ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପଢନ୍ତୁ, ଏହି ନିମନ୍ତ୍ରଣ ପତ୍ର ସହ ଦିଆଯାଉଥିବା କିଟରେ ରହିଛି କଣ?

କନକ ବ୍ୟୁରୋ: ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାଛଡା ରାଜ୍ୟ, ଦେଶ ତଥା ବିଦେଶର ଅନେକ ଅତିଥି ଆସିବେ । ଏବେ ଆପଣଙ୍କ ମନରେ ଉକ୍ରଣ୍ଠା ଥିବା ନିମନ୍ତ୍ରଣ ପତ୍ରରେ କଣ ଥିବ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଦେଶ ତଥା ରାଜ୍ୟର ପ୍ରମୁଖ ଦେବାଦେବୀ ପୀଠ, ଧର୍ମଗୁରୁ ଓ ମାଣ୍ୟଗଣ୍ୟ ଅତିଥିଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହିContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବଣ୍ଟା ଚାଲିଛି ନିମନ୍ତ୍ରଣ ପତ୍ର । ପଢନ୍ତୁ, ଏହି ନିମନ୍ତ୍ରଣ ପତ୍ର ସହ ଦିଆଯାଉଥିବା କିଟରେ ରହିଛି କଣ?”

ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହେବ ରାଉରକେଲାରୁ କୋଲକତା ବିମାନ ସେବା । ମାତ୍ର ଦେଢ ଘଣ୍ଟାରେ ଯାତ୍ରୀ ପହଂଚିବେ କୋଲକତା

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ସହଯୋଗରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ରାଉରକେଲାରୁ କୋଲକତା ବିମାନ ସେବା । ଏଥିପାଇଁ ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ସହାୟତା ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ୩୫ଟି ଆସନ ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂର ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ଯାତ୍ରୀମାନେ ମାତ୍ର ଦେଢ ଘଣ୍ଟାରେ ରାଉରକେଲାରୁ କୋଲକତା ପହଂଚିପାରିବେ । ଆଲାଏନ୍ସ ଏୟାର ପକ୍ଷରୁ ସପ୍ତାହକୁ ୩ ଦିନ- ମଙ୍ଗଳବାର, ଗୁରୁବାର, ଶନିବାର-Continue reading “ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହେବ ରାଉରକେଲାରୁ କୋଲକତା ବିମାନ ସେବା । ମାତ୍ର ଦେଢ ଘଣ୍ଟାରେ ଯାତ୍ରୀ ପହଂଚିବେ କୋଲକତା”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେଇ ନିମନ୍ତ୍ରଣ ଗ୍ରହଣ କଲେ ନବୀନ

କନକ ବ୍ୟୁରୋ: ପୁରୀର ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ନିମନ୍ତ୍ରଣ ପତ୍ର ବଣ୍ଟା । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ଦିଆଯାଉଛି । ପୁରୀରୁ ନିମନ୍ତ୍ରଣର ବାର୍ତ୍ତା ନେଇ ଦେଶବ୍ୟାପୀ ଯାତ୍ରା ଆରମ୍ଭ କରିଛନ୍ତି ପ୍ରତିନିଧି ଦଳ । ପ୍ରଥମେ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରିଛନ୍ତି ସେବାୟତ ପ୍ରତିନିଧି । ଆଉ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଚାଉଳ ଓ ଗୁଆ ଅର୍ପଣContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେଇ ନିମନ୍ତ୍ରଣ ଗ୍ରହଣ କଲେ ନବୀନ”

ବ୍ରହ୍ମପୁର ସହରର ନିଆରା ପାଠାଗାର । ୫ ହଜାରରୁ ଅଧିକ ବହି ସଂଗ୍ରହ କରି ଉକ୍ରଳ ଗୋଷ୍ଠୀ ପାଠାଗାର କରିଛନ୍ତି ଅଧ୍ୟାପକ ବିଶ୍ୱଜିତ୍ ମିଶ୍ର

କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ବହିର ଆଦର କମିନଥିଲେ ହେଁ ମୋବାଇଲ ଓ ଇଂଟରନେଟ୍କୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି । ତଥାପି ଜ୍ଞାନ ଆହରଣର ପ୍ରମୁଖ ମାଧ୍ୟମ ବହି । ପୁସ୍ତକ ପ୍ରେମୀଙ୍କ ପାଇଁ ବ୍ରହ୍ମପୁର ଗଜପତି ନଗର ମୁଖ୍ୟରାସ୍ତାରେ ଗଢିଉଠିଛି ଭିନ୍ନ ଏକ ପାଠାଗାର । ଉକ୍ରଳ ଗୋଷ୍ଠୀ ପାଠାଗାରରେ ଛୋଟ ପିଲାଙ୍କ ଗପ ବହି, ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପୁସ୍ତକ ସହ ବୟସ୍କଙ୍କ ମନପସନ୍ଦର ଶହ ଶହ ବହିContinue reading “ବ୍ରହ୍ମପୁର ସହରର ନିଆରା ପାଠାଗାର । ୫ ହଜାରରୁ ଅଧିକ ବହି ସଂଗ୍ରହ କରି ଉକ୍ରଳ ଗୋଷ୍ଠୀ ପାଠାଗାର କରିଛନ୍ତି ଅଧ୍ୟାପକ ବିଶ୍ୱଜିତ୍ ମିଶ୍ର”

ଓଡିଶା ବେଳଭୂମିରେ ବଣଭୋଜି ପାଇଁ ମିଳୁନି ଅନୁମତି । ପଶ୍ଚିମବଙ୍ଗ ମୁହାଁ ଓଡିଶା ପର୍ଯ୍ୟଟକ

କନକ ବ୍ୟୁରୋ : ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ବଣଭୋଜି ମନା । ଉଦୟପୁର ଜଙ୍ଗଲରେ ପିକ୍ନିକ୍ କରିବାକୁ ମନା କରିଛି ବନ ବିଭାଗ । ତେଣୁ ପର୍ଯ୍ୟଟକମାନେ ଓଡିଶାରେ ଗାଡି ରଖି ପଶ୍ଚିମବଙ୍ଗର ମୁହାଁ ହେଉଛନ୍ତି । ଉଦୟପୁର ବେଳାଭୂମି ଖାଲି ପଡିଥିବା ବେଳେ ଦୀଘା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମୁଛି । ବୁଲାବୁଲି ସହ ଭୋଜିଭାତର ଆସର ଜମୁଛି । ଫଳରେ ଉଦୟପୁର ବେଳାଭୂମୀ ଆଶାରେ ଦୋକାନ ଖୋଲିଥିବା ବ୍ୟବସାୟୀ ନାରସ ହୋଇଛନ୍ତି । ଉଦୟପୁରContinue reading “ଓଡିଶା ବେଳଭୂମିରେ ବଣଭୋଜି ପାଇଁ ମିଳୁନି ଅନୁମତି । ପଶ୍ଚିମବଙ୍ଗ ମୁହାଁ ଓଡିଶା ପର୍ଯ୍ୟଟକ”

ପଂଚାୟତରେ ଦ୍ରୁ୍ନିତୀ ଅଭିଯୋଗ ଆଣିଲେ ସରପଂଚ । ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ବିଡିଓ ଓ ବେଗୁନିଆ ଥାନାର ଦ୍ୱାରସ୍ଥ ହେଲେ ମାଣିବନ୍ଧ ସରପଂଚ ସୁନନ୍ଦା ବରାଳ

କନକ ବ୍ୟୁରୋ : ପଂଚାୟତ କାମରେ ମହାଦୁର୍ନୀତି । ସରପଂଚଙ୍କ ଜାଲ ଦସ୍ତଖତ କରି ବିଲ୍ କରି ନେଇଛନ୍ତି ଯନ୍ତ୍ରୀ ଓ ଜିଆରଏସ! ମନରେଗା ଓ ସୋପିଟ୍ କାମ ଆଳରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସଂଗୀନ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ ମାଣିବନ୍ଧ ପଂଚାୟତର ସରପଂଚ ସୁନନ୍ଦା ବରାଳ । ସରପଂଚଙ୍କ ବିନା ଅନୁମତିରେ ତାଙ୍କ ଫାଇଲ ଖୋଲି ଜାଲ ଦସ୍ତଖତ କରିContinue reading “ପଂଚାୟତରେ ଦ୍ରୁ୍ନିତୀ ଅଭିଯୋଗ ଆଣିଲେ ସରପଂଚ । ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ବିଡିଓ ଓ ବେଗୁନିଆ ଥାନାର ଦ୍ୱାରସ୍ଥ ହେଲେ ମାଣିବନ୍ଧ ସରପଂଚ ସୁନନ୍ଦା ବରାଳ”

ରାୟଗଡାରେ କପା ଚାଷ କରି ହରଡଘଣାରେ ଚାଷୀ । ଗୁଣୁପୁର ମଣ୍ଡିରେ କପା କିଣା ଯାଉଥିବା ବେଳେ ରାୟଗଡାରେ ହେଉନି ବିକ୍ରି

କନକ ବ୍ୟୁରୋ : ଧଳା ସୁନା ଚାଷ କରି ମଣ୍ଡିକୁ ଧାଉଁଛନ୍ତି ଚାଷୀ । ମଣ୍ଡିରେ କପା କଂଟା ହେଲେ ପକେଟ୍କୁ ପାରଶ୍ରମିକ ଆସିବ । ହେଲେ ମଣ୍ଡି ଖୋଲିନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ରାୟଗଡାର ଚାଷୀ । ରାୟଗଡା ଜିଲ୍ଲାରେ ୪୯ ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି । ନଭେମ୍ବର ୨୪ରେ ଗୁଣୁପୁର ଏବଂ ଡିସେମ୍ବର ୬ରେ ରାୟଗଡା ଆରଏମ୍ସି ଠାରେ ମଣ୍ଡି ଖୋଲିଛି । ଗୁଣୁପୁରରେ ମଣ୍ଡିରେ ୧୬୧ ଜଣContinue reading “ରାୟଗଡାରେ କପା ଚାଷ କରି ହରଡଘଣାରେ ଚାଷୀ । ଗୁଣୁପୁର ମଣ୍ଡିରେ କପା କିଣା ଯାଉଥିବା ବେଳେ ରାୟଗଡାରେ ହେଉନି ବିକ୍ରି”

