କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ନ୍ୟାୟ ଯାତ୍ରା ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ କଳାହାଣ୍ଡି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ପକ୍ଷରୁ ନ୍ୟାୟ ଯାତ୍ରା । ଆସନ୍ତା ଜାନୁଆରୀ ୪ତାରିଖରୁ ଏହି ନ୍ୟାୟ ଯାତ୍ରା ପୁରା ଜୁନାଗଡ଼ରେ ପରିକ୍ରମା କରିବ । ସୋମବାର ଜୁନାଗଡ଼ ବିଜେପି ପକ୍ଷରୁ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ଦୁଇ ବର୍ଷ ବିତି ସାରିଥିଲେ ମଧ୍ୟ ନ୍ୟାୟ ମିଳିନାହିଁ । ରାଜ୍ୟ ସରକାରContinue reading “କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବିରେ ବିଜେପିର ନ୍ୟାୟ ଯାତ୍ରା ।”

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ଭୁବନେଶ୍ୱର ବୁଧେଶ୍ୱରୀ କଲୋନୀରେ ଅପରାଜିତାଙ୍କୁ କଡା ବିରୋଧ ।

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ଭୁବନେଶ୍ୱର ୪୩ ନମ୍ବର ୱାର୍ଡ ବୁଧେଶ୍ୱରୀ କଲୋନୀରେ ଅପରାଜିତା ବିରୋଧରେ ସମ୍ମୁଖୀନ ହୋଇଛନ୍ତି । ସୋମବାର ରାତିରେ ଅପରାଜିତା ଷଡଙ୍ଗୀ ଜନସମ୍ପର୍କ ସଭାକୁ ଆସୁଥିବାବେଳେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଛନ୍ତି । ଏହାକୁ ନେଇ ଅପରାଜିତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀଙ୍କ ଅଭିଯୋଗ ସାଂସଦଙ୍କ ଗତ ୪ ବର୍ଷ ହେଲା ଦେଖା ମିଳୁନଥିଲା । ଦିନେ ମଧ୍ୟ ସାଂସଦଙ୍କContinue reading “ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ । ଭୁବନେଶ୍ୱର ବୁଧେଶ୍ୱରୀ କଲୋନୀରେ ଅପରାଜିତାଙ୍କୁ କଡା ବିରୋଧ ।”

ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ । ଜାନୁଆରୀ ୬ ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଏହି ସ୍ପେଶ୍ କ୍ରାପ୍ଟ

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ, ଜାନୁଆରୀ ୬ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଏହି ସ୍ପେଶ କ୍ରାପ୍ଟ । ଆଦିତ୍ୟ ଏଲ ୱାନ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି, ଏବଂ ଏହା ଗୁରତ୍ୱପୂର୍ଣ୍ଣ ସମୟ ବୋଲି ସୋସିଆଲ ମିଡିଆ ଏକ୍ସ ଆକାଉଁଟରେ ସୂଚନା ଦେଇଛି ଇସ୍ରୋ । ଲାଗ୍ରେଞ୍ଜ ପଏଂଟ ଚାରିପାଖରେ ଥିବା ହାଲେ ଅର୍ବିଟରେ ଆଦିତ୍ୟ ଏଲ ୱାନର ସୁରକ୍ଷିତ ପ୍ରବେଶ କରିବାକୁ ଏହାର ଗତିବିଧି ଉପରେ ନଜର ରହିଥିବା କହିଛିContinue reading “ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ । ଜାନୁଆରୀ ୬ ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ ଏହି ସ୍ପେଶ୍ କ୍ରାପ୍ଟ”

ଭାରତ ପହଞ୍ଚିଲା ଫ୍ରାନ୍ସରେ ଅଟକ ଥିବା ବିମାନ । ମାନବ ଚାଲାଣ ନେଇ ସନ୍ଦେହ ଯୋଗୁଁ ଅଟକି ଥିଲା ବିମାନ ।

କନକ ବ୍ୟୁରୋ: ଭାରତ ପହଞ୍ଚିଲା ଭାରତୀୟଙ୍କୁ ନେଇ ଯାଉଥିବା ବେଳେ ଫ୍ରାନ୍ସରେ ଅଟକ ଥିବା ବିମାନ । ଆଜି ଭୋର ୪ଟା ବେଳେ ୨୭୬ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛି ଏହି ବିମାନ । ୪ଦିନ ଧରି ଫ୍ରାନ୍ସରେ ଫସିଥିବା ଏହି ବିମାନ ଶେଷରେ ମୁମ୍ବାଇରେ ଅବତରଣ କରିଛି । ମାନବ ଚାଲାଣ ନେଇ ସନ୍ଦେହ ପରେ ଏହି ବିମାନକୁ ଫ୍ରାନ୍ସରେ ଅଟକାଇ ଦିଆଯାଇଥିଲା । ତେବେ ବିମାନଟି ଭାରତ ଫେରିବା ପରେ ଯାତ୍ରୀContinue reading “ଭାରତ ପହଞ୍ଚିଲା ଫ୍ରାନ୍ସରେ ଅଟକ ଥିବା ବିମାନ । ମାନବ ଚାଲାଣ ନେଇ ସନ୍ଦେହ ଯୋଗୁଁ ଅଟକି ଥିଲା ବିମାନ ।”

