ବୁଲା କୁକୁରଙ୍କ ସାହାରା କେୟାର ଫର୍ ଫାଉଣ୍ଡେସନ: ରଖିଛନ୍ତି ୮୦ରୁ ଅଧିକ ବୁଲା କୁକୁର, ନେଉଛନ୍ତି ଯତ୍ନ

କନକ ବ୍ୟୁରୋ: ରାସ୍ତାଘାଟରେ ବୁଲା କୁକୁରଙ୍କ ଅବସ୍ଥା କହିଲେ ନସରେ । ଆଉ ରୋଗହେଲେ ତ ଏମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଏ । ତା ଉପରେ କିଏ ଟେକା ଫୋପାଡିଥାଏ ତ ଆଉ କିଏ ଗାଡି ପିଟି ଚାଲିଯାଏ । ସେ ସମୟରେ ଏମାନଙ୍କ କଥା ବୁଝିବାକୁ କେହି ନଥାନ୍ତି । କଥା କହି ପାରୁନଥିଲେ ବି ଏମାନଙ୍କୁ କଷ୍ଟ ହୋଇଥାଏ । ଆଉ ସେହି କଷ୍ଟକୁ ବୁଝି ପାରିଛନ୍ତି କିଛି ହୃଦୟବାନ ଯୁବକ ।Continue reading “ବୁଲା କୁକୁରଙ୍କ ସାହାରା କେୟାର ଫର୍ ଫାଉଣ୍ଡେସନ: ରଖିଛନ୍ତି ୮୦ରୁ ଅଧିକ ବୁଲା କୁକୁର, ନେଉଛନ୍ତି ଯତ୍ନ”

ସ୍କୁଲରେ ଗପ ଶୁଣିବେ ଛାତ୍ରଛାତ୍ରୀ: ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା

କନକ ବ୍ୟୁରୋ: ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲର ପିଲା ଶୁଣିବେ ଗପ । ଆରମ୍ଭ ହେବ ‘ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ’ । ଗପ ଶୁଣାଇବାର ଦକ୍ଷତା ଥିବା ଅଂଚଳର ବରିଷ୍ଠ ବ୍ୟକ୍ତି, ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପିଲାଙ୍କୁ ଗପ କହିବେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଅନୁମୋଦନ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଓସେପା ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁContinue reading “ସ୍କୁଲରେ ଗପ ଶୁଣିବେ ଛାତ୍ରଛାତ୍ରୀ: ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା”

ଧାନମଣ୍ଡିକୁ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ: ପିସିସି ସଭାପତି କହିଲେ ପ୍ରଶାସନର ଅବହେଳା ଯୋଗୁଁ କ୍ଷତି ସହୁଛନ୍ତି ଓଡିଶାରେ ଚାଷୀ

କନକ ବ୍ୟୁରୋ: ମଣ୍ଡିର ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କେଉଁଠି ଚାଷୀଙ୍କ ବସ୍ତା ବସ୍ତା ଧାନ ମଣ୍ଡିରେ ପଡି ରହିଛି । ପୁଣି କେଉଁଠି କଟନୀଛଟନୀକୁ ନେଇ ମିଲର ଚାଷୀ ମୁହାଁମୁହିଁ ହୋଇଥିବା ଖବର ଆସୁଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀ କମ ପଇସାରେ ସାହୁକାରଙ୍କ ପାଖର ଧାନ ବିକ୍ରି କରି କ୍ଷତି ସହୁଛନ୍ତିContinue reading “ଧାନମଣ୍ଡିକୁ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ: ପିସିସି ସଭାପତି କହିଲେ ପ୍ରଶାସନର ଅବହେଳା ଯୋଗୁଁ କ୍ଷତି ସହୁଛନ୍ତି ଓଡିଶାରେ ଚାଷୀ”

୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ବୟାନ । କହିଲେ ବିଲ’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କହିଲେ ବିଲ ପ୍ରସ୍ତୁତ ରଖ । ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ଏଭଳି ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଛନ୍ତି ସଂଘର୍ଷ ଓ ସଂଗଠନ ଉଭୟକୁ ଜୋରଦାର କରି ବିଲ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରିରେ ସବୁ ସାଂଗଠନିକ କାମ ଶେଷ କରି ହଳ କରିବା ପାଇଁ ବିଲକୁ ଓହ୍ଲାଇବ ବିଜେପି । ଜାନୁଆରିରୁ ସଂଘର୍ଷକୁContinue reading “୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ନେଇ ବିରୋଧୀ ଦଳ ନେତାଙ୍କ ବଡ ବୟାନ । କହିଲେ ବିଲ’ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ”

ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଏହି ୧୧ ଟି ଦେଶ ଗସ୍ତ କରିଛନ୍ତି, ୨୦୨୩ ମସିହାରେ ଏହିପରି ଥିଲା ଭାରତର କୂଟନୀତି  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତ ୨୦୨୩: ବର୍ଷ ଶେଷ ହେବାକୁ ଯାଉଛି ଏବଂ ଆଉ କିଛିଦିନ ପରେ ନୂଆବର୍ଷ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଯାତ୍ରା ସବୁବେଳେ ଚର୍ଚ୍ଚାର ଶୀର୍ଷରେ ରହିଆସିଛି ।  ୨୦୨୩  ମସିହାରେ ସେ ୧୧ ଟି ଦେଶ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ମସିହାରେ ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆରୁ ଯାତ୍ରା ଆରମ୍ଭ କରିଥିଲେ ଏବଂ  ଚଳିତ ବର୍ଷ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଦୁବାଇContinue reading “ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଏହି ୧୧ ଟି ଦେଶ ଗସ୍ତ କରିଛନ୍ତି, ୨୦୨୩ ମସିହାରେ ଏହିପରି ଥିଲା ଭାରତର କୂଟନୀତି  “

ରାହୁଲଙ୍କ ଲଢୁଆ ଶତକ, ୨୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ୨ ବର୍ଷ ପରେ ସେହି ସମାନ ଗ୍ରାଉଣ୍ଡରେ ଶତକ ମାରିଲେ ରାହୁଲ ।

କନକ ବ୍ୟୁରୋ : ରାହୁଲଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ୨୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୨୪୫ ରନ୍ କରି ପୂରା ଟିମ୍ ପ୍ୟାଭିଲିୟନ ଫେରିଛି । ଭାରତ ପକ୍ଷରୁ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରିବା ସହ ସର୍ବାଧିକ ୧୦୧ କରିଛନ୍ତି । ଛକା ମାରି ରାହୁଲ ନିଜର ଟେଷ୍ଟContinue reading “ରାହୁଲଙ୍କ ଲଢୁଆ ଶତକ, ୨୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ୨ ବର୍ଷ ପରେ ସେହି ସମାନ ଗ୍ରାଉଣ୍ଡରେ ଶତକ ମାରିଲେ ରାହୁଲ ।”

ସିଏମସି ବୈଠକରେ ହୋହଲ୍ଲା । ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଘେରିଲେ ବିରୋଧୀ । ମୁହାଁମୁହଁ ହେଲେ ଶାସକ-ବିରୋଧୀ ଓ କର୍ପୋରେଟର

କନକ ବ୍ୟୁରୋ : କଟକ ମହାନଗର ନିଗମ ବା ସିଏମସି ବୈଠକରେ ହୋହଲ୍ଲା । ବିରୋଧୀ କର୍ପୋରେଟର ମେୟରଙ୍କୁ ବାଲିଯାତ୍ରା ଦୁର୍ନୀତି ହୋଇଥିବା କଥା କହି ପ୍ରଶ୍ନ କରିଥିଲେ । ପରେ ଏହାକୁ ନେଇ ଶାସକ ଦଳ କର୍ପୋରେଟର ମଧ୍ୟ ବିରୋଧୀଙ୍କ ସହ ପାଟିତୁଣ୍ଡ କରିଥିଲେ । ପରେ ବୈଠକ ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବା ପାଇଁ ମିଳିଥିଲା । ଆଉ ମେୟର ସୁବାସ ସିଂହ ଏବଂ କମିଶନର ବୈଠକ ସ୍ଥଳ ଛାଡି ପଳାଇ ଯାଇଛନ୍ତି ।Continue reading “ସିଏମସି ବୈଠକରେ ହୋହଲ୍ଲା । ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଘେରିଲେ ବିରୋଧୀ । ମୁହାଁମୁହଁ ହେଲେ ଶାସକ-ବିରୋଧୀ ଓ କର୍ପୋରେଟର”

