ବାପାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ନିମାପଡ଼ାର କୁନି ଝିଅ । ବିଲକୁ ଯାଇ କାମ କରୁଛନ୍ତି ଦେଉଳି ସାହିର ପୂଜା ସ୍ୱାଇଁ, ସ୍କୁଲ ଯିବା ସହ ବାପାଙ୍କୁ କରୁଛନ୍ତି ସାହାଯ୍ୟ

କନକ ବ୍ୟୁରୋ : ନବମ ଶ୍ରେଣୀର ଛାତ୍ରୀ ପୂଜା ସ୍ୱାଇଁ । ସ୍କୁଲ ଯିବା ସହ ବିଲରେ ବାପାଙ୍କୁ କାମରେ ସାହାଯ୍ୟ କରୁଛନ୍ତି ପୂଜା । ଦିନକୁ ଦୁଇରୁ ୩ ବେଳା ବିଲରେ ଯାଇ କାମ କରୁଛନ୍ତି । କେତେବେଳେ ବିଲରେ କୋଦାଳ ଧରି ମାଟି ହାଣୁଛନ୍ତି । ଅନ୍ୟ କେତେବେଳେ କ୍ଷେତରେ ପାଣି ମଡ଼ାଉଛନ୍ତି । ସ୍କୁଲ ଯିବା ପୂର୍ବରୁ ହେଉକି ପରେ ବାପାଙ୍କୁ ସାହାଯ୍ୟ କରିବାକୁ ବିଲକୁ ଆସି କାମ କରନ୍ତି ପୁରୀ ଜିଲ୍ଲାContinue reading “ବାପାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ନିମାପଡ଼ାର କୁନି ଝିଅ । ବିଲକୁ ଯାଇ କାମ କରୁଛନ୍ତି ଦେଉଳି ସାହିର ପୂଜା ସ୍ୱାଇଁ, ସ୍କୁଲ ଯିବା ସହ ବାପାଙ୍କୁ କରୁଛନ୍ତି ସାହାଯ୍ୟ”

ବଦଳିବ ପାକିସ୍ତାନୀ ସେନା ଡ୍ରେସ କୋଡ୍। କର୍ପୋରେଟ୍ ଲୁକ୍ ରେ ଦେଖାଯିବେ ସେନା ଅଧିକାରୀ ।

ସେନା ମୁଖ୍ୟଙ୍କ ନୂତନ ଆଦେଶ ପରେ ପାକିସ୍ତାନ ସେନା ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଇଯାଇଛି । ଗୋଟେ ଗୋଷ୍ଠୀ  ନୂଆ ଡ୍ରେସ୍ କୋଡ୍ ଲାଗୁ କରିବାକୁ ଚାହୁଁନାହିଁ । ସେମାନେ କହିବ କଥା ଯେ ଦେଶର ସୁରକ୍ଷା ହେଉଛି ସେନାର କାମ। ଏପରି  କର୍ପୋରେଟ୍ ଡ୍ରେସ୍ କୋଡ୍ ରେ ଫସିଯିବା ଉଚିତ୍ ନୁହେଁ । ପାକିସ୍ତାନୀ ସେନା ବର୍ତ୍ତମାନ ଏକ ନୂତନ ସର୍ଭିସ ଡ୍ରେସ କୋଡ୍ ତିଆରି କରିବାକୁ ଯାଉଛି ଯେଉଁଥିରେ ଏହାର ଅଧିକାରୀମାନେ ଗଳା ବନ୍ଦContinue reading “ବଦଳିବ ପାକିସ୍ତାନୀ ସେନା ଡ୍ରେସ କୋଡ୍। କର୍ପୋରେଟ୍ ଲୁକ୍ ରେ ଦେଖାଯିବେ ସେନା ଅଧିକାରୀ ।”

