ସଫଳ ହେଉନି ବାଓ-ଫ୍ଲକ ଯୋଜନାରେ ମାଛ ଚାଷ: ଭାଙ୍ଗିଗଲାଣି ସିମେଣ୍ଟ କୁଣ୍ଡ

କନକ ବ୍ୟୁରୋ: କୋଭିଡ୍ ପରେ ଲୋକଙ୍କୁ ସଶକ୍ତ କରିବା ପାଇଁ, ବାଇଓ-ଫ୍ଲକ ଯୋଜନାରେ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ ସରକାର । ଏହି ଯୋଜନାରେ ପୋଖରୀ ବଦଳରେ,ଲୋକେ ସିମେଂଟ କୁଣ୍ଡରେ ବିଭିନ୍ନ ପ୍ରକାରର ମାଛ ଚାଷ କରି ଆର୍ଥିକ ସମୃଦ୍ଧ ହେବେ ବୋଲି ସରକାର ଲକ୍ଷ୍ୟ ରଖିଥିଲେ । କେନ୍ଦ୍ରାପଡାରେ ବି ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ କେମିତି ଚାଲିଛି ଏହି ଯୋଜନା, କୁଣ୍ଡ ଅଛି ମାଛ ନାହିଁ । ମାଛContinue reading “ସଫଳ ହେଉନି ବାଓ-ଫ୍ଲକ ଯୋଜନାରେ ମାଛ ଚାଷ: ଭାଙ୍ଗିଗଲାଣି ସିମେଣ୍ଟ କୁଣ୍ଡ”

ମନମୋହୁଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ: ପ୍ରାକୃତିକ ପରିବେଶ ସହ ଝରଣା ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼

କନକ ବ୍ୟୁରୋ: ମାଓ ସମସ୍ୟା ହ୍ରାସ ପାଇବା ପରେ ଏବେ ଆସ୍ତେ ଆସ୍ତେ ସାମନାକୁ ଆସୁଛି ସ୍ୱାଭିମାନ ଅଂଚଳର ପ୍ରକୃତିକ ସୌନ୍ଦର୍ଯ୍ୟର ସମ୍ଭାର । ଗୁରୁପ୍ରୀୟା ସେତୁ ପରେ ଏବେ ସ୍ୱାଭିମାନ ଅଂଚଳରେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ପାଲୋଟିଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ । ଦୁର୍ଗମ ଅଂଚଳରେ ରାସ୍ତା ଘାଟ ଖୋଲିବା ପରେ ଗୁଂଜିଓାଡା ଜଳପ୍ରପାତ ଲୋକଲୋଚନ କୁ ଆସିବା ପରେ ଏବେ ପ୍ରାକୃତିକ ପରିବେଷ ମଧ୍ୟରେ ସୁ-ଉଚ୍ଚ ଜଳପ୍ରପାତକୁ ଦେଖିବା ଲାଗିContinue reading “ମନମୋହୁଛି ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ଗୁଂଜିୱାଡା ଜଳପ୍ରପାତ: ପ୍ରାକୃତିକ ପରିବେଶ ସହ ଝରଣା ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼”

ଭାର୍ଗବୀ ନଦୀ ଉପରେ ଚାଲିଛି ପୋଲ ନିର୍ମାଣ: ୧୫ବର୍ଷ ହେଲା ସରୁନି କାମ

କନକ ବ୍ୟୁରୋ: ପୁରୀ ସଦର ବ୍ଲକ ମାଳି ସାହିରେ ୨୦୦୮ରୁ ଭାର୍ଗବୀ ନଦୀ ଉପରେ ଚାଲିଛି ସେତୁ ନିର୍ମାଣ । ୨୦୦୮ ମସିହାରେ ପୁରୀ ବିଧାୟକ ସ୍ୱର୍ଗତ ମେହେଶ୍ୱର ମହାନ୍ତି ଏହି ସେତୁକୁ ଉଦଘାଟନ କରିଥିଲେ । ଏହା ଭିତରେ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୁରୀ ସଦର ବ୍ଲକ ମାଳି ସାହି ଭାର୍ଗବୀ ନଦୀ ଉପରେ ଚାଲିଥିବା ସେତୁ ନିର୍ମାଣକୁContinue reading “ଭାର୍ଗବୀ ନଦୀ ଉପରେ ଚାଲିଛି ପୋଲ ନିର୍ମାଣ: ୧୫ବର୍ଷ ହେଲା ସରୁନି କାମ”

