଜୁଛନ୍ତି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ।

କନକ ବ୍ୟୁରୋ: କୋରାପୁଟରେ ପାତଳୀ ନଦୀରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ୪ ଜଣଙ୍କ ପତା ମିଳୁନାହିଁ । ନିଖୋଜଙ୍କ ମଧ୍ୟରେ ୩ ନାବାଳିକା ଓ ଜଣେ ମହିଳା ଅଛନ୍ତି । ଗତକାଲି ଖୋଜାଖୋଜି ପରେ ମଧ୍ୟ କୌଣସି ପତା ମିଳିନଥିଲା । ଆଜି ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବ । ଏହି ଡଙ୍ଗା ବୁଡି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତିଲାଲ୍ମଣି ସୀମା । ତାନସିଂ ଘାଟ ନିକଟରେ ମର ଶରୀରContinue reading “କୋରାପୁଟ ପାତାଳି ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଏବେବି ୪ ନିଖୋଜ । ୩ ନାବାଳିକା ଓ ଜଣେ ମହିଳାଙ୍କ ମିଳୁନି ପତ୍ତା । ଖୋଜୁଛନ୍ତି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ।”

ବାରହା ଆକ୍ରମଣରେ ୨ ଗୁରୁତର । କୃଷ୍ଣପ୍ରସାଦ ବ୍ଲକରେ ଜଙ୍ଗଲି ବାରହା ଆତଙ୍କ ।

କନକ ବ୍ୟୁରୋ: ବାରହା ଆକ୍ରମଣରେ ୨ ଗୁରୁତର । କୃଷ୍ଣପ୍ରସାଦ ବ୍ଲକ ଅଁଳାକୁଦା ଗାଁରେ ଜଙ୍ଗଲି ବାରହାର ଆତଙ୍କ ଦେଖିବାକୁ ମିଳିଛି । ଘର ପଛ ବାଡିରେ ଚାଷ କାମ କରୁଥିବାବେଳେ ୨ ଚାଷୀଙ୍କୁ ଆକ୍ରମଣ କରି ଝୁଣି ପକାଇଛି ଜଙ୍ଗଲୀ ବାରହା । ଏହାସହ ଜଣେ ମତ୍ସଜୀବୀ ଚିଲିକାରୁ ମାଛମାରି ଫେରୁଥିବାବେଳେ ତାଙ୍କୁ ମଧ୍ୟ ଜଙ୍ଗଲି ବାରହା ଆକ୍ରମଣ କରିଛି । ୩ ଜଣ ଗୁରୁତର ହୋଇ ପ୍ରଥମେ ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁରContinue reading “ବାରହା ଆକ୍ରମଣରେ ୨ ଗୁରୁତର । କୃଷ୍ଣପ୍ରସାଦ ବ୍ଲକରେ ଜଙ୍ଗଲି ବାରହା ଆତଙ୍କ ।”

ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ । ଲୋକାର୍ପଣ ହେବ ୱାଲାବି ଖୁଆଡ଼ ଓ ବାଉଁଶ ଉଦ୍ୟାନ । ବାଘ ଓ ସିଂଘ ଶାବକର କରାଯିବ ନାମକରଣ ।

କନକ ବ୍ୟୁରୋ: ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରେ ୱାଲାବି ଖୁଆଡ଼ ଲୋକାର୍ପିତ ହେବା ସହିତ ଖୁଆଡ଼ରେ ୨ଟି ୱାଲାବି ଛଡ଼ାଯିବ । ସେହିପରି ବଟନିକାଲ ଗାଡେନରେ ବାଉଁଶ ଉଦ୍ୟାନ ଓ ହାଇଡ୍ରୋଫାଇଟ ଉଦ୍ୟାନ ଲୋକାର୍ପିତ ହେବ । କାସ୍ୱାରି ଓ ଓଟିପକ୍ଷୀଙ୍କୁ ନୂତନ ଖୁଆଡ଼ରେ ଛଡ଼ାଯିବ । ଏହାଛଡ଼ା ନନ୍ଦନକାନନର ବାର୍ଷିକ ପୁସ୍ତିକା, କ୍ୟାଲେଣ୍ଡର, ନନ୍ଦନକାନନ ସଙ୍ଗୀତ, ନନ୍ଦନକାନନ ମନିଟରିଙ୍ଗ ଆପ, ବଟାନିକାଲ ଗାଡେନର ୱେବସାଇଟ, ୬ଟି ବାଘ ଓ ୬ଟିContinue reading “ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ । ଲୋକାର୍ପଣ ହେବ ୱାଲାବି ଖୁଆଡ଼ ଓ ବାଉଁଶ ଉଦ୍ୟାନ । ବାଘ ଓ ସିଂଘ ଶାବକର କରାଯିବ ନାମକରଣ ।”

