କନକ ବ୍ୟୁରୋ: ସାମ୍ନାକୁ ଆସିଲା ବୁଖାରୀର ସାଂଘାତିକ ଷଡଯନ୍ତ୍ର । ଯୁବତୀଙ୍କୁ ବ୍ୟବହାର କରି କରୁଥଲା ହନିଟ୍ରାପ୍ । ଯୁବତୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ନିଜେ କରିଥିଲା ଆପ୍ । ଯୁବତୀଙ୍କ ସହ ସମ୍ପର୍କ ରଖି ହନିଟ୍ରାପରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ଏହି ଆପ୍ ଜରିଆରେ ବିଭିନ୍ନ ଯୁବତୀଙ୍କ ସହ ଯୋଗାଯୋଗରେ ରହଥିଲା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ । ଯେଉଁମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟାContinue reading “ସାମ୍ନାକୁ ଆସିଲା ବୁଖାରୀର ସାଂଘାତିକ ଷଡଯନ୍ତ୍ର: ଯୁବତୀଙ୍କ ଜରିଆରେ କରୁଥିଲା ହନିଟ୍ରାପ”
Category Archives: News
ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଲେ, ସଂକ୍ରମଣ ରୋକିବାକୁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଅନ୍ତୁ ରାଜ୍ୟ ସରକାର ।
କନକ ବ୍ୟୁରୋ : ରାଉରକେଲାରେ ହଇଜା ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକାଶ କରିବା ସହ ସଂକ୍ରମଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଉରକେଲା ଭଳି ମହାନଗର ଅଞ୍ଚଳରେ ହଇଜା ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ । ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇContinue reading “ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଲେ, ସଂକ୍ରମଣ ରୋକିବାକୁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଅନ୍ତୁ ରାଜ୍ୟ ସରକାର ।”
ଆମେ ନିଜ ଗୋଡରେ କୁରାଢି ମାରିଛୁ । ଆମ ଅବସ୍ଥା ପାଇଁ ଆମେ ନିଜେ ହିଁ ଦାୟୀ : ନୱାଜ ସରିଫ
ନୱାଜ ସରିଫ ଯେବେଠୁ ଲଣ୍ଡନରୁ ଫେରିଛନ୍ତି ସେବେଠୁ ସେ ପାକିସ୍ତାନ ବିରୁଦ୍ଧରେ ଲଗାତାର ବୟାନବାଜି କରିଆସୁଛନ୍ତି । ସେ ଲଗାତାର ପାକିସ୍ତାନକୁ ଗାଳି ଦେଉଛନ୍ତି । ସେପଟେ ପାକିସ୍ତାନର ଖରାପ ଅବସ୍ଥା ସମ୍ପର୍କରେ ସେ ଆଉ ଏକ କଥା ମଧ୍ୟ କହିଛନ୍ତି । ନୱାଜ କହିଛନ୍ତି ଯେ ଆଜି ଆମ ଦେଶର ଅବସ୍ଥା ପାଇଁ ଆଉ କେହି ନୁହେଁ ଆମେ ନିଜେ ହିଁ ଦାୟୀ । ଏଥିପାଇଁ ଆଉ କାହାକୁ ଦୋଷ ଦେଲେ ହେବନାହିଁ । ଆମେContinue reading “ଆମେ ନିଜ ଗୋଡରେ କୁରାଢି ମାରିଛୁ । ଆମ ଅବସ୍ଥା ପାଇଁ ଆମେ ନିଜେ ହିଁ ଦାୟୀ : ନୱାଜ ସରିଫ”
ଝିଅ ଜନ୍ମ ହେଲା ବୋଲି ପତ୍ନୀକୁ ହତ୍ୟା କଲା ସ୍ୱାମୀ । ୨୪ ଘଣ୍ଟା ବନ୍ଦ ଘରେ ଛଟପଟ ହେବା ପରେ ଚାଲିଗଲା ସୃଷ୍ଟିର ଜୀବନ
କନକ ବ୍ୟୁରୋ: ବିଜ୍ଞାନ ସଫଳତାର ଶୀର୍ଷରେ ପହଞ୍ଚିଛି । ମଣିଷ ଚନ୍ଦ୍ରରେ ରହିବାକୁ ଯୋଜନା ବି କରୁଛି । ହେଲେ ଏବେବି ଝିଅକୁ ଅଭିଶାପ ବୋଲି ଭାବୁଛି ଏ ସମାଜ । ଏହାର ଏକାଧିକ ପ୍ରମାଣ ଆଜି ବି ଦେଖିବାକୁ ମିଳୁଥିବାବେଳେ ମଧ୍ୟପ୍ରଦେଶରୁ ଆସିଛି ଏକ ଛାତିଥରା ଖବର, ଯେଉଁଠି ଝିଅ ଜନ୍ମ ହେଲା ବୋଲି ସ୍ତ୍ରୀର ତଣ୍ଟି ଚିପି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିଅର ମୁରାର ଅଞ୍ଚଳରେ ଏଠିକାର ବାସିନ୍ଦାContinue reading “ଝିଅ ଜନ୍ମ ହେଲା ବୋଲି ପତ୍ନୀକୁ ହତ୍ୟା କଲା ସ୍ୱାମୀ । ୨୪ ଘଣ୍ଟା ବନ୍ଦ ଘରେ ଛଟପଟ ହେବା ପରେ ଚାଲିଗଲା ସୃଷ୍ଟିର ଜୀବନ”
