ସାଥୀଙ୍କ ମୃତଦେହ ଧରି ଫେରିଗଲେ ୩ ଆତଙ୍କବାଦୀ, ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା ।

କନକ ବ୍ୟୁରୋ : ସୀମା ସେପାରିରୁ ଭାରତକୁ ଆସିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଅଖନୁର ସେକ୍ଟରରେ ୪ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ବାକି ୩ ଆତଙ୍କବାଦୀ ଆଗକୁ ନ ବଢି ନିଜ ସାଥୀ ଆତଙ୍କବାଦୀଙ୍କ ମୃତଦେହ ଧରି ପୁଣିଥରେ ପାକିସ୍ତାନକୁ ଫେରି ଯାଇଛନ୍ତି । ଭାରତୀୟ ସେନାContinue reading “ସାଥୀଙ୍କ ମୃତଦେହ ଧରି ଫେରିଗଲେ ୩ ଆତଙ୍କବାଦୀ, ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା ।”

ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା ପଡାପଦରର ଘଟଣା । 

କନକ ବ୍ୟୁରୋ: ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଅମଳ ଧାନ । ନିଆଁରେ ପୋଡ଼ି ପାଉଁଶ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ୮ ଏକର ଜମିରୁ ଅମଳ ହୋଇଥିବା ଧାନ ଗଦାରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଆଉ ଏବେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡ଼ିଛନ୍ତି କୋରାପୁଟ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପଡ଼ାପଦର ଗାଁର ଚକ୍ର ସାନ୍ତା । ଧାନ ଅମଳ ପରେ ଖଳାରେ ଗଦା କରିContinue reading “ନିଆଁ ପାଟିରେ ସ୍ୱାହା ହେଲା ଲକ୍ଷ ଲକ୍ଷ ଟଙ୍କାର ଅମଳ ଧାନ । ପାଉଁଶ ହେଲା  ଚାଷୀର ବର୍ଷକର ପରିଶ୍ରମ । ବୈପାରିଗୁଡ଼ା ପଡାପଦରର ଘଟଣା । “

ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀଙ୍କ କଳିକୁ ନେଇ ପ୍ରତିବାଦ କରିବାରୁ ଠେଙ୍ଗାରେ ପିଟି ପିଟି ହତ୍ୟା । କାମାକ୍ଷାନଗର ଥାନା ବାଉଁଶପାଳ ଶବର ସାହିରେ ଜଘନ୍ୟ ହତ୍ୟାକାଣ୍ଡ । ସୂଚନା ଅନୁସାରେ ଖବାର ଅଂଚଳର ନିର ଭୂତିଆ ବାଉଁଶପାଳ ନିଜ ଶ୍ୱଶୁର ଘରେ ରହୁଥଲେ । ଏହି ସମୟରେ ସେ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା । ହେଲେ ଏହି କଳି ବଢ଼ି ଚାଲିଥିବା ବେଳେ ପଡୋଶୀ ରୋହିତ ପ୍ରଧାନ କାହିଁକିContinue reading “ସ୍ୱାମୀ, ସ୍ତ୍ରୀଙ୍କ କଳିରେ ବଳି ପଡିଲେ ପଡୋଶୀ । ଝଗଡା ରୋକିବାରୁ ପିଟି ପିଟି ହତ୍ୟା କଲେ”

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସିପିଏମର ବିକ୍ଷୋଭ । ରାଜ୍ୟରେ ବିଭିନ୍ନ ଭତ୍ତାକୁ ବୃଦ୍ଧି ନେଇ ଦାବି ।

କନକ ବ୍ୟୁରୋ: ବିଭିନ୍ନ ଦାବୀ ନେଇ ସିପିଏମ୍ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁରଠାରେ ଥିବା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବୃଦ୍ଧ, ବିଧବା ଓ ଅସହାୟ ମାନଙ୍କ ଭତ୍ତାକୁ ୫ଶହ ଟଙ୍କାରୁ ବୃଦ୍ଧି କରି ସର୍ବନିମ୍ନ ୩ହଜାର ଟଙ୍କା କରିବା ଦାବି କରି ପ୍ରତିବାଦ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା । ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଭତ୍ତା ବୃଦ୍ଧି ଥିବାContinue reading “ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ସିପିଏମର ବିକ୍ଷୋଭ । ରାଜ୍ୟରେ ବିଭିନ୍ନ ଭତ୍ତାକୁ ବୃଦ୍ଧି ନେଇ ଦାବି ।”

ନବରଙ୍ଗପୁରରେ ସମ୍ପର୍କୀୟ ଭାଇକୁ ପଥରରେ ଛେଚି ହତ୍ୟା । ରାତିରେ ସାଙ୍ଗ ହୋଇ ଯାଇଥିଲେ, ସକାଳୁ ନାଳରୁ ମିଳିଲା ମୃତଦେହ ।

କନକ ବ୍ୟୁରୋ : ନବରଙ୍ଗପୁର ତେଲନଦୀ ପେଙ୍ଗୁସାଇରେ ବିଭତ୍ସ ହତ୍ୟା । କଷାଗୁମୁଡ଼ା ବ୍ଳକ ଦମାପଲା ଗାଁର ରାମସିଂ ଯାନୀ ତାଙ୍କ ଶ୍ୱଶୁର ଘରକୁ ଆସିଥିବା ବେଳେ ନରେଶ ଧରୁଅାଁ ନାମକ ଜଣେ ବ୍ୟକ୍ତି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗଦଲପୁର ନିଆମାର ଗାଁର ନରେଶ ଧରୁଆଙ୍କ ଶଶୁର ଘର ମଧ୍ୟ ସେହି ପେଙ୍ଗୁସାଇରେ । କିଛି ଦିନ ତଳେ ସେ ମଧ୍ୟ ତାଙ୍କ ପରିବାର ସହ ଶଶୁର ଘରକୁ ଆସିଥିଲେContinue reading “ନବରଙ୍ଗପୁରରେ ସମ୍ପର୍କୀୟ ଭାଇକୁ ପଥରରେ ଛେଚି ହତ୍ୟା । ରାତିରେ ସାଙ୍ଗ ହୋଇ ଯାଇଥିଲେ, ସକାଳୁ ନାଳରୁ ମିଳିଲା ମୃତଦେହ ।”