ପାଟଣାଗଡରେ ଆବାସ ବଂଟନରେ ବ୍ୟାପକ ଅବ୍ୟବସ୍ଥା । ଗରିବର ଦିନ କଟୁଛି କୁଡିଆରେ, ଥିଲାବାଲାଙ୍କୁ ପକ୍କା ଘର ମିଳୁଥିବା ଅଭିଯୋଗ

କନକ ବ୍ୟୁରୋ : ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ ଆସିଛି ପାଟଣାଗଡ଼ ବ୍ଲକର ବଥର୍ଲା ପଂଚାୟତରୁ । ଏଠି ଗରିବ ଲୋକଟିଏ ଖପର ଛପର ଘରେ ରହୁଛନ୍ତି । ପ୍ରତିମୁହୁର୍ତରେ ବିପଦର ଆଶଙ୍କା ରହିଛି, ହେଲେ ପକ୍କା ଘର କରିବାକୁ ଜୁ ନଥିବାରୁ ଅଭାବ ସହ ଜୁଝି ହେଉଛନ୍ତି ବଥର୍ଲା ପଂଚାୟତର ତୀର୍ଥ ସାହୁଙ୍କ ପରିବାର । ପକ୍କା ଘରଟିଏ ପାଇଁ ଅନେକ ଥରେ ପଂଚାୟତ ଓ ବ୍ଲକ ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କେହି ତାଙ୍କContinue reading “ପାଟଣାଗଡରେ ଆବାସ ବଂଟନରେ ବ୍ୟାପକ ଅବ୍ୟବସ୍ଥା । ଗରିବର ଦିନ କଟୁଛି କୁଡିଆରେ, ଥିଲାବାଲାଙ୍କୁ ପକ୍କା ଘର ମିଳୁଥିବା ଅଭିଯୋଗ”

ଦେଶୀମଦ ନେଉଛି ଜୀବନ ଜୀବନ । ବାଲେଶ୍ୱର ସିଂଗାଖୁଣ୍ଟା ପଞ୍ଚାୟତରେ ବଢୁଛି ଚୋରା ମଦ ବିକ୍ରି

କନକ ବ୍ୟୁରୋ : ବିବାହର ପାଞ୍ଚ ବର୍ଷ ପରେ ଦେଶୀ ମଦ ପିଇ ସ୍ୱାମୀଙ୍କ ମୃତ୍ୟୁ ହେଲା, କୋଳରେ ଛୋଟିଆ ଛୁଆକୁ ଧରି ବିଧବା ଭତ୍ତାକୁ ଅନାଇ ବସିଛନ୍ତି ସରସ୍ବତୀ । କିନ୍ତୁ ସରକାରୀଙ୍କ ଉଦାସୀନତା ଯୋଗୁଁ ଏମିତି ସଂସାର ଉଜୁଡି ଯାଉଛି ସରକାରଙ୍କ ପାଖରେ ତାର ସୂଚନା ନଥିବା ଅଭିଯୋଗ ହୋଇଛି । ଅଳ୍ପ ବୟସରେ ବିଧବା ହୋଇ ବହୁ କଷ୍ଟରେ ଦିନ କାଟୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଜଙ୍ଗଲରୁ କାଠ ଆଣି ବିକ୍ରିContinue reading “ଦେଶୀମଦ ନେଉଛି ଜୀବନ ଜୀବନ । ବାଲେଶ୍ୱର ସିଂଗାଖୁଣ୍ଟା ପଞ୍ଚାୟତରେ ବଢୁଛି ଚୋରା ମଦ ବିକ୍ରି”

ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଚଳଚଞ୍ଚଳ ଅଯୋଧ୍ୟା ସହର: ଜମିଲାଣି ଶ୍ରଦ୍ଧାଳୁଙ୍କ ଗହଳି, ଆସୁଛନ୍ତି ବିଭିନ୍ନ ସ୍ଥାନରୁ ସାଧୁସନ୍ଥ

କନକ ବ୍ୟୁରୋ: ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖର ଅଯୋଧ୍ୟା ସହର । ସଜେଇ ହେଉଛି ଅଯୋଧ୍ୟା । ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୨୨ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ମନ୍ଦିର ପ୍ରତିଷ୍ଠାକୁ ଭବ୍ୟ ଓ ଦିବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ହେଉଛି । ରାମ ଜନ୍ମଭୂମିରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ହେଉଥିବାରୁ ସାରାContinue reading “ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଚଳଚଞ୍ଚଳ ଅଯୋଧ୍ୟା ସହର: ଜମିଲାଣି ଶ୍ରଦ୍ଧାଳୁଙ୍କ ଗହଳି, ଆସୁଛନ୍ତି ବିଭିନ୍ନ ସ୍ଥାନରୁ ସାଧୁସନ୍ଥ”

Design a site like this with WordPress.com
Get started