ମାଲକାନଗିରି ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ: ଗାଁ ଗାଁ ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା
କନକ ବ୍ୟୁରୋ: ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ । ମାଲକାନଗିରି ଗସ୍ତରେ ଥିବା ରାଜ୍ୟପାଳ ରଘୁବର ଦାସ ବିଭିନ୍ନ ସ୍ଥାନରେ ଅଭିଯୋଗ ଶୁଣାଣି କରିଛନ୍ତି । ବିଭିନ୍ନ ଗାଁ ବୁଲିବା ସହ ସେଠାକାର ଲୋକଙ୍କ ସମସ୍ୟା ଶୁଣିଛନ୍ତି । କିଛି ଲୋକ ମଦ ବନ୍ଦ ନେଇ ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା ବେଳେ ଅନ୍ୟ କିଛି ଅଙ୍ଗନବାଡି ଗୃହ ନିର୍ମାଣ, ସ୍କୁଲ ନିର୍ମାଣ କରିବାକୁ ଦାବି କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଜଣେ ଜଣେ ଆଦିବାସୀContinue reading “ମାଲକାନଗିରି ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟପାଳ: ଗାଁ ଗାଁ ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା”
ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା: ଫସି ରହିଛନ୍ତି ୬୦ରୁ ଅଧିକ ଲୋକ
କନକ ବ୍ୟୁରୋ: ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ ୩୦ରୁ ଅଧିକ ବାଇକ ରହିଛି । ଦିନ ଗୋଟାଏରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା । ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁContinue reading “ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା: ଫସି ରହିଛନ୍ତି ୬୦ରୁ ଅଧିକ ଲୋକ”
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ସେନା ମୁଖ୍ୟ ଭାଲେରୀ ଜାଲୁଜ୍ନିଙ୍କ ସମ୍ପର୍କରେ ଫାଟ । କେମିତି ଲଢିବେ ଯୁଦ୍ଧ ?
ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଡୋମିର ଜେଲେନସ୍କି ଏବଂ ସେନା ମୁଖ୍ୟ ଭାଲେରୀ ଜାଲୁଜ୍ନିଙ୍କ ମଧ୍ୟରେ ତିକ୍ତତା ରହିଛି ବୋଲି ଆଗରୁ ଶୁଣାଯାଉଥିଲା । ଏବେ ତାହା ପୁଷ୍ଟି ହେଇସାରିଛି । ଏହି ତିକ୍ତତାକୁ ନିକଟରେ ଏକ ପ୍ରଶ୍ନର ଉତ୍ତରରେ ଜେଲେନସ୍କି କହିଛନ୍ତି ଯେ ତାଙ୍କ ଏବଂ ସେନା ମୁଖ୍ୟ ଜାଲୁଜାନିଙ୍କ ମଧ୍ୟରେ କେବଳ କାର୍ଯ୍ୟ ସମ୍ପର୍କ ରହିଛି ତା ବାଦ ଆଉକିଛି ନାହିଁ । ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଡୋମିର ଜେଲେନସ୍କି ଏବଂ ସେନା ମୁଖ୍ୟ ଭାଲେରୀ ଜାଲୁଜ୍ନିଙ୍କ ମଧ୍ୟରେContinue reading “ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏବଂ ସେନା ମୁଖ୍ୟ ଭାଲେରୀ ଜାଲୁଜ୍ନିଙ୍କ ସମ୍ପର୍କରେ ଫାଟ । କେମିତି ଲଢିବେ ଯୁଦ୍ଧ ?”
