ବାଂଲାଦେଶ ନିର୍ବାଚନରେ ​​ଭାରତର ଭୂମିକା ଏବଂ ଶେଖ ହସିନାଙ୍କ ନୂଆଦିଲ୍ଲୀ ସଂଯୋଗ

ବାଂଲାଦେଶରେ ନିର୍ବାଚନ ଋତୁ ପାଖେଇ ଆସିବା ମାତ୍ରେ ପଡୋଶୀ ଦେଶ ଯାହାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭୂମିକା ଉପରେ ଅଧିକ ଚର୍ଚ୍ଚା ହୁଏ ସେ ହେଉଛି ନିଃସନ୍ଦେହରେ ଭାରତ । ବିଭିନ୍ନ ରାଜନୈତିକ ଦଳର ନିର୍ବାଚନ ପ୍ରଚାର ସମୟରେ ଭାରତର ଭୂମିକା  ବିଷୟରେ ଏଠାରେ ଏବଂ ସେଠାରେ ବେଶ ଚର୍ଚ୍ଚା କରାଯାଏ । ସେହିଭଳି ବାଂଲାଦେଶ ନିର୍ବାଚନରେ ​​ଭାରତ କଣ ଚାହୁଁଛି ଏହି ପ୍ରସଙ୍ଗରେ ମଧ୍ୟ ଅନେକ କଳ୍ପନାଜଳ୍ପନା ଚାଲିଛି । ଏଥର ନିର୍ବାଚନ ମଧ୍ୟ ଏଥିରେContinue reading “ବାଂଲାଦେଶ ନିର୍ବାଚନରେ ​​ଭାରତର ଭୂମିକା ଏବଂ ଶେଖ ହସିନାଙ୍କ ନୂଆଦିଲ୍ଲୀ ସଂଯୋଗ”

କେନ୍ଦ୍ରାପଡାର ଗୋବରୀ ନଦୀ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ

କନକ ବ୍ୟୁରୋ : ଟ୍ରାଫିକ ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡା ସହରର ପ୍ରବେଶ ପଥ ତିନିମୁହାଣି ଛକ ନିକଟରେ, ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ଯୋଜନା କରିଥିଲେ ସରକାର । କୋଟି କୋଟି ଟଙ୍କା ବ୍ୟୟରେ ୨୦୨୧ରେ ପୋଲ କାମ ଆରମ୍ଭ ହୋଇଥିଲା । ପୋଲର ଅଧିକାଂଶ ଅଂଶର ନିର୍ମାଣ କାର୍ଯ୍ୟ ବି ସରି ଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଗତ ମାର୍ଚ୍ଚ ମାସରେ ଶେଷଭାଗ କାମ ଚାଲିଥିବା ବେଳେ ପୋଲଟି ଭୁଷୁଡିContinue reading “କେନ୍ଦ୍ରାପଡାର ଗୋବରୀ ନଦୀ ଉପରେ କେବେ ସରିବ ପୋଲ କାମ । ଦିନ ଗଡୁଛି ହେଲେ ନିର୍ମାଣଧିନ ଭାଙ୍ଗା ପୋଲର ହେଉନାହିଁ ପୁନଃନିର୍ମାଣ”

ମଣ୍ଡି ଖୋଲିଲା, ଚାଷୀ ଆସିଲେ, ହେଲେ ଆସିଲେ ନାହିଁ ମିଲର । ଇନ୍ଦ୍ରାବତୀ-ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କଲେ ଚାଷୀ

