୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ।କଟକରୁ ଭୁବନେଶ୍ୱର ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ।

କନକ ବ୍ୟୁରୋ: ୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସକୁ ନେଇ ବିଜେଡି ପକ୍ଷରୁ ଭବ୍ୟ ଆୟୋଜନ । ପ୍ରତି ନିର୍ବାଚନ ମଣ୍ଡଳୀ ପୌରାଞ୍ଚଳ-ପଞ୍ଚାୟତ ସ୍ତରରେ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ । କଟକ ଆନନ୍ଦଭବନରୁ ଭୁବନେଶ୍ୱର ବିମନ ବନ୍ଦରରେ ଯାଏ ବିଶାଳ ସାଇକେଲ ଶୋଭାଯାତ୍ରା ହେଉଛି । ଦଳର ମନ୍ତ୍ରୀ, ସାଂସଦ, ନେତା ଓ କର୍ମୀ ମାନେ ଏହି ସାଇକେଲ ଶୋଭାଯାତ୍ରାରେ ସାମିଲ ହେବେ । କଟକ ଆନନ୍ଦଭବନରୁ ସାଇକେଲContinue reading “୨୭ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ । ରାଜ୍ୟବ୍ୟାପୀ ଗଣଦୌଡ, ସଭା, ରକ୍ତଦାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ।କଟକରୁ ଭୁବନେଶ୍ୱର ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ।”

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସିକ୍ରେଟ ଡିଲ । ଦଳ ଅଦଳବଦଳ ପାଇଁ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ଶହେ କୋଟି ଦେଇଥିବା ଚର୍ଚ୍ଚା ।

କନକ ବ୍ୟୁରୋ: ପାଣ୍ଡ୍ୟାଙ୍କ ପାଇଁ ବଡ ଡିଲ୍ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟାଙ୍କୁ ନିଜ ଦଳକୁ ଆଣିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟନ୍ସକୁ ୧୦୦କୋଟି ଟଙ୍କା ପ୍ରଦାନ କରିଛି । ଚର୍ଚ୍ଚା ହେଉଛି ଏହି ଅଫର ପାଇବା ପରେ ପାଣ୍ଡ୍ୟା ମୁମ୍ବାଇକୁ ଫେରିଛନ୍ତି । ଏହି ଷ୍ଟାର ଅଲ ରାଉଣ୍ଡର ମୁମ୍ବାଇକୁ ଆସିବା କ୍ଷଣି ଦଳରେ ତାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମୁମ୍ବାଇContinue reading “ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସିକ୍ରେଟ ଡିଲ । ଦଳ ଅଦଳବଦଳ ପାଇଁ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ଶହେ କୋଟି ଦେଇଥିବା ଚର୍ଚ୍ଚା ।”

ଗାଜାର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ । 

କନକ ବ୍ୟୁରୋ: ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ । ଫଳରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୭ ଶିଶୁ ରହିଛନ୍ତି । ରବିବାର ବିଳମ୍ବିତ ରାତିରେ ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଗାଜା ସ୍ଥିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଏକ ବିବୃତି ଜାରି କରି କହିଛି, ରବିବାରContinue reading “ଗାଜାର ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ । ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ । “

ସଜେଇ ହେଉଛି ଅଯୋଧ୍ୟା: ବିମାନବନ୍ଦରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ଓ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ

କନକ ବ୍ୟୁରୋ: ସଜେଇ ହେଉଛି ଅଯୋଧ୍ୟା । ବିମାନବନ୍ଦରଠୁ ବସଷ୍ଟାଣ୍ଡ ସହ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ । ଦେଶବିଦେଶରୁ ଛୁଟୁଛି ଉପହାର ଓ ଦାନର ସୁଅ । ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ଶେଷ ପର୍ଯ୍ୟାୟରେ ମନ୍ଦିରର ପ୍ରଥମ ମହଲା ନିର୍ମାଣ କାମ ସରିଛି । ସେପଟେ ମହାରାଷ୍ଟ୍ରରୁ ଆସୁଛି ସୁନା ଖଚିତ ୧୪ଟି ଦାମୀ କବାଟ । ଆଉ କିଛି ଦିନର ଅପେକ୍ଷା । ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଳଲାଙ୍କ ପ୍ରାଣପ୍ରତିଷ୍ଠା ହେବ ।Continue reading “ସଜେଇ ହେଉଛି ଅଯୋଧ୍ୟା: ବିମାନବନ୍ଦରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ଓ ରେଳଷ୍ଟେସନକୁ ଦିଆଯାଉଛି ନୂଆ ରୂପ”