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ପ୍ରଥମ ଥର ପାଇଁ ଆସିଛନ୍ତି ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ।

କନକ ବ୍ୟୁରୋ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ୨ଟି ୱାଲାବି ଓ ପ୍ରଥମ ଥର ପାଇଁ ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଲେ । ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏକ ଘରୋଇ ଫାର୍ମରୁ ୪ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି । ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱାଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ଏଠାକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁContinue reading “ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ପ୍ରଥମ ଥର ପାଇଁ ଆସିଛନ୍ତି ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ।”

କାମିଆ ଜାନି ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳାନଯାଉ ।

କନକ ବ୍ୟୁରୋ : କାମିଆ ଜାନି ପ୍ରସଙ୍ଗରେ, ନାଁ ନନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସବୁ ଓଡ଼ିଆ ଓ ସନାତନୀଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ ଦେଲା ଭଳି କାମ କେହି ନକରିବା ଉଚିତ । ଜାଣତରେ କିମ୍ବା ଅଜାଣତରେ ହେଉ, ଯେଉଁ ଆସ୍ଥା ଓଡ଼ିଆ ଲୋକଙ୍କ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଛି ଓ ଯେଉଁ ଭାବାବେଗ ରହିଛି, ତା ସାଙ୍ଗରେ ଅତିContinue reading “କାମିଆ ଜାନି ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳାନଯାଉ ।”

ଓଡିଶାକୁ ଫେରିଲା କରୋନା । ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା ।

କନକ ବ୍ୟୁରୋ: ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି , ଡାକ୍ତରଖାନା ଯାଇନଥିବା ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତେବେ ଦେଶକୁ ପୁଣି ଥରେ କରୋନାର ନୂୁଆ ଭାରିଆଣ୍ଟ ଆସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସବୁ ରାଜ୍ୟକୁ ଆଲର୍ଟ କରିଛନ୍ତି । କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛିContinue reading “ଓଡିଶାକୁ ଫେରିଲା କରୋନା । ଜଣେ କରୋନା ସଂକ୍ରମିତ ହେଲେ ଚିହ୍ନଟ । ସ୍ୱାସ୍ଥ୍ୟ ବିଭାଗର ସୂଚନା ।”

ଓଡ଼ିଶାରେ ୮୦% ଲୋକଙ୍କ ପ୍ରିୟ ନରେନ୍ଦ୍ର ମୋଦି, ରାଜ୍ୟରେ ବିଜେପି ବଡ ଦଳ ଭାବେ ଉଭା ହୋଇ ସାରିଛି । ମୋଦିଙ୍କ ବାର୍ତ୍ତା ଓଡ଼ିଶାର କୋଟିଏ ଘରେ ପହଞ୍ଚାଇବାକୁ କହିଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଦେଶର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି । ଓଡ଼ିଶାରେ ୮୦ ପ୍ରତିଶତ ଲୋକଙ୍କ ପ୍ରିୟ ନେତା ନରେନ୍ଦ୍ର ମୋଦି । ଓଡ଼ିଶାରେ ଏକ କୋଟି ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ବାର୍ତ୍ତା । ଗଣମାଧ୍ୟମକୁ କିଛି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଏବେ ଓଡ଼ିଶାରେ ବଡ ଦଳ ଭାବେ ଉଭା ହୋଇ ସାରିଛି ବିଜେପି । ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱଙ୍କ ଆଶୀର୍ବାଦContinue reading “ଓଡ଼ିଶାରେ ୮୦% ଲୋକଙ୍କ ପ୍ରିୟ ନରେନ୍ଦ୍ର ମୋଦି, ରାଜ୍ୟରେ ବିଜେପି ବଡ ଦଳ ଭାବେ ଉଭା ହୋଇ ସାରିଛି । ମୋଦିଙ୍କ ବାର୍ତ୍ତା ଓଡ଼ିଶାର କୋଟିଏ ଘରେ ପହଞ୍ଚାଇବାକୁ କହିଲେ ଧର୍ମେନ୍ଦ୍ର ।”

ସାରା ବିଶ୍ୱରେ ବଢ଼ୁଛି କରୋନା ମାମଲା । ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମାସକରେ ବଢ଼ିଲାଣି ୫୨ ପ୍ରତିଶତ କୋଭିଡ୍ କେସ୍ । 

କନକ ବ୍ୟୁରୋ: କେରଳରେ ବଢ଼ୁଥିବା କରୋନା ସଂକ୍ରମଣ ଭାରତରେ ଚିନ୍ତା ବଢ଼ାଇଲାଣି । ହେଲେ ଏବେ କେବଳ ଭାରତର କରୋନା କେସ୍ ବଢ଼ୁ ନାହିଁ, ସାରା ବିଶ୍ୱରେ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି । ଗତ ମାସContinue reading “ସାରା ବିଶ୍ୱରେ ବଢ଼ୁଛି କରୋନା ମାମଲା । ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମାସକରେ ବଢ଼ିଲାଣି ୫୨ ପ୍ରତିଶତ କୋଭିଡ୍ କେସ୍ । “

Design a site like this with WordPress.com
Get started