କନକ ବ୍ୟୁରୋ : ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି । ୯ଟି ମୂଲ୍ୟବାନ ଜୀବନ ଚାଲିଗଲାଣି । ରୋଗ ପାଣି ଯୋଗୁଁ ବ୍ୟାପୁଛି କି ନାହିଁ, ତାକୁ ନେଇ ଚାଲିଛି ତନାଘନା । ତା’ରି ଭିତରେ ଏମିତି ଏକ ଚିତ୍ର ଆମ ପାଖରେ ପହଞ୍ଚିଛି, ଯାହାକୁ ଦେଖିଲେ ଆପଣ କହିବେ ଯେ ଏପାଣି କ’ଣ ମଣିଷ ପିଅନ୍ତି । କିନ୍ତୁ ସତରେ ଅପରିଷ୍କାର ପାଣି ଏଠାକାର ମଣିଷମାନେ ହିଁ ପିଉଛନ୍ତି । ରାଉରକେଲା ପାନପୋଷର ପାଞ୍ଚ ନମ୍ବର ୱାର୍ଡବାସୀଙ୍କContinue reading “ଶୋଷ ମେଣ୍ଟାଉଛି ଗୋଳିଆ ପାଣି । ଡାଇରିଆ ବ୍ୟାପୁଥିବା ବେଳେ ସାମ୍ନାକୁ ଆସିଲା ବିକଳ ଚିତ୍ର”
Category Archives: News
ସନ୍ଦେହଜନକ ଭାବେ ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
କନକ ବ୍ୟୁରୋ : ସନ୍ଦେହଜନକ ଭାବେ ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନ ବାଗ୍ ଅଞ୍ଚଳରୁ ଆସିଛି ଏଭଳି ଖବର । ଯୁବକ ଜଣଙ୍କ ନବୀନ ବାଗ୍ ଅଞ୍ଚଳର ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଘରେ ଭଡ଼ାରେ ରହୁଥିଲେ । ସେ ସ୍ଥାନୀୟ ଗଡ଼ବଡ଼ପୁଟ ପଞ୍ଚାୟତରେ ଜିଆରଏସ ଭାବେ କାମ କରୁଥିଲେ । ହେଲେ ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡ଼ି ଗାଁରେ । ମୃତ ଯୁବକଙ୍କContinue reading “ସନ୍ଦେହଜନକ ଭାବେ ଜିଆରଏସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ”
ଶିମିଳିପାଳରେ ମୁହାଁମୁହିଁ ଦୁଇ ମହାବଳ ବାଘ । ନିଜ ନିଜ ଅଞ୍ଚଳକୁ ଦଖଲ ପାଇଁ ଲଢ଼େଇ
କନକ ବ୍ୟୁରୋ : ଶିମିଳିପାଳରେ ବାଘ ଲଢ଼େଇ । ଶିମିଳିପାଳ ଟାଇଗର ରିଜର୍ଭରେ ଦୁଇ ମହାବଳ ବାଘ ମଧ୍ୟରେ ଏହି ଲଢ଼େଇ ହୋଇଛି । ଦୁଇ ବାଘର ପରିଚୟ ଟି-୩୫ ଓ ଟି-୩୧ ବୋଲି ଜଣାପଡ଼ିଛି । ଲଢ଼େଇରେ ଟି-୩୫ ବିଜୟୀ ହୋଇଥିବା ନେଇ ସୂଚନା ମିଳିଛି । ନିଜ ନିଜର ଅଞ୍ଚଳକୁ ଦଖଲ କରିବା ପାଇଁ ଏହି ଲଢ଼େଇ ହୋଇଥିବା ଜଣାପଡ଼ିଛି । ବିଜୟ ପରେ ଟି-୩୫ ତା’ର ଅଞ୍ଚଳକୁ ଦଖଲ କରିବାରେ ସଫଳ ହୋଇଥିବାContinue reading “ଶିମିଳିପାଳରେ ମୁହାଁମୁହିଁ ଦୁଇ ମହାବଳ ବାଘ । ନିଜ ନିଜ ଅଞ୍ଚଳକୁ ଦଖଲ ପାଇଁ ଲଢ଼େଇ”
କାହିଁକି ଲଣ୍ଡନରେ ଘର କିଣୁଛନ୍ତି ଭାରତୀୟ ଧନୀ ମାନେ ? ଏହାପଛରେ କଣ ରହିଛି କାରଣ ?