କନକ ବ୍ୟୁରୋ : ମଣ୍ଡିରେ ଧାନ କିଣାକୁ ନେଇ ଚାଷୀଙ୍କ ରାସ୍ତାରୋକ । ଚାଷୀଙ୍କ ରାସ୍ତା ରୋକ ପରେ ଧାନ କିଣିବା ନେଇ ମିଳିଲା ପ୍ରତିଶ୍ରୁତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଳକର ପୂଜାରିଗୁଡା ମଣ୍ଡିର ଚାଷୀଙ୍କ ଧାନ ଉଠି ପାରୁନାହିଁ । ତେନ୍ତୁଳିଖୁଂଟି ସମବାୟ ସମିତି ତରଫରୁ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ୍ ମିଳିଥିଲା । ଟୋକନ୍ ତାରିଖ ଅନୁସାରେ ଚାଷୀମାନେ ମଣ୍ଡିକୁ ଧାନ ନେଇଛନ୍ତି । ପୂଜାରିଗୁଡା ମଣ୍ଡିରେ ତିନି ହଜାର କ୍ୱିଂଟାଲContinue reading “ମଣ୍ଡି ଖୋଲିଲା, ଚାଷୀ ଆସିଲେ, ହେଲେ ଆସିଲେ ନାହିଁ ମିଲର । ଇନ୍ଦ୍ରାବତୀ-ନବରଙ୍ଗପୁର ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କଲେ ଚାଷୀ”

ଗରିବର ସ୍ୱପ୍ନ ସତ ହୁଏନା । ବିଛଣାରେ ରୋଗୀଣା ମା, ଜଙ୍ଗଲରେ କାଠ ସଂଗ୍ରହ କରୁଛନ୍ତି ବାପା । ବାକି ସବୁ ପାଲଟିଛି ପାହାନ୍ତିଆ ସ୍ୱପ୍ନ

କନକ ବ୍ୟୁରୋ : ବିଛଣାରେ ପଡିଛନ୍ତି ରୋଗୀଣା ମାଆ । ଖଟିବାକୁ ବୁଢା ବାପାଙ୍କ ଦେହରେ ଆଉ ଜୁ ନାହିଁ । ତେଣୁ ପରିବାର ଚଳାଇବା ପାଇଁ ଅଂଟା ଭିଡିଛି ନାବାଳକ ପୁଅ । ମାଆର ସେବା କରିବାକୁ ଅଧାରୁ ପାଠ ଛାଡିଦେଇଛି ଝିଅ । ଏମିତି ଏକ ଦୁଃଖି ପରିବାର ଅଛି, ବାଲେଶ୍ୱର ନୀଳଗିରି ବ୍ଲକ କେଶିପୁର ଅଶୋକନାଳ ଗାଁରେ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସନ୍ତୋଷ ମାହାକୁଡଙ୍କ ଛୋଟ ସଂସାର ।Continue reading “ଗରିବର ସ୍ୱପ୍ନ ସତ ହୁଏନା । ବିଛଣାରେ ରୋଗୀଣା ମା, ଜଙ୍ଗଲରେ କାଠ ସଂଗ୍ରହ କରୁଛନ୍ତି ବାପା । ବାକି ସବୁ ପାଲଟିଛି ପାହାନ୍ତିଆ ସ୍ୱପ୍ନ”

ଖଣି ଅଂଚଳର ଅନ୍ଧାରୀ ଗାଁ । ରାସ୍ତା ନାହିଁ କି ନାହିଁ ବିଜୁଳି ଆଲୁଅ, କୋଇଲା ଖଣି ଖୋଳି କୋଟି କୋଟି ଟଙ୍କାର ରାଜସ୍ୱ ପାଇଥିବା ସରକାରଙ୍କ ନାହିଁ ନଜର

କନକ ବ୍ୟୁରୋ : ସୁନ୍ଦରଗଡରେ ରହିଛି ଏସିଆ ମହାଦେଶ ସବୁଠାରୁ ବଡ ଖୋଲା ମୁହଁ କୋଇଲା ଖଣି । ସୁନ୍ଦରଗଡ ଜିଲ୍ଲା ହେମଗିରିରେ ଏମସିଏଲର କୋଇଲା ଖଣି ସହ ଏନଟିପିସି, ଓପିଟିସିଏଲ, ବେଦାନ୍ତ, ଅଦାନୀ ଭଳି ବହୁ କଂପାନୀର ଅନେକ ଗୁଡାଏ କୋଇଲା ଖଣି ଅଛି । ଆଉ ଅନ୍ୟପଟେ ରହିଛି ଖଣି ଅଂଚଳର ଗାଁ ଓ ସହର । ସବୁଠି ଲାଗିଛି ବଡବଡ ହୋଡିଂ, ଯେଉଁଥିରେ ଓଡିଶାର ବିକାଶ ଧାରା ବାବଦରେ ବାର୍ତା ଦେଉଛନ୍ତି ରାଜ୍ୟContinue reading “ଖଣି ଅଂଚଳର ଅନ୍ଧାରୀ ଗାଁ । ରାସ୍ତା ନାହିଁ କି ନାହିଁ ବିଜୁଳି ଆଲୁଅ, କୋଇଲା ଖଣି ଖୋଳି କୋଟି କୋଟି ଟଙ୍କାର ରାଜସ୍ୱ ପାଇଥିବା ସରକାରଙ୍କ ନାହିଁ ନଜର”

