କନକ ବ୍ୟୁରୋ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟିକିଆ ଟେଷ୍ଟ ସିରିଜ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ୟାମ୍ପରୁ ଏକ ବଡ ଖବର ଆସିଛି । ଦଳର ପୂର୍ବତନ ଅଧିନାୟକ ଡିନ୍ ଏଲଗର ଏହି ଟେଷ୍ଟ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଅବସର ନେଇ ଏଲଗର କହିଛନ୍ତି କି ‘ଏହି ଖେଳ ଖେଳିବା ତାଙ୍କର ସବୁଠାରୁContinue reading “ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ ଦକ୍ଷିଣ ଆଫ୍ରିକାର ଏହି ଖେଳାଳୀ । ଭାରତ ସହ ଖେଳିବେ ଶେଷ ଟେଷ୍ଟ ମ୍ୟାଚ୍”
Category Archives: News
ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଭାରତ ଫେରିଲେ ବିରାଟ କୋହଲି । ଜାଣନ୍ତୁ ପୂରା ଘଟଣା କଣ?
କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତ ଫେରି ଆସିଛନ୍ତି । ପରିବାରର କୌଣସି ଜରୁରୀ କାମ ପାଇଁ ବିରାଟ ଦେଶକୁ ଫେରିଛନ୍ତି । ତେବେ କେଉଁ କାରଣ ପାଇଁ କୋହଲି ଭାରତ ଫେରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଯେଉଁଥିପାଇଁ ତିନି ଦିବସୀୟ ମ୍ୟାଚରେ କୋହଲିଙ୍କୁ ଦେଖିବାକୁ ମିଳିନଥିଲା । ତେବେ ବିସିସିଆଇ ସୂତରୁ ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକା ବିପକ୍ଷContinue reading “ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଭାରତ ଫେରିଲେ ବିରାଟ କୋହଲି । ଜାଣନ୍ତୁ ପୂରା ଘଟଣା କଣ?”
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂଙ୍କୁ ଝଟକା । ଖାରଜ କଲେ ଜାମିନ ଆବେଦନ
କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ପୁଣି ଝଟକା ଲାଗିଛି । ଏହି ମାମଲା ସହ ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ସଂଜୟ ସିଂଙ୍କ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ବିଚାରପତି ଏମ କେ ନାଗପାଲ ଏହି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ଜାମିନ ଆବେଦନର ଶୁଣାଣି କରି ଡିସେମ୍ବର ୧୨ ତାରିଖରେ ରାୟ ସଂରକ୍ଷିତContinue reading “ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂଙ୍କୁ ଝଟକା । ଖାରଜ କଲେ ଜାମିନ ଆବେଦନ”
ମାୟାବତୀଙ୍କ ସରକାରରେ ଥିଲେ ଶିକ୍ଷାମନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ
କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ରାକେଶ ଧର ତ୍ରିପାଠୀଙ୍କୁ କୋର୍ଟ ଦଣ୍ଡବିଧାନ କରିଛନ୍ତି । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କାର ଜରିମାନା ରାଶି ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହାସହ କୋର୍ଟ ରାକେଶ ଧରଙ୍କୁ ତୁରନ୍ତ ହେପାଜତକୁ ନେଇ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।Continue reading “ମାୟାବତୀଙ୍କ ସରକାରରେ ଥିଲେ ଶିକ୍ଷାମନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ”
ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମନାକଲେ ଆମେରିକା ରାଷ୍ଟ୍ରପତି । ଜାଣନ୍ତୁ କିଏ ହୋଇପାରନ୍ତି ମୁଖ୍ୟ ଅତିଥୀ
କନକ ବ୍ୟୁରୋ : ପ୍ରତିବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ଜଣେ ବିଦେଶୀ ନେତା ମୁଖ୍ୟ ଅତିଥି ହେବାର ପରମ୍ପରା ରହିଛି । ଏହି କ୍ରମରେ ଚଳିତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ମୁଖ୍ୟ ଅତିଥୀ ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ କୌଣସି କାରଣରୁ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାପରେ ଭାରତ ତରଫରୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଙ୍କୁ ନିମନ୍ତ୍ରଣ କରାଯାଇଛି । ଯଦିContinue reading “ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମନାକଲେ ଆମେରିକା ରାଷ୍ଟ୍ରପତି । ଜାଣନ୍ତୁ କିଏ ହୋଇପାରନ୍ତି ମୁଖ୍ୟ ଅତିଥୀ”