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ ୧ରୁ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ ମ୍ୟାଚ୍ ।

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ସ୍ଥାନୀୟ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ । ଦୀର୍ଘ ମାସର ବ୍ୟବଧାନ ପରେ ଭାରତ ପୁଣିଥରେ ଟେଷ୍ଟ ଅଭିଯାନକୁ ଆରମ୍ଭ କରୁଥିବା ବେଳେ ଦଳକୁ ଫେରୁଛନ୍ତି ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାହ । ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ବର୍ଷା ବାଧକ ସାଜିବା ନେଇ ଆକଳନ କରିଛି ସ୍ଥାନୀୟ ପାଣିପାଗ ବିଭାଗ ।Continue reading “ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠୁ ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ ୧ରୁ ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ ମ୍ୟାଚ୍ ।”

ଜାନୁଆରୀ ୧୫ରୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଅମ୍ବାପାଲି ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । କଳାକାରଙ୍କୁ କରାଗଲା ବରଣ ।

କନକ ବ୍ୟୁରୋ: ଜାନୁଆରୀ ୧୫ରୁ ବରଗଡ଼ରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଗୋପପୁର ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଭଜନ ଓ ସଙ୍କୀର୍ତନର ତାଳେ ତାଳେ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିବା ସହ ଅତିଥି ମାନଙ୍କ ଗହଣରେ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏଥିContinue reading “ଜାନୁଆରୀ ୧୫ରୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଅମ୍ବାପାଲି ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । କଳାକାରଙ୍କୁ କରାଗଲା ବରଣ ।”

ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ । ପୁରୀ ଏସପିଙ୍କ ଅଧିନରେ କାମ କରିବେ ୧୧୯୦ଜଣ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ ହେବ । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ସୁରକ୍ଷା, ଭିଡ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁବିଧା ବାଟାଲିୟନର ଫୋକସରେ ରହିବ । କୋଭିଡ ପରେ ପ୍ରତିଦିନ ପୁରୀକୁ ୫୦ ହଜାର ଭକ୍ତ ଆସୁଛନ୍ତି । ସପ୍ତାହର ଶେଷ ଦିନ ଓ ବିିଭିନ୍ନ ପର୍ବପର୍ବାଣୀରେ ଭକ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀକୁ ଭକ୍ତଙ୍କ ସମାଗମContinue reading “ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ୍ । ପୁରୀ ଏସପିଙ୍କ ଅଧିନରେ କାମ କରିବେ ୧୧୯୦ଜଣ ସୁରକ୍ଷାକର୍ମୀ ।”

୩ ଅପରାଧିକ ବିଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ଆଇନରେ ପରିଣତ ହେଲା ଭାରତୀୟ ନ୍ୟାୟ ସଂହିତା ସହ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ।

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ମୋହର ବାଜିଲା, ଆଇନରେ ପରିଣତ ହେଲା ୩ ଅପରାଧିକ ବିଲ୍ । ଗତ ସପ୍ତାହରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ୩ଟି ଅପରାଧିକ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ୩ଟି ବିଲ ହେଉଛି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଏବଂ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ହୋଇ ଆସୁଥିବା ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ବଦଳରେ ଏବେଠୁ ନୂଆContinue reading “୩ ଅପରାଧିକ ବିଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ଆଇନରେ ପରିଣତ ହେଲା ଭାରତୀୟ ନ୍ୟାୟ ସଂହିତା ସହ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ।”

ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ‘ଜେଏନ.୧’ । ୨୪ ଘଣ୍ଟାରେ ୬୨୮ ନୂଆ ସଂକ୍ରମଣ ଚିହ୍ନଟ, ୩ ଆକ୍ରାନ୍ତଙ୍କ ମୃତ୍ୟ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ଜେଏନ ଡଟ୍ ୱାନ । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ବଢିବା ସାଙ୍ଗକୁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଜନସମାଗମ ଯୋଗୁ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକ, ତାମିଲନାଡୁ, କେରଳ ସମେତ ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଦେଖିବାକୁ ମିଳୁଛିContinue reading “ଚିନ୍ତା ବଢାଉଛି କୋରୋନାର ନୂଆ ରୂପ ‘ଜେଏନ.୧’ । ୨୪ ଘଣ୍ଟାରେ ୬୨୮ ନୂଆ ସଂକ୍ରମଣ ଚିହ୍ନଟ, ୩ ଆକ୍ରାନ୍ତଙ୍କ ମୃତ୍ୟ ।”

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବଡ ପ୍ରସ୍ତୁତି । ଆଜି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ ପତ୍ର ।

କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶାଳ ଆୟୋଜନ । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ଆଜିଠୁ ଦିଆଯିବ ନିମନ୍ତ୍ରଣ । ପ୍ରଥମେ ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ, ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ବଡ ପ୍ରସ୍ତୁତି । ଆଜି ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ ପତ୍ର ।”

Design a site like this with WordPress.com
Get started