ଭାରତର ବଢୁଥିବା ଶକ୍ତି : ଜୟଶଙ୍କରଙ୍କୁ ଭେଟିବା ପାଇଁ ପୁଟିନ ଭାଙ୍ଗିଲେ ପ୍ରୋଟୋକଲ

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା ହୋଇଥିଲା। ରୁଷ ସହ ଜଡିତ ଭାରତ ଏହାର ପ୍ରସଙ୍ଗ ଉପସ୍ଥାପନ କରିଛି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ଚର୍ଚ୍ଚାର ବିଷୟ । ଏହାର କାରଣ ହେଉଛି ଭାରତର ବୈଦେଶିକ ମନ୍ତ୍ରୀContinue reading “ଭାରତର ବଢୁଥିବା ଶକ୍ତି : ଜୟଶଙ୍କରଙ୍କୁ ଭେଟିବା ପାଇଁ ପୁଟିନ ଭାଙ୍ଗିଲେ ପ୍ରୋଟୋକଲ”

ଦୁନିଆର ସବୁଠାରୁ ଦାମୀ ଔଷଧ, ଯାହାର ଗୋଟିଏ ଡୋଜର ମୂଲ୍ୟ ୨୯ କୋଟି ରୁବି ଅଧିକ

କନକ ବ୍ୟୁରୋ : ଆପଣ ମାନେ ଦୁନିଆର ସବୁଠାରୁ ଦାମୀ କାର,ବାଇକ,ଘର,ହୋଟେଲ ଆଦି ବିଷୟରେ ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଆପଣ ମାନେ ଜାଣିଛନ୍ତି ବିଶ୍ୱର ସବୁଠାରୁ ଦାମୀ ଔଷଧର ନାମ କଣ? ଦୁନିଆର ସବୁଠୁ ଦାମୀ ଔଷଧର କେବଳ ଗୋଟିଏ ଡୋଜର ମୁଲ୍ୟ ହଜାର କି ଲକ୍ଷର ନୁହେଁ ବରଂ ଏହାର ମୂଲ୍ୟ କୋଟି କୋଟି ଟଙ୍କା । ଏହି ଦାମୀ ଔଷଧର ନାମ ହେଉଛି ହେମଜେନିକ୍ସ । ଏହି ମେଡିସିନ ହେମୋଫିଲିଆ ନାମକContinue reading “ଦୁନିଆର ସବୁଠାରୁ ଦାମୀ ଔଷଧ, ଯାହାର ଗୋଟିଏ ଡୋଜର ମୂଲ୍ୟ ୨୯ କୋଟି ରୁବି ଅଧିକ”