ଭାରତୀୟ ଧନୀ ଲୋକମାନେ ଲଣ୍ଡନ ସମେତ ବିଦେଶରେ ସମ୍ପତ୍ତିରେ ବିନିଯୋଗ କରୁଛନ୍ତି, ବିଶେଷତ ମେଫେୟାର, ବେକର୍ ଷ୍ଟ୍ରିଟ୍ ଏବଂ ମେରିଲେବୋନ୍ ଭଳି ପ୍ରମୁଖ କେନ୍ଦ୍ରୀୟ ଲଣ୍ଡନ ଅଞ୍ଚଳରେ । ସେମାନେ ଲଣ୍ଡନରେ ସମ୍ପତ୍ତିରେ ବିନିଯୋଗ କରୁଛନ୍ତି କାରଣ ଏହା ବିଦେଶରେ ବ୍ୟବସାୟର ସୁଯୋଗ, ଆଧୁନିକ ଜୀବନଶୈଳୀ , ପୁଞ୍ଜି ବିନିଯୋଗ ବିବିଧତା ଏବଂ ଶିକ୍ଷାର ଗୁଣବତ୍ତା ତଥା ପରବର୍ତ୍ତୀ ପିଢିର ପସନ୍ଦର ଜୀବନ ଯୋଗୁଁ ଏହାକୁ ଏକ ଗେଟୱେ ଭାବରେ ବିବେଚନା କରାଯାଉଛି । କିଛି ଦିନContinue reading “କାହିଁକି ଲଣ୍ଡନରେ ଘର କିଣୁଛନ୍ତି ଭାରତୀୟ ଧନୀ ମାନେ ? ଏହାପଛରେ କଣ ରହିଛି କାରଣ ?”
ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ନିଶା ବେପାରୀଙ୍କ ଉପରେ ଚଢଉ ।
କନକ ବ୍ୟୁରୋ: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ନିଶା ବେପାରୀଙ୍କ ଉପରେ ଚଢାଉ କରିଛି କମିଶନରେଟ ପୋଲିସ । ଅଧ କେଜିରୁ ଉର୍ଦ୍ଧ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଜବତ ୬୬୦ ଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ ହୋଇଥିବା ସୂଚନା ରହିଛି । ସ୍ପେଶାଲ କ୍ରାଇମ୍ ୟୁନିଟ୍ ୨ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରିଛି । ଉଭୟଙ୍କ ଘର ବାଲେଶ୍ୱର ଓ ଜଳେଶ୍ୱରରContinue reading “ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ନିଶା ବେପାରୀଙ୍କ ଉପରେ ଚଢଉ ।”
ଡାଇରିଆ ନେଲାଣି ୯ ଜୀବନ, ୨୦ରୁ ଅଧିକ ଗୁରୁତର । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ପାଣିରେ ରହିଛି କ୍ଲୋରିନର ଅଭାବ ,ଚାଲିଛି ଜଳ ବିଶୋଧନ ପ୍ରକ୍ରିୟା
କନକ ବ୍ୟୁରୋ: ରାଉରକେଲାରେ ଆତଙ୍କ ଖେଳାଇଛି ଡାଇରିଆ । ଡାଇରିଆରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଡାଇରିଆରେ ମୃତ୍ୟୁ ସଂଖ୍ୟା ୯ରେ ପହଂଚିଛି । ଏବେ ଜିଲ୍ଲାର ସରକାରୀ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଆକ୍ରାନ୍ତ ମାନେ ଭର୍ତି ହୋଇଛନ୍ତି । ସରକାରୀ ହସ୍ପିଟାଲରେ କେବଳ ୧୦୦ରୁ ଅଧିକ ଚିକିତ୍ସାଧୀନ ଥିବା ଜଣାପଡିଛି । ଦିନକୁ ଦିନକୁ ସ୍ଥିତି ବିଗୁଡ଼ୁଥିବାରୁ ସଂକ୍ରମଣ ରୋକିବାକୁ ତତ୍ପର ହୋଇଛି ଉଭୟ ଜିଲ୍ଲାContinue reading “ଡାଇରିଆ ନେଲାଣି ୯ ଜୀବନ, ୨୦ରୁ ଅଧିକ ଗୁରୁତର । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ପାଣିରେ ରହିଛି କ୍ଲୋରିନର ଅଭାବ ,ଚାଲିଛି ଜଳ ବିଶୋଧନ ପ୍ରକ୍ରିୟା”
କମ୍ପାନୀ ଫାଟକ ଆଗରେ ଶ୍ରମିକଙ୍କ ଧାରଣା । ୩ ଦଫା ଦାବିରେ ରାଜଗାଙ୍ଗପୁର ଆରଏଚଆଇ ମ୍ୟାଗ୍ନେସିଟା ଇଣ୍ଡିଆ ଆଗରେ ପ୍ରଦର୍ଶନ ।
କନକ ବଚ୍ୟୁୁରୋ: କମ୍ପାନୀ ଫାଟକ ଆଗରେ ଶ୍ରମିକଙ୍କ ଧାରଣା । ୩ ଦଫା ଦାବି ନେଇ ରାଜଗାଙ୍ଗପୁରରେ ଥିବା ଆରଏଚଆଇ ମ୍ୟାଗ୍ନେସିଟା ଇଣ୍ଡିଆ ରିଫ୍ରାକ୍ଟୋରୀଜ ଲିମିଟେଡ କମ୍ପାନୀ ଗେଟ୍ ଆଗରେ ଶ୍ରମିକ ମାନେ ଆନ୍ଦୋଳନ କରୁଛନ୍ତି । ଶୀତ, କାକରରେ ଶ୍ରମିକ ମାନେ ଧାରଣାରେ ବସି ରହିଛନ୍ତି । ଆନ୍ଦୋଳନ ଯୋଗୁଁ କାରଖାନା କାମ ବାଧାପ୍ରାପ୍ତ ହୋଇଛି । ୫ ବର୍ଷରୁ ଅଧିକ ବର୍ଷ ଧରି ଶ୍ରମିକ ମାନେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତିContinue reading “କମ୍ପାନୀ ଫାଟକ ଆଗରେ ଶ୍ରମିକଙ୍କ ଧାରଣା । ୩ ଦଫା ଦାବିରେ ରାଜଗାଙ୍ଗପୁର ଆରଏଚଆଇ ମ୍ୟାଗ୍ନେସିଟା ଇଣ୍ଡିଆ ଆଗରେ ପ୍ରଦର୍ଶନ ।”
ଇଡେନ୍ ଗାର୍ଡେନରୁ ଉଦ୍ଧାର ହେଲା ଓଡିଆ ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତକ ଷ୍ଟାଡିୟମ କର୍ମଚାରୀଙ୍କ ପୁଅ ।
କନକ ବ୍ୟୁରୋ: କୋଲକାତାର ଇଡେନ୍ ଗାର୍ଡେନ୍ସ୍ ଷ୍ଟାଡିୟମ୍ର ‘କେ’ ବ୍ଲକ୍ରୁ ଓଡ଼ିଶାର ଭଦ୍ରକ ଅଞ୍ଚଳର ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।ଇଊଠ ମୃତ ମୃତ ଯୁବକ ହେଉଛନ୍ତି, ଏହି ପ୍ରଖ୍ୟାତ ଷ୍ଟାଡିୟମ୍ର ‘ଗ୍ରାଉଣ୍ଡ୍ ଷ୍ଟାଫ୍’ କର୍ମଚାରୀ ବା ମାଳୀ ଗଣେଶ ଚନ୍ଦ୍ର ବାରିକଙ୍କ ୨୧ ବର୍ଷିୟ ପୁଅ ଧନଞ୍ଜୟ ବାରିକ। ଆଜି ସକାଳ ୮ଟା ବେଳେ ତାଙ୍କ ଫାଶୀ ଲଗା ଶବ ଦେଖିବା ପରେ ଘଟଣା ସଂକ୍ରାନ୍ତରେ କୋଲ୍କାତା ପୁଲିସକୁ ରିପୋର୍ଟ କରାଯାଇଥିଲା। ଧନଞ୍ଜୟ ବାପା ଓContinue reading “ଇଡେନ୍ ଗାର୍ଡେନରୁ ଉଦ୍ଧାର ହେଲା ଓଡିଆ ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତକ ଷ୍ଟାଡିୟମ କର୍ମଚାରୀଙ୍କ ପୁଅ ।”