ବଡଦିନ ପାଇଁ ଉତ୍ସବମୁଖର ଦେଶବିଦେଶ: ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠ ଅବତରଣ ପରେ ଧୁମଧାମରେ ବଡଦିନ ପାଳିଲେ ଖ୍ରୀଷ୍ଟାଧର୍ମାବଲମ୍ବୀ

କନକ ବ୍ୟୁରୋ: ଆଜି ପ୍ରବିତ ବଡଦିନ । ମଧ୍ୟରାତ୍ରୀରୁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ଭଗବାନ୍ ଯୀଶୁ । ଏଥିପାଇଁ ଚଂଳଚଂଚଳ ହୋଇପଡିଛି ପୁରା ଦେଶ । ଦେଶର ବିଭିନ୍ନ ସହରରେ ବଡ ଦିନ ଧୁମଧାମରେ ପାଳନ କରାଯାଇଛି । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବି । ଚର୍ଚ୍ଚରେ ଏଥିପାଇଁ ଲାଗିଛି ପ୍ରବଳ ଗହଳି । ସୁନ୍ଦର ଆଲୋକମାଳାରେ ଚର୍ଚ୍ଚଗୁଡିକୁ ସଜ୍ଜା ଯାଇଥିବା ବେଳେ ସାଂଟାମାନେ ଚର୍ଚ୍ଚରେ ବୁଲୁଥିବାର ଦୃଶ୍ୟ ମନContinue reading “ବଡଦିନ ପାଇଁ ଉତ୍ସବମୁଖର ଦେଶବିଦେଶ: ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠ ଅବତରଣ ପରେ ଧୁମଧାମରେ ବଡଦିନ ପାଳିଲେ ଖ୍ରୀଷ୍ଟାଧର୍ମାବଲମ୍ବୀ”

ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରରେ ସ୍ଥଳସେନା ମୁଖ୍ୟ । ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଜେନେରାଲ ମନୋଜ ପାଣ୍ଡେ

କନକ ବ୍ୟୁରୋ: ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ ସଜାଗ ସେନା ଓ ଜମ୍ମୁକଶ୍ମୀର ପୁଲିସ । ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ କାଶ୍ମୀରର କୋଣ ଅନୁକୋଣକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ରାଜ୍ୟ ବାହାରକୁ ଆସୁଥିବା ଯାନବାହନକୁ ଚେକ ପୋଷ୍ଟରେ ଚେକିଂ କରାଯାଉଛି । ସେପଟେ ସୋମବାର ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି । ଅନ୍ୟପଟେ ୪ଜଣ ସାଧାରଣ ନାଗରିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିବାପରେ ସୁରକ୍ଷା ବ୍ୟବସ୍ଥାକୁContinue reading “ପୁଞ୍ଚ୍ ଆତଙ୍କୀ ଆକ୍ରମଣ ପରେ କାଶ୍ମୀରରେ ସ୍ଥଳସେନା ମୁଖ୍ୟ । ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଜେନେରାଲ ମନୋଜ ପାଣ୍ଡେ”

କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: କେରଳରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ

କନକ ବ୍ୟୁରୋ: ଦେଶରେ ଲାଗୁନି କରୋନା ସଂକ୍ରମଣରେ ରୋକ । ୨୪ଘଂଟାରେ ୬୨୮ ରୋଗୀଚିହ୍ନଟ ସହ ଜଣଙ୍କ ମୃତ୍ୟୁ ଚିନ୍ତାକୁ ବଢ଼ାଉଛି । ୧୭ ରାଜ୍ୟ ମଧ୍ୟର କେରଳ ଓ କର୍ଣ୍ଣାଟକରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଆଶ୍ୱସ୍ତିକର ଖବର ହେଉଛି କି ସୁସ୍ଥ ହାର ୯୮.୯୧% ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ ଏବଂ ସଜାଗ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଡିସେମ୍ବର ୨ୟ ସପ୍ତାହରେ କେରଳରୁ କରୋନାର ନୂଆContinue reading “କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: କେରଳରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ”

ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ: ଇଣ୍ଡିଆ ମେଂଟରେ ଫାଟ୍!

