୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଲୋକସଭା ନିର୍ବାଚନରେ ୨୯୫ରୁ ୩୫୫ ଆସନ ପାଇବ ଏନଡିଏ, ୧୬୫ରୁ ୨୦୫ ଆସନରେ ରହିବ ଇଣ୍ଡିଆ ମେଣ୍ଟ

କନକ ବ୍ୟୁରୋ : ୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଘରୋଇ ନ୍ୟୁଜ ଚ୍ୟାନେଲ ସଂସ୍ଥା ଏବିପି ପକ୍ଷରୁ କରାଯାଇଥିବା ସର୍ଭେରେ ପୁଣି ଥରେ ମୋଦୀ ସରକାର ଆସିବ ବୋଲି କୁହାଯାଇଛି । ବିରୋଧୀ ଦଳମାନେ ବିହାର, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନାରେ ଭଲ ପଦର୍ଶନ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ସର୍ଭେ ମୁତବାକ, ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ନେତୃତାଧୀନ ଏନଡିଏ ୨୯୫ରୁ ୩୩୫ ସିଟ୍ ପାଇବ । ସେହିଭଳି ବିରୋଧୀ ଇଣ୍ଡିଆContinue reading “୨୦୨୪ରେ ପୁଣି ଆସିବ ମୋଦୀ ସରକାର । ଲୋକସଭା ନିର୍ବାଚନରେ ୨୯୫ରୁ ୩୫୫ ଆସନ ପାଇବ ଏନଡିଏ, ୧୬୫ରୁ ୨୦୫ ଆସନରେ ରହିବ ଇଣ୍ଡିଆ ମେଣ୍ଟ”

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ

କନକ ବ୍ୟୁରୋ : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ । ମୋଦୀଙ୍କ ହାତ ଧରି ବାଳୁତ ରାମ ମନ୍ଦିରକୁ ଯାଉଥିବା ଚିତ୍ରକୁ କଂଗ୍ରେସର ତୀବ୍ର ବିରୋଧ । ଆସନ୍ତା ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ କର୍ଣ୍ଣାଟକ ବିଜେପି ଏକ ପୋଷ୍ଟ କରି ଜାରି କରିଥିବା ଏକ ଫଟୋContinue reading “ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୋଷ୍ଟର ବିବାଦ । କର୍ଣ୍ଣାଟକ ବିଜେପିର ପୋଷ୍ଟରକୁ ନେଇ ବଢ଼ୁଛି ଅଡୁଆ”

ନିୟୋଜିତ ହେଲା ଆଇଏନଏସ୍ ଇମ୍ଫାଲ । ସ୍ୱଦେଶୀ ଜ୍ଞାନରେ ବିଧ୍ୱଂଶକାରୀ ଯୁଦ୍ଧ ଜାହାଜ

କନକ ବ୍ୟୁରୋ : ଭାରତ ମହାସାଗରରେ ଚୀନ ସହ ବିବାଦ ଭିତରେ ବଡ଼ ପଦକ୍ଷେପ ନେଇଛି ପ୍ରତିରକ୍ଷା ବିଭାଗ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଂୟଚାଳିତ ମିଶାଇଲ ବିଧୋଂଶକାରୀ ଯୁଦ୍ଧ ଜାହାଜ ଆଇଏନଏସ୍ ଇମ୍ଫାଲକୁ ମଙ୍ଗଳବାର କାର୍ଯ୍ୟରେ ନିୟୋଜିତ କରିଛି । ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଗୁପ୍ତଚରୀ ଯୁଦ୍ଧ ଜାହାଜର ଲୋକାର୍ପଣ କରିଛନ୍ତି । ମଣିପୁରର ରାଜଧାନୀ ଇମ୍ଫାଲର ନାଁରେ ନାମିତ ହୋଇଥିବା ଏହି ଜାହାଜ ବହୁ ବିକଶିତ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛିContinue reading “ନିୟୋଜିତ ହେଲା ଆଇଏନଏସ୍ ଇମ୍ଫାଲ । ସ୍ୱଦେଶୀ ଜ୍ଞାନରେ ବିଧ୍ୱଂଶକାରୀ ଯୁଦ୍ଧ ଜାହାଜ”