ଧିରେ ଧିରେ ସୁସ୍ଥ ହେଉଛି କୁନି । ବୋରୱେଲରୁ ଉଦ୍ଧାର ଶିଶୁର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନେଇ ଭିମସାର କର୍ତ୍ତୃପକ୍ଷଙ୍କ ସୂଚନା ।
କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେର ଭିତରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ସ୍ୱାସ୍ଥାବସ୍ଥାରେ ସୁଧାର ଆସୁଛି । ଅକ୍ସିଜେନ୍ କଢ଼ାଯାଇଥିବା ବେଳେ ଶିଶୁଟିକୁ ମଧ୍ୟ ଡବା କ୍ଷୀର ଦିଆଯାଉଛି । ପୂର୍ବଅପେକ୍ଷାରେ ସ୍ୱସ୍ଥ୍ୟରେ ଉନ୍ନତି ଆସିଥିବା କହିଛନ୍ତି ଡାକ୍ତର । ବେରୱେଲରୁ ଉଦ୍ଧାର ହେବା ପରେ ଶିଶୁର ଶ୍ୱାସକ୍ରିୟରେ ସମସ୍ୟା ପାଇଁ ଅକ୍ସିଜେନ୍ ଦିଆଯାଉଥିଲା । ପ୍ରଥମେ ସହମତିରେ ଅନ୍ୟ ମା’ କ୍ଷୀର ଦିଆଯାଉଥିବା ବେଳେ ପ୍ରଥମ କରି ପିଲାଟିକୁ ଡବା କ୍ଷୀର ଦିଆଯାଇଛିContinue reading “ଧିରେ ଧିରେ ସୁସ୍ଥ ହେଉଛି କୁନି । ବୋରୱେଲରୁ ଉଦ୍ଧାର ଶିଶୁର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନେଇ ଭିମସାର କର୍ତ୍ତୃପକ୍ଷଙ୍କ ସୂଚନା ।”
ଆଜିଠୁ କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପ୍ରୟାସ ।
କନକ ବ୍ୟୁରୋ: କଂଗ୍ରେସର ଆଜିଠୁ ନୂଆ ଅଭିଯାନ ‘ଦେଶ ପାଇଁ ଦାନ’ ଆରମ୍ଭ କରିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଅଭିଯାନରୁ ଶୁଭାରମ୍ଭ କରି କହିଛନ୍ତି, ଯଦି ତୁମେ ଧନୀ ବ୍ୟକ୍ତିଙ୍କ ଉପରେ ନିର୍ଭର କରିବ ତେବେ ତୁମକୁ ତାଙ୍କର ନୀତି ମାନିବାକୁ ପଡିବ । ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମରେ ଜନସାଧାରଣଙ୍କ ଠାରୁ ଦାନ ମାଗିଥିଲେ । ତେଣୁ ପ୍ରଥମ ଥର ପାଇଁ ଦେଶ ପାଇଁ କଂଗ୍ରେସ ଦାନ ମାଗୁଛି । କଂଗ୍ରେସContinue reading “ଆଜିଠୁ କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ । ୨୦୨୪ ନିର୍ବାଚନ ଲଢିବା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପ୍ରୟାସ ।”