କନକ ବ୍ୟୁରୋ : ହେଭିୱେଟଙ୍କ ଶେଷ ମ୍ୟାଚ୍ । ୨୪ ନିର୍ବାଚନ ହେବ ଅନ୍ତିମ ପରୀକ୍ଷା । ପ୍ରସନ୍ନ ଆଚାର୍ଯ୍ୟ, ନରସିଂହ ମିଶ୍ର, ବିଜୟ ମହାପାତ୍ର, ଖାରବେଳ ସ୍ୱାଇଁ, ଦେବୀ ମିଶ୍ର. ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା ଓ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲିକ ଓ ନୃସିଂହ ସାହୁ । ଓଡିଶା ରାଜନୀତିର ଏହି ଦିଗଜ ଚେହେରା, ଦଶନ୍ଧୀ ଦଶନ୍ଧୀ ଧରି ରାଜନିତୀରେ ନିଜର ପ୍ରଭାବ ଓ ପ୍ରତିଆର ଜାହିର କରିଆସିଛନ୍ତି । କିଏContinue reading “୨୪ ହୋଇପାରେ ହେଭିୱେଟଙ୍କ ପାଇଁ ଅନ୍ତିମ ନିର୍ବାଚନ । ଶେଷ ଲଢ଼େଇ ପାଇଁ ଆଶା ବାନ୍ଧିଛନ୍ତି ରାଜ୍ୟର ପୁରୁଖା ନେତା”
Category Archives: News
ଆଜିଠୁ ଆରମ୍ଭ ହେଲା କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏଭଳି ପ୍ରୟାସ
କନକ ବ୍ୟୁରୋ : ପାଣ୍ଠି ସଂଗ୍ରହ ପାଇଁ କଂଗ୍ରେସର ଅଭିଯାନ ଆରମ୍ଭ । ‘ଦେଶ ପାଇଁ ଦାନ’ ଜରିଆରେ ସଂଗ୍ରହ ହେବ ପାଣ୍ଠି । ପ୍ରଥମେ ଅନଲାଇନ ପରେ ଘରକୁ ଘର ଯିବ ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଆରମ୍ଭ କରୁଥିବା ଏହି ଅଭିଯାନର ନାଁ ହେଉଛି, ଦେଶ ପାଇଁ ଦାନ । ପାଣ୍ଠି ସଂଗ୍ରହ ପାଇଁ ଦେଶର ସର୍ବପୁରାତନ ଦଳ ବିଧିବଦ୍ଧଭାବେ ଏହି ଅଭିଯାନ ଆରମ୍ଭ କରିଛି । ପ୍ରଥମେ ଅନଲାଇନ ଏବଂContinue reading “ଆଜିଠୁ ଆରମ୍ଭ ହେଲା କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏଭଳି ପ୍ରୟାସ”
ଗଞ୍ଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ । କଲେ ବିକାଶ କାମର ସମୀକ୍ଷା, ବ୍ରାହ୍ମଣୀ ନଦୀ ଉପରେ ଏକମାଣିଆ ସେତୁର ଶିଳାନ୍ୟାସ
କନକ ବ୍ୟୁରୋ : ଗଞ୍ଜାମ ପରେ କେନ୍ଦ୍ରାପଡା ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ରାଜନୀତିରେ ଯୋଗ ଦେବା ପରେ କେନ୍ଦ୍ରାପଡାକୁ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାବେଳେ ସେ ସେଠାରେ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରାପଡା ତିନିମୁହାଣି ଛକରୁ ଶ୍ରୀ ବଳଦେବ ଜୀଉ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଯାଇ ବଡଠାକୁରଙ୍କୁ ଦର୍ଶନ କରିଛନ୍ତି । ଏଥିସହ ବଳଦେବ ଜୀଉଙ୍କ ପାଖରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷାContinue reading “ଗଞ୍ଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ । କଲେ ବିକାଶ କାମର ସମୀକ୍ଷା, ବ୍ରାହ୍ମଣୀ ନଦୀ ଉପରେ ଏକମାଣିଆ ସେତୁର ଶିଳାନ୍ୟାସ”
ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି
କନକ ବ୍ୟୁରୋ: ପାର୍ଲାମେଂଟ ଇତିହାସରେ ପ୍ରଥମ ଘଟଣା । ହଙ୍ଗାମା କାରଣରୁ ପାର୍ଲାମେଂଟରୁ ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ଗତ ୧୪ ତାରିଖରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହାକୁ ମିଶାଇ ମୋଟ ୯୨ ସାସଂଦ ନିଲମ୍ବିତ ହେଲେଣି । ଲୋକସଭାର ୩୩ଜଣ ସାଂସଦ ଶୀତ ଅଧିବେଶନରେ ଆଉ ଅଂଶଗ୍ରହଣ କରିପାରିବେନି । ରାଜ୍ୟସଭାରContinue reading “ସଂସଦ ସୁରକ୍ଷାକୁ ନେଇ ଜାରି ରହିଛି ବିରୋଧଙ୍କ ହଙ୍ଗାମା: ମୋଟ ୯୨ ଜଣ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି”
ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଖୋଳତାଡ଼ । ଅଧିକ ପଚରାଉଚରା ପାଇଁ ଆଜି ଏସଟିଏଫ କରିପାରେ ରିମାଣ୍ଡ ଆବେଦନ, ସିଡିଆର ରିପୋର୍ଟ ଖୋଲିବ ଆତଙ୍କୀ ଲିଙ୍କ୍
କନକ ବ୍ୟୁରୋ : ଯାଜପୁରର ନେଉଲପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ମାମଲାର ଆକ୍ସନରେ କ୍ରାଇମବ୍ରାଞ୍ଚ ଏସଟିଏଫ । ଇଂଟେଲିଜେନ୍ସ ବ୍ୟୁରୋ ଓ ଏନଆଇଏ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କ୍ରାଇମବ୍ରାଂଚ ଆଇଜି । କାଶ୍ମୀର ଓ ପଞ୍ଜାବ ପୋଲିସ ସହ ତଥ୍ୟ ଆଦାନପ୍ରଦାନ କରାଯାଇଛି । ଟେରର ଲିଙ୍କ ନେଇ ଚାଲିଛି ପ୍ରମାଣ ଖୋଜା । ସିଡିଆର ଓଅନ୍ୟ ଡକୁମେଣ୍ଟକୁ ବିଶ୍ଳେଷଣ କରାଯାଇଛି । ୬ଟି ଆକାଉଣ୍ଟରେ ଟେରର ଫଣ୍ଡି ନେଇ ସୁରାକContinue reading “ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଖୋଳତାଡ଼ । ଅଧିକ ପଚରାଉଚରା ପାଇଁ ଆଜି ଏସଟିଏଫ କରିପାରେ ରିମାଣ୍ଡ ଆବେଦନ, ସିଡିଆର ରିପୋର୍ଟ ଖୋଲିବ ଆତଙ୍କୀ ଲିଙ୍କ୍”
ରାଉରକେଲାରେ ବଢୁଛି ଡାଇରିଆ ଆତଙ୍କ । ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି, ପାଣିରୁ ରୋଗ ବ୍ୟାପୁଥିବା ନେଇ ଉପଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗର ଭିନ୍ନ ମତ
କନକ ବ୍ୟୁରୋ : ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ଜଳବାହିତ ରୋଗ ଏବଂ ଭିବ୍ରିଓ କଲେରା ବାକ୍ଟେରିଆ ଯୋଗୁଁ ହେଉଛି ବୋଲି କହିଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଣ୍ଡେଟ ସୁଧାରାଣୀ ପ୍ରଧାନ । ପ୍ରତିଦିନ ରୋଗୀଙ୍କ ସଂଖ୍ୟା ବଢୁଛି, ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛିContinue reading “ରାଉରକେଲାରେ ବଢୁଛି ଡାଇରିଆ ଆତଙ୍କ । ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି, ପାଣିରୁ ରୋଗ ବ୍ୟାପୁଥିବା ନେଇ ଉପଜିଲ୍ଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗର ଭିନ୍ନ ମତ”
ବୋମା ବିସ୍ଫୋରଣ, ଟାର୍ଗେଟ କିଲିଙ୍ଗ , ଡ୍ରଗ୍ସ ଚୋରା ଚାଲାଣ… ଭାରତରେ ଦାଉଦ ଇବ୍ରାହିମ କଣ କଣ ଅପରାଧ କରିଛି ?
ଭାରତର କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମକୁ ପାକିସ୍ତାନରେ ବିଷ ଦିଆଯାଇଥିବାର ଖବର ଆସିଛି । ଏହା ସହ ପାକିସ୍ଥାନରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ଦାବିକରାଯାଉଛି । ଆଜିର ଷ୍ଟୋରିରେ ଜାଣିବା ଏହି କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର କଳା କରନାମା । ଏମିତି ଗୋଟେ ସମୟ ଥିଲା ଯେତେବେଳେ ମୁମ୍ବାଇରେ ଦାଉଦର ରାଜ ଚାଲିଥିଲା । ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ପୋର୍ଟ, ଡ୍ରଗ୍ସ ଚୋରା କାରବାର, ରିଏଲContinue reading “ବୋମା ବିସ୍ଫୋରଣ, ଟାର୍ଗେଟ କିଲିଙ୍ଗ , ଡ୍ରଗ୍ସ ଚୋରା ଚାଲାଣ… ଭାରତରେ ଦାଉଦ ଇବ୍ରାହିମ କଣ କଣ ଅପରାଧ କରିଛି ?”