ବୌଦ୍ଧରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ । ୩୨ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ।

କନକ ବ୍ୟୁରୋ: ଶ୍ରୀ ଜଗନ୍ନାଥଙ୍କ ଲୀଳା ମହୋତ୍ସବ । ଏକା ସାଂଗରେ ୩୨ଟି ଦୁଲର୍ଭ ବେଶରେ ଦର୍ଶନ ଦେଉଛନ୍ତି କାଳିଆ ଠାକୁର । ସାଂଗରେ ଅଛନ୍ତି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଲକ୍ଷ୍ମୀନାରାୟଣ ବେଶଠାରୁ ଆରମ୍ଭ କରି, ବାଙ୍କଚୁଡା ବେଶ, ପୁଣି ସୁନାବେଶ, ନାଗାର୍ଜୁନ ବେଶ, ଗିରିଗୋବର୍ଦ୍ଧନ ବେଶରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି । ଶ୍ରୀଜୀଉଙ୍କ ଏହି ଦୁଲର୍ଭ ବେଶ୍ ଦର୍ଶନ କରିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଛଳ ଛଳ ଆଖିରେ, ଦୁଇContinue reading “ବୌଦ୍ଧରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ । ୩୨ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ।”

ଶିମିଳିପାଳରେ ଶିକାରୀଙ୍କୁ ଚକମା ଦେବାକୁ ନୂଆ ଯୋଜନା । ସ୍ୱତନ୍ତ୍ର ବୋଲେରୋରେ ଜଗିବେ ଟାସ୍କଫୋର୍ସ ।

କନକ ବ୍ୟୁରୋ: ଶିମିଳିପାଳ ସୁରକ୍ଷା ପାଇଁ ନିୟୋଜିତ ହେଲା ସ୍ୱତନ୍ତ୍ର ପାଟ୍ରୋଲିଂ ଗାଡି । ସବୁଜ ରଙ୍ଗର ବୋଲେରୋରେ ଜଗିବେ ଟାସ୍କଫୋର୍ସ । ଶିମିଳିପାଳରେ ବାଘ ଶିକାର ରୋକିବା ପାଇଁ ୧୪ଟି ସବୁଜ ରଙ୍ଗର ବୋଲେରୋ ଗାଡି ନିୟୋଜିତ ହୋଇଛି । ନୂଆ ବୋଲେରୋରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ତଦାରଖ କରିବେ ଟାସ୍କଫୋର୍ସ ଓ ଶିମିଳିପାଳ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ । ସ୍ୱତନ୍ତ୍ର ଭାବେ ଡିଜାଇନ୍ ଏହି ଗାଡି ଗୁଡିକ ବର୍ଷର ସବୁ ସମୟରେ ଶିମିଳିପାଳରContinue reading “ଶିମିଳିପାଳରେ ଶିକାରୀଙ୍କୁ ଚକମା ଦେବାକୁ ନୂଆ ଯୋଜନା । ସ୍ୱତନ୍ତ୍ର ବୋଲେରୋରେ ଜଗିବେ ଟାସ୍କଫୋର୍ସ ।”

ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । କାର୍ଯ୍ୟ ଶେଷ ପାଇଁ ଦିନ ରାତି କାମ କରୁଛନ୍ତି ଶ୍ରମିକ । ସେପଟେ ଅଯୋଧ୍ୟାକୁ ଛୁଟୁଛି ଉପହାର ।