କନକ ବ୍ୟୁରୋ: ବୟାନ ପାଇଁ ଇଣ୍ଡିଆ ମେଂଟରେ ଫାଟ । ବୟାନକୁ ନେଇ ମେଂଟର ଦୁଇ ସଦସ୍ୟ ଜେଡିୟୁୁ ଓ ଡିଏମକେ ମତଭେଦ ଦେଖାଦେଇଛି । ନିକଟରେ ଡିଏମକେ ସାଂସଦ ଦୟାନିଧି ମାରନ ଉତରପ୍ରଦେଶ, ବିହାର ତଥା ହିନ୍ଦୀଭାଷୀ ରାଜ୍ୟର ଲୋକଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ମାରନ କହିଥିଲେ ବିହାର ଓ ୟୁପି ବାସିନ୍ଦା ଠିକ ସେ ହିନ୍ଦୀ କହି ଜାଣନ୍ତି ନାହିଁ । ତେଣୁ ଦକ୍ଷିଣ ଭାରତରେ କେବଳ କରନ୍ତି ଶ୍ରମିକ ଓContinue reading “ଡିଏମକେ ସାଂସଦଙ୍କ ବିବାଦୀୟ ବୟାନ: ଇଣ୍ଡିଆ ମେଂଟରେ ଫାଟ୍!”

କଟକ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ପ୍ରଘଟ ହୋଇଯିବା ଭୟରେ ହତ୍ୟା କରିଥିଲା ଅଭିଯୁକ୍ତ

କନକ ବ୍ୟୁରୋ: ନାଁ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡା । ଏ ହେଉଛି ସେଇ ରାକ୍ଷାସ, ଯିଏ ଜଣେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରିଥିଲା । ଆଉ କାଳେ ତାହା ପ୍ରଘଟ ହୋଇଯିବ, ସେଇ ଭୟରେ ନାବାଳକ ଛାତ୍ରକୁ ହତ୍ୟା କରି ଫିଙ୍ଗି ଦେଇଥିଲା । ଘରୁ ଚାଲି ଆସିଥିବା ନାବାଳକର ଅସହାୟତାର ଫାଇଦା ନେବାକୁ ଉଦ୍ୟମ କରିଥିଲା ଏହି ରାକ୍ଷାସ । ହେଲେ ଏଥିରେ ଛାତ୍ର ଜଣକ ରାଜିContinue reading “କଟକ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାସ୍ । ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ । ପ୍ରଘଟ ହୋଇଯିବା ଭୟରେ ହତ୍ୟା କରିଥିଲା ଅଭିଯୁକ୍ତ”

ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା । ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ ! ଏପଟେ, କଂଗ୍ରେସ ଖୋଲିନି କାର୍ଡ ।

କନକ ବ୍ୟୁରୋ: ସିଏ କ୍ରିକେଟ ହେଉ ବା ବ୍ୟାଡମିଣ୍ଟନ ଖେଳ, ଜନତାଙ୍କ ପାଖକୁ ନେତା ଆସି ଖେଳିଲେ, ଏଥିରେ ରାଜନୀତିର ବାସ୍ନା ବାରିବା ହୁଏତ ସ୍ୱାଭାବିକ୍ । ନିର୍ବାଚନକୁ ଆହୁରି କିଛି ମାସ ବାକି ଅଛି । ନା’ ତାରିଖ ଘୋଷଣା ହୋଇଛି, ନା’ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । କିନ୍ତୁ ତା’ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରତିଦ୍ୱନ୍ଦିତା । ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା? ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ ! ହୁଏତ ଏହାରି ଭିତରେContinue reading “ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା । ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ ! ଏପଟେ, କଂଗ୍ରେସ ଖୋଲିନି କାର୍ଡ ।”

Design a site like this with WordPress.com
Get started