ଜାନୁଆରୀରେ ଓଡ଼ିଶା ଆସିବେ ରାହୁଲ: ନେତା, କର୍ମୀଙ୍କ ଭିତରେ ଭରିବେ ନୂଆ ଜୋସ୍

କନକ ବ୍ୟୁରୋ: ଓଡ଼ିଶାରେ ଲଢ଼େଇ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି କଂଗ୍ରେସର ରଣନୀତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଓଡ଼ିଶା କଂଗ୍ରେସ ନେତା ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିସହ ଜାନୁୟାରୀ ମାସରେ କଂଗ୍ରେସର ପୋଷ୍ଟରବୟ ରାହୁଲ ଗାନ୍ଧୀ, ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ନେତା । ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ରଣନୀତି କରିବା ପରେ ଓଡିଶା ଫେରିଛନ୍ତିContinue reading “ଜାନୁଆରୀରେ ଓଡ଼ିଶା ଆସିବେ ରାହୁଲ: ନେତା, କର୍ମୀଙ୍କ ଭିତରେ ଭରିବେ ନୂଆ ଜୋସ୍”

ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୬୪୦ ସଂକ୍ରମିତ ଚିହ୍ନଟ, କେରଳରେ ସବୁଠୁ ଅଧିକ ସଂକ୍ରମିତ

କନକ ବ୍ୟୁରୋ : ଦେଶରେ ପୁଣି ମୁଣ୍ଡ ଟେକିଛି କୋଭିଡ ଭୟ । ଲଗାତର ଦେଶରେ ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଓମିକ୍ରନର ସବ୍ ଭ୍ୟାରିଆଂଟ ଜେଏନଡଟୱାନ ଭୂତାଣୁ ୧୫ରୁ ଅଧିକ ରାଜ୍ୟରେ ବ୍ୟାପିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି । କୋଭିଡର ନୂଆ ଭାଇରସକୁ ନେଇ ବର୍ତମାନ ଭୟଭୀତ ହେବା କାରଣ ନାହିଁ କିନ୍ତୁ ସର୍ତକ ରହିବାContinue reading “ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଂଟାରେ ୬୪୦ ସଂକ୍ରମିତ ଚିହ୍ନଟ, କେରଳରେ ସବୁଠୁ ଅଧିକ ସଂକ୍ରମିତ”

ପୁଂଛ ଆତଙ୍କୀ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ । ଘଟଣାସ୍ଥଳରୁ ଆମେରିକା ଅସ୍ତ୍ରଶସ୍ତ୍ର ଜବତ

କନକ ବ୍ୟୁରୋ : ଗୁରୁବାର ରୌଜରୀ ଜିଲ୍ଲା ପଂଛ୍ ସେକ୍ଟରରେ ଆତଙ୍କୀ ଆକ୍ରମଣ ପରେ ଆକ୍ସନ ମୋଡକୁ ଆସିଛି ଭାରତୀୟ ସେନା । ସ୍ଥଳ ସେନା ଓ ବାୟୁସେନା ପୁଂଛ ସେକ୍ଟରରେ ତନ୍ନ ତନ୍ନ କରି ସର୍ଚ୍ଚ ଅପରେସନ କରୁଛନ୍ତି । ଯେଉଁଠି ଆତଙ୍କୀ ଲୁଚି ରହିଥିବା ସହେନ୍ଦ ହେଉଛି ସେ ସ୍ଥାନକୁ ବୋମା ମାଡରେ ଉଡାଯାଉଛି । ଆକାଶଠୁ ନେଇ ସ୍ଥଳପଥ ସବୁଠି ପଇଁତରା ମାରୁଛି ସେନା । ଗୁରୁବାର ଜମ୍ମୁ-କାଶ୍ମୀର ରଜୌରି ଥାନାମଣ୍ଡି- ସୁରନକୋଟ୍Continue reading “ପୁଂଛ ଆତଙ୍କୀ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ । ଘଟଣାସ୍ଥଳରୁ ଆମେରିକା ଅସ୍ତ୍ରଶସ୍ତ୍ର ଜବତ”

ଜନ୍ତରମନ୍ତରରେ ପହଁଚିଲା ବିରୋଧୀଙ୍କ ଆନ୍ଦୋଳନ । ସାଂସଦଙ୍କୁ ନିଲମ୍ବନକୁ ବିରୋଧ କରି ସାରା ଦେଶରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ

କନକ ବ୍ୟୁରୋ : ମିିଳିତ ମଂଚରେ ବିରୋଧୀ ମେଂଟଙ୍କ ଶକ୍ତିପ୍ରଦର୍ଶନ । ସଂସଦରୁ ୧୪୬ଜଣ ସାଂସଦଙ୍କୁ ନିଲମ୍ବନ ଘଟଣାରେ ଶୁକ୍ରବାର ଜନ୍ତରମନ୍ତରରେ ବିରୋଧୀ ଗଣତନ୍ତ୍ର ବଂଚାଅ ଅଭିଯାନ ସହ ଧାରଣା ଦେଇଛନ୍ତି । କଂଗ୍ରେସ ନେତୃତ୍ୱରେ ସବୁ ବିରୋଧୀ ଦଳ ଏକାଠି ମିଶି ସରକାରଙ୍କ ବିରୋଧରେ ଧାରଣା ଦେଇ ସରକାରଙ୍କୁ ସଂସଦ ସୁରକ୍ଷା ତ୍ରୁଟି ଓ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରଶ୍ନ ପଚାରିଛନ୍ତି । ସଂସଦ ସୁରକ୍ଷା ତ୍ରୁଟି କାହିଁକି ହେଲା ଓ ଏହା ଉପରେ ସରକାରContinue reading “ଜନ୍ତରମନ୍ତରରେ ପହଁଚିଲା ବିରୋଧୀଙ୍କ ଆନ୍ଦୋଳନ । ସାଂସଦଙ୍କୁ ନିଲମ୍ବନକୁ ବିରୋଧ କରି ସାରା ଦେଶରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ”

ଲୋକସଭା ନିର୍ବାଚନୀ ପ୍ରସ୍ତୁତି ପଥରେ ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳୀୟ ପଦାଧିକାରଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେଠୁ ଆରମ୍ଭ କରିଦେଲେଣି ପ୍ରସ୍ତୁତି । ଏହାରି ଭିତରେ ବିଜେପି ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ପଦାଧିକାରୀଙ୍କୁ ନେଇ ଘନ ଘନ ବୈଠକ କରୁଛି ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲContinue reading “ଲୋକସଭା ନିର୍ବାଚନୀ ପ୍ରସ୍ତୁତି ପଥରେ ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳୀୟ ପଦାଧିକାରଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ”

ରେଳ ଧାରଣା ଉଡାଇଦେଲେ ମାଓବାଦୀ: ମୁମ୍ବାଇ-ହାୱଡା ରେଳ ଚଳାଚଳ ପ୍ରଭାବିତ

କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଓଡ଼ିଶା ଓ ଓଡ଼ିଶା ସୀମାନ୍ତ ଅଂଚଳରେ ସକ୍ରିୟ ହୋଇଛନ୍ତି ମାଓବାଦୀ । କନ୍ଧମାଳ ବୌଦ୍ଧ ଠାରୁ ଆରମ୍ଭ କରି ସୁନ୍ଦରଗଡ଼ ସୀମାନ୍ତ ଅଂଚଳରେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି । ଭାରତ ବନ୍ଦ ଡାକରା ଦେବା ସହ ଗୁରୁବାର ରାଉରକେଲା ଷ୍ଟେସନ୍ ନିକଟରେ ଥିବା ଟ୍ରେନ୍ ଟ୍ରାକକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି । ବେଶ କିଛି ଦିନର ନିରବତା ପରେ ନିଜ ଉପସ୍ଥିତି ଜାହିର କରିଛନ୍ତିContinue reading “ରେଳ ଧାରଣା ଉଡାଇଦେଲେ ମାଓବାଦୀ: ମୁମ୍ବାଇ-ହାୱଡା ରେଳ ଚଳାଚଳ ପ୍ରଭାବିତ”

ବର୍ଷର ଚର୍ଚ୍ଚିତ ଘଟଣାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ସିନେମାରୁ ରାଜନୀତି ଯାଏଁ ସବୁ ପ୍ରସଙ୍ଗରେ ମତ ରଖିଲେ ଅତିଥି