ବିରୋଧ କରିବାରୁ ମାଡ! ଲୋକପ୍ରତିନିଧିଙ୍କୁ ଅଧିକାରୀଙ୍କ ମାଡ ଭିଡିଓ ଭାଇରାଲ

କନକ ବ୍ୟୁରୋ : ୫ଟି ଅଧିନରେ ବଲାଙ୍ଗୀରର ପବିତ୍ର ଶୈବପୀଠ ହରିଶଙ୍କରରେ ବିକାଶ କାମ ଚାଲିଛି । ଏଥିପାଇଁ ୧୨୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଙ୍ଗରିଆ ପଂଚାୟତର ସରପଂଚ ସୁଶୀଲ ଗୁରୁ ହରିଶଙ୍କର ଦେବୋତ୍ତର କମିଟିର ସଦସ୍ୟ ଅଛନ୍ତି । ଏଠାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ନେଇ ଏସଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସରପଂଚ । ନକ୍ସା ଅନୁସାରେ କାମ ହେଉନଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଏସଡିଓଙ୍କ ସହ ତାଙ୍କରContinue reading “ବିରୋଧ କରିବାରୁ ମାଡ! ଲୋକପ୍ରତିନିଧିଙ୍କୁ ଅଧିକାରୀଙ୍କ ମାଡ ଭିଡିଓ ଭାଇରାଲ”

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଲକ୍ଷଣ ଦେଖା ଦେଲେ ଟେଷ୍ଟ କରିବାକୁ ପରାମର୍ଶ

କନକ ବ୍ୟୁରୋ : ଚିନ୍ତା ବଢାଇଛି କୋରୋନାର ନୂଆ ଭ୍ୟାରିଆଂଟ ଜେଏନ ଡଟ୍ ୱାନ । ଦେଶରେ କରୋନା ମାମଲା ବଢୁଛି । ଓଡିଶାରେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ରାଜ୍ୟରେ ସଂକ୍ରମଣ ସ୍ଥିତି ଉଦବେଗଜନକ ନାହିଁ । ଗତ ୨୪ ଘଂଟାରେ ଓଡିଶାରେ ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଂଚିଛି । ସବୁ ଆକ୍ରାନ୍ତଙ୍କContinue reading “ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଲକ୍ଷଣ ଦେଖା ଦେଲେ ଟେଷ୍ଟ କରିବାକୁ ପରାମର୍ଶ”

ରାଜଧାନୀର ଜାଗା ପଜେସନ । ବିଲଡରଙ୍କୁ ପିଟିଲେ ବାଉଁସର !

କନକ ବ୍ୟୁରୋ : ଭୁବନେଶ୍ୱ୍ୱର ଚନ୍ଦ୍ରଶେଖରପୁର ଥାନା ଅଧିନ ଡମଣା ନିକଟରେ ରହିଛି ଭୂମି ଇନଫ୍ରା ପ୍ରାଇଭେଟ ଲିମିଟେଡ । ଜାଗାକୁ ରାସ୍ତା ଖୋଲିବାକୁ ନେଇ ଦେଖାଦେଇଥିଲା ଦ୍ୱନ୍ଦ୍ୱ । ଜୋର ଜବରଦସ୍ତ ରାସ୍ତାକୁ ବାଟ ଫିଟାଇବା ପାଇଁ ଠିକା ନେଇଥିଲେ ବାଉଁସର । ଆଉ ଏଠାରେ ସତେ ଯେମିତି ଚାଲିଥିଲା ଜୋର ଯାର ମୂଲକ ତାର । ବାଉଁସର ସାଜିଥିଲେ ଗୁଣ୍ଡା । ଗୋଟିଏ ଚୁଟକିରେ ବିଲଡରଙ୍କ ଜାଗାକୁ ଖାଲିକରି ନେଇଯାଉଥିଲେ ପଜେସନ । ଜୁଲମContinue reading “ରାଜଧାନୀର ଜାଗା ପଜେସନ । ବିଲଡରଙ୍କୁ ପିଟିଲେ ବାଉଁସର !”

ଭୁବନେଶ୍ୱର ସାଂସଦଙ୍କୁ ଅଟକାଇଲା କିଏ? ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅପରାଜିତା । ୨ ଘଣ୍ଟା ଅଟକ ନେଇ ସାଂସଦ ଅସନ୍ତୋଷ

କନକ ବ୍ୟୁରୋ: ସାଂସଦଙ୍କୁ ଅଟକାଇଲା କିଏ? ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ ନେଇ ରାଜନୀତି ତେଜିଛି । ଖୋଦ୍ ସାଂସଦ ଆଜି କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି, ତାଙ୍କର ଯେଉଁ ୨ ଘଣ୍ଟା ସମୟ ନଷ୍ଟ ହେଲା ସେଥିପାଇଁ ଦାୟୀ କିଏ? ନଷ୍ଟ ହୋଇଥିବା ସମୟ କିପରି ଭରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଉ ଗତକାଲିର ଘଟଣାକୁ ନେଇ ମୁହାଁମୁହିଁContinue reading “ଭୁବନେଶ୍ୱର ସାଂସଦଙ୍କୁ ଅଟକାଇଲା କିଏ? ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଅପରାଜିତା । ୨ ଘଣ୍ଟା ଅଟକ ନେଇ ସାଂସଦ ଅସନ୍ତୋଷ”