ଶୀତ ସହ ମିତ ବସିଛି କନ୍ଧମାଳ । ଗରମ ଚା’ ପିଉଛି, କାଠ ଜାଳି ନିଆଁ ପୁଉଁଛି…
କନକ ବ୍ୟୁରୋ: ଏ ଦୃଶ୍ୟ ହିଁ ବୟାନ କରୁଛି ଶୀତ ଆସିଲାଣି ବୋଲି । ଖାଲି ଦେହ ଥରିଲେ କି ଦେହରେ ସ୍ୱେଟର ପଡିଲେ ଶୀତ ଆସିଛି ବୋଲି କୁହା ଯାଇପାରିବନି ବରଂ କାଠ ଜାଳି ନିଆଁ ପୁଆଁ ହେଲେ ହିଁ ଶୀତର ଅସଲ ଚିତ୍ର ସାମ୍ନାକୁ ଆସେ । ଟକମକ ଫୁଟୁଥିବା କେଟିଲରୁ ଚା ପିଇ ଥରିଲା ଓଠକୁ ଉଷୁମ ଦେଲେ ହିଁ ଶୀତ ଆସିଛି ବୋଲି ଅନୁଭବ ହୁଏ । ନିଦଭରା ଶୀତୁଆ ସକାଳରେContinue reading “ଶୀତ ସହ ମିତ ବସିଛି କନ୍ଧମାଳ । ଗରମ ଚା’ ପିଉଛି, କାଠ ଜାଳି ନିଆଁ ପୁଉଁଛି…”
ଆଠମଲ୍ଲିକ ଓଏଡା ପଞ୍ଚାୟତର ସ୍ୱାଧୀନ ସରପଞ୍ଚଙ୍କୁ ସହଯୋଗ କରୁନାହିଁ ବ୍ଲକ ପ୍ରଶାସନ: ମନ ଇଚ୍ଛା କାମ କରୁଛନ୍ତି ଠିକାଦାର
କନକ ବ୍ୟୁରୋ: ଠିକାଦାର ଓ ମୁଷ୍ଟିମେୟ ରାଜନୈତିକ ପ୍ରରୋଚନାରେ ଚାଲିଛି ଆଠମଲ୍ଲିକ ଜିଲ୍ଲା ପ୍ରଶାସନ।ରାଜନୈତିକ ଆକ୍ରୋଶ ଯୋଗୁଁ ପଞ୍ଚାୟତରେ ହେଇପାରୁନି ବିକାଶମୂଳକ କାର୍ୟ୍ୟ।କାମ ହେଉଥିଲେ ବି ହେଇପାରୁନି ବିଲ୍। ଏହାର ପ୍ରତିବାଦ କରି ଜିଲ୍ଲାପ୍ରଶାସନ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଏଡା ପଞ୍ଚାୟତ ବାସି। ଅନୁଗୋଳ ଆଠମଲ୍ଲିକ ବ୍ଲକ, ଓଏଡା ପଞ୍ଚାୟତରେ ହୋଇପାରୁନି କୌଣସି ଉନ୍ନତିମୂଳକ କାର୍ୟ୍ୟ। ସ୍ଥାନୀୟ ପ୍ରଶାସନର ଉଦ୍ଦେଶ୍ୟ ମୂଳକ ଅବହେଳା ଓ ରାଜନୈତିକ ଆକ୍ରୋଶ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ରହିଛିContinue reading “ଆଠମଲ୍ଲିକ ଓଏଡା ପଞ୍ଚାୟତର ସ୍ୱାଧୀନ ସରପଞ୍ଚଙ୍କୁ ସହଯୋଗ କରୁନାହିଁ ବ୍ଲକ ପ୍ରଶାସନ: ମନ ଇଚ୍ଛା କାମ କରୁଛନ୍ତି ଠିକାଦାର”
୧୯୯୦ ବନ୍ୟା ପରେ ଧରାକୋଟ ଘୋଡାପଲ୍ଲିରେ ଥଇଥାନ କରିଥିଲେ ସରକାର: ଆଜି ଯାଏଁ ମିଳିନାହିଁ ଘରଡିହ ପଟ୍ଟା
କନକ ବ୍ୟୁରୋ: ୧୯୯୦ ମସିହାର ବନ୍ୟା ବିପ୍ନଙ୍କୁ ସରକାର ଥଇଥାନ କରିଛନ୍ତି । ହେଲେ ଏଯାଏଁ ମିଳିନି ଘରବାରି ପଟା । ଫଳରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନା ପାଲଟିଛି ଦୁଃସପ୍ନ । ଦିର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ବି ପଟ୍ଟା ପାଇବାରୁ ବଂଚିତ ଥିବା ୪୦ ପରିବାରର ପିଲା ପାଠପଢା କ୍ଷେତ୍ରରେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ଗଂଜାମ ଧରାକୋଟ ବ୍ଲକ ଘୋଡାପଲ୍ଲି ଗାଁରୁ ଆସିଛି ଏମିତି ଅଭିଯୋଗ । ୧୯୯୦Continue reading “୧୯୯୦ ବନ୍ୟା ପରେ ଧରାକୋଟ ଘୋଡାପଲ୍ଲିରେ ଥଇଥାନ କରିଥିଲେ ସରକାର: ଆଜି ଯାଏଁ ମିଳିନାହିଁ ଘରଡିହ ପଟ୍ଟା”