ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ କହିଲେ, ପୂର୍ବଥର କମ୍ ଭୋଟ୍ ମିଳିଥିଲା, ଏଥର ଅଧିକ ଭୋଟ୍ ମିଳିବ

କନକ ବ୍ୟୁରୋ : ମଞ୍ଚ ଉପରୁ ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଭୋଟ୍ ମାଗିଛନ୍ତି ପାଣ୍ଡିଆନ । କହିଛନ୍ତି, ଗତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରୁ କମ୍ ଭୋଟ୍ ମିଳିଥିଲା । କିନ୍ତୁ ଏଥର ଅଧିକ ଭୋଟ୍ ମିଳିବ ବୋଲି କହିଛନ୍ତି ପାଣ୍ଡିଆନ । ସେ ଆହୁରି କହିଛନ୍ତି, ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଅନେକ ସୁବିଧା କରିଛନ୍ତି ମୁଖ୍ୟମନ୍ତ୍ରୀ ।Continue reading “ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ କହିଲେ, ପୂର୍ବଥର କମ୍ ଭୋଟ୍ ମିଳିଥିଲା, ଏଥର ଅଧିକ ଭୋଟ୍ ମିଳିବ”

ସାହସ ଅଛି ତ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢନ୍ତୁ । ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଲେ ବିଜେପି ନେତ୍ରୀ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଜେପି ନେତ୍ରୀଙ୍କ ଚ୍ୟାଲେଞ୍ଜ । ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ମମତାଙ୍କୁ ବାରଣାସୀରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲ୍ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ବୈଠକରେ ବାରଣାସୀ ଆସନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ମମତା । ଏହା ଜାଣିବା ପରେ ଅଗ୍ନିମିତ୍ରା ମମତାଙ୍କୁ ବାରଣାସୀରୁ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ।Continue reading “ସାହସ ଅଛି ତ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢନ୍ତୁ । ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ଦେଲେ ବିଜେପି ନେତ୍ରୀ ।”

 କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ୬ଜଣଙ୍କୁ ବାନ୍ଧିଲା ଭୁବନଶ୍ୱେର ସାଇବର ଥାନା । ୮କୋଟି ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ ରାକେଶ କୁମାର ନାୟକ

କନକ ବ୍ୟୁରୋ :  କ୍ରେଡିଟ୍ କାର୍ଡ ମାଧ୍ୟମରେ ୮କୋଟି ଟଙ୍କାର ଠକେଇ, ୬ ଠକଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ । ରାକେଶ କୁମାର ନାମକ ବ୍ୟକ୍ତିଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଲା ପୁରା ଠକେଇ ଘଟଣା । ଅଭିଯୋଗକାରୀ ରାକେଣ ଲୋନ ପାଇଁ ଆବେଦନ କରିବା ସମୟରେ ତାଙ୍କ ନାଁରେ କ୍ରେଡିଟ କାର୍ଡ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଥଲେ । ଅଭିଯୁକ୍ତ ଜଣଙ୍କ ହସ୍ପିଟାଲ ବିଲିଂContinue reading ” କ୍ରେଡିଟ୍ କାର୍ଡ ଠକେଇ ମାମଲାରେ ୬ଜଣଙ୍କୁ ବାନ୍ଧିଲା ଭୁବନଶ୍ୱେର ସାଇବର ଥାନା । ୮କୋଟି ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ ରାକେଶ କୁମାର ନାୟକ”