ମୋଦି କହିଛନ୍ତି ବିଲ ପ୍ରସ୍ତୁତ ରଖ, ଜାନୁଆରୀରେ ଆସିବେ ସାର ପକାଇ ବିଲ ଉର୍ବର କରିବେ । ଜାନୁଆରୀରୁ ସଂଘର୍ଷ ଶାଣିତ ହେବ ବୋଲି କହିଲେ ଜୟନାରାୟଣ ।

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶା ବିଜେପି ବିଧାୟକ ଭେଟିବା ପରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଜାନୁଆରୀରେ ସଂଘର୍ଷ ହେବ । ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆହୁରି ଜୋରଦାର କରିବ ବିଜେପି । ରତ୍ନ ଭଣ୍ଡାର ଖୋଲିବା, କିପରି ଶ୍ରୀମନ୍ଦିର ଭିତରେ ଗୋ ମାଂସ ଭକ୍ଷଣକାରୀକୁ ପୂରାଇ ପ୍ରଚାର କରିଛନ୍ତି, ନିର୍ବାଚନ ପାଇଁ କିପରି ବିଜେଡି ନେତା ମଦ ବେପାରୀଙ୍କ ଘରେ ଟଙ୍କାContinue reading “ମୋଦି କହିଛନ୍ତି ବିଲ ପ୍ରସ୍ତୁତ ରଖ, ଜାନୁଆରୀରେ ଆସିବେ ସାର ପକାଇ ବିଲ ଉର୍ବର କରିବେ । ଜାନୁଆରୀରୁ ସଂଘର୍ଷ ଶାଣିତ ହେବ ବୋଲି କହିଲେ ଜୟନାରାୟଣ ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ମା’ ସମଲେଇଙ୍କୁ ନିମନ୍ତ୍ରଣ । ମା’ ବିରଜା ଓ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ ପ୍ରତିନିଧି

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଓ ରେଢାଖୋଲର ଶ୍ରୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ଦିଆଯାଇଛି । ପୁରୀରୁ ଆସିଥିବା ସେବାୟତ ପ୍ରତିନିଧି ଦଳ ସମ୍ବଲପୁରରେ ପହଂଚି ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ନିମନ୍ତ୍ରଣ ଦେଇଛନ୍ତି । ସମଲେଇ ମନ୍ଦିରର ଟ୍ରଷ୍ଟବୋର୍ଡ଼ ସଭାପତି ଉପସ୍ଥିତ ରହି ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ମା’ ସମଲେଇଙ୍କୁ ନିମନ୍ତ୍ରଣ । ମା’ ବିରଜା ଓ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ ପ୍ରତିନିଧି”

୨ ବର୍ଷ ଧରି କର୍କଟ ସହ ଲଢ଼ିବା ପରେ ମୁହଁରେ ହେଲା ଅପରେସନ୍ । ନିଶା ସେବନ ଠାରୁ ଦୂରେଇ ରହିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ

କନକ ବ୍ୟୁରୋ : କ୍ୟାନସର ବା କର୍କଟରେ ପୀଡିତ ହୋଇ ମୁହଁ ଅପରେଶନ ହେବା ପରେ ଲୋକମାନଙ୍କୁ ଟବାକୋ ନ ଚୋବାଇବା ପାଇଁ ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର । ସେ କହିଛନ୍ତି କି, ଗତ ୧ ବର୍ଷ ହେବ ସେ କ୍ୟାନସରରେ ପୀଡିତ ହୋଇ ଅନେକ କଷ୍ଟ ପାଇଛନ୍ତି । ମଦ, ସିଗାରେଟ ଓ ଗୁଟଖା ଖାଇ ଜୀବନକୁ କଷ୍ଟ ନଦେବାକୁ ସେ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି, ମୁଁ ଆଶାContinue reading “୨ ବର୍ଷ ଧରି କର୍କଟ ସହ ଲଢ଼ିବା ପରେ ମୁହଁରେ ହେଲା ଅପରେସନ୍ । ନିଶା ସେବନ ଠାରୁ ଦୂରେଇ ରହିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଭିଡ଼ିଓ”

Design a site like this with WordPress.com
Get started