ଅଲ-ବଦର, ଜୈଶ, ଲଶ୍କର ଏବଂ ହିଜବୁଲର ନୂଆ ଷଡଯନ୍ତ୍ର : କାଶ୍ମୀରରେ ଅନୁପ୍ରବେଶ କରିବାକୁ ୨୦୦ ଆତଙ୍କବାଦୀ ପ୍ରସ୍ତୁତ

ପାକ ଅଧିକୃତ କାଶ୍ମୀରରେ ପାକିସ୍ତାନ ଦ୍ଵାରା  ୧୮ ଟି ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଏବଂ ୩୭ ଟି ଲଞ୍ଚ ପ୍ୟାଡକୁ ପୁନଃ ସକ୍ରିୟ କରାଯାଇଛି । ଯେଉଁଠାରେ ୨୦୦ ଆତଙ୍କବାଦୀ ସୁଯୋଗ ପାଇବା ମାତ୍ରେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଆତଙ୍କବାଦୀ ତାଲିମ ଶିବିରଗୁଡିକ ଅଲ ବଦର, ଜୈଶ, ଲଶ୍କର ଏବଂ ହିଜବୁଲ ମୁଜାହିଦ୍ଦିନ ଦ୍ୱାରା ପରିଚାଳିତ ହେଉଛି । ଆତଙ୍କବାଦୀ ସଂଗଠନ ହାଜି ପୀର  ସେକ୍ଟର, ଫରୱାର୍ଡ କାହୁଟା, ପଦ୍Continue reading “ଅଲ-ବଦର, ଜୈଶ, ଲଶ୍କର ଏବଂ ହିଜବୁଲର ନୂଆ ଷଡଯନ୍ତ୍ର : କାଶ୍ମୀରରେ ଅନୁପ୍ରବେଶ କରିବାକୁ ୨୦୦ ଆତଙ୍କବାଦୀ ପ୍ରସ୍ତୁତ”

ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ । ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁମ୍ବାଇ ସ୍ଥିତ କାଯକୁ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛି ଏହି ଅଜଣା ବ୍ୟକ୍ତି । ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ଇ-ମେଲ ମାଧ୍ୟମରେ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ଆରବିଆଇ କାର୍ଯ୍ୟାଳୟ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ସମେତContinue reading “ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ । ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି”

ଇଡକୋ ସିଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ୧୦ ଜଣ ଡିଏସପି, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । The post ଇଡକୋ ସିଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେContinue reading “ଇଡକୋ ସିଜିଏମଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ ।”

ନୌସେନାରେ ସାମିଲ ହେଲା ବିଧ୍ୱଂସକ ଆଇଏନଏସ ଇମ୍ଫାଲ । ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ବଢ଼ାଇବ ନୌସେନାର ଶକ୍ତି

କନକ ବ୍ୟୁରୋ: ଭାରତ ମହାସାଗରରେ ବଢିଲା ଭାରତୀୟ ନୌସେନାର ଶକ୍ତି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି । ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ ଆୟୋଜିତ ସମାରୋହରେ ଆଇଏନଏସ ଇମ୍ଫାଲକୁ ନୌସେନାରେ ସାମିଲ କରାଯାଇଛି । ଜଳପଥରେ ଏବେ ଚୀନ ଓ ପାକିସ୍ତାନକୁ କଡା ଜବାବ ଦେବାକୁ ପ୍ରସ୍ତୁତ ହୋଇଛି ଆଇଏନଏସ ଇମ୍ଫାଲ । ଏହା ନା କେବଳ ନୌସେନାର ସାମରିକ ଶକ୍ତିContinue reading “ନୌସେନାରେ ସାମିଲ ହେଲା ବିଧ୍ୱଂସକ ଆଇଏନଏସ ଇମ୍ଫାଲ । ସବୁଠୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ବଢ଼ାଇବ ନୌସେନାର ଶକ୍ତି”

