କନକ ବ୍ୟୁରୋ : ଧିରେ ଧିରେ ହଜିଯାଉଛି ନଦୀ । ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳ ଦେଇ ପ୍ରବାହିତ ବଡ଼ନଦୀ ଓ ଲୋହରାଖଣ୍ଡି ନଦୀ ନିଜର ସତା ହରାଉଛି । ପୂର୍ବରୁ ବର୍ଷ ତମାମ୍ ନଦୀରେ ଜଳସ୍ରୋତ ଲାଗି ରହୁଥିଲା । ଏବେ କିନ୍ତୁ ପାଣି ତ ଦୁରର କଥା ବାଲି ମଧ୍ୟ ଦେଖାଯାଉନାହିଁ । ବାଲି ଚୋରା ଚାଲାଣ ହେତୁ ନଦୀ ଗୁଡ଼ିକ ନାଳ ପାଲଟିଯାଇଥିବା ଅଭିଯୋଗ ହୋଇଛି । ନଦୀଶଯ୍ୟା ସଂକୋଚିତ ହେବାରୁ ବର୍ଷାContinue reading “ଭଂଜନଗରରେ ଶୁଖି ଯାଉଛି ନଈ । ବେଆଇନ୍ ବାଲି ଖନନ ଯୋଗୁଁ ବଡନଦୀ ଓ ଲୋହରାଖଣ୍ଡି ନଦୀ ହରାଉଛି ନିଜ ସତ୍ତା”
Category Archives: News
ଶୀତ ରାତିରେ ମେଡିକାଲରେ କେମିତି କଟୁଛି ରୋଗୀ ସଂପର୍କୀୟଙ୍କ ସମୟ । ବୁର୍ଲା ଭିମସାର ଏସଏନସିୟୁ ବାହାରେ ରାତି କାଟୁଛନ୍ତି ପ୍ରସୂତି
କନକ ବ୍ୟୁରୋ : ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ଶୀତ ଦିନେ ମେଡିକାଲରେ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ସମୟ କେମିତି କଟୁଛି । ବୁର୍ଲା ଭିମ୍ସାରରେ କେଉଁଠି ରହୁଛନ୍ତି ରୋଗୀ ସଂପର୍କୀୟ । ପିଲାଛୁଆଙ୍କୁ ଧରି ମେଡିକାଲ ବାହାରେ କଟୁଛି ରାତି । ଶୀତ ରାତିରେ ତଳେ ସପ ଓ ବେଡସିଟ୍ ପକାଇ ଏସଏନସିୟୁ ବାହାରେ ରହୁଛନ୍ତି ପ୍ରସୂତି ମହିଳା । ପିଲା ଅସୁସ୍ଥ ଥିବାରୁ ତାକୁ ଏସଏନସିୟୁରେ ରଖା ଯାଇଛିContinue reading “ଶୀତ ରାତିରେ ମେଡିକାଲରେ କେମିତି କଟୁଛି ରୋଗୀ ସଂପର୍କୀୟଙ୍କ ସମୟ । ବୁର୍ଲା ଭିମସାର ଏସଏନସିୟୁ ବାହାରେ ରାତି କାଟୁଛନ୍ତି ପ୍ରସୂତି”
ହଠାତ୍ ଘରେ ଲାଗିଗଲା ନିଆଁ । ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ପୋଡି ପାଉଁଶ ହୋଇଯାଇଥିଲା ସବୁ କିଛି
କନକ ବ୍ୟୁରୋ : ଘର ପୋଡି ବିପଦ ଠାରୁ ବଡ ବିପଦ ନାହିଁ । ଯାହାର ଘର ପୋଡି ଯାଇଛି, ସେ ଜାଣିଛି ସେ ଦୃଶ୍ୟ କେତେ ଯନ୍ତ୍ରଣାଦାୟକ । କେନ୍ଦୁଝର ହାଟଡିହି ଅପସର ଗାଁରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୨ଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ୩ ବଖରା ଘର ସହିତ ସବୁକିଛି ଜଳି ଯାଇଛି । ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସଂଧ୍ୟାରେ ହଠାତ୍ ଅଗ୍ନିକାଣ୍ଡContinue reading “ହଠାତ୍ ଘରେ ଲାଗିଗଲା ନିଆଁ । ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ପୋଡି ପାଉଁଶ ହୋଇଯାଇଥିଲା ସବୁ କିଛି”
‘ମୁଁ ମୋ ପଦ୍ମଶ୍ରୀ ଫେରାଇଦେବି’: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରେସଲର ବଜରଙ୍ଗ ପୁନିଆ
କନକ ବ୍ୟୁରୋ: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ନିର୍ବାଚନରେ ସଞ୍ଜୟ ସିଂ ବିଜୟୀ ହୋଇଥିଲେ । ଯିଏକି, ପୂର୍ବ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ନିକଟତମ ସହଯୋଗୀ । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ବିନେଶ ଫୋଗଟଙ୍କ ସମେତ ଅନେକ ରେସଲର ଅସନ୍ତୁଷ୍ଟ ଅଛନ୍ତି । ଏହି ରେସଲରମାନେ ଦୀର୍ଘ ସମୟ ଧରି ବ୍ରିଜ ଭୂଷଣଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଥିଲେ । ଏମାନଙ୍କ ଦାବି ଥିଲା ରେସଲିଂContinue reading “‘ମୁଁ ମୋ ପଦ୍ମଶ୍ରୀ ଫେରାଇଦେବି’: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରେସଲର ବଜରଙ୍ଗ ପୁନିଆ”
ପୂଜା ସରିବା ପରେ ଅଲୋଡା ହୋଇଗଲା ଜଗନ୍ନାଥଙ୍କ ମାଟି ମୂର୍ତ୍ତି । ବାଲେଶ୍ୱର ତାଳସାରୀରେ ବିସର୍ଜନ ବେଳେ ଜଗାକୁ ଏ କି ବ୍ୟବହାର ?
କନକ ବ୍ୟୁରୋ : ଜଗନ୍ନାଥ । କାଳିଆ! ଭାବ ବିନୋଦିଆ । ବଡ ଦେଉଳର ବଡ ଠାକୁର । ସେ ପ୍ରତି ଓଡିଆଙ୍କ ପ୍ରାଣକେନ୍ଦ୍ର । ଆମ ଭାବର ଠାକୁରଙ୍କୁ ଏ କି ପ୍ରକାର ସମ୍ମାନ । ବିସର୍ଜନ ବେଳେ ଫିଙ୍ଗି ଦିଆଯାଉଛି । ଏ ଦୃଶ୍ୟକୁ ଦେଖିବା ବେଳକୁ ଛାତି କୋରି ହୋଇଯାଉଛି । ହେଲେ ଏ ବ୍ୟକ୍ତିମାନେ ଏମିତି କେମିତି କରିପାରୁଛନ୍ତି । ଶ୍ରୀଜିଉଙ୍କ ମୂର୍ତ୍ତିକୁ ପାଣିରେ ବିସର୍ଜନ ବେଳେ ଟ୍ରାକ୍ଟରରୁ ଫିଙ୍ଗି ଦେଉଛନ୍ତିContinue reading “ପୂଜା ସରିବା ପରେ ଅଲୋଡା ହୋଇଗଲା ଜଗନ୍ନାଥଙ୍କ ମାଟି ମୂର୍ତ୍ତି । ବାଲେଶ୍ୱର ତାଳସାରୀରେ ବିସର୍ଜନ ବେଳେ ଜଗାକୁ ଏ କି ବ୍ୟବହାର ?”
