କନକ ବ୍ୟୁରୋ : ବୈଠକ ପରେ ତୁଟିଲା ବିବାଦ । ଜେଡିୟୁ ଅର୍ନ୍ତକନ୍ଦଳରେ ଲାଗିଲା ବିରାମ । ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲଲନ ସିଂଙ୍କ ମଧ୍ୟରେ ବୈଠକ ବସିଥିବାବେଳେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ରହିଛି । ଆରଜେଡି ସହ ନୀତୀଶଙ୍କ ଘନିଷ୍ଠତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଲଲନ ସିଂଙ୍କ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ବଢ଼ିଥିଲା । ଏପରିକି ନୀତୀଶ ଏନଡିଏକୁ ଫେରିବା ଖବର ମଧ୍ୟ ଜୋରContinue reading “ସିକ୍ରେଟ ମିଟିଂ ପରେ ଜେଡିୟୁ ଅର୍ନ୍ତକନ୍ଦଳରେ ଲାଗିଲା ବିରାମ । ବୈଠକରେ ନୀତୀଶ କୁମାର ଓ ଲଲନ ସିଂଙ୍କ ମଧ୍ୟରେ ଆପୋଷ ବୁଝାମଣା ସୂଚନା”
Category Archives: News
ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ
କନକ ବ୍ୟୁରୋ : ଗତ ୩ବର୍ଷ ହେବ ସମସ୍ତଙ୍କୁ ଯେଉଁ ଭୟ ଘାରିଛି ସେହି ଭୟ ପୁଣି ମନକୁ ଆନ୍ଦୋଳିତ କଲାଣି । କାରଣ ଦେଶରେ କରୋନା ସଂକ୍ରମଣ ଦ୍ରୁତି ଗତିରେ ମାଡି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରୁ ୨୪ଘଂଟାରେ ୬୯୨ ସଂକ୍ରମିତ ଚିହ୍ନଟ ହେବା ସହ ୬ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ ଜଣେ, ଦିଲ୍ଲୀର ଜଣେ, କେରଳ ଓ ପଶ୍ଚିମବଙ୍ଗରୁ ୨ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ସୁଚନା ରହିଛି ।Continue reading “ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ”
ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳ ଗୋଡରେ ବାଜିଲା ଗୁଳି, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ରଘୁ ନାଁରେ ରହିଛି ଅନେକ ଡକାୟତି ଓ ରାହାଜାନି ମାମଲା
କନକ ବ୍ୟୁରୋ: ଅପରାଧୀ ଗୋଡରେ ପୋଲିସର ଗୁଳି । ରାତି ୩ଟାରେ କମିଶନରେଟ ପୋଲିସର ଏନକାଉଣ୍ଟର । ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ଅପରାଧୀ ରଘୁ ବିଶ୍ୱାଳ । ଅନ୍ୟ ଜଣେ ଫେରାର ରହିଛି । ଡକାୟତି ଓ ରାହାଜାନୀ ଭଳି ୧୦ଟି ମାମଲା ରହିଛି ରଘୁ ନାଁରେ । ରାଜଧାନୀରେ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ଗୋଡରେ ଗୁଳି ନୂଆବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଛି ଗୁଳି । କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟରContinue reading “ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳ ଗୋଡରେ ବାଜିଲା ଗୁଳି, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି । ରଘୁ ନାଁରେ ରହିଛି ଅନେକ ଡକାୟତି ଓ ରାହାଜାନି ମାମଲା”
କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ
କନକ ବ୍ୟୁରୋ : କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିବ ନାହିଁ । କତାରର କୋର୍ଟ ମୃତ୍ୟୁଦଣ୍ଡା ଦେଶ ଦେଇଥିଲା । ଏବେ ଏହା ଉପରେ ରୋକ୍ ଲଗାଯାଇଛି । ଯାହା ଭାରତର କୂଟନୀତିକୁ ବଡ ସଫଳତା । ଭାରତ କତାର କୋର୍ଟର ରାୟକୁ ଚ୍ୟାଲେଞ୍ଜ କରିଥିଲା । ଏବେ ଦଣ୍ଡ କୋହଳ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏବଂ ନୌସେନା ଅଧିକାରୀଙ୍କ ପରିବାର ପାଇଁ ଏକ ବଡ଼ ସଫଳତାContinue reading “କୂଟନୀତିରେ ଭାରତକୁ ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ”
ଜାନୁୟାରୀ ୫ରୁ ୧୫ ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ । ପୁରୀକୁ ପଠାଯିବ ଗାଁରୁ ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ । ବିରୋଧୀ ବାରିଲେ ରାଜନୀତିର ଗନ୍ଧ
କନକ ବ୍ୟୁରୋ: ଜାନୁୟାରୀ ୧୭ରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ । ଏହାପୂର୍ବରୁ ପ୍ରତ୍ୟେକ ଗାଁରେ ଜଗନ୍ନାଥ ରଥ ବୁଲି ଚାଉଳ ଓ ଗୁଆ ସଂଗ୍ରହ କରାଯିବ । ଏଥିପାଇଁ ଜାନୁୟାରୀ ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇଛି । ସଂଗୃହିତ ଚାଉଳ ଓ ଗୁଆକୁ ୧୭ ତାରିଖ ପୂର୍ବରୁ ପୁରୀକୁ ପଠାଯିବ । ଏପରିକି ଗାଁ ଗାଁରୁ ଲୋକଙ୍କୁ ନେଇ ପରିକ୍ରମା ପ୍ରକଳ୍ପ ବୁଲାଇ ଦେଖାଇବାର ବ୍ୟବସ୍ଥା କରୁଛନ୍ତି ସରକାର ।Continue reading “ଜାନୁୟାରୀ ୫ରୁ ୧୫ ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ । ପୁରୀକୁ ପଠାଯିବ ଗାଁରୁ ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ । ବିରୋଧୀ ବାରିଲେ ରାଜନୀତିର ଗନ୍ଧ”
ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ଟାର୍ଗେଟ କଲେ ପାଣ୍ଡିଆନ୍ । ପଚାରିଲେ, ୧୦ ବର୍ଷ ଭିତରେ ନିଜ ଅଞ୍ଚଳ ପାଇଁ କ’ଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ? ବିଜେଡି-ବିଜେଡି ମଧ୍ୟରେ କଥା କଟାକଟି
କନକ ବ୍ୟୁରୋ: ଆକ୍ରମଣାତ୍ମକ ମୁଦ୍ରାରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ସେ ସିଧାସଳଖ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଅଞ୍ଚଳ ଅନୁଗୁଳରେ କାହିଁକି ବିକାଶ ହୋଇନି, ବୋଲି ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଏବଂ ଦକ୍ଷତା ବିକାଶ ଭଳି ମନ୍ତ୍ରଣାଳୟ ଦାୟିତ୍ୱରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ହେଲେ କାହିଁକି ଅନୁଗୁଳର ବିକାଶ ହୋଇପାରିନି ବୋଲି ସଭା ମଞ୍ଚରୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ଆଉ ବିଜେପିContinue reading “ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ଟାର୍ଗେଟ କଲେ ପାଣ୍ଡିଆନ୍ । ପଚାରିଲେ, ୧୦ ବର୍ଷ ଭିତରେ ନିଜ ଅଞ୍ଚଳ ପାଇଁ କ’ଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ? ବିଜେଡି-ବିଜେଡି ମଧ୍ୟରେ କଥା କଟାକଟି”
କ୍ରିକେଟରୁ ଅବସର ନେବା ପରେ ରାଜନୀତିରେ ଯୋଗଦେଲେ ଅମ୍ବାତି ରାଇଡୁ । ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗଦେଲେ
କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳୀ ଅମ୍ବାତି ରାଇଡୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିଛନ୍ତି । ୩୭ ବର୍ଷିୟ ଏହି ପୂର୍ବତନ ଖେଳାଳୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି । କ୍ରିକେଟରୁ ଅବସର ନେବା ପରେ ସେ ଆଜି ରାଜନୀତିରେ ଯୋଗ ଦେଇଛନ୍ତି । ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ଦଳ ଆଗାମୀ ଲୋକସଭାContinue reading “କ୍ରିକେଟରୁ ଅବସର ନେବା ପରେ ରାଜନୀତିରେ ଯୋଗଦେଲେ ଅମ୍ବାତି ରାଇଡୁ । ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସରେ ଯୋଗଦେଲେ”
ପୁରୀରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ
କନକ ବ୍ୟୁରୋ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍ ଏନ୍କାଉଣ୍ଟର କରିଛି। ଗୁଳିମାଡ଼ରେ କାଳି ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କହିଛି ଯେ, ଆଜି ସତ୍ୟବାଦୀ ଥାନା ଅଧୀନ ସୁଆଣ୍ଡୋ ଗ୍ରାମ ନିକଟ ସାଗର ସ୍ନାନ ମେଳଣ ପଡ଼ିଆ ନିକଟରେ କୁଖ୍ୟାତ ଅପରାଧୀ ତଥା ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁର ଦ୍ବିଜ ଭୋଳଙ୍କ ପୁଅ କାଳୁ ଭୋଳ ବୁଲୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସତ୍ୟବାଦୀContinue reading “ପୁରୀରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆହତ”
ପୁରୁଣା ଠିକଣାକୁ ଫେରିଛି କୁନି ଝିଅ । ଆମେରିକାରୁ କୋରାପୁଟ ଆସିଛି କାବ୍ୟା, ଦଶମନ୍ତପୁର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଆଣିଛନ୍ତି ପାଳିତା ପିତା-ମାତା
କନକ ବ୍ୟୁରୋ : ଦିନେ ଅନାଥ ହୋଇ ରାସ୍ତା କଡ଼ରେ ପଡି କୁଆଁକୁଆଁ କରି କାନ୍ଦୁଥିବା ଶିଶୁ କନ୍ୟା ଆଜି ଆମେରିକାର ନାଗରିକ । ଚିକାଗୋର ବ୍ୟବସାୟୀଙ୍କ ଅଲିଅଳି ଝିଅ । ନୂଆ ଠିକଣା ପାଇବା ପରେ ବି ପୋଶ୍ୟ ସନ୍ତାନ ଗୃହକୁ ଭୁଲି ପାରିନାହିଁ । ସେଇଥି ପାଇଁ ତ ସେ ଆମେରିକାରୁ ଧାଇଁ ଆସିଛି । ଆଉ ୭ ବର୍ଷ ବ୍ୟବଧାନ ପରେ କାବ୍ୟାକୁ ଦେଖି ଭାବ ବିହ୍ୱଳ ହୋଇଛନ୍ତି କୋରାପୁଟ ଦଶମନ୍ତପୁର ବ୍ଲକContinue reading “ପୁରୁଣା ଠିକଣାକୁ ଫେରିଛି କୁନି ଝିଅ । ଆମେରିକାରୁ କୋରାପୁଟ ଆସିଛି କାବ୍ୟା, ଦଶମନ୍ତପୁର ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଆଣିଛନ୍ତି ପାଳିତା ପିତା-ମାତା”
ଓଡିଶା ପାଇଁ ଗୌରବ ମାଲକାନଗିରିର ସତବୀର ସିଂ । ରଂଜୀବ ବିଶ୍ୱାଳଙ୍କ ପରେ ଦ୍ୱିତୀୟ ଓଡିଆ ଭାବେ ବିସିସିଆଇରେ ସାମିଲ
କନକ ବ୍ୟୁରୋ : ଭାରତର ସାଉଥ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆକୁ କଂଟ୍ରୋଲ କରିବେ ମାଲକାନଗିରି ଜିଲ୍ଲାର କ୍ରିକେଟର ସତବୀର ସିଂ ରାଏର ଓରଫ ପପ୍ପୁ ସିଂ । ଚଳିତ ସାଉଥ ଆଫ୍ରିକା ଟେଷ୍ଟ ସିରିଜ ଲାଗି ମ୍ୟାନେଜର ଭାବେ ନିୟୋଜିତ ହୋଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସୂଚନା ରଖିଛି ଓସିଏ । ଆଉ ବିସିସିଆଇର ଅନୁମୋଦମ ପରେ ସାଉଥ ଆଫ୍ରିକା ପାଇଁ ମୁମ୍ବାଇ ଠାରୁ ଯାତ୍ରା କରିଛନ୍ତି ସତବୀର । ୧୯୯୬ ଠାରୁ ସତବୀରContinue reading “ଓଡିଶା ପାଇଁ ଗୌରବ ମାଲକାନଗିରିର ସତବୀର ସିଂ । ରଂଜୀବ ବିଶ୍ୱାଳଙ୍କ ପରେ ଦ୍ୱିତୀୟ ଓଡିଆ ଭାବେ ବିସିସିଆଇରେ ସାମିଲ”