କନକ ବ୍ୟୁରୋ: ବର୍ଷ ର ଚର୍ଚ୍ଚିତ ଘଟଣାକୁ ନେଇ କନକ ନ୍ୟୁଜ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନ୍ୟୁଜ୍ ମେକର-୨୦୨୩ର ଆୟୋଜିତ ହୋଇଛି । ଜାନୁଆରୀ ମାସରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଠାରୁ ଆରମ୍ଭ କରି ଉତରାଖଣ୍ଡର ସିଲକ୍ୟାରା ଟନେଲରେ ଫସିଥିବା ୪୧ ଜୀବନ କିପରି ୧୭ ଦିନ ସଂଘର୍ଷ କରି ବାହାରକୁ ଆସିଥିଲେ, ଏବଂ ଆଉକିଛି ଘଟଣାକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଥିଲା । ଚଳିତ ବର୍ଷର ଚର୍ଚ୍ଚିତ ଘଟଣାବଳୀକୁ ନେଇ କନକ ନ୍ୟୁଜର ସ୍ୱତନ୍ତ୍ରContinue reading “ବର୍ଷର ଚର୍ଚ୍ଚିତ ଘଟଣାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ସିନେମାରୁ ରାଜନୀତି ଯାଏଁ ସବୁ ପ୍ରସଙ୍ଗରେ ମତ ରଖିଲେ ଅତିଥି”

ଏଏସଓ ମେରିଟ୍ ଲିଷ୍ଟ କାଏମ: ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ

କନକ ବ୍ୟୁରୋ: ଏଏସଓ ମେରିଟ୍ ଲିଷ୍ଟକୁ ନେଇ ଦୀର୍ଘ ଦିନ ହେଲା ବାଦ ବିବାଦ ଜାରି ରହିଥିଲା । ମାମଲା ହାଇକୋର୍ଟରେ ପହଂଚିଥିଲା । ଜଣିକିଆ ବେଂଚ ମାମଲାର ଶୁଣାଣି କରି ପୁରୁଣାକୁ ରଦ୍ଦ କରି ନୂଆ ମେରିଷ୍ଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ମାମଲାର ଶୁଣାଣି କରି ଦୁଇ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶକୁ ଖାରଜ କରିବା ସହ ମେରିଷ୍ଟ ଲିଷ୍ଟକୁ କାଏମ ରଖିଛନ୍ତି । ଏଏସଓ ପରୀକ୍ଷାରେ ଯେଉଁ ମେଧାContinue reading “ଏଏସଓ ମେରିଟ୍ ଲିଷ୍ଟ କାଏମ: ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ”

ପ୍ରଶାସନ ତତ୍ପର, ଥମୁନି ହଇଜା: କଲେରା ନେଲାଣି ୧୨ ଜୀବନ!

କନକ ବ୍ୟୁରୋ: ରାଉରକେଲାରେ ଚିନ୍ତା ବଢ଼ାଇଛି ହଇଜା । ହଇଜାରେ ଶୁକ୍ରବାର ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିଛି । ହଇଜା ଜଣଙ୍କ ପରେ ଜଣଙ୍କ ଜୀବନ ନେଉଥିବା ବେଳେ ପ୍ରଶାସନ କିନ୍ତୁ ସ୍ଥିତିରେ ସୁଧାର ଆସୁଥିବା କହିଛି । କିନ୍ତୁ ପ୍ରଶାସନର ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ରାଉରକେଲାବାସୀ । ପ୍ରଶାସନର ତ୍ରୁଟି ପାଇଁ ରାଉକେଲାରେ ଏଭଳି ସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ।Continue reading “ପ୍ରଶାସନ ତତ୍ପର, ଥମୁନି ହଇଜା: କଲେରା ନେଲାଣି ୧୨ ଜୀବନ!”

ଭୋଗରାଇର ରୋଗିଣା ଡାକ୍ତରଖାନା । ଚିକିତ୍ସକ ବିହିନ ଚିକିତ୍ସାଳୟରେ ମିଳୁନି ସ୍ୱାସ୍ଥ୍ୟସେବା !

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା । ଡାକ୍ତରଖାନାରେ ଭିର୍ତ୍ତିଭୂମି ଥିଲେ ବି ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର । ତେଣୁ ରୋଗିଣା ପାଲଟିଯାଇଛି ସ୍ୱାସ୍ଥ୍ୟ ସେବା । ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ୧୧ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଡାକ୍ତରଖାନା ଗୁଡିକରେ ବିଭିନ୍ନ ବିଭାଗରେ ୩୫ ଜଣ ଡାକ୍ତର ଆବଶ୍ୟକ ହେଉଥିବା ବେଳେ ଅଛନ୍ତି ମାତ୍ର ୭ ଜଣ ଡାକ୍ତର । ୭ଟିContinue reading “ଭୋଗରାଇର ରୋଗିଣା ଡାକ୍ତରଖାନା । ଚିକିତ୍ସକ ବିହିନ ଚିକିତ୍ସାଳୟରେ ମିଳୁନି ସ୍ୱାସ୍ଥ୍ୟସେବା !”

Design a site like this with WordPress.com
Get started