ଭଙ୍ଗା ଚାଳଘରେ ଝୁଲୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ବିପଦ ସଂକୁଳ ଅଙ୍ଗନୱାର୍ଡି କେନ୍ଦ୍ରରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା
କନକ ବ୍ୟୁରୋ : ଫୁଟା ଚାଳଘରେ କୋମଳମତି ଶିଶୁଙ୍କ ଭାଗ୍ୟ ଝୁଲୁଛି । କେତେବେଳେ କେଉଁ ମୁହୂର୍ତରେ ଅଘଟଣ ଘଟିଯିବ ତାହା କହିବା ଅସମ୍ଭବ । ମାତ୍ର ବିପଦ ସଂକୁଳ ଭଙ୍ଗା ମାଟି ଘରେ ଚାଲିଛି ଅଙ୍ଗନୱାର୍ଡି କେନ୍ଦ୍ର । ଆଉ ସେହି ଘରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା । ସରକାର ପ୍ରତ୍ୟେକ ଚାଳଘରକୁ କୋଠାଘର କରିବାକୁ ନିଷ୍ପତି ନେଇ ସାରିଛନ୍ତି । କିନ୍ତୁ ଭଙ୍ଗା ଚାଳ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ରContinue reading “ଭଙ୍ଗା ଚାଳଘରେ ଝୁଲୁଛି କୋମଳମତି ଶିଶୁଙ୍କ ଭାଗ୍ୟ । ବିପଦ ସଂକୁଳ ଅଙ୍ଗନୱାର୍ଡି କେନ୍ଦ୍ରରେ ଅ, ଆ ଶିଖୁଛନ୍ତି କୁନି କୁନି ପିଲା”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ ପ୍ରକ୍ରିୟା: ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପାଇଁ ଚଂଳଚଂଚଳ ଶ୍ରୀକ୍ଷେତ୍ର । ନିମନ୍ତ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାର ଚତୁର୍ଦ୍ଧମୂର୍ତିଙ୍କୁ ନିମନ୍ତ୍ରଣ ପରେ ଶୁକ୍ରବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ କରିଛି ସ୍ୱତନ୍ତ୍ର ଟିମ୍ । ମଧ୍ୟପ୍ରଦେଶର ଉଜ୍ଜୟିନି ଯାତ୍ରା କରି ସେଠାରେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ । ଏହାସହ ସେଠାରେ ଶଙ୍କରାଚାର୍ଯ୍ୟଙ୍କ ସହ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହେଲା ନିମନ୍ତ୍ରଣ ପ୍ରକ୍ରିୟା: ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପାଇଁ ଯାତ୍ରା ଆରମ୍ଭ”
ବିଜେପିର ପ୍ରତିଶ୍ରୁତି ଉପରେ ଉଠିଲା ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀ କହିଲେ, ରାଜସ୍ଥାନବାସୀଙ୍କୁ ମିଳିବ ନାହିଁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଲୋକମାନଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ । ତା ମଧ୍ୟରେ ରାଜ୍ୟବସୀଙ୍କୁ ପୂର୍ବ କଂଗ୍ରେସ ସରକାର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଥିବା ବେଳେ ବିଜେପି ସରକାରକୁ ଆସିଲେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଭୋଟରମାନେ ବିଜେପିର ଲୋଭନୀୟ ପ୍ରତିଶ୍ରୁତିକୁ ଭରସା କରି ବିଜେପିକୁ ବହୁମତ ଦେଇଥିଲେ । ହେଲେContinue reading “ବିଜେପିର ପ୍ରତିଶ୍ରୁତି ଉପରେ ଉଠିଲା ପ୍ରଶ୍ନ । କେନ୍ଦ୍ରମନ୍ତ୍ରୀ କହିଲେ, ରାଜସ୍ଥାନବାସୀଙ୍କୁ ମିଳିବ ନାହିଁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର”
ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳାବାଘ: ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ
କନକ ବ୍ୟୁରୋ: ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ବାଘ । ରାଜ୍ୟସଭାରେ ଏକ ପ୍ରଶ୍ନରେ ଏଭଳି ଉତର ରଖିଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । କହିଛନ୍ତି, ଦେଶରେ ଯେଉଁ ୧୦ଟି କଳା ମହାବଳ ବାଘ ଅଛନ୍ତି, ସେସବୁ ଶିମିଳିପାଳରେ ଅଛନ୍ତି । ଏହି ମହାବଳ ବାଘ ଗୁଡ଼ିକ ମେଲାନି ଷ୍ଟିକ୍ ପ୍ରଜାଭିର କୁହାଯାଉଥିବା ବେଳେ ଏମାନେ ଜେନେଟିକାଲ ଡିଜଅଡର ପାଇଁ ଜନ୍ମ ହୁଅନ୍ତି ବୋଲି କହିଛନ୍ତି ଅଶ୍ୱିନୀ ଚୌବେ । The postContinue reading “ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳାବାଘ: ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ”
ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ
କନକ ବ୍ୟୁରୋ: ରାଉରକେଲାରେ ହଇଜାରେ ଆଉ ଜଣଙ୍କ ମୃତ୍ୟୁ । ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ । ତାଙ୍କୁ ୪୨ ବର୍ଷ । ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିଛି । କିଛି ଦିନ ହେଲା ରାଉରକେଲାରେ ଡରାଉଛି ଡାଇରିଆ । ଶହ ଶହ ଲୋକ ଆକ୍ରାନ୍ତ ହେବା ସହ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟରContinue reading “ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ”