ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ହୃଦୟସ୍ପର୍ଶୀ ପଦକ୍ଷେପ, ଘିଚାମୁରା ଗ୍ରାମ ପଞ୍ଚାୟତରେ ଶୀତବସ୍ତ୍ର ବଣ୍ଟନ

କନକ ବ୍ୟୁରୋ : ଏକ ହୃଦୟସ୍ପର୍ଶୀ ପଦକ୍ଷେପରେ ଜେଏସଡବ୍ଲ୍ୟୁ ଫାଉଣ୍ଡେସନ, ଜେଏସଡବ୍ଲ୍ୟୁ ବିପିସିଏଲର ସିଏସଆର ବିଭାଗ ଡିସେମ୍ବର ୨୦ ତାରିଖରେ ଘିଚାମୁରା ଗ୍ରାମ ପଞ୍ଚାୟତରେ ‘ୱାର୍ମଥ ଡ୍ରାଇଭ ଅଂଶୀଦାର’ ଆୟୋଜନ କରି ସ୍ଥାନୀୟ ଅଞ୍ଚଳର ଅଭାବୀ ତଥା ବଞ୍ଚିତ ସଂପ୍ରଦାୟକୁ କମ୍ବଳ ପ୍ରଦାନ କରିଥିଲେ । ପଶ୍ଚିମ ଓଡିଶାର ଜେଏସଡବ୍ଲ୍ୟୁ ବିପିସିଏଲରେ ପ୍ରବଳ ଥଣ୍ଡା ତରଙ୍ଗର ପରିସ୍ଥିତିକୁ ଦେଖି ସିଏସଆର ବିଭାଗ ସଂପ୍ରଦାୟର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ଏବଂ ସଂପ୍ରଦାୟର କଲ୍ୟାଣରେ ସକ୍ରିୟContinue reading “ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ହୃଦୟସ୍ପର୍ଶୀ ପଦକ୍ଷେପ, ଘିଚାମୁରା ଗ୍ରାମ ପଞ୍ଚାୟତରେ ଶୀତବସ୍ତ୍ର ବଣ୍ଟନ”

କରୋନା ଫେରିଲା, ମାସ୍କ ପିନ୍ଧ… ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ରହିବାକୁ ପରାମର୍ଶ । ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ ବୟସ୍କ ।

କନକ ବ୍ୟୁରୋ: ରାଜ୍ୟରେ ଆଜି ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡର ନୂଆ ପ୍ରଜାତି ଜେଏନ ଡଟ୍ ୱାନ ଯୋଗୁଁ, ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢୁଥିବାବେଳେ ଏପର୍ଯ୍ୟନ୍ତ ଓଡି଼ଶାରେ ନୂଆ ମାମଲା ଚିହ୍ନଟ ହୋଇନଥିଲା । କିନ୍ତୁ ଗତ ୨୪ ଘଂଟାରେ ଓଡି଼ଶାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ସେ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ତେଣୁ ଥଣ୍ଡା, କାଶContinue reading “କରୋନା ଫେରିଲା, ମାସ୍କ ପିନ୍ଧ… ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ରହିବାକୁ ପରାମର୍ଶ । ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ ବୟସ୍କ ।”

ଶୀତ- କାହା ପାଇଁ ଉଷୁମ ଉତ୍ସବ ହୋଇପାରେ… କିନ୍ତୁ ଖଟିଖିଆ ରିକ୍ସାବାଲାଙ୍କ ପାଇଁ ଶୀତ ସଂଘର୍ଷର ଋତୁ ।

କନକ ବ୍ୟୁରୋ: ଖୋଲା ଆକାଶ ତଳେ ଖେଳେଇ ହୋଇ ପଡିଛି ଶୀତ । ଷ୍ଟ୍ରିଟ୍ ଲାଇଟର ଫର୍ଚ୍ଚା ଆଲୁଅରେ କୁହୁଡି ସହ କବାଡି ଖେଳୁଛି ଶୀତ । ଥରିଲା ରାତିରେ ଆମ ତମ ଭଳି ଜାକେଟ୍ ପିନ୍ଧା ଆଉ ସ୍ୱେଟର ପିନ୍ଧା ମଣିଷଙ୍କ ପାଇଁ ଏ ଦୃଶ୍ୟ ହୁଏତ ଶୀତର ଗୋଟେ ଗୋଟେ ସୁନ୍ଦର ସ୍କ୍ରିନସଟ୍ ହୋଇପାରେ କିନ୍ତୁ ସେହି ସହରର ଟିକେ ଦୂରରେ ହିଁ ଶୀତର ଶାସ୍ତି ଭୋଗୁଥାନ୍ତି କିଛି ଅଭାବୀ ମଣିଷ । ନାContinue reading “ଶୀତ- କାହା ପାଇଁ ଉଷୁମ ଉତ୍ସବ ହୋଇପାରେ… କିନ୍ତୁ ଖଟିଖିଆ ରିକ୍ସାବାଲାଙ୍କ ପାଇଁ ଶୀତ ସଂଘର୍ଷର ଋତୁ ।”

