ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪ । ଡିଜିପି କହିଲେ, ଆଗକୁ ସାଧାରଣ ନିର୍ବାଚନ, ପୋଲିସ ପାଇଁ ରହିବ ଆହ୍ୱାନ ।

କନକ ବ୍ୟୁରୋ: ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଚ୍ୟାଲେଞ୍ଜିଙ୍ଗ ରହିବ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଭୁବନେଶ୍ୱର ବିଜୁପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡିଜିପି କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ । ତେଣୁ ପୂର୍ବ ଭଳି ଓଡ଼ିଶା ପୋଲିସର ଯେଉଁ ସମ୍ମାନ ସାରା ଦେଶରେ ରହିଛି, ତାହା ବଳବତ୍ତର ରହିବ । ନିର୍ବାଚନ ପୂର୍ବରୁ ନୂଆପଡ଼ା,Continue reading “ପୋଲିସ ପାଇଁ ଚ୍ୟାଲେଞ୍ଜିଙ୍ଗ ହେବ ୨୦୨୪ । ଡିଜିପି କହିଲେ, ଆଗକୁ ସାଧାରଣ ନିର୍ବାଚନ, ପୋଲିସ ପାଇଁ ରହିବ ଆହ୍ୱାନ ।”

ଆଉ ଦେଖାଯିବନି ପାର୍ଲେ ଗାର୍ଲ! ଏଥର ବିସ୍କୁଟ ପ୍ୟାକେଟରେ ଏ ଯୁବକ ଜଣକ କିଏ?

କନକ ବ୍ୟୁରୋ: ବିସ୍କୁଟର ନାଁ ଆସିଲେ ସାଙ୍ଗେ ସାଙ୍ଗେ ମନକୁ ପାର୍ଲେଜିର ନାଁ ଚାଲିଆସେ ତା ସହ ଆଖିରେ ଝଲସି ଉଠେ ବିସ୍କୁଟ ର୍ୟାପର ଉପରେ ଥିବା କୁନି ଝିଅଟିର ଚେହେରା । ହେଲେ ଏଣିକି ଆଉ ସେ କୁନି ଝିଅ ଛବି ଆଉ ପାର୍ଲେ ବିସ୍କୁଟ ପ୍ୟାକେଟରେ ଦେଖିବାକୁ ମିଳିବନି । କାରଣ ପାର୍ଲେ କମ୍ପାନୀ ନିଜର ନୂଆ ଲୋକେ ଧାର୍ଯ୍ୟ କରିସାରିଛି । ଦେଶର ସ୍ୱାଧୀନତା ମିଳିବା ପୂର୍ବରୁ ଦେଶରେ ଆରମ୍ଭ ହୋଇଥିଲା ପାର୍ଲେ-Continue reading “ଆଉ ଦେଖାଯିବନି ପାର୍ଲେ ଗାର୍ଲ! ଏଥର ବିସ୍କୁଟ ପ୍ୟାକେଟରେ ଏ ଯୁବକ ଜଣକ କିଏ?”

ଏଜୁକେସନ ସ୍କାମ: ବିଦେଶରେ ଶିକ୍ଷା ନାମରେ ସ୍କାମ ! : ଚିନ୍ତାରେ ଭାରତୀୟ ଛାତ୍ର, ହରେଇଲେଣି ଲକ୍ଷ ଲକ୍ଷ ଟଙ୍କା ।

ଆପଣ କିମ୍ବା ଆପଣଙ୍କର କେହି ସମ୍ପର୍କୀୟ ବିଦେଶ ପଢିବାପାଇଁ ଯାଉଛନ୍ତି କି ? ଏବେଠୁ ସାବଧାନ ହେଇଯାଆନ୍ତୁ ନହେଲେ ଆପଣ ଲକ୍ଷ ଲକ୍ଷ ଟଙ୍କା ହରେଇବେ ଏବଂ ଆପଣଙ୍କ ବିଦେଶର ପଢିବାର ସ୍ବପ୍ନ ମଧ୍ୟ ସ୍ବପ୍ନ ହେଇ  ରହିଯିବ । ପ୍ରତିବର୍ଷ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଶିକ୍ଷାଲାଭ ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ କରିଥାନ୍ତି । ବିଦେଶରେ ପଢିବାର ସ୍ୱପ୍ନ ଦେଖୁଥିବା ଏହି ଛାତ୍ରମାନେ ଏଠାରେ ତାଙ୍କର ସମସ୍ତ ଔପଚାରିକତା ପୂରଣ କରିବା ପରେ ଆଖିରେContinue reading “ଏଜୁକେସନ ସ୍କାମ: ବିଦେଶରେ ଶିକ୍ଷା ନାମରେ ସ୍କାମ ! : ଚିନ୍ତାରେ ଭାରତୀୟ ଛାତ୍ର, ହରେଇଲେଣି ଲକ୍ଷ ଲକ୍ଷ ଟଙ୍କା ।”