ସାଇ ସବୁରୀ ହସ୍ପିଟାଲରେ ବିଏସକେୱାଇ ଠକେଇ ଅଭିଯୋଗକୁ ଖଣ୍ଡନ । ସାମ୍ବାଦିକ ସମ୍ମିଳନୀ କରି ସଫେଇ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଳକାଟି ସ୍ଥିତ ସାଇସବୁରୀ ହସ୍ପିଟାଲରେ ବିଏସକେୱାଇରେ ହୋଇଥିବା ଠକେଇ ଅଭିଯୋଗକୁ ହସ୍ପିଟାଲ କର୍ତୃପକ୍ଷ ଖଣ୍ଡନ କରିଛନ୍ତି । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସାଇସବୁରୀ ହସ୍ପିଟାଲର ନିର୍ଦ୍ଦେଶକ ସ୍ମୃତି ସାଗରିକା, ସିଇଓ ଶ୍ରୀନିବାସ ରାଓ ଏବଂ ମେଡିକାଲ ସୁପରିଟେଣ୍ଡେଂଟ୍ ଡାକ୍ତର ପ୍ରଜ୍ଞା ସିଦ୍ଧାର୍ଥ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଚଳିତ ମାସ ୧୩ ତାରିଖରେ ଯାଜପୁର ଜିଲ୍ଲା ପାଟରଙ୍ଗା ଅଞ୍ଚଳରୁ ୨୩ ରୋଗୀଙ୍କୁ ହିମାଂଶୁ ଦାଶContinue reading “ସାଇ ସବୁରୀ ହସ୍ପିଟାଲରେ ବିଏସକେୱାଇ ଠକେଇ ଅଭିଯୋଗକୁ ଖଣ୍ଡନ । ସାମ୍ବାଦିକ ସମ୍ମିଳନୀ କରି ସଫେଇ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ ।”

ସ୍ୱାଧୀନତା ପୂର୍ବରୁ ମାତ୍ର ୧୨ ଜଣ କର୍ମଚାରୀରେ ଆରମ୍ଭ ହୋଇଥିଲା ପାରଲେ-ଜି କମ୍ପାନୀ । ଆଜି ୧୭ ହଜାର କୋଟିର ବ୍ୟବସାୟ

କନକ ବ୍ୟୁରୋ :ପାରଲେ ଜି ତରଫରୁ କମ୍ପାନୀର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦେଖିବାକୁ ମିଳିଛି କିଛି ନୂଆ ଚିତ୍ର । ଏହି ଚିତ୍ର ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ କି ପାଲେଜି- ପ୍ୟାକେଟରେ ଥିବା କୁନି ଝିଅର ଚିତ୍ର କ’ଣ ବଦଳି ଯାଇଛି କି ? । ପାରଲେ ଇନଷ୍ଟାଗ୍ରାମରେ ଥିବା ପାଲେଜି ବିସ୍କୁଟ ପ୍ୟାକେଟର କେବଳ ଚିତ୍ର ବଦଳି ନାହିଁ ବରଂ ଏହାର ଲେଖା ମଧ୍ୟ ବଦଳି ଯାଇଛି । ଏହି ଇନଷ୍ଟାଗ୍ରାମ ପୋଷ୍ଟ ଦ୍ରୁତ ଗତିରେContinue reading “ସ୍ୱାଧୀନତା ପୂର୍ବରୁ ମାତ୍ର ୧୨ ଜଣ କର୍ମଚାରୀରେ ଆରମ୍ଭ ହୋଇଥିଲା ପାରଲେ-ଜି କମ୍ପାନୀ । ଆଜି ୧୭ ହଜାର କୋଟିର ବ୍ୟବସାୟ”

ଫୁଲବାଣୀରେ ଏସିଡ୍ ଆକ୍ରମଣ । ବାପା-ପୁଅଙ୍କ ସମେତ ଜଣେ ଯୁବକ ଆହତ ।

କନକ ବ୍ୟୁରୋ: ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶୀପାନ ଦୋକାନ ଛକରେ ଏସିଡ୍ ଆକ୍ରମଣରେ ୩ ଆହତ । ବାପା-ପୁଅ ଓ ଜଣେ ଯୁବକ ଘଟଣାରେ ଆହତ । ସମସ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମେଡିକାଲ ଟାଉନ୍ ଥାନା ପୋଲିସ ଏବଂ ଫୁଲବାଣୀ ଏସଡିପିଓ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣରେ ପୀଡିତ ବାପା-ପୁଅ ହେଲେ ଚନ୍ଦ୍ର ମହାନ୍ତି ଓ ସୁରଜ ମହାନ୍ତି । ପୂର୍ବ ଶତ୍ରୁତାଙ୍କୁContinue reading “ଫୁଲବାଣୀରେ ଏସିଡ୍ ଆକ୍ରମଣ । ବାପା-ପୁଅଙ୍କ ସମେତ ଜଣେ ଯୁବକ ଆହତ ।”

Design a site like this with WordPress.com
Get started