ଦୁର୍ଘଟଣାରେ ଆଖି ବୁଜିଦେଲା ବଢ଼ିଲା ପୁଅ । ବୃଦ୍ଧ ବାପାଙ୍କ କାନ୍ଧରେ ଏବେ ପରିବାର ବୋଝ, ଝିଅ ବାହାଘର ପାଇଁ ଗାଁ ଗାଁ ବୁଲି ସହାୟତା ମାଗୁଛନ୍ତି ସୁଦର୍ଶନ ମଉସା

କନକ ବ୍ୟୁରୋ : ପରିଣତ ବୟସରେ ନଇଁ ନଇଁ ଚାଲୁଛନ୍ତି । ଗୋଟେ ଆଖିକୁ ଦେଖାଯାଉନି ତଥାବି ଥକି ନାହାଁନ୍ତି । ୟେ ହେଉଛନ୍ତି ବାଲେଶ୍ୱର ରେମୁଣା ସୋମନାଥପୁର ସୁଦର୍ଶନ ମଉସା । ଦିନେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ ଓ ପୁଅ ଝିଅଙ୍କୁ ପାଠ ପଢ଼ାଉଥିଲେ । ଏକମାତ୍ର ପୁଅ କଷ୍ଟିଂ ପଢ଼ି ଚାକିରୀ ପାଇଁ ଯାଇଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ବଡ଼ ଝିଅର ନିବନ୍ଧ ସରିଥିଲା । ହେଲେ ଦୁର୍ଘଟଣାରେ ପୁଅContinue reading “ଦୁର୍ଘଟଣାରେ ଆଖି ବୁଜିଦେଲା ବଢ଼ିଲା ପୁଅ । ବୃଦ୍ଧ ବାପାଙ୍କ କାନ୍ଧରେ ଏବେ ପରିବାର ବୋଝ, ଝିଅ ବାହାଘର ପାଇଁ ଗାଁ ଗାଁ ବୁଲି ସହାୟତା ମାଗୁଛନ୍ତି ସୁଦର୍ଶନ ମଉସା”

ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ

କନକ ବ୍ୟୁରୋ : ଇଡକୋ ସିଜିଏମ୍ ସରୋଜକାନ୍ତ ମିଶ୍ର ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସରୋଜକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସରୋଜକାନ୍ତଙ୍କ ବିଭିନ୍ନ ଠିକଣାରେ ପ୍ରଥମେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ବେଳେ ଅନେକ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ୧୦ଟି ପ୍ଲଟ, ୨ଟି ଫ୍ଲାଟ, ୩ ମହଲା ବିଲ୍ଡିଂ ଠାବ ହୋଇଥିଲା । କେବଳContinue reading “ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ”

ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଜୀବନ । ପଲିଥିନ ତଳେ ଚଳୁଛନ୍ତିି ରାଜକନିକା ବ୍ଲକ ସିହୋପଡ଼ା ଗାଁର ଗୋପବନ୍ଧୁଙ୍କ ପରିବାର

କନକ ବ୍ୟୁରୋ : ଭଙ୍ଗା ଘରେ ପଲିଥିନ୍ ତଳେ ଜୀବନ । ଅତି ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି ପାଂଚ ପ୍ରାଣୀ କୁଟୁମ୍ବ । ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ସିହୋପଡ଼ା ପଂଚାୟତ ସିହୋପଡ଼ା ଗାଁର ଗୋପବନ୍ଧୁ ଜେନାଙ୍କ ପରିବାର । ଘର ଅବସ୍ଥା ନକହିବା ଭଲ । ଘରର ଚାରିପଟେ କାନ୍ଥ ପଡ଼ି ରହିଛି । ମୁଣ୍ଡ ଉପରେ ଛପର ନାହିଁ ସୂର୍ଯ୍ୟକିରଣ ପଡ଼ୁଛି । ଖରା, କାକରରେ ଭଙ୍ଗା ଘରେ ବଢ଼ିଲାContinue reading “ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ଜୀବନ । ପଲିଥିନ ତଳେ ଚଳୁଛନ୍ତିି ରାଜକନିକା ବ୍ଲକ ସିହୋପଡ଼ା ଗାଁର ଗୋପବନ୍ଧୁଙ୍କ ପରିବାର”