କଟକ ଏସପି ଅଫିସ ଘେରାଉ କରିବ ବିଜେପି । ସଂକଳ୍ପ ଯାତ୍ରା ବେଳେ ବିଜେଡିର ଗୁଣ୍ଡାରାଜକୁ କଡା ବିରୋଧ
କନକ ବ୍ୟୁରୋ: କଟକରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ବିଜେଡ଼ିର ବିରୋଧକୁ ନେଇ ସମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ୍ କରିଛି ବିଜେପି । ୧୦ ତାରିଖରେ କଟକ ଜିଲ୍ଲା କିସନନଗର ଥାନା ମାଣପୁର ପଂଚାୟତରେ ଚାଲିଥିବା କାର୍ଯ୍ୟକ୍ରମକୁ ବିଜେଡି ବିରୋଧ କରିଥିଲା । ଏହାକୁ ନେଇ ୧୨ ତାରିଖରେ ପଂଚାୟତ ଅଫିସ ଆଗରେ ବିଜେପିର ପ୍ରତିବାଦ ବେଳେ ବିଜେପି କର୍ମୀଙ୍କୁ ଆତର୍କିତ ଆକ୍ରମଣ କରିଥିଲା ବିଜେଡି । ଆକ୍ରମଣକୁ ନେଇ ବିଜେପି ପକ୍ଷରୁContinue reading “କଟକ ଏସପି ଅଫିସ ଘେରାଉ କରିବ ବିଜେପି । ସଂକଳ୍ପ ଯାତ୍ରା ବେଳେ ବିଜେଡିର ଗୁଣ୍ଡାରାଜକୁ କଡା ବିରୋଧ”
ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ଫଟୋ ।
କନକ ବ୍ୟୁରୋ: ଝାରସୁଗୁଡ଼ା ବେଲପାହାଡ଼ ଫରେଷ୍ଟ ରେଂଜ ଅଧିନ ପିକୋଲରେ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଫଟୋ । ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଥିବା ନେଇ ସୂଚନା ଦେଇଛନ୍ତି ଡିଏଫଓ । ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡ଼ା ଜିଲ୍ଲାରେ ପୁଣି କଲରାପତରିଆ ଦେଖିବାକୁ ମିଳିଥିବା ବେଳେ ସୁନ୍ଦରଗଡ଼ ହିମଗିରି ଜଙ୍ଗଲରୁ ଏହା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ପିକୋଲ ଜଙ୍ଗଲରେContinue reading “ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ଫଟୋ ।”
ପୁରୁଷଙ୍କ ରାଗକୁ କମ୍ କରେ ମହିଳାଙ୍କ ଆଖିର ଲୁହ । ପିଏଲଓଏସ୍ ବାୟୋଲୋଜି ରିପୋର୍ଟରୁ ଆସିଲା ତଥ୍ୟ ।
କନକ ବ୍ୟୁରୋ: ପୁରୁଷଙ୍କ ରାଗକୁ କମାଏ ମହିଳାଙ୍କ ଆଖିର ଲୁହ । ବୈଜ୍ଞାନିକଙ୍କ ଗବେଷଣାରୁ ଆସିଲା ରୋଚକ ତଥ୍ୟ । କୁହାଯାଏ ଯେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗିଲେ ମହିଳା ମାନେ ଆଖିର ଲୁହକୁ ହତିଆର ଭାବେ ବ୍ୟବହାର କରିଥାନ୍ତି । ଅର୍ଥାତ କାନ୍ଦିବା ଦ୍ୱାରା ସ୍ୱାମୀଙ୍କ ରାଗ କମ୍ ହୋଇଥାଏ ବୋଲି ମହିଳା ମାନେ ବିଶ୍ୱାସ କରିଥାନ୍ତି । ପିଏଲ୍ଓଏସ୍ ବାଓଲୋଜିରେ ଗୁରୁବାର ପ୍ରକାଶିତ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି । ମହିଳାଙ୍କ ଆଖିରେContinue reading “ପୁରୁଷଙ୍କ ରାଗକୁ କମ୍ କରେ ମହିଳାଙ୍କ ଆଖିର ଲୁହ । ପିଏଲଓଏସ୍ ବାୟୋଲୋଜି ରିପୋର୍ଟରୁ ଆସିଲା ତଥ୍ୟ ।”
ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।
କନକ ବ୍ୟୁରୋ: ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ କରାଯାଇଥିଲା ରେଡ୍ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବାContinue reading “ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ । ଆୟବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ।”
ପୁଣି ଡରାଇଲାଣି କରୋନା । କେରଳରେ ପୁଣି ଆଉ ଏକ ଜୀବନ ନେଲା ମାରାତ୍ମକ କରୋନା ।
କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେରଳରେ ଭୟଙ୍କର ରୂପ ନେଲାଣି ମହାମାରୀ । ଆଜି ମାରାତ୍ମକ କରୋନା ଆଉ ଏକ ଜୀବନ ନେଇଛି । ଯାହା କରୋନା ଭୟକୁ ବଢାଇ ଦେଇଛି । ଓଡିଶାରେ ସେଭଳି କୌଣସ୍ଥି ସ୍ଥିତି ନାହିଁ । କୋଭିଡ୍ ଲକ୍ଷଣ ଦେଖାଦେଲେ ପରିକ୍ଷା କରିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆବଶ୍ୟକ ପଡିଲେ ପରୀକ୍ଷା ସେଂଟର ବଢାଯିବ । ମାସ୍କ ବାଧ୍ୟତାମୂଳକ ପାଇଁ ବର୍ତମାନ ଗାଇଡଲାଇନ୍ ଆସିନାହିଁContinue reading “ପୁଣି ଡରାଇଲାଣି କରୋନା । କେରଳରେ ପୁଣି ଆଉ ଏକ ଜୀବନ ନେଲା ମାରାତ୍ମକ କରୋନା ।”