ଜାନୁଆରୀରେ ଉଦଘାଟିତ ହେବ ମାଲକାନଗିରି ବିମାନବନ୍ଦର । କ୍ରୀଡା ସଚିବଙ୍କ ସୂଚନା ।

କନକ ବ୍ୟୁରୋ: ଜାନୁଆରୀରେ ଉଦ୍ଘାଟିତ ହେବ ମାଲକାନଗିରି ବିମାନବନ୍ଦର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କ୍ରୀଡା ସଚିବ ତଥା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ଡିସେମ୍ବର ଶେଷ ସୁଦ୍ଧା ରନୱେର ଟ୍ରାଏଲ ରନ ସାରିବା ଲାଗି ଲକ୍ଷ ରଖାଯାଇଛି । ତେଣୁ ନିର୍ଦ୍ଧାରିତContinue reading “ଜାନୁଆରୀରେ ଉଦଘାଟିତ ହେବ ମାଲକାନଗିରି ବିମାନବନ୍ଦର । କ୍ରୀଡା ସଚିବଙ୍କ ସୂଚନା ।”

ରୁଷ ଗସ୍ତରେ ଏସ ଜୟଶଙ୍କର । ଭେଟିବେ ରୁଷର ବୈଦେଶିକ ମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀଙ୍କୁ

ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରୁଷର ଉପ-ପ୍ରଧାନମନ୍ତ୍ରୀ ତଥା ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଡେନିସ୍ ମଣ୍ଟୁରୋଭଙ୍କୁ ଭେଟିବେ ଏବଂ ତାଙ୍କ ସହ ଅର୍ଥନୈତିକ ଭାଗିଦାରୀ ସମ୍ପର୍କରେ ଆଲୋଚନା କରିବେ । ସେ ରୁଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭଙ୍କ ସହ ଦ୍ୱିପାକ୍ଷିକ, ବହୁପକ୍ଷୀୟ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ମଧ୍ୟ  କରିବେ । ସୋମବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ସେ ରୁଷିଆ ଗସ୍ତରେ ଦେଶର ନେତାଙ୍କ ସହContinue reading “ରୁଷ ଗସ୍ତରେ ଏସ ଜୟଶଙ୍କର । ଭେଟିବେ ରୁଷର ବୈଦେଶିକ ମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀଙ୍କୁ”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟରକୁ ନେଇ ବଢିଲା ବିବାଦ । ବିରୋଧୀଙ୍କ ପ୍ରଶ୍ନ, ମୋଦୀ କ’ଣ ଶ୍ରୀରାମଙ୍କ ଠାରୁ ବଡ଼ ?

କନକ ବ୍ୟୁରୋ: କର୍ଣ୍ଣାଟକ ବିଜେପି ଜାରି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟରକୁ ନେଇ ବଢ଼ୁଛି ବିବାଦ । ଆସନ୍ତା ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ କର୍ଣ୍ଣାଟକ ବିଜେପି ଏକ ପୋଷ୍ଟ କରି ଜାରି କରିଥିବା ଏକ ଫଟୋ ନୂଆ ବିବାଦ ସୃଷ୍ଟି କରିଛି । ପୋଷ୍ଟରରେ ଦେଖିବାକୁ ମିଳିଛି ବାଳୁତ ରାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ଧରି ମନ୍ଦିରContinue reading “ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟରକୁ ନେଇ ବଢିଲା ବିବାଦ । ବିରୋଧୀଙ୍କ ପ୍ରଶ୍ନ, ମୋଦୀ କ’ଣ ଶ୍ରୀରାମଙ୍କ ଠାରୁ ବଡ଼ ?”

ପୁରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଳିଲା ସୁଡଙ୍ଗ । ଅନୁସନ୍ଧାନ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି ।

କନକ ବ୍ୟୁରୋ: ପୁରୀ ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍ମରଣୀରେ ମିଳିଛି ସୁଡ଼ଙ୍ଗ ସନ୍ଧାନ । ଗଭୀର ଜଳ ଖାଲି ହେବା ପରେ ଏହି ସୁଡ଼ଙ୍ଗର ସନ୍ଧାନ ମିଳିଥିବା ସୂଚନା ରହିଛି । ପୁଷ୍ମରିଣୀ ଉତ୍ତରପାଶ୍ୱର୍ରେ ଥିବା ପ୍ରାୟ ୨ ଫୁଟ ଓସାର ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସୁଡ଼ଙ୍ଗ କେଉଁଠିକୁ ସଂଯୋଗ କରୁଛି ତାହା ସ୍ପଷ୍ଟ ହୋଇପାରିନି । ସୁଡ଼ଙ୍ଗ ଯେଉଁ ପାଶ୍ୱର୍କୁ ଦୃଶ୍ୟମାନ ହେଉଛି ସେ ପାଶ୍ୱର୍କୁ କୌଣସି ପୋଖରୀ କି ନାଳ ନଥିଲେContinue reading “ପୁରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଳିଲା ସୁଡଙ୍ଗ । ଅନୁସନ୍ଧାନ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି ।”