ଛତିଶଗଡ ମୁହାଁ ଓଡିଶା ଧାନ । ଧାନର ମୂଲ୍ୟ ଅଧିକ ଥିବାରୁ ମଣ୍ଡି ନୁହେଁ ଦଲାଲଙ୍କୁ ଟେକି ଦେଉଛନ୍ତି ଚାଷୀ , ମାଲକାନଗିରି ଜିଲ୍ଲାରେ ଖାଁ ଖାଁ ଧାନ ମଣ୍ଡି

କନକ ବ୍ୟୁରୋ :  ମାଲାକନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଆରଏମସି ପରିସରରେ ଧିବା ଧାନ ମଣ୍ଡି ର ଚିତ୍ର । ପ୍ରତି ବର୍ଷ ଏହି ମଣ୍ଡି ରେ ଧାନ ରଖିବାକୁ ସ୍ଥାନ ମିଳୁ ନ ଥାଏ । ତେବେ ଚଳିତ ବର୍ଷ ମାଲକାନଗିରି ସଦର ମହକୁମାର ଏହି ଧାନ ମଣ୍ଡି ରେ ୨୦୦୦ କ୍ୱିଂଟାଲ ଧାନ କିଣିବାକୁ ସ୍ଥିର ହୋଇଥିବା ବେଳେ ଏଠାରେ ଧାନ କିମ୍ବା ଚାଷୀଙ୍କ ଭିଡ ନାହିଁ । କାରଣ ଓଡିଶାରେ ଧାନରContinue reading “ଛତିଶଗଡ ମୁହାଁ ଓଡିଶା ଧାନ । ଧାନର ମୂଲ୍ୟ ଅଧିକ ଥିବାରୁ ମଣ୍ଡି ନୁହେଁ ଦଲାଲଙ୍କୁ ଟେକି ଦେଉଛନ୍ତି ଚାଷୀ , ମାଲକାନଗିରି ଜିଲ୍ଲାରେ ଖାଁ ଖାଁ ଧାନ ମଣ୍ଡି”

ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍: କହିଲେ ଧାମନଗରରେ ନିର୍ବାଚନରେ ପରେ ନେତାଙ୍କୁ ମିଳୁନି ଦେଖା ଦର୍ଶନ

କନକ ବ୍ୟୁରୋ: ପୁଣି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଭଦ୍ରକ ଗସ୍ତ ବେଳେ ଧାମନଗରରେ କାହା ନାଁ ନ ନେଇ ପରୋକ୍ଷରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସେ କହିଛନ୍ତି,ଧାମନଗର ଉପନିର୍ବାଚନ ବେଳେ ଯେଉଁମାନେ ୫-୫ ଥର ଆସିଥିଲେ । ଗାଁ ଗାଁରେ ବୁଲି ଲୋକଙ୍କୁ ଭେଟିଥିଲେ । ଆପଣଙ୍କୁ ଶହେ ଦୁଇଶହ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ଉପନିର୍ବାଚନ ସରିବାର ବର୍ଷେରୁ ଅଧିକ ଦିନ ହେଲାଣି ।Continue reading “ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍: କହିଲେ ଧାମନଗରରେ ନିର୍ବାଚନରେ ପରେ ନେତାଙ୍କୁ ମିଳୁନି ଦେଖା ଦର୍ଶନ”

ଏକମାତ୍ର ମୁସଲମାନ ଦେଶ, ଯେଉଁଠି ହିନ୍ଦୁ ନାମରେ ଅଛି ବିମାନବନ୍ଦର । ପୂଜା ପାଉଛନ୍ତି ହିନ୍ଦୁ ଦେବୀ ଓ ଦେବତା

