ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ଦେହରେ ବାଜିଛି ଗୁଳି ।

କନକ ବ୍ୟୁରୋ : ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ଦେହରେ ବାଜିଛି ଗୁଳି । ପାଟ୍ରୋଲିଂ ସମୟରେ ରଘୁକୁ ପିଛା କରିଥିଲା ପୋଲିସ । ପ୍ରଥମେ ପୋଲିସ ଉପରକୁ ଗୁଳି କରିଥିଲା ରଘୁ । ପାଲଟା ଗୁଳିରେ ଅପରାଧୀ ରଘୁ ଆହତ ହୋଇଥିବା ସୂଚନା ରହିଛି । The post ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ଦେହରେ ବାଜିଛି ଗୁଳି । first appeared on Kanak News. from KanakContinue reading “ଭୁବନେଶ୍ୱରରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରଘୁ ଦେହରେ ବାଜିଛି ଗୁଳି ।”

ଦେଖିବାକୁ ମିଳିଲା ଅଯୋଧ୍ୟା ରାମମନ୍ଦିର ଭିତର ଦୃଶ୍ୟ । ମନମୋହିଲା ଆକର୍ଷଣୀୟ ଓ ଚମତ୍କାର କାରୁକାର୍ଯ୍ୟ । ଅନ୍ୟପଟେ ଅଯୋଧ୍ୟାକୁ ନେଇ ଚାଲିଛି ରାଜନୀତି ।

କନକ ବ୍ୟୁରୋ: ଅଦ୍ଭୁତ, ଆଶ୍ଚର୍ଯ୍ୟ, ଆକର୍ଷଣୀୟ ଅଯୋଧ୍ୟାର ଭବ୍ୟ ଶ୍ରୀରାମମନ୍ଦିର । ଯେଉଁଠି ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ହେବ ସେହି ମହଲାରେ କାମ ଶେଷ ହେବା ପରେ ସାମ୍ନାକୁ ଆସିଛି ଏହାର ପ୍ରଥମ ଦୃଶ୍ୟ । ଯେତିକି ପ୍ରଶଂସା କଲେ ସେତିକି କମ ପଡୁଛି କାରିଗରଙ୍କ କାରିଗରୀକୁ । ମନ୍ଦିରର କୋଣ ଅନୁକୋଣରେ ସ୍ଥାନ ଦିଆଯାଇଛି ଆକର୍ଷଣୀୟ କଳାକୃତିକୁ । ଏହି ମହଲାରେ ଥିବା ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରContinue reading “ଦେଖିବାକୁ ମିଳିଲା ଅଯୋଧ୍ୟା ରାମମନ୍ଦିର ଭିତର ଦୃଶ୍ୟ । ମନମୋହିଲା ଆକର୍ଷଣୀୟ ଓ ଚମତ୍କାର କାରୁକାର୍ଯ୍ୟ । ଅନ୍ୟପଟେ ଅଯୋଧ୍ୟାକୁ ନେଇ ଚାଲିଛି ରାଜନୀତି ।”

ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ୍ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ. ଅଧିକ ଦାମ ଦେଇ କିଣିନେଉଛନ୍ତି ଛତିଶଗଡ଼ ଦଲାଲ ।

କନକ ବ୍ୟୁରୋ: ଏହି ଡିସେମ୍ବର ମାସରେ ଯେଉଁ ମଣ୍ଡିରେ ଚାଷୀଙ୍କ ଭିଡ଼ ଲାଗୁଥିଲା, ସେଠି ଏବେ କାଁଭାଁ ଚାଷୀ ଆସୁଛନ୍ତି । ଏମିତି ନୁହେଁ କି ଟୋକନ୍ ସମସ୍ୟା ରହିଛି । ହାତରେ ଟୋକନ୍ ଅଛି, ପାଖରେ ଧାନ ବି ଅଛି, ହେଲେ ଧାନ ବିକିବାକୁ ମଙ୍ଗୁ ନାହାଁନ୍ତି ଚାଷୀ । କାରଣ, ଏଠି ମଣ୍ଡିରେ ଚାଷୀଙ୍କ ଯେଉଁ ଦାମ ମିଳୁଛି, ତାଠୁ ଅଧିକ ଦାମ ଦେଉଛନ୍ତି ଛତିଶଗଡ଼ ଦଲାଲ୍ । ଏଭଳି କିଛି ଦାବି କରିଛନ୍ତିContinue reading “ପଡ଼ିଶା ନେଇଯାଉଛି ଓଡ଼ିଶା ଧାନ । ଟୋକନ୍ ପାଇ ବି ମଣ୍ଡିକୁ ଯାଉନାହାନ୍ତି ଚାଷୀ. ଅଧିକ ଦାମ ଦେଇ କିଣିନେଉଛନ୍ତି ଛତିଶଗଡ଼ ଦଲାଲ ।”