ଜେଲରୁ ମୁକୁଳିଲେ ୟୁଟ୍ୟୁବର ମନୀଷ କଶ୍ୟପ । ସ୍ୱାଗତ କରିବାକୁ ଜେଲ ସାମ୍ନାରେ ପ୍ରବଳ ଭିଡ

କନକ ବ୍ୟୁରୋ : ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ ଜେଲରୁ ମୁକୁଳିଛନ୍ତି । ବେୱର ଜେଲରୁ ସେ ବାହାରିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ହଜାର ହଜାର ଲୋକ ଜେଲ ସାମ୍ନାରେ ଭିଡ ଜମାଇଥିଲେ । ହେଲେ ଜାମିନ ପେପରରେ କିଛି ତ୍ରୁଟି କାରଣରୁ ସେ ଜେଲରୁ ବାହାରିପାରି ନାହାଁନ୍ତି । କୁହାଯାଉଛି କି, ତାଙ୍କ ନାମ ମନୀଷ କଶ୍ୟପ ଓରଫ ତ୍ରିପୁରାରୀ  କୁମାର ତିୱାରୀ ହୋଇଥିବା ବେଳେ ଜାମିନ ପେପରରେ ଅଧାନାମ ଲେଖାଯାଇଛି । ତାମିଲନାଡୁରେContinue reading “ଜେଲରୁ ମୁକୁଳିଲେ ୟୁଟ୍ୟୁବର ମନୀଷ କଶ୍ୟପ । ସ୍ୱାଗତ କରିବାକୁ ଜେଲ ସାମ୍ନାରେ ପ୍ରବଳ ଭିଡ”

ଶ୍ରୀମନ୍ଦିରକୁ କାମିୟା ଜାନି ପ୍ରବେଶ ପ୍ରସଙ୍ଗରେ ତେଜିଲା ରାଜନୀତି । କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିକ୍ଷୋଭ ।

କନକ ବ୍ୟୁରୋ: ରାଜରାସ୍ତାରେ ଜଗନ୍ନାଥ ସେନା । ଜଗନ୍ନାଥଙ୍କ ସଂସ୍କୃତିକୁ ନଷ୍ଟକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ମାଷ୍ଟରକ୍ୟାଂଟିନ ଛକରେ ପ୍ରତିବାଦ । କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର ଦ୍ୱାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀଙ୍କୁ ଦୁଃଖ ଦେଇଛି । ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ତେଣୁContinue reading “ଶ୍ରୀମନ୍ଦିରକୁ କାମିୟା ଜାନି ପ୍ରବେଶ ପ୍ରସଙ୍ଗରେ ତେଜିଲା ରାଜନୀତି । କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ବିକ୍ଷୋଭ ।”

ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।

କନକ ବ୍ୟୁରୋ: ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ । ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣିି ଫେରିଛି ମାସ୍କ ଗାଇଡଲାଇନ୍ । ପ୍ରଥମ ଥର ପାଇଁ ଟୁଇଟ କରି ସ୍ୱାସ୍ଥ୍ୟ ବିଭାଗ ମାସ୍କ ପିନ୍ଧିବାକୁ ଅପିଲ କରିଛି । ବିଶେଷ କରି ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏପରିକି ଏକାଧିକ ରୋଗରେ ଆକ୍ରାନ୍ତ ଥିବା ବୟସ୍କ ଭିଡ଼ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟContinue reading “ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।”

ବିବାହ ବନ୍ଧନରେ ବାନ୍ଧିହେଲେ IAS ପରୀ ଓ ବିଜେପି MLA ଭବ୍ୟ… ଉଦୟପୁରରେ ରାଜକୀୟ ଢଙ୍ଗରେ ହେଲା ବିବାହ ।