୨୦୨୪ ଲୋକସଭା ନିର୍ବାଚନ ମୋ ପାଇଁ ଶେଷ ନିର୍ବାଚନ । ଜାଣନ୍ତୁ ଏଭଳି କାହିଁକି କହିଲେ କଂଗ୍ରେସ ସାଂସଦ ଶଶି ଥରୁର୍

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଏବେ କଂଗ୍ରେସ ସାଂସଦ ଶଶି ଥରୁରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶଶି ଥରୁର କହିଛନ୍ତି କି ୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ତାଙ୍କ ପାଇଁ ଶେଷ ନିର୍ବାଚନ ହେବ । ହେଲେ ଏବେ ଭିଡିଓକୁ ନେଇ ଏବେ ଶଶି ଥରୁରୁContinue reading “୨୦୨୪ ଲୋକସଭା ନିର୍ବାଚନ ମୋ ପାଇଁ ଶେଷ ନିର୍ବାଚନ । ଜାଣନ୍ତୁ ଏଭଳି କାହିଁକି କହିଲେ କଂଗ୍ରେସ ସାଂସଦ ଶଶି ଥରୁର୍”

ସଂସଦ ଆକ୍ରମଣ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ନୀଲମ ଆଜାଦଙ୍କୁ କୋର୍ଟଙ୍କ ଝଟକା । ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କଲେ କୋର୍ଟ

କନକ ବ୍ୟୁରୋ : ସଂସଦ ଆକ୍ରମଣ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ନୀଲମ ଆଜାଦଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ନୀଲମ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତାଙ୍କ ଟିପ୍ପଣୀରେ କହିଛନ୍ତି ଯେ ମାମଲାର ତୁରନ୍ତ ଶୁଣାଣି ନେଇ କୌଣସି ଆବଶ୍ୟକତା ନାହିଁ । ପ୍ରଥମରୁ ଯେଉଁ ଜାନୁଆରୀ ୩ ତାରିଖରେ ଶୁଣାଣି ଧାର୍ଯ୍ୟ କରାଯାଇଛି ସେହିଦିନ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟContinue reading “ସଂସଦ ଆକ୍ରମଣ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ନୀଲମ ଆଜାଦଙ୍କୁ କୋର୍ଟଙ୍କ ଝଟକା । ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କଲେ କୋର୍ଟ”

କୋହଲି ଆପଣାଇଲେ ବ୍ରଡଙ୍କ କୌଶଳ, ଭାରତକୁ ସଙ୍ଗେ ସଙ୍ଗେ ମିଳିଲା ୱିକେଟ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ମ୍ୟାଚରେ ଏବେ ଡ୍ରାଇଭର ସିଟରେ ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଅଗ୍ରଣୀ ନେଇଥିବା ବେଳେ ହାତରେ ଆହୁରି ୫ ୱିକେଟ ରହିଛି । ଆହୁରି ୩ ଦିନ ଖେଳ ବାକି ଥିବାରୁ ଫଳାଫଳ ବାହାରିବା ନେଇ କ୍ରିକେଟପ୍ରେମୀ ଆଶାବାଦୀ ରହିଛନ୍ତି । ତେବେ ପ୍ରଥମ ମ୍ୟାଚରେ ପଡିଆରେ କୋହଲିଙ୍କର ଏକ ଟ୍ରିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରContinue reading “କୋହଲି ଆପଣାଇଲେ ବ୍ରଡଙ୍କ କୌଶଳ, ଭାରତକୁ ସଙ୍ଗେ ସଙ୍ଗେ ମିଳିଲା ୱିକେଟ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।”