୧୯୯୦ରେ ସ୍ୱର୍ଗତ ବିଜୁ ପଟ୍ଟନାୟକ କରିଥିଲେ ଶିଳାନ୍ୟାସ । ବିଂଝାରପୁରରେ ୩୩ ବର୍ଷ ପରେ ବି ତିଆରି ହୋଇପାରିଲା ନାହିଁ ୧୨ କିଲୋମିଟର ରାସ୍ତା

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଂଚାୟତର ଛନ୍ଦାମୁଣ୍ଡ ବିସିଜେ ହାଇସ୍କୁଲ ଠାରୁ ବିଂଝାରପୁର ନିର୍ବାଚନ ମଣ୍ଡଳିର ବଡକୁଆଁଲ ପର୍ଯ୍ୟନ୍ତ ଲମ୍ବିଛି ରାସ୍ତା । ୧୯୯୦ରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହାରି ଭିତରେ ୩୩ ବର୍ଷ ବିତିଲାଣି, ସ୍ଥାନୀୟ ଅଂଚଳର ଜନ ପ୍ରତିନିଧି ଭାବେ ପ୍ରମିଳା ମଲ୍ଲିକ ୬ଥର ବିଧାୟକ, ବିଭିନ୍ନ ବିଭାଗର ମନ୍ତ୍ରୀ ରହିବା ସହ ବର୍ତ୍ତମାନର ବାଚସ୍ପତି ରହିଛନ୍ତି ।Continue reading “୧୯୯୦ରେ ସ୍ୱର୍ଗତ ବିଜୁ ପଟ୍ଟନାୟକ କରିଥିଲେ ଶିଳାନ୍ୟାସ । ବିଂଝାରପୁରରେ ୩୩ ବର୍ଷ ପରେ ବି ତିଆରି ହୋଇପାରିଲା ନାହିଁ ୧୨ କିଲୋମିଟର ରାସ୍ତା”

ସମୟ ଗଡୁଛି ଆଶାୟୀଙ୍କ ସଂଖ୍ୟା ବଢୁଛି । ଧର୍ମଗଡ ବିଧାନସଭା ଆସନ ପାଇଁ ବିଜେଡି,ବିଜେପି ଓ କଂଗ୍ରେସରେ ଅଛନ୍ତି ଏକାଧିକ ଆଶାୟୀ

କନକ ବ୍ୟୁରୋ : ଧର୍ମଗଡ ବିଧାନସଭା ନିର୍ବାଚନୀ କ୍ଷେତ୍ରରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୌସୁଧୀ ବାଗ ବିଜୟୀ ହୋଇଥିଲେ । ୨୦୦୪, ୨୦୦୯, ୨୦୧୪ରେ ମଧ୍ୟ ଏହି ଆସନରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଆଉ ଏହି ଆସନରୁ ବାରମ୍ବାର ବିଜେଡି ପ୍ରାର୍ଥୀ ବିଜୟୀ ହେଉଥିବାରୁ ଏଥର ଶାସକ ଦଳରୁ ଟିକେଟ ନେବା ପାଇଁ ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା । ଆଶାୟୀ ପ୍ରାର୍ଥୀମାନେ ନାମ ଯଜ୍ଞଠାରୁ ଆରମ୍ଭ କରି ବିବାହ ବ୍ରତରେContinue reading “ସମୟ ଗଡୁଛି ଆଶାୟୀଙ୍କ ସଂଖ୍ୟା ବଢୁଛି । ଧର୍ମଗଡ ବିଧାନସଭା ଆସନ ପାଇଁ ବିଜେଡି,ବିଜେପି ଓ କଂଗ୍ରେସରେ ଅଛନ୍ତି ଏକାଧିକ ଆଶାୟୀ”

ଭାଇକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଦିବ୍ୟାଙ୍ଗ ବଡ ଭାଇଙ୍କ ସଂଘର୍ଷ । ଟ୍ରାଇ-ସାଇକେଲରେ ଗାଁକୁ ଗାଁ ବୁଲି ବିକୁଛନ୍ତି ପନିପରିବା

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଧୋବାବନ୍ଦର ଗାଁର ସନ୍ୟାସୀ ବେହେରା । ପିଲାଦିନେ ଅସୁସ୍ଥତା କାରଣରୁ ଦୁଇଟି ଯାକ ଗୋଡ ଅଂଚଳ ହୋଇଯାଇଛି । ସଂପୂର୍ଣ୍ଣ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି, ଅଧିକ ପାଠ ପଢିପାରିନାହାନ୍ତି । କିନ୍ତୁ ଅକ୍ଷମ ନୁହନ୍ତି । ଦୃଢ଼ ଆତ୍ମବଳ ତାଙ୍କୁ ସଂଘର୍ଷ ଭିତରେ ସକ୍ଷମ କରିପାରିଛି । ପରିବାର ଚଳାଇବା ପାଇଁ ଟ୍ରାଇ-ସାଇକେଲରେ ଗାଁକୁ ଗାଁ ଯାଇ ପରିବା ବିକୁଛନ୍ତି  । ସେଥିରେ ପାଂଚ ପ୍ରାଣୀ ପରିବାର ମୁହଁରେ ଦାନା ଦେବାContinue reading “ଭାଇକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଦିବ୍ୟାଙ୍ଗ ବଡ ଭାଇଙ୍କ ସଂଘର୍ଷ । ଟ୍ରାଇ-ସାଇକେଲରେ ଗାଁକୁ ଗାଁ ବୁଲି ବିକୁଛନ୍ତି ପନିପରିବା”

ବରଗଡ ପାଣିମୋରା ମଣ୍ଡିରେ ପଡି ରହିଛି ବର୍ଷକର ପରିଶ୍ରମ । ଆସୁନାହାନ୍ତି ମିଲର କି ଉଠୁନି ଧାନ, ଦିନ ରାତି ଧାନ ବସ୍ତାକୁ ଜଗି ରହୁଛନ୍ତି ଚାଷୀ

କନକ ବ୍ୟୁରୋ : ପାହାଡ ଭଳି ବସ୍ତା ବସ୍ତା ଧାନ ଗଦା ହୋଇ ପଡିରହିଛି । ଅଦିନିଆ ବର୍ଷା, ରୋଗ ପୋକରୁ କଷ୍ଟରେ ଫସଲକୁ ସୁରକ୍ଷିତ ରଖି ଅମଳ ପରେ ଚାଷୀଙ୍କୁ ଏବେ ମଣ୍ଡିରେ ଧାନ ବିକ୍ରି ପାଇଁ ସଂଘର୍ଷ କରିବାକୁ ପଡିଛି । ଧାନ ବସ୍ତାର ଗଦାକୁ ପାଳ ଘୋଡାଇ, ପଲିଥିନ ପକେଇ ଚାଷୀ ନିଜେ ଖୋଲା ଆକାଶ ତଳେ ଜଗି ରହିଛି । ବରଗଡ ଜିଲ୍ଲା ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନ ପାଣିମୋରାContinue reading “ବରଗଡ ପାଣିମୋରା ମଣ୍ଡିରେ ପଡି ରହିଛି ବର୍ଷକର ପରିଶ୍ରମ । ଆସୁନାହାନ୍ତି ମିଲର କି ଉଠୁନି ଧାନ, ଦିନ ରାତି ଧାନ ବସ୍ତାକୁ ଜଗି ରହୁଛନ୍ତି ଚାଷୀ”

ବିସର୍ଜନ ବେଳେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା । ଭୋଗରାଇ ରସିଦପୁର ଜଗନ୍ନାଥ ମନ୍ଦିରରେ କ୍ଷମା ପ୍ରର୍ଥନା କଲା ଭୋଗରାଇ ଆଧ୍ୟାତ୍ମିକ କମିଟି