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ହେବ । ଏଥିପାଇଁ ଏବେ ସମସ୍ତଙ୍କ ନଜର ଅଯୋଧ୍ୟାର ରାମଲଲାଙ୍କ ମନ୍ଦିର ଉପରେ । ମନ୍ଦିର ନିର୍ମାଣ କାମରେ ନୟୋଜିତ ହୋଇଛନ୍ତି ସାରା ଦେଶର ଶ୍ରମିକ । ଓଡ଼ିଶା, ବିହାର ସମେତ ବିଭିନ୍ନ ରାଜ୍ୟର ଶ୍ରମିକ ଏଥିରେ ନିୟୋଜିତ ହୋଇଛନ୍ତି । ରାମଙ୍କ ନାମ ଧରି ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି ଶ୍ରମିକ । ରାତି ଦିନ ପରିଶ୍ରମ କରି ଏହି ଶ୍ରମିକମାନେContinue reading “ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । କାର୍ଯ୍ୟ ଶେଷ ପାଇଁ ଦିନ ରାତି କାମ କରୁଛନ୍ତି ଶ୍ରମିକ । ସେପଟେ ଅଯୋଧ୍ୟାକୁ ଛୁଟୁଛି ଉପହାର ।”

ନିଲାମ ହେବ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦର ସମ୍ପତ୍ତି । ଜାନୁଆରୀ ୫ରେ ନିଲାମ ହେବ ମହାରାଷ୍ଟ୍ର ରତ୍ନଗିରିରେ ଥିବା ସମ୍ପତ୍ତି ।

କନକ ବ୍ୟୁରୋ: ନିଲାମ ହେବ ଦାଉଦର ସମ୍ପତ୍ତିି । ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ସମ୍ପତିକୁ ଜାନୁଆରୀ ୫ରେ ନିଲାମ କରାଯିବ ବୋଲି ସୂଚନା ମିଳିଛି । ଏଥିସହ ମୁମ୍ବାଇରେ ଥିବା କିଛି ସମ୍ପତିକୁ ମଧ୍ୟ ବିଦେଶୀ ମୁଦ୍ରା ଅଧିନିୟମ ବା ଫେମା ଆଧାରରେ ନିଲାମ କରାଯିବ । ପୂର୍ବରୁ ଅଣ୍ଡରୱାଲ୍ଡ ଡନର ୧୧ରୁ ଅଧିକ ବେଶ ଦାମରେ ସମ୍ପତିକୁ ନିଲାମ କରାଯାଇଛି । ପରେ ୨୦୨୦ ମସିହାରେ ଆଉ ଦୁଇଟି ବହୁ ମୂଲ୍ୟ ବଙ୍ଗଳା ଓContinue reading “ନିଲାମ ହେବ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦର ସମ୍ପତ୍ତି । ଜାନୁଆରୀ ୫ରେ ନିଲାମ ହେବ ମହାରାଷ୍ଟ୍ର ରତ୍ନଗିରିରେ ଥିବା ସମ୍ପତ୍ତି ।”

ୟୁଟ୍ୟୁବକୁ ନେଇ ଥାନାରେ ଦୁଇ ବନ୍ଧୁ । ସାଙ୍ଗ ହୋଇ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଏବେ ରୋଜଗାରକୁ ନେଇ ଥାନାର ଦ୍ୱାରସ୍ଥ ।

କନକ ବ୍ୟୁରୋ: ଦୁଇ ୟୁଟ୍ୟୁବରଙ୍କ ମଧ୍ୟରେ ବିବାଦ । ଥାନାରେ ପହଂଚିଲା ମାମଲା । ବାଲେଶ୍ୱରରୁ ଏପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୪ ବର୍ଷ ପୂର୍ବେ ମନ୍ମୟ ଦେ ଓ ଅମୃତାଂଶୁ ମହାପାତ୍ର ମିଶି ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଭିଡିଓ ମଧ୍ୟ ପୋଷ୍ଟ କରୁଥିଲେ । ଏହାକୁ ଦର୍ଶକମାନେ ମଧ୍ୟ ବେଶ୍ ପସନ୍ଦ କରୁଥିଲେ । ଫଳରେ ୟୁଟ୍ୟୁବରୁ ଭଲ ରୋଜଗାର ମଧ୍ୟ ହେଉଥିଲା । ଏହାସହContinue reading “ୟୁଟ୍ୟୁବକୁ ନେଇ ଥାନାରେ ଦୁଇ ବନ୍ଧୁ । ସାଙ୍ଗ ହୋଇ ୟୁଟ୍ୟୁବ ଚ୍ୟାନେଲ କରିଥିଲେ ଏବେ ରୋଜଗାରକୁ ନେଇ ଥାନାର ଦ୍ୱାରସ୍ଥ ।”

Design a site like this with WordPress.com
Get started