ଡାଇରିଆ ବ୍ୟାପିବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ମନୋଜ କହିଲେ, ସ୍ମାର୍ଟସିଟିରେ ହଇଜା ବ୍ୟାପିବା ଲଜ୍ଜ୍ୟାଜନକ ।

କନକ ବ୍ୟୁରୋ: ରାଉରକେଲା ଡାଇରିଆ ବ୍ୟାପିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କହିଛନ୍ତି ବିଶ୍ୱରୁ ହଇଜା ଲୋପ ପାଇଥିବା ବେଳେ ସ୍ମାର୍ଟ ସିଟି ରାଉରକେଲାରେ ହଇଜା ବ୍ୟାପିବା ଲଜ୍ଜାଜନକ । ହଇଜାରେ ଲୋକେ ମରୁଛନ୍ତି, ଠିକରେ ପାଣି ପାଉନାହାନ୍ତି । ନବୀନ ବାବୁଙ୍କ ଏହା ଶ୍ରେଷ୍ଠ ଉପହାର ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ଯଦି ରାଜ୍ୟ ସରକାର ସ୍ଥିତି ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।Continue reading “ଡାଇରିଆ ବ୍ୟାପିବା ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ମନୋଜ କହିଲେ, ସ୍ମାର୍ଟସିଟିରେ ହଇଜା ବ୍ୟାପିବା ଲଜ୍ଜ୍ୟାଜନକ ।”

ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ କେୟାର ନେତ୍ରମ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

କନକ ବ୍ୟୁରୋ: ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ କେୟାର ନେତ୍ରମ, ଭୁବନେଶ୍ୱରର ମିଳଇତ ଆନୁକୂଲ୍ୟରେ ଡିସେମ୍ବର ୧୮ ତାରିଖ ଦିନ ଭରତପୁର ସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରରେ ଏକ ନିଃଶୁଳ୍କ ଚକ୍ଷୁ ଶିବିର ଆୟୋଜିତ ହୋଇଥିଲା । ସ୍କୁଲର ବିଭିନ୍ନ ଶ୍ରେଣୀର ପ୍ରାୟ ୨୫୧ ଜଣ ପିଲାମାନଙ୍କୁ ଚକ୍ଷୁର କିପରି ଯତ୍ନ ନିଆଯିବ ସେ ବିଷୟରେ ସଚେତନ କରାଯିବା ସହିତ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିସହିତ ସ୍କୁଲର କିଛି ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅନ୍ୟ ସହକର୍ମୀମାନଙ୍କରContinue reading “ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ କେୟାର ନେତ୍ରମ ପକ୍ଷରୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର”

ଭାରତୀୟ ସାହିତ୍ୟ ପରିଷଦ କାର୍ଯ୍ୟକ୍ରମରେ ମୋହନ ଭାଗବତଙ୍କ ବଡ ସଙ୍କେତ । କହିଲେ ପରିବର୍ତନ ପାଇଁ ପ୍ରୟାସ କଲେ ମିଳିବ ସଫଳତା

କନକ ବ୍ୟୁରୋ: ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଭୁବନେଶ୍ୱରରେ ଚାଲିଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକ୍ରମରେ ପରିବର୍ତନକୁ ନେଇ ବଡ ସଙ୍କେତ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସଭାକୁ ସମ୍ବୋଧିତ କରି ପରିବର୍ତନ ପାଇଁ ମୋହନ ଭାଗବତ ବଡ ସଙ୍କେତ ଦେଇଛନ୍ତି । କହିଛନ୍ତି ସମୟ ଏବେ କଡ ଲେଉଟାଇଛି । ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଓଡିଶା ଅନୁଭୂତିର ମଧ୍ୟ ସେ ଉଦାହରଣ ଦେଇଛନ୍ତିContinue reading “ଭାରତୀୟ ସାହିତ୍ୟ ପରିଷଦ କାର୍ଯ୍ୟକ୍ରମରେ ମୋହନ ଭାଗବତଙ୍କ ବଡ ସଙ୍କେତ । କହିଲେ ପରିବର୍ତନ ପାଇଁ ପ୍ରୟାସ କଲେ ମିଳିବ ସଫଳତା”

ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । କହିଲେ, ରାଉରକେଲାରେ ସୁଧୁରୁଛି ହଇଜା ସ୍ଥିତି । ଦୁଇରୁ ତିନିଦିନ ଭିତରେ ହେବ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ।

କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ଅବସ୍ଥାରେ ସୁଧାର ଆସିଲାଣି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ । କହିଛନ୍ତି ହଇଜା ସ୍ଥିତି ନିୟନ୍ତ୍ରଣ ଭିତରକୁ ଆସିଲାଣି । ହଇଜା ଗ୍ରାଫ୍ ଏବେ ତଳମୁହାଁ ହେଉଛି । ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି । ଏସସିବିରୁ ଏକ ସ୍ୱତନ୍ତ୍ର ଟିମ ରାଉରକେଲା ଆସି ତଦନ୍ତ କରିବେ । ପାଣିର ମାନ ଓ ଖାଦ୍ୟର ଯାଞ୍ଚContinue reading “ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା । କହିଲେ, ରାଉରକେଲାରେ ସୁଧୁରୁଛି ହଇଜା ସ୍ଥିତି । ଦୁଇରୁ ତିନିଦିନ ଭିତରେ ହେବ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ।”

ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତକକୁ ମନ୍ଦିର ପାହାଚରେ ଛାଡି ଚାଲିଗଲା ମାଆ ।

କନକ ବ୍ୟୁରୋ: ମରିଗଲା ମାଆର ମମତା । ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ଜନ୍ମଦାତ୍ରୀ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଙ୍ଗା ଅଞ୍ଚଳର ଶିବ ମନ୍ଦିରରେ । ସକାଳୁ ପୂଜା କରିବାକୁ ଆସି ମନ୍ଦିରର ପୂଜକ ଶିଶୁ କନ୍ୟାକୁ ଦେଖିଥିଲେ । ପ୍ରବଳ ଶୀତରେ ନବଜାତକ କାନ୍ଦୁଥିବା ଦେଖି ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇଁ ମନ୍ଦିର ପରିସରରେContinue reading “ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତକକୁ ମନ୍ଦିର ପାହାଚରେ ଛାଡି ଚାଲିଗଲା ମାଆ ।”

ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ଆଦେଶ ପ୍ରତ୍ୟାହାର ନକରାଯାଏ ତେବେ … ବିବେକ ରାମସ୍ୱାମୀ ଏପରି ଚେତାବନୀ ଦେଇଛନ୍ତି ।

ଆମେରିକାରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ସମ୍ପର୍କ ନିଷ୍ପତି ପରେ  ବିବେକ ରାମସ୍ୱାମୀ ତାଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଭାରତୀୟ ମୂଳ ଆମେରିକୀୟ ତଥା ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାମସ୍ୱାମୀ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଚେତାବନୀ  ଦେଇଛନ୍ତି। ୱାଶିଂଟନ୍: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଅଯୋଗ୍ୟତା’ ନିଷ୍ପତି ପ୍ରତ୍ୟାହାର ନ ହେଲେ ଭାରତୀୟ-ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ୱାମୀ କଲରାଡୋ ପ୍ରାଥମିକ ମତଦାନରୁ ତାଙ୍କContinue reading “ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ଆଦେଶ ପ୍ରତ୍ୟାହାର ନକରାଯାଏ ତେବେ … ବିବେକ ରାମସ୍ୱାମୀ ଏପରି ଚେତାବନୀ ଦେଇଛନ୍ତି ।”

ଦିନକ ପୂର୍ବରୁ ୫-ଟି ଅଧ୍ୟକ୍ଷ ଶୁଣିଥିଲେ ସମସ୍ୟା, ଦିନକ ପରେ କେରଡାଗଡ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ପୋଖରୀ ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ୫-ଟି ଅଧ୍ୟକ୍ଷ ଗତ ୧୮ ତାରିଖରେ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ୟା ଶୁଣିବା ସହ ଜନସଭାରେ ଯୋଗ ଦେଇଥିଲେ । ସମସ୍ତ ସମସ୍ୟାକୁ ଯଥାଶୀଘ୍ର ପୂରା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ଅଧ୍ୟକ୍ଷ । କେନ୍ଦ୍ରାପଡା ଜିଲ୍ଲା ଗସ୍ତର ୨୪ ଘଣ୍ଟା ମଧ୍ୟରେ କେରେଡାଗଡର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ କେରେଡାଗଡContinue reading “ଦିନକ ପୂର୍ବରୁ ୫-ଟି ଅଧ୍ୟକ୍ଷ ଶୁଣିଥିଲେ ସମସ୍ୟା, ଦିନକ ପରେ କେରଡାଗଡ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ପୋଖରୀ ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।”

Design a site like this with WordPress.com
Get started