‘ମିମିକ୍ରି ଏକ କଳା , ଧନକଡଙ୍କୁ ଅପମାନ କରିବା ମୋର ଉଦ୍ଦଶ୍ୟ ନୁହେଁ’: କ୍ଷମା ମାଗିବାକୁ ମନାକଲେ କଲ୍ୟାଣ ବାନାର୍ଜୀ ।
କନକ ବ୍ୟୁରୋ: ‘ମିମିକ୍ରି’ ଗୋଟାଏ କଳା ଏବଂ ଧନଖଡ଼ଙ୍କ ମନରେ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନ ଥିଲା ବୋଲି ଆଜି ବିବାଦୀୟ ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି। ସଂସଦ ପରିସରରେ ଭାରତର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଠାଣି ଓ ନକଲ କରୁଥିବା ସମୟର ଭିଡିଓ ଭାଇରାଲ୍ ହେବା ପରେ ସାଂସଦ ବାନାର୍ଜୀ ବିବାଦୀୟ ହୋଇପଡ଼ିଛନ୍ତି। ଆଜି ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ କଲ୍ୟାଣ ବାନାର୍ଜୀ କହିଛନ୍ତି, କାହାରି ମନରେContinue reading “‘ମିମିକ୍ରି ଏକ କଳା , ଧନକଡଙ୍କୁ ଅପମାନ କରିବା ମୋର ଉଦ୍ଦଶ୍ୟ ନୁହେଁ’: କ୍ଷମା ମାଗିବାକୁ ମନାକଲେ କଲ୍ୟାଣ ବାନାର୍ଜୀ ।”
ଧନକଡଙ୍କ ଅପମାନକୁ ବିରୋଧ କରି ଘଣ୍ଟାଏ ଛିଡାହେବେ ଶାସକ ଦଳ ସାଂସଦ । ବିରୋଧୀଙ୍କୁ ଦେବେ କଡା ଜବାବ ।
କନକ ବ୍ୟୁରୋ: ସଂସଦରେ ଶୀତକାଳୀନ ଅଧିବେଶରେ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ମିମିକ୍ରିକୁ ନେଇ ମାହୋଲ ପୁରା ସରଗରମ ରହିଛି । ଉପରାଷ୍ଟ୍ରପତିଙ୍କୁ ଉପହାସ କରିବା ଘଟଣାର କଡା ଜବାବ ଦେବାକୁ ଏନଡିଏ ମେଣ୍ଟ ନେଇଛି ବଡ ନିଷ୍ପତ୍ତି । ମିମିକ୍ରି କରିଥିବା ଟିଏମସି ନେତା କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ନିଆରା ବିରୋଧ କରିବାକୁ ଯାଇ ବିଜେପି ସଦସ୍ୟ ରାଜ୍ୟସଭାରେ ଘଣ୍ଟାଏ ଛିଡା ହୋଇ ବିରୋଧ କରିବେ ବୋଲି କହିଛନ୍ତି । ସଂସଦୀୟ କାର୍ଯ୍ୟନିର୍ବାହୀ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀContinue reading “ଧନକଡଙ୍କ ଅପମାନକୁ ବିରୋଧ କରି ଘଣ୍ଟାଏ ଛିଡାହେବେ ଶାସକ ଦଳ ସାଂସଦ । ବିରୋଧୀଙ୍କୁ ଦେବେ କଡା ଜବାବ ।”
କ୍ରିକେଟ କରିଦେଲା କୋଟିପତି । ବାପା ପାନ ଦୋକାନୀ, ପୁଅ ଏବେ ଆଇପିଏଲ ନିଲାମୀର ଚର୍ଚ୍ଚିତ ଚେହେରା । ଶୁଭମ ଦୁବେଙ୍କୁ ନେଇ ଜୋରଦାର ଚର୍ଚ୍ଚା ।
କନକ ବ୍ୟୁରୋ : ଆଇପିଏଲ କରିଦେଲା କୋଟିପତି । ୫.୮୦ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ । ୨୦୨୪ ଆଇପିଏଲ ନିଲାମୀରେ ମହାରାଷ୍ଟ୍ର ନାଗପୁରର ଖେଳାଳୀ ଶୁଭମ ଦୁବେଙ୍କୁ ୫ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ୧୦ ବର୍ଷ ତଳେ ଶୁଭମଙ୍କ ପାଖରେ ଖେଳିବା ପାଇଁ ବ୍ୟାଟ ନଥିଲା । ଟଙ୍କା ନଥିବାରୁ ସେ ହଳେ ଗ୍ଲୋଭସ ମଧ୍ୟ କିଣିପାରୁନଥଲେ । ତାଙ୍କ ବାପାଙ୍କର ମହାରାଷ୍ଟ୍ରର ନାଗପୁର କମଲContinue reading “କ୍ରିକେଟ କରିଦେଲା କୋଟିପତି । ବାପା ପାନ ଦୋକାନୀ, ପୁଅ ଏବେ ଆଇପିଏଲ ନିଲାମୀର ଚର୍ଚ୍ଚିତ ଚେହେରା । ଶୁଭମ ଦୁବେଙ୍କୁ ନେଇ ଜୋରଦାର ଚର୍ଚ୍ଚା ।”