କନକ ବ୍ୟୁରୋ : ଜଗନ୍ନାଥଙ୍କୁ ଅସମ୍ମାନ କରି କ୍ଷମା ମାଗିଲେ ପୂଜା କମିଟି ସଦସ୍ୟ । ସମୁଦ୍ରରେ ଜଗନ୍ନାଥଙ୍କ ମାଟି ମୂର୍ତ୍ତି ବିସର୍ଜନ ବେଳେ ସାମ୍ନାକୁ ଆସିଥିଲା ଏକ ଅଶୋଭନୀୟ ଦୃଶ୍ୟ । ମହାପ୍ରଭୁଙ୍କୁ ପାଣିରେ ବିସର୍ଜନ କରିବା ବେଳେ ଟ୍ରାକ୍ଟର ଉପରୁ ଠେଲି ଦେଇଥିଲେ ଦୁଇଜଣ ଯୁବକ । ଯେଉଁ ଦୃଶ୍ୟକୁ ଦେଖି ପ୍ରତି ଓଡିଆ ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଭୋଗରାଇ ଆଧ୍ୟାତ୍ମିକ କମିଟି ।Continue reading “ବିସର୍ଜନ ବେଳେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା । ଭୋଗରାଇ ରସିଦପୁର ଜଗନ୍ନାଥ ମନ୍ଦିରରେ କ୍ଷମା ପ୍ରର୍ଥନା କଲା ଭୋଗରାଇ ଆଧ୍ୟାତ୍ମିକ କମିଟି”

‘ଓଡ଼ିଶା ମୋ ପରିବାର’ ର ମହତ୍ୱ କାର୍ଯ୍ୟ । ୩ ଭିନ୍ନକ୍ଷମଙ୍କୁ ଯୋଗାଇଦେଲେ କୃତ୍ରିମ ଅଙ୍ଗ

କନକ ବ୍ୟୁରୋ : ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦ୍ଦେଶ୍ୟରେ ଆଜି ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ, ତାଙ୍କ ବାମ ହାତର ପାପୁଲି ନାହିଁ । କିନ୍ତୁ ମନରେContinue reading “‘ଓଡ଼ିଶା ମୋ ପରିବାର’ ର ମହତ୍ୱ କାର୍ଯ୍ୟ । ୩ ଭିନ୍ନକ୍ଷମଙ୍କୁ ଯୋଗାଇଦେଲେ କୃତ୍ରିମ ଅଙ୍ଗ”

ଏହି ଦେଶରେ ଦରବୃଦ୍ଧି ୬୨ ପ୍ରତିଶତକୁ ସୁଧହାର ୪୨ ପ୍ରତିଶତ । ଜାଣନ୍ତୁ କାହିଁକି ଏଭଳି ପରିସ୍ଥିତିରେ ପଡିଲା ଏହି ଦେଶ

କନକ ବ୍ୟୁରୋ : ଭାରତ ସରକାର ଦରବୃଦ୍ଧିକୁ ଆୟତରେ ରଖିବା ପାଇଁ ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ଏହି ଅଣାୟତ ମୁଲ୍ୟ ବୃଦ୍ଧି ଜନ ସାଧାରଣଙ୍କୁ ହନ୍ତସନ୍ତ କରିସାରିଲାଣି । ବସ୍ତୁର ଦରଦାମ ବଢି ୫.୫ ଥିବା ବେଳେ ବ୍ୟାଙ୍କର ସୁଧହାର ବଢି ୮ ରୁ ୧୨ ପ୍ରତିଶତ ବଢି ଗଲାଣି । ଏତିକିରେ ଜନତାଙ୍କ ଅବସ୍ଥା ଦୁର୍ବିସହ ହୋଇ ପଡିଲାଣି । ଯଦି ମୁଲ୍ୟ ବୃଦ୍ଧି ତଥା ସୁଧହାର ବଢି ୬୨ ଓ ୪୨ ରେContinue reading “ଏହି ଦେଶରେ ଦରବୃଦ୍ଧି ୬୨ ପ୍ରତିଶତକୁ ସୁଧହାର ୪୨ ପ୍ରତିଶତ । ଜାଣନ୍ତୁ କାହିଁକି ଏଭଳି ପରିସ୍ଥିତିରେ ପଡିଲା ଏହି ଦେଶ”

Design a site like this with WordPress.com
Get started