କନକ ବ୍ୟୁରୋ : ଇଣ୍ଡୋନେସିଆ ହେଉଛି ଏକ ମୁସଲମାନ ଦେଶ ଯାହାର ମୁଖ୍ୟ ବିମାନବନ୍ଦରର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର, ଯାହାର ନାମ ହିନ୍ଦୁ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରାଯାଇଛି । ଏବଂ ସେଠାକାର ବିମାନବନ୍ଦରରେ ହିନ୍ଦୁ ଦେବତା ଏବଂ ଦେବୀଙ୍କର ଅନେକ ମୂର୍ତ୍ତି ରହିଛି । ବିଶେଷ କରି ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହାନ ଗରୁଡ ସେଠାରେ ପୂଜା ପାଇଥାନ୍ତି । ଇଣ୍ଡୋନେସିଆର ବାଲିଠାରେ ରହିଛି ଏହି ବିମାନବନ୍ଦରContinue reading “ଏକମାତ୍ର ମୁସଲମାନ ଦେଶ, ଯେଉଁଠି ହିନ୍ଦୁ ନାମରେ ଅଛି ବିମାନବନ୍ଦର । ପୂଜା ପାଉଛନ୍ତି ହିନ୍ଦୁ ଦେବୀ ଓ ଦେବତା”

ସ୍ପିଡ୍ ପେଟ୍ରୋଲ କଣ ? କଣ ପାଇଁ ଏହାର ଦାମ ଅଧିକ ? ସତରେ କଣ ଅଧିକ ମାଇଲେଜ ଦେଇଥାଏ ?

ସ୍ପିଡ୍ ପେଟ୍ରୋଲ ଏବଂ ସାଧାରଣ ପେଟ୍ରୋଲ ମଧ୍ୟରେ ପାର୍ଥକ୍ୟ କ’ଣ ଏବଂ ଏହା ଅଧିକ ରେଟରେ  କାହିଁକି ବିକ୍ରି ହୁଏ ? ଏହା ପ୍ରକୃତରେ ମାଇଲେଜ୍ ବୃଦ୍ଧି କରେ କି ? କାର କିମ୍ବା ବାଇକ୍ ପାଇଁ କେଉଁ ପେଟ୍ରୋଲ ଭଲ ? ଆସନ୍ତୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା । ଆପଣ ଗାଡିରେ ପେଟ୍ରୋଲ ଭର୍ତ୍ତି କରିବା ସମୟରେ ଅନେକ ଥର ଆପଣ ଲକ୍ଷ୍ୟ କରିଥିବେ ଯେ ଆପଣଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଅଛିContinue reading “ସ୍ପିଡ୍ ପେଟ୍ରୋଲ କଣ ? କଣ ପାଇଁ ଏହାର ଦାମ ଅଧିକ ? ସତରେ କଣ ଅଧିକ ମାଇଲେଜ ଦେଇଥାଏ ?”

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ପତ୍ନୀଙ୍କ ଅଜବ ତପସ୍ୟା । ଦଣ୍ଡବତ ମୁଦ୍ରାରେ ୨୧ କିଲୋମିଟର କରୁଛନ୍ତି ପରିକ୍ରମା

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଅନେକ ବରିଷ୍ଠ ନେତାଙ୍କୁ ପଛରେ ପକାଇ ସେ ଆଶ୍ଚର୍ଯ୍ୟଜନକ ଭାବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଭଜନଲାଲ ଗୋଟିଏ ପରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେବାରେ ଲାଗିଛନ୍ତି । ସେପଟେ ତାଙ୍କ ପତ୍ନୀ ଏକ କଠିନ ତପସ୍ୟାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭଜନଲାଲଙ୍କ ସ୍ତ୍ରୀ ଗିରାଜ ପର୍ବତ ପରିକ୍ରମାContinue reading “ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ପତ୍ନୀଙ୍କ ଅଜବ ତପସ୍ୟା । ଦଣ୍ଡବତ ମୁଦ୍ରାରେ ୨୧ କିଲୋମିଟର କରୁଛନ୍ତି ପରିକ୍ରମା”

Design a site like this with WordPress.com
Get started