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ । ପୁଟିନ କହିଲେ ବନ୍ଧୁ ମୋଦୀ ଆସିଲେ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷରୁ ଆସିଲା ଆମନ୍ତ୍ରଣ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମସ୍କୋ ଯିବାକୁ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି । ପୁଟିନ କହିଛନ୍ତି ଯେ, ବନ୍ଧୁ ମୋଦି ଆସିଲେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର ଅଛି । ପୁଟିନ୍ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ମଜବୁତ ରହିଛି । ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କ ବଢ଼ିଚାଲିଛି । ବିଶେଷକରି ବାଣିଜ୍ୟ କ୍ଷେତ୍ରରେ ବଢ଼ିଚାଲିଛି । ବୈଦଶିକContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ । ପୁଟିନ କହିଲେ ବନ୍ଧୁ ମୋଦୀ ଆସିଲେ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ।”

ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ: ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା

କନକ ବ୍ୟୁରୋ: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଜେଏସ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ଏଥିପେ ପୁଅଙ୍କ ଅପେକ୍ଷା ଝିଅ ଭଲ କରିଛନ୍ତି । ପରୀକ୍ଷାରେ ମୋଟ ୫୫ ଜଣ ପାସ କରିଛନ୍ତି । ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି । ସୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି । ନିଲିଶା ପଟ୍ଟନାୟକ ଦ୍ୱିତୀୟ ହୋଇଥିବାବେଳେ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ ରାଣୀ ରଂଜିତା ପଟ୍ଟନାୟକ,Continue reading “ପ୍ରକାଶ ପାଇଲା ଓଜେଏସ ପରୀକ୍ଷାଫଳ: ପୁଣି ପୁଅଙ୍କୁ ଟପିଲେ ଝିଅ, ପ୍ରଥମ ଦଶଜଣଙ୍କ ମଧ୍ୟରେ ୮ ଜଣ ମହିଳା”

ଲୋହିତ ସାଗରରେ ଆମେରିକାର ବଡ ଆକ୍ରମଣ: ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ

କନକ ବ୍ୟୁରୋ: ଲୋହିତ ସାଗରରେ ଆମେରିକାର ବଡ କାର୍ଯ୍ୟାନୁଷ୍ଠାନ । ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ କରିଛି ଆମେରିକା ସେନା । ବାରମ୍ବାର ବିଦେଶୀ ଜାହାଜକୁ ଅପହରଣ ଓ ଆକ୍ରମଣରେ ପରେ ହୁତୀ ଉପରେ ଆମେରିକା ସେନାର କାର୍ଯ୍ୟାନୁଷ୍ଠାନ କରିଛି । The post ଲୋହିତ ସାଗରରେ ଆମେରିକାର ବଡ ଆକ୍ରମଣ: ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡContinue reading “ଲୋହିତ ସାଗରରେ ଆମେରିକାର ବଡ ଆକ୍ରମଣ: ଇରାନ ସମର୍ଥିତ ହୁତୀ ବିଦ୍ରୋହୀଙ୍କ ଉପରେ ଘନ ଘନ ଡ୍ରୋନ ଓ ମିସାଇଲ ମାଡ”

କୁସ୍ତି ଆଖଡ଼ାରେ କଂଗ୍ରେସ ସାଂସଦ: ହରିଆଣା ଆର୍ଯ୍ୟ ଆଖଡ଼ାଶାଳରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ଶୀତୁଆ ସକାଳରେ କୁସ୍ତି ଆଖଡ଼ାରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୁଧବାର ସକାଳୁ ହରିୟାଣା ଛାର ଗାଁରେ ଥିବା କୁସ୍ତି ଆଖଡ଼ାରେ ପହଁଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ରାହୁଲ । ଏଠାରେ ଥିବା ବୀରେନ୍ଦ୍ର ଆର୍ଯ୍ୟ ଆଖାଡ଼ାରେ ପହଁଚିବା ପରେ କୁସ୍ତିଯୋଦ୍ଧାଙ୍କୁ ଭେଟିବା ସହ କିଭଳି କୁସ୍ତି ଅଭ୍ୟାସ କରାଯାଏ ସେହି ବାବଦରେ ପଚାରି ବୁଝିଥିଲେ । କେବଳ ସେତିକି ନୁହେଁ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହ ଏକାଠି ମିଶିContinue reading “କୁସ୍ତି ଆଖଡ଼ାରେ କଂଗ୍ରେସ ସାଂସଦ: ହରିଆଣା ଆର୍ଯ୍ୟ ଆଖଡ଼ାଶାଳରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ”