ଭାରତର ଅନ୍ୟ ରାଜ୍ୟ ଭଳି ହୁଏ ନାହିଁ ମିଜୋରାମରେ ନିର୍ବାଚନ । ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ମିଜୋରାମ ନିର୍ବାଚନ ଭାରତ ଅନ୍ୟ ରାଜ୍ୟର ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନିର୍ବାଚନ ବେଳେ ସେଠାରେ କୌଣସି ବଡ ବଡ ରାଲି ହୁଏନାହିଁ କି ବଡ ଆୟୋଜନ କରିବାର ପରମ୍ପରା ମଧ୍ୟ ନାହିଁ । ଏବଂ ସେଠାରେ ନିର୍ବାଚନକୁ ନେଇ କୌଣସି ରାଜନୈତିକ ଦଳମାନଙ୍କ ମଧ୍ୟରେ ଗଣ୍ଡଗୋଳ କି ମାତ୍ରାଧିକ ପ୍ରଚାର ହୋଇ ନଥାଏ । ସେଠାରେ ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିବାଦ ଲାଗି ରହିଥାଏ କିନ୍ତୁ ସେଠାରେ ଘୃଣାContinue reading “ଭାରତର ଅନ୍ୟ ରାଜ୍ୟ ଭଳି ହୁଏ ନାହିଁ ମିଜୋରାମରେ ନିର୍ବାଚନ । ଜାଣନ୍ତୁ କାହିଁକି ?”

ଜୋଶର ସହ ସାଇକେଲରେ ଭୁବନେଶ୍ୱର ଆସିଲେ, ହାଲିଆ ହୋଇ ଟ୍ରକରେ କଟକ ଫେରିଲେ । ବିଜେଡି ପ୍ରତିଷ୍ଠା ଦିବସରେ ହଇରାଣ ହେଲେ କଲେଜ ଛାତ୍ର ।

କନକ ବ୍ୟୁରୋ : ସାଇକେଲରେ ଆସିଲେ ଟ୍ରକରେ ଫେରିଲେ । ଅବସର ଥିଲା ବିଜେଡିର ପ୍ରତିଷ୍ଠା ଦିବସ । ଏଥିପାଇଁ ଆୟୋଜିତ ସାଇକଲ ରାଲିରେ ଯୋଗଦେବାକୁ କଲେଜ ଛାତ୍ରଙ୍କୁ ଡକାଯାଇଥିଲା । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମାନ ବନ୍ଦର ନିକଟ ଶଙ୍ଖ ଭବନ ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ହୋଇଥିଲା । ଦଳର ମନ୍ତ୍ରୀ, ସାଂସଦ, ନେତା ଓ କର୍ମୀଙ୍କ ସହ ହଜାର ହଜାର ଛାତ୍ର ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ବିଜୁContinue reading “ଜୋଶର ସହ ସାଇକେଲରେ ଭୁବନେଶ୍ୱର ଆସିଲେ, ହାଲିଆ ହୋଇ ଟ୍ରକରେ କଟକ ଫେରିଲେ । ବିଜେଡି ପ୍ରତିଷ୍ଠା ଦିବସରେ ହଇରାଣ ହେଲେ କଲେଜ ଛାତ୍ର ।”

ଗାଁ ମଝିରେ ମହାବଳ, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ବାଘକୁ କାବୁ କରିବାକୁ ନାକେଦମ ହେଲା ବନବିଭାଗ ।

କନକ ବ୍ୟୁରୋ : ରାସ୍ତାରେ ବା ଗାଁ ମଝିରେ ଆପଣ ଗାଈ, ବିଲେଇ, କୁକୁର ଏମିତି ପଶୁକୁ ଦେଖିଥିବେ । କିନ୍ତୁ ଗାଁ ଭିତରେ ବୁଲୁଛି ମହାବଳ ବାଘ । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତରପ୍ରଦେଶ ପିଲିଭିତର ଅଟକୋନା ଗାଁରେ । ସୋମବାର ରାତିରେ ଗାଁରେ ଜଣଙ୍କ ଘର ଭିତରକୁ ପଶି ଆସିଥିଲା ମହାବଳ ବାଘ । ଏବଂ ମଙ୍ଗଳବାର ସକାଳୁ ଖରା ପୁଇଁବା ପାଇଁ ବାଘଟି ପାଚେରୀContinue reading “ଗାଁ ମଝିରେ ମହାବଳ, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ବାଘକୁ କାବୁ କରିବାକୁ ନାକେଦମ ହେଲା ବନବିଭାଗ ।”

ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ଼, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ଥାନାକୁ ଗଲା ମାମଲା, ଉଭୟ ପକ୍ଷ ଅଟକ ।