କନକ ବ୍ୟୁରୋ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭଜନଲାଲଙ୍କ ନାତି ତଥା ବିଜେପି ବିଧାୟକ ଭବ୍ୟ ବିଷ୍ଣୋୟୀଙ୍କର ରାଜସ୍ଥାନର ବାସିନ୍ଦା ଆଇଏଏସ୍ ପରୀଙ୍କ ସହ ବିବାହ ହୋଇଛି । ଉଦୟରପୁରର ଏକ ମହଲରେ ଦୁହିଁଙ୍କ ବିବାହ ରାଜକୀୟ ଢଙ୍ଗରେ ସମ୍ପନ୍ନ ହୋଇଛି । ଏହାପରେ ରିସେପ୍ସନ୍ ଦିଲ୍ଲୀ ସହ ହରିୟାଣା ଆଦମପୁର ଓ ରାଜସ୍ଥାନର ପୁଷ୍କରରେ ବିଭିନ୍ନ ତାରିଖରେ ଅନୁଷ୍ଠିତ ହେବ । ଭବ୍ୟ ବିଷ୍ଣୋୟୀ ହିସାର ଆଦମପୁରରୁ ବିଜେପିର ବିଧାୟକ ଅଛନ୍ତି । ଆଇଏଏସ୍ ପରୀContinue reading “ବିବାହ ବନ୍ଧନରେ ବାନ୍ଧିହେଲେ IAS ପରୀ ଓ ବିଜେପି MLA ଭବ୍ୟ… ଉଦୟପୁରରେ ରାଜକୀୟ ଢଙ୍ଗରେ ହେଲା ବିବାହ ।”

ଓଡ଼ିଶାରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ମନୋଜ ଶଶୀଧର । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବ୍ୟବସାୟୀଙ୍କ ଜବତ ଟଙ୍କାର ହୋଇପାରେ ଖୋଳତାଡ?

କନକ ବ୍ୟୁରୋ: ଭୁବନେଶ୍ୱରରେ ସିବିଆଇ ଅତିରିକ୍ତି ନିର୍ଦ୍ଦେଶକ ମନୋଜ ଶଶିଧର । ଓଡ଼ିଶା ଗସ୍ତର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବେପାରୀଙ୍କ ଠାରୁ ଆଇଟି ବିଭାଗ ଜବତ କରିଥିବା ବିପୁଳ ପରିମାଣର ଟଙ୍କା ଲିଙ୍କରେ ଆସିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଦେଶୀ ମଦ ସଂସ୍ଥାରୁ ଜବତ କରିଥିବା ୩୫୧ କୋଟି ଟଙ୍କା ଅଘୋଷିତ ବୋଲି ଆଇଟିContinue reading “ଓଡ଼ିଶାରେ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ମନୋଜ ଶଶୀଧର । ଖୋଲିପାରେ କିଛି ପୁରୁଣା ଫାଇଲ । ମଦ ବ୍ୟବସାୟୀଙ୍କ ଜବତ ଟଙ୍କାର ହୋଇପାରେ ଖୋଳତାଡ?”

ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି କଲେରା ସ୍ଥିତି । ଆରଏମସି କମିଶନରଙ୍କ ସୂଚନା ।

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କଲେରା । ଆରଏମ୍ସି କମିଶନର କହିଛନ୍ତି, ଏବେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ବିଭିନ୍ନ ହସ୍ପିଟାଲରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୫ ଶହ ପାଣି ନମୁନା ପରୀକ୍ଷା ପାଇଁ ପଠାଯାଉଛି । ଲୋକଙ୍କୁ ସଚେତନ କରିବା ପାଇଁ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଘରକୁ ଘର ଯାଇContinue reading “ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି କଲେରା ସ୍ଥିତି । ଆରଏମସି କମିଶନରଙ୍କ ସୂଚନା ।”

ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।

କନକ ବ୍ୟୁରୋ: ଉଦୟପୁର ବେଳାଭୂମିିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତି ପରେ ବନପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚଙ୍କ ସହ ସ୍ଥାନୀୟ ଲୋକ । ସୂଚନା ଅନୁସାରେ ୨୦୨୧ ଫେବୃଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦୟପୁର ବେଳାଭୁମିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ନୂଆ ଆଶା ସଂଚାର ହୋଇଥିଲା । ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ବେଳାଭୂମିକୁ ପର୍ଯ୍ୟଟନସ୍ଥଳୀContinue reading “ଉଦୟପୁର ବେଳାଭୂମିରେ ବଣଭୋଜି ମନା । ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ଅଭିଯୋଗ କଲେ ସ୍ଥାନୀୟ ଲୋକେ ।”

Design a site like this with WordPress.com
Get started