ଚାଷୀଙ୍କ ପାଇଁ ଗାଡ଼ିରୁ ଓହ୍ଲାଇ ଆସିଲେ ରାଜ୍ୟପାଳ । ଚାଷୀଙ୍କୁ ଭେଟି ଆଲୋଚନା କଲେ ରଘୁବର ଦାସ

କନକ ବ୍ୟୁରୋ : ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ପାଇଁ ଅଟକି ରଖିଥିଲେ ବରଗଡ଼ ଜିଲ୍ଳା ଅତାବିରା ଅଂଚଳ ଚାଷୀ ।ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ ମଧ୍ୟ କରିଥିଲେ । ହେଲେ କୌଣସି କାରଣରୁ ରାଜ୍ୟପାଳଙ୍କୁ ଭେଟିବାକୁ ମନା କରିଦେଇଥିଲା ପ୍ରଶାସନ । ତେବେ ରାଜ୍ୟପାଳ ଚାଷୀଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଅଂଚଳରେ ଚାଷ ଓContinue reading “ଚାଷୀଙ୍କ ପାଇଁ ଗାଡ଼ିରୁ ଓହ୍ଲାଇ ଆସିଲେ ରାଜ୍ୟପାଳ । ଚାଷୀଙ୍କୁ ଭେଟି ଆଲୋଚନା କଲେ ରଘୁବର ଦାସ”

ବିଜେଡି ପ୍ରତିଷ୍ଠା ଦିବସରେ ସାଇକେଲ ରାଲି । ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ଗଡିଲା ସାଇକେଲ । ଏପଟେ ସୋସିଆଲ୍ ମିଡିଆରେ ମେସେଜ୍ ହେଲା ଭାଇରାଲ ।

କନକ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠନ ହୋଇଥିବା ଦଳର ପ୍ରତିଷ୍ଠା ଦିବସରେ, ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ପାଇଁ ଏବଂ ତାଙ୍କ ଅଦମ୍ୟ ସାହାସକୁ ସ୍ମରଣ କରି ପାଇଁ ବାହାରିଥିଲା ବିଶାଳ ସାଇକେଲ ରାଲି । କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ଶଙ୍ଖ ଭବନ ଯାଏଁ, ଯାଇଥିବା ଏହି ରାଲି ପଛରେ ଥିଲା ବିଜୁ ବାବୁଙ୍କ ପ୍ରେରଣା । କଟକରୁ ପାକିସ୍ତାନର ପେଶୱାର ଯାଏଁ ସାଇକେଲ ଯାତ୍ରା କରି ବିଜୁ ବାବୁ ଯେଉଁ ସାହାସContinue reading “ବିଜେଡି ପ୍ରତିଷ୍ଠା ଦିବସରେ ସାଇକେଲ ରାଲି । ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ଗଡିଲା ସାଇକେଲ । ଏପଟେ ସୋସିଆଲ୍ ମିଡିଆରେ ମେସେଜ୍ ହେଲା ଭାଇରାଲ ।”

୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ । ଆନନ୍ଦ ଭବନରୁ ଶଙ୍ଖ ଭବନ ସାଇକେଲ ରାଲି । ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେଲେ ଦଳୀୟ ନେତା

କନକ ବ୍ୟୁରୋ: ୨୭ ବର୍ଷରେ ପାଦ ଥାପିଛି ବିଜେଡି । ଆଉ ଏହି ୨୭ ବର୍ଷରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ଦଳ । ଆଜି ପ୍ରତିଷ୍ଠା ଦିବସରେ ଦଳର ନେତାମାନେ ‘ନବୀନ ଓଡ଼ିଶା’ ଗଠନ ପାଇଁ ବ୍ରତୀ ହେବାକୁ ଶପଥ ନେଇଛନ୍ତି । ଆଉ ବିଜେଡିର ଏହି ପ୍ରତିଷ୍ଠା ଦିବସକୁ କଟାକ୍ଷ କରିଛି ବିଜେପି । ୨୭ ବର୍ଷରେ ବିଜେଡି ରାଜ୍ୟବ୍ୟାପି ପ୍ରତିଷ୍ଠା ଦିବସ ପାଳନ ଶପଥContinue reading “୨୭ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ । ଆନନ୍ଦ ଭବନରୁ ଶଙ୍ଖ ଭବନ ସାଇକେଲ ରାଲି । ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେଲେ ଦଳୀୟ ନେତା”

Design a site like this with WordPress.com
Get started