ପୁଣି ଡରାଇଲାଣି କରୋନା । ଦେଶରେ ୨୪ ଘଣ୍ଟାରେ ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬ଜଣଙ୍କ ମୃତ୍ୟୁ । ଏପଟେ ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି କରୋନା । ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଆଉ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ସଂକ୍ରମଣ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର । ଏପରିକି କହିଛନ୍ତି କୋଭିଡ ଟେଷ୍ଟିଂ ବଢ଼ିଛି । ୬୯୦ ଟେଷ୍ଟିଂ କରାଯାଇଥିଲାContinue reading “ପୁଣି ଡରାଇଲାଣି କରୋନା । ଦେଶରେ ୨୪ ଘଣ୍ଟାରେ ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୬ଜଣଙ୍କ ମୃତ୍ୟୁ । ଏପଟେ ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ।”

ଜମି କିଣା ବିକା ମାମଲା : ଇଡିର ଅଭିଯୋଗ ପତ୍ରରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ

କନକ ବୁୃ୍ୟରୋ : ହରିଆଣାରେ ୫ ଏକର ଜମି କିଣାବିକା ମାମଲାରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଯେଉଁ ଅଭିଯୋଗ ହୋଇଛି ସେଥିରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ସାମିଲ ରହିଛି । ଏହା ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ନାମ ଏହି ଅଭିଯୋଗରେ ସାମିଲ ଥିଲା । ହେଲେ ଇଡି ତରଫରୁ ଏପର୍ଯ୍ୟନ୍ତ ନା ପ୍ରିୟଙ୍କା ଗାନ୍ଧୀ ନା ରବର୍ଟ ଭଦ୍ରା କାହାକୁ ବି ନୋଟିସ କରାଯାଇ ନାହିଁ । ଏନଆରଆଇContinue reading “ଜମି କିଣା ବିକା ମାମଲା : ଇଡିର ଅଭିଯୋଗ ପତ୍ରରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ”

ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ । ଆଗାମୀ ନିର୍ବାଚନ ନେଇ ଆଲୋଚନା କରିବେ ।

କନକ ବ୍ୟୁରୋ: ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ । ନୂଆ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଜାନୁଆରୀ ୬ରେ ଅଜୟ କୁମାର ଓଡିଶା ଆସିବେ । ୬, ୭ ଦିନ ଓଡିଶାରେ ରହି କଂଗ୍ରେସର ସବୁ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ । ନୂଆ ପ୍ରଭାରୀଙ୍କୁ ରାଜ୍ୟରେ ଜୋରଦାର ସ୍ୱାଗତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି । ଦିଲ୍ଲୀରେContinue reading “ନୂଆ ବର୍ଷରେ ଓଡିଶା ଆସିବେ ନୂଆ ପ୍ରଭାରୀ । ଆଗାମୀ ନିର୍ବାଚନ ନେଇ ଆଲୋଚନା କରିବେ ।”

ଦିଲ୍ଲୀ ହାଇକୋର୍ଟ ଖାରଜ କଲା ସଂସଦ ଅନୁପ୍ରବେଶ ଘଟଣାର ଆରୋପି ନୀଲମ ଆଜାଦଙ୍କ ଅପିଲ । କହିଲେ ଏମିତି ..

ସଂସଦ ସୁରକ୍ଷା ତ୍ରୁଟି ମାମଲା : ଏହି ଆବେଦନରେ ନୀଲମ ଆଜାଦ କହିଛନ୍ତି ଯେ ତାଙ୍କୁ ତାଙ୍କ ପସନ୍ଦର ଓକିଲଙ୍କ ସହ ପରାମର୍ଶ କରିବାକୁ ଅନୁମତି ନଦେବା ହେଉଛି ସମ୍ବିଧାନ ଅନୁଯାୟୀ ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ । ଜେଲରେ ଅଟକ ଘଟଣାକୁ କହିଲେ ଆଇନ ବିରୋଧୀ । ସଂସଦର ସୁରକ୍ଷା ମାମଲାରେ ଅଭିଯୁକ୍ତ ନୀଲମ ଆଜାଦଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ଗୁରୁବାର ସଂସଦ ଘଟଣା ମାମଲାରେ ଅଭିଯୁକ୍ତ ନୀଲମ ହାଇକୋର୍ଟରେContinue reading “ଦିଲ୍ଲୀ ହାଇକୋର୍ଟ ଖାରଜ କଲା ସଂସଦ ଅନୁପ୍ରବେଶ ଘଟଣାର ଆରୋପି ନୀଲମ ଆଜାଦଙ୍କ ଅପିଲ । କହିଲେ ଏମିତି ..”

Design a site like this with WordPress.com
Get started