ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ ।

କନକ ବ୍ୟୁରୋ: ଇସ୍ପାତ ନଗରୀ ରାଉରକେଲାରେ ଥମୁନି ହଇଜା । ଏହି ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ବର୍ତମାନ ସୁଦ୍ଧା ଏହି ରୋଗରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଥିବା ଅଭିଯୋଗ ହୋଇଛି । ସଂକ୍ରମଣ ରୋକିବାକୁ ପ୍ରଶାସନିକ ସ୍ତରରେ ଜୋରଦାର ଉଦ୍ୟମ ଚାଲିଛି । ମୁକାବିଲା ପାଇଁ ଏଡିଏମ୍ ଓ ସିଡିଏମ୍ଓଙ୍କ ମାରାଥନ ସମୀକ୍ଷା ବୈଠକ ହେଉଛି । ସେପଟେ ଲୋକଙ୍କ ସଚେତନତା ପାଇଁ ୯ଟି ମୋବାଇଲ୍ ଟିମ୍ ଗଠିତ ହୋଇଛିContinue reading “ରାଉରକେଲାବାସୀଙ୍କ ନିଜ ହଜାଇଛି ହଇଜା । ଗଲାଣି ୧୫ ଜଣଙ୍କ ଜୀବନ ।”

୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ସନ୍ଦେହ ପରେ ଅଟକ । ତଦନ୍ତ ଲୋଡିଲେ ଫ୍ରାନ୍ସ ସରକାର ।

କନକ ବ୍ୟୁରୋ: ୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି । ମାନବଚାଲଣ ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଫ୍ରାନ୍ସ ଏହି ବିମାନକୁ ଅଟକାଇଥିବା ଦୂତାବାସ ସୂତ୍ରରୁ ଜଣାପଡ଼ିଛି । ଫ୍ରାନ୍ସ ପୋଲିସ ଭାତ୍ରେଠାରେ ଥିବା ଏକ କ୍ଷୁଦ୍ର ବିମାନବନ୍ଦରରେ ବିମାନକୁ ଅବତରଣ କରିବାକୁ ବାଧ୍ୟ କରିଥିଲା । ବିମାନ ଯାତ୍ରୀଙ୍କ ବିଶ୍ରାମ ପାଇଁ ବନ୍ଦରର ଅଭ୍ୟର୍ଥନାContinue reading “୩୦୩ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବ ଚାଲାଣ ନେଇ ସନ୍ଦେହ ପରେ ଅଟକ । ତଦନ୍ତ ଲୋଡିଲେ ଫ୍ରାନ୍ସ ସରକାର ।”

ଆଜିଠୁ ରାଜ୍ୟରେ ଘନ କୁହୁଡି । ଦୁର୍ଘଟଣା ଏଡାଇବା ପାଇଁ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ରାଜ୍ୟରେ ଆଜିଠୁ ଦୃଶ୍ୟମାନ ହେବ ଘନକୁହୁଡ଼ି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘନକୁହୁଡି ଦୃଶ୍ୟମାନ ହେବ । କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨ ଶହ ମିଟରରୁ କମ୍ ରହିବ । ଉପକୂଳ ଓଡ଼ିଶା ସମେତ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ପଦପେକ୍ଷ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ବିଭିନ୍ନ ସ୍ଥାନରେContinue reading “ଆଜିଠୁ ରାଜ୍ୟରେ ଘନ କୁହୁଡି । ଦୁର୍ଘଟଣା ଏଡାଇବା ପାଇଁ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ।”

ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଓଡ଼ିଆ ଦାସ’। ଦ୍ୱିତୀୟ ଦିନରେ ବି ଦର୍ଶକଙ୍କ ପ୍ରବଳ ଭିଡ

କନକ ବ୍ୟୁରୋ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ବହୁ ପ୍ରତିକ୍ଷୀତ ନାଟକ ଓଡ଼ିଆ ଦାସ । ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଆଧାରିତ ଏହି ନାଟକ ଦେଖିବା ପାଇଁ ଦ୍ୱିତୀୟ ଦିନରେ ମଧ୍ୟ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଟକ ଦେଖିବା ପରେ ଦର୍ଶକମାନେ ଭାଷାକୁ ନେଇ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ପ୍ରତିଟି ଓଡ଼ିଆ ଭାଷାର ରକ୍ଷକ ଭାବେ କାମ କରିବାContinue reading “ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ‘ଓଡ଼ିଆ ଦାସ’। ଦ୍ୱିତୀୟ ଦିନରେ ବି ଦର୍ଶକଙ୍କ ପ୍ରବଳ ଭିଡ”

ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ । ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ନେଇ ଥାନାରେ ରୁଜୁ ହେଲା ମାମଲା

କନକ ବ୍ୟୁରୋ : ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକଟର ବିବେକ ବିନ୍ଦ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀ ଏକ ମାମଲା ରୁଜୁ କରିଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି କି, ବିବେକ ବିନ୍ଦ୍ରା ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିବେକ ବିନ୍ଦ୍ରା ଜଣେ ୟୁଟ୍ୟୁବର ସହ ଜଣେ ବଡ ବ୍ୟବସାୟୀ ମଧ୍ୟ । ୨୦୨୩ ଡିସେମ୍ବର ୬ ତାରିଖରେ ସେ ୟାନିକାଙ୍କୁ ବିବାହ କରିଥିଲେ । ହେଲେ ବାହାଘରର ୧୪ ଦିନContinue reading “ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ । ସ୍ତ୍ରୀଙ୍କୁ ମାରପିଟ୍ କରୁଥିବା ନେଇ ଥାନାରେ ରୁଜୁ ହେଲା ମାମଲା”

ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ଚାନ୍ଦା ନ ଦେବାରୁ ମୋମୋ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

କନକ ବ୍ୟୁରୋ : ରାଜଧାନୀରେ ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ବାର୍ଷିକ ଉତ୍ସବ ପାଇଁ ଚାନ୍ଦା ନଦେବାରୁ ମୋମୋ ଦୋକାନୀକୁ ନିସ୍ତୁକ ମାଡ ମାରିଲେ ଓୟୁଏଟିର ଭେଟେନାରୀ ବିଭାଗ ଛାତ୍ର । ରାସ୍ତାକଡ ମୋମୋ ଦୋକାନୀଙ୍କୁ ରାସ୍ତାରେ ଗଡାଇ ତଡାଇ ମାଡ ମାରିଲେ ଓୟୁଏଟି ଛାତ୍ର । ସଂଘବଦ୍ଧ ଆକ୍ରମଣ କରି ଛାତ୍ରମାନେ ମୋମୋ ଦୋକାନୀଙ୍କ ମୁଣ୍ଡ ଫଟାଇଦେଲେ । ମୋମୋ ଦୋକାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏତିକିରେ ରାଗ ଶାନ୍ତ ନହେବାରୁ ଦୋକାନୀକୁ ରାସ୍ତାରୁContinue reading “ଓୟୁଏଟି ଛାତ୍ରଙ୍କ ଦବଙ୍ଗଗିରି । ଚାନ୍ଦା ନ ଦେବାରୁ ମୋମୋ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ”

ରିଲିଜର ପ୍ରଥମ ଦିନର ହିଁ କମାଲ କଲା ପ୍ରଭାସଙ୍କ ସାଲାର । ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସୁଛି ସିନେମା

କନକ ବ୍ୟୁରୋ : ପରଦାକୁ ଆସିଲା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁପ୍ରତିକ୍ଷିତ ସିନେମା ‘ସାଲାର’ । ଆଦିପୁରୁଷ ପରେ ଦମଦାର୍ ଆକ୍ସନ ସହ ପରଦାକୁ ଫେରିଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ପ୍ରଥମ ଦିନରେ ଦେଶର ବିଭିନ୍ନ ସହରରେ ସାଲାରା ଦେଖିବାକୁ ସିନେମାହଲ ଆଗରେ ଲାଗିଛି ଦର୍ଶକଙ୍କ ପ୍ରବଳ ଗହଳି । ଟ୍ରେଲରକୁ ଯେଉଁପରି ଦର୍ଶକଙ୍କ ପ୍ରତିକ୍ରିୟା ମିଳିଥିଲା, ଏଥି ସହ ଯେଭଳି ଆଗୁଆ ବୁକିଂ ହୋଇଥିଲା, ସିନେମାଟି ବକ୍ସଅଫିସରେ ଧୁମ୍ ମଚାଇବ ବୋଲି ଆକଳନ କରାଯାଉଥିଲା,Continue reading “ରିଲିଜର ପ୍ରଥମ ଦିନର ହିଁ କମାଲ କଲା ପ୍ରଭାସଙ୍କ ସାଲାର । ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସୁଛି ସିନେମା”

ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଖୋଲା ଧମକ । କହିଲେ ଦୁନିଆକୁ କହିବେ ସବୁ ସିକ୍ରେଟ

କନକ ବ୍ୟୁରୋ : ବାନ୍ଧବୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଧମକ ଦେଲା କନମ୍ୟାନ ସୁକେଶ ଚନ୍ଦ୍ରଶେଖର । ଜେଲରେ ଥାଇ ସୁକେଶ କହିଛି ଦୁନିଆ ସାମ୍ନାକୁ ଜ୍ୟାକଲିନଙ୍କ ଏମିତି କିଛି କଥାର ଖୁଲ୍ଲାସା କରିବ ଯାହାକୁ କେବେ କେହି ଜାଣିନଥିଲେ । ବାରମ୍ବାର ଚିଠି ଲେଖିବା ଘଟଣାରେ ଅଭିନେତ୍ରୀ ଅସନ୍ତୋଷ ଜାହିର କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୁକେଶ ଧମକ ଦେଇଥିବା ଜଣାପଡିଛି । ସୁକେଶ କହିଛି ତାକୁ ବିନାContinue reading “ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଖୋଲା ଧମକ । କହିଲେ ଦୁନିଆକୁ କହିବେ ସବୁ ସିକ୍ରେଟ”

ଉତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା । ଭାଇକୁ ଅଙ୍ଗଦାନ କରିବାରୁ ମହିଳାଙ୍କୁ ଛାଡପତ୍ର ଦେଲେ ସ୍ୱାମୀ

କନକ ବ୍ୟୁରୋ : ଉତରପ୍ରଦେଶରୁ ଆସିଛି ଆଶ୍ଚଯ୍ୟଜନକ ଖବର । ଅସୁସ୍ଥ ଭାଇକୁ କିଡନୀ ଦେବା ପରେ ମହିଳାଙ୍କୁ ତିନ ତଲାକ ଦେଲେ ସ୍ୱାମୀ । ଭାଇର ଜୀବନ ବଂଚାଇବାକୁ ଯାଇ ଗୋଣ୍ଡା ଜିଲ୍ଲାର ଜଣେ ମଂହିଳା ଭାଇକୁ କିଡନୀ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାଉଦିଆରବରେ ରହୁଥିବା ବ୍ୟକ୍ତି ସ୍ତ୍ୀଙ୍କ ତିନ ତଲାକ ଦେଇଛନ୍ତି । ଘଟଣା ପରେ ପୁଲିସ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଏଏଥିସହ ସେ ଅଭିଯୋ କରିଛନ୍ତି ଯେContinue reading “ଉତରପ୍ରଦେଶରୁ ଆସିଲା ଅଭାବନୀୟ ଘଟଣା । ଭାଇକୁ ଅଙ୍ଗଦାନ କରିବାରୁ ମହିଳାଙ୍କୁ ଛାଡପତ୍ର ଦେଲେ ସ୍ୱାମୀ”

ପଦ୍ମଶ୍ରୀ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଏହାର ଖେଳାଳୀଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ

କନକ ବ୍ୟୁରୋ : ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ସଙ୍ଘର ଅଧକ୍ଷ ଭାବେ ନିର୍ବାଚିତ ହେବା ପରେ ଘନେଇବାରେ ଲାଗିଛି ବିବାଦ । ଏହି ଘୋଷଣା ପରେ ଅସନ୍ତୋଷ ବ୍ୟକ୍ତ କରି ଶୁକ୍ରବାର ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି ଜଣାଶୁଣା ରେସଲର ବଜରଙ୍ଗ ପୁନିଆ । ସୋସିଆଲ ମିଡିଆ ଏକ୍ସରେ ସେ ପୋଷ୍ଟ କରି ଏନେଇ ଘୋଷଣା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିContinue reading “ପଦ୍ମଶ୍ରୀ ଫେରାଇଲେ ପୁନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । କୁସ୍ତିଯୋଦ୍ଧା ଓ ଏହାର ଖେଳାଳୀଙ୍କ ପ୍ରତି ଧ୍ୟାନ ଦେବାକୁ କଲେ ନିବେଦନ”

Design a site like this with WordPress.com
Get started