ଜମ୍ମୁକାଶ୍ମୀରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସ୍ଥିତି ସମୀକ୍ଷା: ସେନାଧିକାରୀଙ୍କ ସହ କଲେ ଉଚ୍ଚସ୍ତରୀୟ ବୈଠକ, ବଢ଼ାଇଲେ ଯବାନଙ୍କ ମନୋବଳ

କନକ ବ୍ୟୁରୋ: ପୁଂଚରେ ଆତଙ୍କୀ ହମଲା ଘଟଣା । ଜମ୍ମୁ କାଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପ୍ରଥମେ ସେନାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସୀମାନ୍ତ ଅଂଚଳବାସୀ ଏବଂ ଶହୀଦ ଯବାନଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆତଙ୍କୀଙ୍କୁ ନିପାତ ପାଇଁ ସେନା ସବୁବେଳେ ପ୍ରସ୍ତୁତContinue reading “ଜମ୍ମୁକାଶ୍ମୀରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସ୍ଥିତି ସମୀକ୍ଷା: ସେନାଧିକାରୀଙ୍କ ସହ କଲେ ଉଚ୍ଚସ୍ତରୀୟ ବୈଠକ, ବଢ଼ାଇଲେ ଯବାନଙ୍କ ମନୋବଳ”

ଭୟ ବଢ଼ାଉଛି କରୋନା ସଂକ୍ରମଣ: ୨୪ ଘଂଟାରେ ଦେଶରୁ ନୂଆ ୫୨୯ ସଂକ୍ରମିତ ଚିହ୍ନଟ, ୩ମୃତ

କନକ ବ୍ୟୁରୋ: ଚିନ୍ତା ବଢାଉଛି କରୋନାର ନୂଆ ରୂପ ଜେଏନ ଡଟ୍ ୱାନ । ୨୪ଘଂଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ଆଉ ୫୨୯ ନୂଆ କୋରୋନା ସଂକ୍ରମିତ । କର୍ଣ୍ଣାଟକରେ ୨ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ଜେଏନ ଡଟ୍ ୱାନ ଭ୍ୟାରିଆଂଟର ୧୦୯ଟି ମାମଲା ଚିହ୍ନଟ ହୋଇଛି । ଯେଉଁ ମାନଙ୍କ ମଧ୍ୟରେ ଗୁଜରାଟରେ ୩୬,Continue reading “ଭୟ ବଢ଼ାଉଛି କରୋନା ସଂକ୍ରମଣ: ୨୪ ଘଂଟାରେ ଦେଶରୁ ନୂଆ ୫୨୯ ସଂକ୍ରମିତ ଚିହ୍ନଟ, ୩ମୃତ”

୨୦୨୪ ନିର୍ବାଚନ ପାଇଁ ଶାହାଙ୍କ ଫମୂର୍ଲା ୩୫: ମମତାଙ୍କ ଗଢ଼ରୁ ୩୫ ଲୋକସଭା ଆସନ ହାସଲ କରିବା ବୋଲି ବିଜେପି ଦୃଢୋକ୍ତି

କନକ ବ୍ୟୁରୋ: ବିଜେପି ମିଶନ ପଶ୍ଚିମବଙ୍ଗ । ଅମିତ ଶାହାଙ୍କ ଷ୍ଟାଟେଜି ସିଟ୍ ପଇଁତିରିଶି । ଲୋକସଭା ନିର୍ବାଚନ ପୂର୍ବରୁ ବଡ ଦାବି କରିଛି ଦଳ । ପଶ୍ଚିମବଙ୍ଗ ଅର୍ଥାତ ମମତା ବାର୍ନାଜୀଙ୍କ ଗଢ଼ରୁ ବିଜେପି ୩୫ ଲୋକସଭା ଆସନରେ ଜିତ ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ୨୦୧୯ ନିର୍ବାଚନରେ ଦଳ ୧୯ଟି ଆସନ ହାସଲ କରିଥିବାବେଳେ ଏଥରକ ୩୫ ଆସନ ପାଇଁ ଟାର୍ଗେଟ କରିଛି । ପଶ୍ଚିମବଙ୍ଗରେContinue reading “୨୦୨୪ ନିର୍ବାଚନ ପାଇଁ ଶାହାଙ୍କ ଫମୂର୍ଲା ୩୫: ମମତାଙ୍କ ଗଢ଼ରୁ ୩୫ ଲୋକସଭା ଆସନ ହାସଲ କରିବା ବୋଲି ବିଜେପି ଦୃଢୋକ୍ତି”

Design a site like this with WordPress.com
Get started