ରାସ୍ତାରେ ଲାଗିଥିଲା ଟ୍ରାଫିକ୍ ଜାମ, ନଦୀ ଭିତରେ ଥାର୍ ଗାଡି ନେଇ ଆଗକୁ ବଢିଲେ ଗାଡି ଚାଳକ । ଭିଡ଼ିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ ।

କନକ ବ୍ୟୁରୋ : ନୂଆ ବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମିବାରେ ଲାଗିଛି । ଛୁଟି ଥିବାରୁ ପରିବାର ସହ ବିଭିନ୍ନ ସ୍ଥାନ ବୁଲିବା ପାଇଁ ଲୋକେ ଘରୁ ବାହାରି ଯାଉଛନ୍ତି । ଏହାରି ଭିତରେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ । ଫଳରେ ଗତ ଦୁଇ ଦିନ ହେଲା ଦୀର୍ଘ ଘଣ୍ଟା ଘଣ୍ଟା ଧରି ଗାଡ଼ି ମୋଟର ଅଟକି ରହୁଛି । ଏପରି ଟ୍ରାଫିକ ଜାମରୁ ବର୍ତିବା ପାଇଁ ଜଣେContinue reading “ରାସ୍ତାରେ ଲାଗିଥିଲା ଟ୍ରାଫିକ୍ ଜାମ, ନଦୀ ଭିତରେ ଥାର୍ ଗାଡି ନେଇ ଆଗକୁ ବଢିଲେ ଗାଡି ଚାଳକ । ଭିଡ଼ିଓ ହେଲା ଭାଇରାଲ, ପୋଲିସ କାଟିଲା ଚାଲାଣ ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଯାତ୍ରା । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦିଆଗଲା ପ୍ରଥମ ନିମନ୍ତ୍ରଣ ପତ୍ର ।

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଯାତ୍ରା । ଏହି କ୍ରମରେ ପୁରୀରୁ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଆସିଛି । ଝାଞ୍ଜ ମୃଦଙ୍ଗର ଶବ୍ଦରେ ଉଛୁଳି ପଡୁଛି ଶ୍ରୀଲିଙ୍ଗରାଜଙ୍କ ପୀଠ । ପୁରା ପରିବେଶରେ ଭିନ୍ନ ପ୍ରକାର ମହୋଲ ଦେଖିବାକୁ ମିଳିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପହଞ୍ଚିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀଙ୍କContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିମନ୍ତ୍ରଣ ଯାତ୍ରା । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦିଆଗଲା ପ୍ରଥମ ନିମନ୍ତ୍ରଣ ପତ୍ର ।”

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ୨ ଘଣ୍ଟା ଗାଡି ଅଟକକୁ ନେଇ ଜଣାଇଲେ ଅସନ୍ତୋଷ, ଉଠାଇଲେ ପ୍ରଶ୍ନ ଅପଚୟ ସମୟର ଭରଣା କରିବ କିଏ?

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ୪୩ ନମ୍ବର ୱାର୍ଡରେ ତାଙ୍କୁ ବିରୋଧ ଘଟଣାରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି, ଲକ୍ଷ୍ମୀସାଗର ୪୩ ନମ୍ବର ୱାର୍ଡରେ ତାଙ୍କୁ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା । ଏକ ସଭାକୁ ଯାଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ କାରକୁ ଅଟକାଇଥିଲେ । ସେ ପୋଲିସକୁ ଅପେକ୍ଷା କରିContinue reading “ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । ୨ ଘଣ୍ଟା ଗାଡି ଅଟକକୁ ନେଇ ଜଣାଇଲେ ଅସନ୍ତୋଷ, ଉଠାଇଲେ ପ୍ରଶ୍ନ ଅପଚୟ ସମୟର ଭରଣା କରିବ କିଏ?”

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଏବେ ସୁଦ୍ଧା ଚିହ୍ନଟ ହେଲେଣି ୩ ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ ।

କନକ ବ୍ୟୁରୋ : ଚିନ୍ତା ବଢାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ ଡଟ୍ ୱାନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେContinue reading “ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଏବେ ସୁଦ୍ଧା ଚିହ୍ନଟ ହେଲେଣି ୩ ଆକ୍ରାନ୍ତ, ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ ।”

ଦେବପୀଠକୁ ‘ପରିକ୍ରମା’ ନିମନ୍ତ୍ରଣ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି ।

କନକ ବ୍ୟୁରୋ: ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶାଳ ଆୟୋଜନ ହୋଇଛି । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ଆଜିଠୁ ଦିଆଯିବ ନିମନ୍ତ୍ରଣ । ପ୍ରଥମେ ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ, ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତା ନେଇ ପ୍ରତିନିଧିମାନେ ଯାତ୍ରାContinue reading “ଦେବପୀଠକୁ ‘ପରିକ୍ରମା’ ନିମନ୍ତ୍ରଣ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି ।”

ପୁଲୱାମାରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

କନକ ବ୍ୟୁରୋ:ଜମ୍ମୁ-କଶ୍ମୀରରେ ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ପୁଲଓ୍ଵାମାରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ପୁଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛନ୍ତି। ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ପୁଲୱାମାର ପାଞ୍ଜୁ ଓ ଗାମିରାଜରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲାContinue reading “ପୁଲୱାମାରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ”

Design a site like this with WordPress.com
Get started