କନକ ବ୍ୟୁରୋ : ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ସରକାରୀ ବାବୁଙ୍କ ଦାଦାଗିରିର ଖବର । ହରିଶଙ୍କରରେ ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପହଞ୍ଚିଥିଲେ ପିଡବ୍ଲୁଡି ଏସଡିଓ ଶ୍ରୀଧର ଦାସ । ଏହି ସମୟରେ ସେଠାରେ ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶିଲ ଗୁରୁ ପହଞ୍ଚି ନିମ୍ନମାନର କାମ ଚାଲିଥିବା ଅଭିଯୋଗ ଆଣିଥିଲେ । ଏହି କଥା ଶୁଣି ରାଗିଯାଇଥିଲେ ପିଡବ୍ଲୁଡି ଏସଡିଓ । ସବୁContinue reading “ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ଼, ସୋସିଆଲ ମିଡ଼ିଆରେ ହେଲା ଭିଡ଼ିଓ ଭାଇରାଲ । ଥାନାକୁ ଗଲା ମାମଲା, ଉଭୟ ପକ୍ଷ ଅଟକ ।”

କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାର ପ୍ରତିବାଦ । ଘଣ୍ଟା ଘଣ୍ଟା ଧରି ରିଙ୍ଗ୍ ରୋଡ ଅବରୋଧ କଲେ ଶତାଧିକ ଡ୍ରାଇଭର

କନକ ବ୍ୟୁରୋ : କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାରେ ପ୍ରତିବାଦ । ଶତାଧିକ ଡ୍ରାଇଭର ଘଂଟା ଘଂଟା ଧରି କୋଣାର୍କ ରିଙ୍ଗ ରୋଡ଼ ଅବରୋଧ କରିବା ଦ୍ୱାରା ଅଟକି ରହିଲା ଶହ ଶହ ଗାଡ଼ି । କୋଣାର୍କ ଏନଏସିରେ ଗାଡ଼ି ପାର୍କିଂ ଫି ଆଦାୟକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ବେଳେ ଆଜି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଜଣେ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ ପାର୍କିଂ କର୍ମଚାରୀ । ଯାହାକୁ ନେଇ ସୂର୍ଯ୍ୟContinue reading “କୋଣାର୍କରେ ପାର୍କିଂ ଫି ଆଦାୟକୁ ନେଇ ଗଣ୍ଡଗୋଳ ଘଟଣାର ପ୍ରତିବାଦ । ଘଣ୍ଟା ଘଣ୍ଟା ଧରି ରିଙ୍ଗ୍ ରୋଡ ଅବରୋଧ କଲେ ଶତାଧିକ ଡ୍ରାଇଭର”

ଆମେରିକା ଆଡକୁ ଅଗ୍ରସର ହେଉଛି ଶରଣାର୍ଥୀଙ୍କର ଏକ ବଡ଼ ଗୋଷ୍ଠୀ  : ଦୁଇ ବର୍ଷରେ ୨୦ ଲକ୍ଷ ଗିରଫ

ଭେନେଜୁଏଲା, ନିକାରାଗୁଆ, କ୍ୟୁବା ଏବଂ ହୋଣ୍ଡୁରାସ ସମେତ ଅନେକ ଦେଶରୁ ଆସିଥିବା ଶରଣାର୍ଥୀମାନେ ଏବେ ଧୀରେ ଧୀରେ ଆମେରିକା ସୀମା ଆଡକୁ ଅଗ୍ରସର ହେଉଛନ୍ତି ।  ଏହାକୁ ନେଇ  ଆମେରିକା ବହୁତ କ୍ରୋଧରେ  ଅଛି । ବେଆଇନ ଭାବେ ସୀମାରେ ପ୍ରବେଶ କରିଥିବା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଆମେରିକା ସରକାର ଗିରଫ କରିଛି । ଏହି ସଂଖ୍ୟା କେବଳ ଗତ ଦୁଇ ଆର୍ଥିକ ବର୍ଷ ପାଇଁ ।  ଚଳିତ ବର୍ଷ ଡିସେମ୍ବରରେ ଆମେରିକା ୧୦ ହଜାରରୁContinue reading “ଆମେରିକା ଆଡକୁ ଅଗ୍ରସର ହେଉଛି ଶରଣାର୍ଥୀଙ୍କର ଏକ ବଡ଼ ଗୋଷ୍ଠୀ  : ଦୁଇ ବର୍ଷରେ ୨୦ ଲକ୍ଷ ଗିରଫ”

Design a site like this with WordPress.com
Get started